November 22, 2024

Odia Express

Here, There and Everywhere

ମୀନ ରାଶି ୨୦୨୦ ବାର୍ଷିକ ରାଶିଫଳ – ଜାଣନ୍ତୁ ମୀନ ରାଶି ପାଇଁ ୨୦୨୦ ନବ ବର୍ଷର ବିସ୍ତୁତ ରାଶିଫଳ , ନୁଆ ବର୍ଷ କିପରି ରହିବ ଏହି ରାଶିର ଲୋକ ପାଇଁ ଏବେ ଦେଖନ୍ତୁ…

ରାଶିଚକ୍ରରେ ମୀନ ରାଶି ସବୁଠାରୁ ଅନ୍ତିମ ଓ ବାରତମ ରାଶି ଅଟେ , ଏହି ରାଶିର ଚିହ୍ନ ମାଛ ଅଟେ,  ଅଥବା ଏହାର ସ୍ୱାମୀ ବୃହସ୍ପତି ଅଟେ , ମୀନ ରାଶିର ଲୋକେ ବହୁତ ଉଦାରପୁର୍ଣ୍ଣ ଓ ସଂବେଦନଶୀଳ ହୋଇଥାନ୍ତି , ଏମାନଙ୍କ କଳ୍ପନାଶୀଲତା ବହୁତ ପ୍ରଖର ହୋଇଥାଏ , ଓ ଏମାନେ ଅଧିକାଂଶ ଲେଖନ ଓ ପଠନ ଉପରେ ସଉକ ରଖନ୍ତି , ଏମାନେ ନିଜ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତି , ଓ କେବେ କେବେ କାହା ସହ ଅତି ମୈତ୍ରୀପୂର୍ଣ୍ଣ ସଂବନ୍ଧ ବନାନ୍ତି , ବ୍ୟର୍ଥ ଦେଖାଣିଆ କରୁଥିବା ଚାଲାକ୍ ଲୋକଙ୍କର ମୀନ ରାଶି ବାଲା ବିଲକୁଲ୍ ପସନ୍ଦ କରନ୍ତି ନାହିଁ , ଏମାନେ ନିଜ ଧନକୁ ବହୁତ ଯତ୍ନର ସହ ଖର୍ଚ୍ଚ କରନ୍ତି , ଏମାନଙ୍କ ହସମୁଖ ଚେହେରା ଲୋକଙ୍କୁ ପସନ୍ଦ ଆସିଥାଏ ,

ମୀନ ରାଶିର ଝିଅମାନେ ନୁଆ ନୁଆ ଜିନିଷ ଶିଖିବାର ସଉକ ରହିଥାଏ , ଏହି ରାଶିର ଲୋକେ ଦି,ଦୁ,ଥ, ଝ,ଣ,ଦେ,ଦୋ,ଚା,ଚି ଅକ୍ଷରରୁ ଆରମ୍ଭ ହୋଇଥାଏ,  ଯଦି ଆପଣଙ୍କ ରାଶି ମୀନ ଅଟେ ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ୨୦୨୦ ରେ ଆମର ଆର୍ଥିକ ,ପାରିବାରିକ, ସ୍ୱାସ୍ଥ୍ୟ, କ୍ୟାରିୟର, ଓ ପ୍ରେମ ଜୀବନ କିପରି ରହିବ , ତେବେ ଚିନ୍ତା କରନ୍ତୁ ନାହିଁ , ବୈଦିକ ଜ୍ୟୋତିଷ୍ୟ ଉପରେ ଆଧାରିତ ମୀନ ରାଶିଫଳ ବିଷୟରେ ଜାଣିନିଅନ୍ତୁ ।

ମୀନ ରାଶିର ବ୍ୟକ୍ତିବିଶେଷଙ୍କର ୨୦୨୦ ରେ ଆର୍ଥିକ ସ୍ଥିତି : ଆପଣଙ୍କ ଅଟକିଥିବା କାମ ପୁରା ହେବ , ବିଜନେସ୍ ରେ ବି ଅଟକିଥିବା ପଇସା ଫେରି ପାରିବେ , ମୀନ ରାଶିର ଯେଉଁ ଜାତକ ପର୍ଯ୍ୟଟନ କ୍ଷେତ୍ରରେ ଯୋଡିହୋଇଛନ୍ତି ଏହି ବର୍ଷ ଭଲ ଲାଭ ପାଇପାରିବେ , ମାର୍ଚ୍ଚରେ କେଉଁ କାର୍ଯ୍ୟର ଆରମ୍ଭ କରିପାରିବେ । ସେଥିରୁ ଆପଣଙ୍କୁ ଲାଭ ମିଳିପାରିବ , ଆର୍ଥିକ ଲାଭ ମିଳିବାର ଯୋଗ ଅଛି , ଉନ୍ନତି ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିପାରେ , ସବୁ ଛୋଟ ଛୋଟ ଖର୍ଚ୍ଚରୁ ପୁରା ହିସାବ ରଖିବେ , ଏଥିରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ବର୍ଷର ଅନ୍ତରେ ବଜେଟ୍ ବିଶେଷ ଦାୟିତ୍ୱ ନିଅନ୍ତୁ ।

