ସବୁ ଝିଅ ନିଜ ଜୀବନସାଥିଙ୍କ ଠାରୁ ଏହି ଗୋଟେ କଥା ଶୁଣିବାକୁ ଚାହଁନ୍ତି , ମଉକା ମିଳିଲେ ତୁରନ୍ତ କହିଦିଅନ୍ତୁ ଆପଣ..
କେହି ଜଣେ କହିଥିଲେ କି ଯଦି କଥା ଭଲସେ କହିପାରିବେ ତେବେ କଥାର ମୁଲ୍ୟ ରହିପାରିବ , ହଁ ଆଜ୍ଞା , ଯେ କୌଣସି ସଂମ୍ପର୍କ ମଜବୁତ୍ ରହିବାପାଇଁ ହେଲେ ଆପଣଙ୍କ ମଧ୍ୟରେ ଭଲ ସଂମ୍ପର୍କ ଓ ତାହା ସହ ନିଜ ମଧ୍ୟରେ ଥିବା ଉତ୍ତମ ବିଚାର ଓ ବୁଝାମଣା ଓ ତା ଉପରେ ଅଧିକା ଦାୟିତ୍ୱବୋଧ ହିଁ ଆବଶ୍ୟକ ହୋଇଥାଏ , କାରଣ ଯେବେ ଆପଣଙ୍କର କାହା ସହ ସଂବନ୍ଧ ରଖିବାକୁ ଯାଆନ୍ତି , ଏମିତି ବହୁତ ସାରା ଅଭ୍ୟାସ ହୋଇଥାଏ , ଯାହା ଆପଣଙ୍କୁ ପସନ୍ଦ ଲାଗେ ନାହିଁ ଓ କେବେ କେବେ ସାମ୍ନା ବାଲାକୁ ବି ଏହି ଅଭ୍ୟାସ ଖାସ୍ ଲାଗେ ନାହିଁ । ଏମିତିରେ ଦୁହେଁଙ୍କୁ ଦୁହେଁଙ୍କର କଥା ବୁଝିବାକୁ ପଡିଥାଏ , କାରଣ ସେଥିପାଇଁ ତାଙ୍କର ସଂମ୍ପର୍କ ଆଗକୁ ବଢିବାକୁ ଲାଗିବ ।
କହିଦେବୁ କି ଯେବେ କେଉଁ ପୁଅ କିମ୍ବା ଝିଅ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ତେବେ ତାଙ୍କର ଏହା ଇଚ୍ଛା ହୋଇଥାଏ କି ଏହି ନୁଆ ସଂମ୍ପର୍କକୁ ସେ ବହୁତ ସମୟ ଯାଏଁ ନେଇକରି ଯାଆନ୍ତୁ , ଓ ତାଙ୍କର ପାର୍ଟନର ତାଙ୍କୁ ସବୁବେଳେ ବୁଝିପାରନ୍ତୁ , ଓ ଦୁହେଁ ଦୁହେଁଙ୍କୁ ଖୁସିରେ ରଖିପାରନ୍ତୁ , କହିଦେବୁ କି ମହିଳାମାନଙ୍କ ପାଇଁ ଏହି କଥାଗୁଡିକ ବହୁତ ମାଇନା ରଖେ , ଏଥିପାଇଁ ଜରୁରୀ ହୋଇଥାଏ କି ଆପଣ ନିଜ ସ୍ତ୍ରୀଙ୍କୁ କେତେ ଭଲ ଭାବେ ବୁଝିଛନ୍ତି ଓ ତାଙ୍କୁ ଖୁସିରେ ରଖିଛନ୍ତି , ଏଥିପାଇଁ ବେଶୀ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ କି କେବେ ଆପଣ ନିଜ ଜୀବନସାଥୀଙ୍କୁ କେଉଁ କଥା କେତେ ବେଳେ କହୁଛନ୍ତି , ଓ ନିଜ ଜୀବନସାଥୀ ଆପଣଙ୍କ ଉପରେ କଣ ଆଶା ରଖିଥାଏ ।
