June 26, 2025

Odia Express

Here, There and Everywhere

ରାସ୍ତାରେ ଶବ ଦେଖିଲେ ତୁରନ୍ତ କରିଦିୟନ୍ତୁ ଏହି କାମ , ଆପଣଙ୍କର ସବୁ ମନୋକାମନା ନିଶ୍ଚୟ ପୁରା ହେଇଯିବ…

ମୃତ୍ୟୁ ଜୀବନର ଏକ ସତ୍ୟ ଅଟେ, ଯାହାକୁ ଚାହିଁଲେ ବି କେହି କାଟିପାରିବେ ନାହିଁ , ଯିଏ ଯେତେ ବି ଚେଷ୍ଟା କରିଦିଅନ୍ତୁ , କିନ୍ତୁ ମୃତ୍ୟୁ ମୁହଁରୁ ଦିନେ ସମସ୍ତଙ୍କୁ ଯିବାକୁ ପଡିଥାଏ , ଇତିହାସରେ ଏଇ କଥାକୁ ପ୍ରମାଣ ରଖିଛି , ବଡ ବଡ ମହାରଥୀ ଓ ତପସ୍ୱୀ ଅଛନ୍ତି , ଯିଏକି ମୃତ୍ୟୁ ଉପରେ ବିଜୟ ପାଇବାର ପ୍ରୟାସ କରିଥିଲେ,  କିନ୍ତୁ କେହି ବି ସଫଳ ହୋଇପାରିନାହାନ୍ତି , ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି କି ମୃତ୍ୟୁ ଏକ ଏପରି ସତ୍ୟ ଅଟେ , ଯାହାକୁ କେହି କାଟୀପାରିବେ ନାହିଁ , ଯିଏ ଜନ୍ମ ନେଇଛି ସିଏ ମୃତ୍ୟୁ ମୁଖରେ ପଡିବ ଏହା ନିରାଟ ସତ୍ୟ , ଯେ କୌଣସି ବ୍ୟକ୍ତିର ମୃତ୍ୟୁପରେ ତାର ଶବକୁ ଅନ୍ତିମ ଯାତ୍ରା ପାଇଁ ଶ୍ମଶାନକୁ ନିଆଯାଏ , ଏମିତି ଶବଯାତ୍ରା ସହ ବହୁତ କଥା ପ୍ରସିଦ୍ଧ ଅଛି , କିନ୍ତୁ ବହୁତ କମ୍ ଲୋକଙ୍କୁ ମାଲୁମ୍ ଥିବ କି ଶବଯାତ୍ରା ସମୟରେ ଆପଣଙ୍କର ମନୋକାମନା ବି ପୁରା ହୋଇଥାଏ , ହଁ ଆଜ୍ଞା ଶବଯାତ୍ରା ସମୟରେ କିଛି ନିୟମ ଅଛି ଯାହାକୁ କରିଲେ ସବୁ ଇଚ୍ଛା ପୁରା ହୋଇପାରିବ ।

ଆପଣ ବହୁତଥର ଦେଖିଥିବେ କି ଯେବେ କାହାର ମର ଶରୀର ପାଖରେ ଯାଉଥାଏ , ତେବେ ସେଠାରେ ସବୁ ଲୋକ ହାତ ଯୋଡି ପ୍ରଣାମ କରିଥାନ୍ତି , ଓ ରାମ୍ ରାମ୍ ଉଚ୍ଚାରଣ କରିଥାନ୍ତି , କୁହାଯାଏ କି ମୃତ ଆତ୍ମା ଶରୀର ଛାଡିଦିଏ , କିନ୍ତୁ ଯିଏ ଶବକୁ ପ୍ରଣାମ କରେ ତାହାର ସବୁ ଦୁଃଖ କଷ୍ଟକୁ ସେ ନିଜ ସାଙ୍ଗେ ନେଇଯାଏ , ଶବକୁ ସଂସ୍କାର୍ କରାଗଲା ବେଳେ ଶିବ ନାମ ନେବା ଉଚିତ୍ ଏହା ଦ୍ୱାରା ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷ୍ୟ ବିଦ୍ୟାନଙ୍କ ମାନିଲେ କେଉଁ ଶବଯାତ୍ରା ଦେଖିବା ବହୁତ ଶୁଭ ହୋଇଥାଏ ,

ଏହା ଆପଣ ଘରେ ବୁଢା ବୟସ୍କ ଲୋକ କହିଥିବାର ଶୁଣିଥିବେ , କିନ୍ତୁ ରାସ୍ତାରେ ଆପଣ ଯେବେ ବି ଶବ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ , ଶବଯାତ୍ରା ଦେଖିବା ବହୁତ ସୁଖଦ ଓ ମଙ୍ଗଳମୟ ଭବିଷ୍ୟର ସୁଚକ ଅଟେ, ମାନାଯାଏ କି ଶବଯାତ୍ରା ଦେଖିବାପରେ ସବୁ ଅଧୁରା କାମ ପୁରା ହେବାକୁ ଲାଗିଥାଏ,  ଦୁଃଖର ନାଶ ହୋଇ ସୁଖି ଜୀବନ ଆସିଥାଏ ।ପୁରାଣରେ ଅର୍ଥୀ ଉଠାଇବା ଓ ବର୍ଣ୍ଣକୁ ନେଇକରି ବହୁତ କଥା କୁହାଯାଇଛି , ଏଠାରେ କୁହାଯାଇଛି କି ବ୍ୟକ୍ତି ବ୍ରାହ୍ମଣର ମର ଶରୀର ଉଠାଇଲେ , ତାର ସବୁ ପଦକ୍ଷେପରେ ଏକ ଯଜ୍ଞ ବରାବର ହୋଇଥାଏ,  ମାତ୍ର ପାଣିରେ ବୁଡ ପକାଇଲେ ତାର ଶରୀର ପବିତ୍ର ମାନାଯାଏ , ସେମିତି ହିନ୍ଦୁ ଧର୍ମରେ ବିଭିନ୍ନ ଗ୍ରନ୍ଥର ଏହି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି,

ରାମାୟଣ ଅନୁସାରେ ଯେବେ ରାଜା ଦଶରଥ ମୃତ୍ୟୁ ହୋଇଥିଲା,  ତେବେ ତାଙ୍କ ଶବର ଆଗରେ ପୁରୋହିତ୍ ବୈଦିକ ଅଗ୍ନିକୁ ନେଇ ଚାଲିଥିଲେ,  ଦଶରଥଙ୍କ ଶବ ଏକ ପାଲକିରେ ରଖିକରି ନିଆଯାଈଥିଲା,  ଯାହାର ମହଲର ଚାକର ଉଠାଇନେଉଥିଲେ,  ରାଜା ଦଶରଥଙ୍କ ଅର୍ଥୀର ଆଗରେ ନିର୍ଧନଙ୍କ ପାଇଁ ଧନ ଓ ବସ୍ତ୍ର ଫିଙ୍ଗାଯାଉଥିଲା,  ସେମିତି ଆଜିକାଲି ଏହି ନିୟମକୁ ପାଳନ କରୁଛନ୍ତି , ଯେଉଁ ବର୍ଣ୍ଣର ବ୍ୟକ୍ତିର ନିଧନ ହେଉଥିଲା,  ସେହି ଅର୍ଥିକୁ କାନ୍ଧ ଦେବାପାଇଁ ଅଧିକାର ସେହି ବର୍ଣ୍ଣର ଲୋକଙ୍କୁ ଦିଆଯାଉଥିଲା ।

Leave a Reply

Your email address will not be published. Required fields are marked *