ରାଜାଙ୍କୁ ଆକର୍ଷିତ କରିବା ପାଇଁ ରାଣୀମାନେ କରୁଥିଲେ ଏମିତି କାମ , ଜାଣିକରି ବିଶ୍ୱାସ କରିପାରିବେ ନାହିଁ ..
ସ୍ତ୍ରୀମାନେ ନିଜକୁ ସୁନ୍ଦର ,ଆକର୍ଷିତ, ଓ ଜବାନ ଦେଖାଯିବାପାଇଁ ବହୁତ ଉପାୟ କରିଥାନ୍ତି , ଏବେ ସେମିତି ବି ଯେତେ ବ୍ୟୁଟି ପାର୍ଲର ଗଲେ , କିମ୍ବା କେଉଁ କ୍ରିମ୍ ମୁହଁରେ ଲଗାଇଲେ , କିମ୍ବା କେଉଁ ଡାକ୍ତରଙ୍କ ପାଖକୁ ଯାଇ ଉପଦେଶ ନେଲେ ଝିଅମାନେ ସୁନ୍ଦର ଦେଖାଯିବାକୁ ଚାହଁନ୍ତି , କିନ୍ତୁ କେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠେ କି ପୁରୁଣା ସମୟରେ ରାଜାମାନେ ଶାସନ ହେଉଥିଲା , ତେବେ ରାଣିମାନେ କିପରି ସୁନ୍ଦର ବଜାୟ ରଖିବାପାଇଁ କଣ କରୁଥିଲେ , ସେହି ସମୟରେ ଆଧୁନିକ ସମୟ ନଥିଲା , କିନ୍ତୁ କିପରି ଏତେ ସୁନ୍ଦର ଦେଖାଯାଊଥିଲେ , ତାଙ୍କ ପାଖରେ ଏମିତି କଣ ଜିନିଷ ଥିଲା , ସେ ସୁନ୍ଦର ଓ ଜବାନ ଦେଖାଯାଉଥିଲେ ।
ରାଣୀମାନେ ଏତେ ସୁନ୍ଦର ଦେଖାଯାଉଥିଲେ କି ସେ କାହାକୁ ବି ନିଜର ଦିୱାନା ବନାଇଦେବେ । ଓ ଆକର୍ଷିତ କରିବେ , ଆମେ ଆପଣଙ୍କୁ କହିଦେବୁ କି ରାଣୀମାନେ ସୁନ୍ଦର ଦେଖା ଯିବା ପାଈଁ ପ୍ରାକୃତିକ ସାଧନ ସହ ପ୍ରୟୋଗ କରୁଥିଲେ , ଏମିତି କୁହାଯାଏ କି ରାଣୀମାନେ ଗାଧୋଉଥିବା ସମୟରେ ପାଣିରେ କ୍ଷିର ଓ ଗୋଲାପ ପତ୍ର ମିଶାଇ ଗାଧୋଉଥିଲେ , ଯାହା ଦ୍ୱାରା ଶରୀର କୋମଳ ଓ ସୁନ୍ଦର ରହୁ ।
ରାଣୀମାନେ ଗଧର କ୍ଷିର ଓ ଅଁଳା ତେଲ୍ ମିଶାଇକରି ଗାଧୋଉଥିଲେ , ଯାହା ଦ୍ୱାରା ତାଙ୍କ ଚେହେରା ସବୁବେଳେ ଉଜ୍ଜଳ ରହୁଥିଲା , ରାଣୀମାନେ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ତଲୱାର୍ ବାଜି, ବାୟ୍ୟାମ୍ କରୁଥିଲେ , କହିଦେବୁ କି ତ୍ୱଚାରେ ଚମକ ରଖିବା ପାଈଁ ସେମାନେ ମଦରେ ଅଣ୍ତାର ଧଳା ଭାଗ ମିଶାଇକରି ତାହାର ମାସ୍କ ହିସାବରେ ପ୍ରୟୋଗ କରୁଥିଲେ , ଯାହା ଦ୍ୱାରା ଚେହେରାରେ ଚମକ ଓ କୋମଳତା ଆସିଥିଲା , ଓ ତାଙ୍କର ସ୍କ୍ରିନ୍ ରୁକ୍ଷ୍ୟ ନ ଦେଖାଯାଉ , ସେଥିପାଇଁ ସେମାନଙ୍କ ସ୍କ୍ରିନ୍ କୋମଳ ରହୁଥିଲା ।
ସେମିତି ଗାଧୋଇବା ସମୟରେ ପାଣିରେ ଚନ୍ଦନ ପାଉଡର୍ , କେଶର୍, କ୍ଷୀର ଓ ଗୋଲାପ ଜଳ ବି ମିଶାଉଥିଲେ , ପୁରୁଣା ସମୟରେ ରାଣିମାନେ ଅଖରୋଟ୍ ଖାଉଥିଲେ , ଯେଉଁଥିରେ ତାଙ୍କ ବଢୁଥିବା ବୟସ ଉପରେ କୌଣସି ପ୍ରଭାବ ପକାଇପାରୁନଥିଲା , ରାଣୀ ମାନେ ନିଜ ବାଳକୁ ସୁନ୍ଦର ଦେଖାଯିବା ପାଈଁ ମହୁ ଓ ଅଁଳାର ତେଲ ବ୍ୟବହାର କରୁଥିଲେ ।