ଆପଣ ବହୁତଥର ଏହି କଥାକୁ ଅନୁଭବ କରିଥିବେ କି ଯଦି ଆପଣଙ୍କ ଜୀବନସାଥୀ କିମ୍ବା ପାର୍ଟନର ବହୁତ ସାରା କାମ କରୁଛନ୍ତି ଓ ଏମିତିରେ ଯାଇକରି ଆପଣ ତାଙ୍କୁ ସାହାଯ୍ୟ କରି ବସନ୍ତି , ତେବେ ତାଙ୍କୁ ଏହା ବହୁତ ଭଲ ଲାଗିଥାଏ , ଆପଣଙ୍କ ଟିକିଏ ସାହାଯ୍ୟ ଆପଣଙ୍କ ପାଇଁ ତାର ହୃଦୟରେ ଢେର ସାରା ଭଲ ପାଇବା ନେକରି ଆସେ , ଆପଣଙ୍କ ପାଇଁ ସମ୍ମାନ ଓ ଭଲ ପାଇବା ଦୁଇଗୁଣା ବଢିଯାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକା ଭାବୁକ ହୋଇଥାନ୍ତି । ଓ ବେଳେ ବେଳେ କୌଣସି ଛୋଟ ସମସ୍ୟା ସାମ୍ନାକୁ ଆସିଗଲେ ସେମାନେ ତୁରନ୍ତ ଚିନ୍ତା କରି ବସନ୍ତି , ଏଥିରେ ଆପଣଙ୍କୁ ତାଙ୍କର ସାଥ୍ ଦରକାର ଅଛି, ଯାହା ଦ୍ୱାରା ତାଙ୍କର ସମସ୍ତ ଅସୁବିଧାକୁ ବୁଝିବା ଓ ତାଙ୍କୁ ସେହି ଚିନ୍ତାରୁ ଦୁର କରାଇବା , ଓ ତାଙ୍କୁ ନିଜ ସାଥିରେ ରହିବାର ଆଶା ଦେବା , ଆପଣ ଖାଲି ଏତିକି କହିଦେବେ କି ଆପଣ ତାଙ୍କ ସାଥିରେ ଅଛନ୍ତି ଏଥିରେ ତାଙ୍କ ହୃଦୟରେ ଆପଣ ଏକ ଅଲଗା ଜାଗା ବନାଇନିଅନ୍ତି ।
ଏହା ଛଡା ଆପଣଙ୍କୁ କହିଦେବୁ କି ଯଦି କେଉଁ କାରଣରୁ ଆପଣଙ୍କ ପାର୍ଟନର ସହ କିଛି ଭୁଲ୍ କାମ ହୋଇଯାଏ , ତେବେ ତାଙ୍କ ଉପରେ ରାଗନ୍ତୁ ନାହିଁ , ଭୁଲ୍ କାହା ସହ ବି ହୋଇପାରେ , କାରଣ ଆପଣ ତାଙ୍କ ପାଇଁ ଖାସ୍ ଅଟନ୍ତି , ତାଙ୍କ ଜୀବନରେ ଆପଣଙ୍କ ପାଇଁ ଏକ ଅଲଗା ଜାଗା ଅଛି , ଏଥିପାଇଁ ତାଙ୍କ ଭୁଲ୍ ରେ ଆପଣ ନାରାଜ୍ ହେବାର କୌଣସି ଦରକାର ନାହିଁ , ଯାହା ଦ୍ୱାରା ସେ ଭୁଲ୍ କୁ ଆଉଥରେ ନ କରନ୍ତୁ , ତାଙ୍କୁ ବୁଲାଇନିଅନ୍ତୁ ଓ ଫିଲ୍ମ ଦେଖାଇନେବାପାଇଁ ଯାଆନ୍ତୁ , ଏହା ଦ୍ୱାରା ତାଙ୍କ ମନ ବୁଝିଯାଏ , ଓ ଦୁହେଁଙ୍କ ମଧ୍ୟରେ ପ୍ରେମ ଆହୁରି ବଢିଯାଏ ।