ମୀନ ରାଶିର ୨୦୨୦ ରେ ସ୍ୱାସ୍ଥ୍ୟ  : ଲମ୍ବା ରୋଗରେ ଚିନ୍ତିତ ଜାତକରେ ସ୍ୱାସ୍ଥ୍ୟର ଅବସ୍ଥା ଭଲ ରହିବ , ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ଓ ମଝିରେ ମଝିରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ , ଜୁଲାଇରୁ ଅଗଷ୍ଟ ମଧ୍ୟରେ ମାନସିକ ଚିନ୍ତା ଆସିପାରେ , ପାରିବାରିକ ସମସ୍ୟା ଚିନ୍ତିତ କରିପାରେ , ଆପଣଙ୍କୁ ବାୟାମ ଉପରେ ଧ୍ୟାନ ଦେବାକୁ ହେବ , ଓ ଖାଦ୍ୟପେୟରେ ବି ଶୁଦ୍ଧତା ଉପରେ ଧ୍ୟାନ ଦେବେ , ସେପ୍ଟେମ୍ବରଓ ଅକ୍ଟୋବର ମାସରେ ସ୍ୱାସ୍ଥ୍ୟ ପ୍ରତି ହାନି ସ୍ଥିତି ଉପୁଜିପାରେ , ଆଖି ଓ କାନରେ ପୀଡା ଆସିପାରେ । ଆପଣ ନିୟମିତ ରୁପରେ କାମ ବାହାର ଆଉଟ୍ ଡୋର୍ ଖେଳିବା ଆରମ୍ଭ କରିଦେବେ ।

ମୀନ ରାଶି ୨୦୨୦ ରେ ପାରିବାରିକ ଜୀବନ : ସନ୍ତାନଙ୍କ ପ୍ରଗତି ସମାଚାର ମିଳିବ , ଆପଣଙ୍କ ସକରାତ୍ମକ ଭାବନାରୁ ପରିବାରରେ ଖୁସି ଆଉଥରେ ଫେରିଆସିବ , ଜମିବାଡି ମାମଲାରେ ସଫଳତା ମିଲିବ , ଶତ୍ରୁ ହାନି କରିପାରିବେ ନାହିଁ , ନିଜ ରାଗ ଉପରେ ବଞ୍ଚନ୍ତୁ , ଏମିତି କିଛି ବି କାମ କରନ୍ତୁ ନାହିଁ ଯାହା ଦ୍ୱାରା ବିବାଦ ହେଉ , ଆପଣଙ୍କ ପରିବାର ଓ ସଂମ୍ପର୍କୀୟ ସହ ନିଜ ସମୟ ଖର୍ଚ୍ଚ କରିବାରେ ଖୁସି ହେବେ , ପରିବାରରେ ନୁଆ ସଦସ୍ୟଙ୍କ ଆଗମନ ହୋଇପରେ , ସନ୍ତାନଙ୍କ ମତଭେଦ ହୋଇପାରେ , ମିତ୍ର ଓ କେଉଁ ପାଖ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ , ଅସମ୍ୟଞ୍ଜସ ସ୍ଥିତିରେ ବୁଝିକଇର୍ ନିର୍ଣ୍ଣୟ ନିଅନ୍ତୁ ।

