November 22, 2024

Odia Express

Here, There and Everywhere

୨୦୨୦ ମସିହାରେ ଏହି ରାଶିର ମହିଳାଙ୍କର ଭାଗ୍ୟ ଚମକିଉଠିବ , ପୁରା ବର୍ଷ ରହିବ ବହୁତ ଶାନଦାର୍ – ଦେଖନ୍ତୁ କିପରି କଟିବ ଆପଣଙ୍କ ବର୍ଷ ୨୦୨୦

ସମସ୍ତଙ୍କୁ ଏହି ନୁଆ ବର୍ଷ ଆସିବାର ବହୁତ ଖୁସି ଅଛି , ଏହି ନୁଆ ବର୍ଷରେ ସମସ୍ତଙ୍କ ମନରେ ବହୁତ ଉତ୍ସୁକତା ରହିଥାଏ ,ଚଳିତ ବର୍ଷ ତାଙ୍କ ପାଇଁ କିପରି ରହିବ , ଆସନ୍ତୁ ଜାଣିବା ୨୦୨୦ ରେ କିପରି ରହିବ ଗ୍ରହର ଚାଲିଚଳଣ , ଓ କେଉଁ ରାଶିଗୁଡିକର୍ ମହିଳାଙ୍କ ଭାଗ୍ୟରେ ହେବ ମେହେରବାନ୍ ।ତେବେ ଚାଲନ୍ତୁ ଆଜି ସମସ୍ତ ରାଶି ବିଷୟରେ ଜାଣିବା

ମେଷ ରାଶି : କହିଦେବୁ କି ଏହି ରାଶିର ଜାତକରେ ସଂମ୍ପତ୍ତି ସ୍ଥିତି ଭଲ ରହିବ , ଏମାନଙ୍କ ଏହି ସ୍ୱାସ୍ଥ୍ୟ ଧ୍ୟାନ ରଖିବାକୁ ହେବ , ବିଶେଷ ରୁପରେ ହାଡଗୁଡିକର ସମସ୍ୟା ଉପରେ ଟିକିଏ ଧ୍ୟାନ ଦେବାକୁ ହେବ , ଏହା ଛଡା ଏମାନଙ୍କ ସ୍ଥାନ ପରିବର୍ତ୍ତନ ଯୋଗ ହେଉଛି ।

ବୃଷ ରାଶି : ବୃଷ ରାଶିର ମହିଳାମାନେ ଗୋଧନ ଓ ସମ୍ମାନ ବରାବର ମିଳିଥିବ , ଏମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଧ୍ୟାନ ଦେବାକୁ ହେବ , ଏମାନେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ ରାଶି : ଧନର ସ୍ଥିତି ଟିକିଏ ମଧ୍ୟମ ରହିବ , ଏମାନଙ୍କର ଜୀବନରେ ସବୁ ସାମାନ୍ୟ ଆବଶ୍ୟକତା ସହଜରେ ପୁରା ହେବ , ଆଘାତ ଓ ଦୁର୍ଘଟଣା ହେବାର ଆସାର ଅଛି ।

କର୍କଟ ରାଶି : ଯେଉଁ ମହିଳାଙ୍କର ଚାକିରି କିମ୍ବା କାରୋବାରରେ ଧନ ଲାଭ ହେଉଛି , ସେମାନଙ୍କର ବିବାହ କାର୍ଯ୍ୟରେ ଭଲ ଯୋଗ ହେବ , ଯଦି ଆପଣ ପ୍ରତିଯୋଗିତା ପରିକ୍ଷା ପ୍ରସ୍ତୁତି କରୁଛନ୍ତି , ତେବେ ଆପଣଙ୍କୁ ସଫଳତା ମିଳିପାରିବ ।

ସିଂହ ରାଶି : ଏହି ବର୍ଷ ଆପଣଙ୍କ ପାଇଁ ମିଶାଳିଆ ରହିବ , ଉଚ୍ଚ ରକ୍ତଚାପ ପାଇଁ ଟିକିଏ ଧ୍ୟାନ ଦେବାକୁ ହେବ , ଯଦି ଆପଣ ପ୍ରତିଯୋଗିତା ପରିକ୍ଷାରେ ଅଛନ୍ତି , ତେବେ ସଫଳତା ମିଳିବ ।

ବିଛା ରାଶି /; ଧନ ସଂମ୍ପତ୍ତିର ସବୁ ସମସ୍ୟା ଦୂର ହେବ , କ୍ୟାରିୟରରେ ଟିକିଏ ଚିନ୍ତାର ବିଷୟ ହୋଇପାରେ,  ମୋଟାପା କିମ୍ବା ଥାଇରଏଡ୍ ରୁ ବଞ୍ଚନ୍ତୁ ।

ଧନୁ ରାଶି : କ୍ୟାରିୟରରେ ପଦୋନ୍ନତି ଓ ଧନର ବୃଦ୍ଧି ହେବ । ସଂମ୍ପତ୍ତି ଲାଭର ଯୋଗ ହେଉଛି , କିନ୍ତୁ ଆପଣଙ୍କ ଜୀବନରେ ପରିବାର ଠାରୁ ଦୁରତା କମ୍ ହେବ ।

ମକର ରାଶି : ଚାକିରି କାରୋବାର ଦୁହେଁରେ ଉନ୍ନତି କରିବେ , ଦେଖେଇ ହେବାପାଇଁ ଧନର ବର୍ବାଦି କରନ୍ତୁ ନାହିଁ , ଏହି ବର୍ଷ କିଛି ଶଲ୍ୟ ଚିକିତ୍ସା ଯୋଗ ହେଉଛି  ।

କୁମ୍ଭ ରାଶି  : ଧନର ସ୍ଥିତି ମଧ୍ୟମ ରହିବ , ଖର୍ଚ୍ଚ ପୁରା ହେବ , ମାନସିକ ସମସ୍ୟାଗୁଡିକ ଚିନ୍ତାରୁ ବଞ୍ଚନ୍ତୁ ।

ମୀନ ରାଶି : ଆର୍ଥିକ ସ୍ଥିତି ସ୍ଥିର ଓ ଭଲ ରହିବ , ପାଖାପାଖି ଲୋକଙ୍କର ଠାରୁ ଦୂରତା ହୋଇପାରେ , ରକ୍ତଚାପ ଓ ପେଟର ଧ୍ୟାନ ରଖନ୍ତୁ ,

କନ୍ୟା ରାଶି : କନ୍ୟା ରାଶିର ମହିଳାମାନେ ଧନର ସ୍ଥିତିରେ ସୁଧାର ଆସିବାର ଦେଖିବେ , ଓ ତାହା ସହ ପାରିବାରିକ ଜୀବନରେ ପୂର୍ବ ଅପେକ୍ଷା ଭଲ ହେବ , କିଛି ଖର୍ଚ୍ଚ ବଢିପାରେ ।

ତୁଳା ରାଶି ; ତୁଳା ରାଶିର ମହିଳାମାନେ ଏହି ବର୍ଷ ଟିକିଏ ପରିଶ୍ରମ କରିପାରନ୍ତି  ଧନ ଲାଭର ବହୁତ ଭଲ ସଙ୍କେତ ମିଳୁଛି , ସଂମ୍ପର୍କରେ ସୁଧାର ଆସିବ , ସ୍ୱାସ୍ଥ୍ୟ ଉପରେ ଅଧିକା ଧ୍ୟାନ ଦେବେ ।

 

Leave a Reply

Your email address will not be published. Required fields are marked *