October 17, 2024

Odia Express

Here, There and Everywhere

ଏହି ତିନୋଟି କାମ ରେ ଜୀବନରେ କେବେ ଲାଜ କରନ୍ତୁ ନାହିଁ , ନହେଲେ ସବୁ ବେଳେ ଖାଲି ହାତରେ ରହିବେ…

ସଫଳତା ପାଇବାର ବହୁତ ରାସ୍ତା ଅଛି , ଖାଲି ଆପଣଙ୍କୁ ପତ୍ତା କରିବାକୁ ହେବ କି ଆପଣଙ୍କ ପାଇଁ କେଉଁ ରାସ୍ତା ତିଆରି ହୋଇଛି , କେଉଁ କାମକୁ ପରିଶ୍ରମରୁ ସଫଳତା ମିଳିଯାଏ , ତେବେ କାହାକୁ ବହୁତ ପରିଶ୍ରମ କରିବା ଛଡା ବୁଦ୍ଧିର ପ୍ରୟୋଗ କରାଯାଏ , ଭଗବାନ ସମସ୍ତଙ୍କ ଭଗ୍ୟରେ କିଛି ଲେଖିଛନ୍ତି , ଯାହାକୁ ପାଇବାର ତରିକା ଅଲଗା ହୋଇଥାଏ । ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କର ଦ୍ୱାରା କୁହାଯାଉଥିବା ତିନୋଟି କଥା ଉପରେ ଆଲୋଚନା କରିବୁ , ଯାହାକି ଯଦି କିଏ ବେଲଜ୍ଜା ହୋଇଯାଏ , ତେବେ ନିଜ ଜିବନରେ ସଫଲ ହୋଇପାରିବ , ଆଚାର୍ଯ୍ୟ ଚାଣକ୍ୟ୍ ଏହି ତିନୋଟି ଜିନିଷରୁ ଲାଜ ଛାଡିଦେବାକୁ କହିଛନ୍ତି , ଯାହାର୍ ପଛରେ ଏହି ସବୁ କାରଣ ଅଛି , ଯଦି ଆପଣ ରାସ୍ତା ପାଇପାରିବାକୁ ଚାହୁଁଛନ୍ତି ତେବେ ଏହି ତିନୋଟି ଜିନିଷ ଉପରେ ଗୁରୁତ୍ୱ ଆରୋପ କରନ୍ତୁ ।

୧) ସବୁଠାରୁ ପ୍ରଥମ କାମ ଚାଣକ୍ୟଙ୍କ ଅନୁସାର୍ ଏହାକି ଅଗ୍ନୀ, ଗୁରୁ , ବ୍ରାହ୍ମଣ, ଗାଇ, କୁମାରୀ କନ୍ୟା, ବୃଦ୍ଧ ଓ ବାଳକଙ୍କ ଉପରେ ଗୋଇଁଠା ମାରିବା କଥା ନୁହେଁ , କାରଣ ଯଦି କେଉଁ ମଣିଷ ଏମିତି କରିଥାଏ , ତେବେ ସେ ପାପର ଭାଗି ହୋଇଥାଏ , ଏହି ଲୋକ ବହୁତ ପୁଜନୀୟ ହୋଇଥାନ୍ତି । ଯଦି ଭୁଲ୍ ରେ ପାଦ୍ ବାଜି ଯାଏ , ତେବେ ତୁରନ୍ତୁ ବିଷ୍ଣୁ କରିନେବା ଉଚିତ୍ ।

୨) ଦ୍ୱିତୀୟ କାମ ଏହା କି ଯଦି କେଉଁ ଦ୍ୱାରପାଳ, ଚାକର, ରାସ୍ତାରେ ଯାଉଥିବା ପଥିକ, ଭୋକିଲା ବ୍ୟକ୍ତି , ଭଣ୍ତାରୀ , ବିଦ୍ୟାର୍ଥି ଓ ଡରିଯାଇଥିବା ବ୍ୟକ୍ତି ଶୋଇଥିବ ତେବେ ତୁରନ୍ତ ଉଠାଇଦେବା ଉଚିତ୍ , ସ୍ତ୍ରୀ କିମ୍ବା ପୁରୁଷ କେଉଁ ଏହି କାମ କରୁଥିବା ବେଳେ ଲାଜ କରିବା ଅନୁଚିତ୍ ।

୩) ଯଦି କେଉଁ ମହିଳା ଚିନ୍ତିତ ଅଛନ୍ତି , କିମ୍ବା ଗର୍ଭବତୀ ହୋଇଛନ୍ତି । ଓ କେଉଁ ବ୍ୟକ୍ତି କେଉଁ ମହିଳାକୁ ଅଭଦ୍ରମୀ କରୁଛନ୍ତି ତେବେ କାହା କଥା ଚିନ୍ତା ନ କରି ତାକୁ ସାହାଯ୍ୟ କରିବା ଉଚିତ୍ । ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଏହି ତିନୋଟି କଥାକୁ ଶୁଣିଲେ ଯଦି ଲଜ୍ଜିତ ନହେବେ ତେବେ ଜୀବନରେ କେବେ ବି ଧୋକା ଖାଇବେ ନାହିଁ ।

Leave a Reply

Your email address will not be published. Required fields are marked *