ମୀନ ରାଶି ୨୦୨୦ ରେ ପ୍ରେମ ଜୀବନ ; ପ୍ରେମୀ ଯୋଡାଙ୍କ ପାଇଁ ଏହି ବର୍ଷ ବହୁତ ଉତ୍ତମ ରହିବ , ଆପଣ ସଂବନ୍ଧରେ ମଜବୁତ୍ ଓ ସ୍ଥାୟୀ ବନାଇବାକୁ ଚେଷ୍ଟା କରିବେ  ପ୍ରେମୀଙ୍କ ପାଇଁ କିଛି ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି କରିପାରନ୍ତି । ଏଥିରେ ଆପଣଙ୍କ ସଂବନ୍ଧରେ ନୁଆ ଗଭିରତା ଆସିବ । ଆପଣଙ୍କ ଜୀବନସାଥୀ ଆପଣଙ୍କ ସହ ବହୁତ ସମୟ ଅତିବାହିତ କରିବେ । ଓ ମନରେ ଫିଲିଙ୍ଗ୍ସ ବି ସେୟାର୍ କରିବେ , ଯାହାକୁ ଆପଣ ଭଲ ପାଉଛନ୍ତି ତାଙ୍କୁ ଆପଣ ହୃଦୟରେ ଆଣିବାର ସଂମ୍ଭାବନା ଅଛି । ଅବିବାହିତ ଲୋକଙ୍କର ବିବାହ ତୟ ହୋଇପାରେ , ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ, ନଭେମ୍ବର ପର୍ଯ୍ୟନ୍ତ ସଫଳ ହୋଇଯିବ ।

ମୀନ ରାଶିଙ୍କର୍ ୨୦୨୦ ରେ କ୍ୟାରିୟର : ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥିଙ୍କର ଟିକିଏ ସମସ୍ୟା ଆସିପାରେ , ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଏହି ବର୍ଷ ଅଧିକା ପରିଶ୍ରମ କରିବାକୁ ପଡିବ , କମ୍ପାନୀ ତରଫରୁ ବିଦେଶ ଯାତ୍ରା ହୋଇପାରେ , ବେପାର ପାଇଁ ବିଦେଶ ଯାଆନ୍ତୁ , ଓ ନିଜ ପ୍ରସ୍ତୁତି କରିଯାଆନ୍ତୁ , ମହିଳାଙ୍କ ପାଇଁ ପୁରା ବର୍ଷ ବିଶେଷ ଲାଭକାରୀ ସିଦ୍ଧ ହେବ , ଏହି ବର୍ଷ କଠିନ ପ୍ରୟାସ ପରେ ବି ମନୋବାଞ୍ଚିତ ଲାଭ ପ୍ରାପ୍ତି ହେବାର ଅଡଚନ ଆସିପାରେ  ବୃଦ୍ଧି ବଳରେ କାମ ବାହାର କରିବାରେ ସଫଳ ହେବେ ।

ମୀନ ରାଶିର ଜାତକ ପାଇଁ ବୈଦିକ ଉପାୟ : ଶୁକ୍ଳ ପକ୍ଷ ପ୍ରଥମ ଶୁକ୍ରବାର କୁ କେଉଁ ମନ୍ଦିର ଯାଈକରି କନ୍ୟାମାନଙ୍କୁ କ୍ଷୀର ସହ ମିଶ୍ରୀର ଭୋଜନ କରନ୍ତୁ  ଏହା ଦ୍ୱାରା ଧନ ଲାଭ ହେବ । ସଂନ୍ଧ୍ୟାରେ ତୁଳସୀର ଗଛର ସାମ୍ନାରେ ଘିଅର ଦୀପ ପ୍ରଜଳ୍ଳନ କରାନ୍ତୁ , ଘରେ ଖୁସିର ବାତାବରଣ ଆସିବ , ରୁପାର ପଇସାରେ ଲାଲ ରଙ୍ଗର ସୁତା ବାନ୍ଧିକରି ନିଜ ପର୍ସରେ ରଖିନିଅନ୍ତୁ , ଓଏଥିରେ ଆର୍ଥିକ ସମୃଦ୍ଧି ମିଳିବ ।

ମୀନ ରାଶି ବାଲାଙ୍କର ୨୦୨୦ ରେ ଶୁଭ ରଙ୍ଗ ଓ ଶୁଭ ମାସ : ୨୦୨୦ ବର୍ଷରେ ମୀନ ରାଶିର ବାଲାଙ୍କ ପାଇଁ ଫେବୃୟାରୀରୁ ଡିସେମ୍ବର ମାସ ବହୁତ ଶୁଭ ରହିବ , ଏହି ମାସରେ ଆପଣଙ୍କୁ ନୁଆ ଉପଲ୍ଲବ୍ଧି ମିଳିପାରିବ , ରଙ୍ଗର କଥା କହିଲେ ତେବେ ଏହି ବର୍ଷ ହାଲକା ହଳଦିଆ ଓ ଗହର ନୀଲ ରଙ୍ଗ ଆପଣଙ୍କ ପାଇଁ ଲକି ରହିବ ।

 

Leave a Reply

Your email address will not be published. Required fields are marked *