ଏହି ଶିକ୍ଷକଙ୍କୁ ନିଜ ଠାରୁ ୩୦ ବର୍ଷ ଛୋଟ ଛାତ୍ରୀଙ୍କ ସହ ପ୍ରେମ ହେଲା , ପ୍ରେମରେ ପଡିବା ପରେ ଘର ପରିବାର ଛାଡିଲେ କିନ୍ତୁ ଶେଷରେ ଯାହା ହେଲା…
ଏହା କହିବା ଭୁଲ୍ ହେବ ନାହିଁ କି ପ୍ରେମର କୌଣସି ବୟସ ଅନ୍ତର ନଥାଏ, ନା ହିଁ କୌଣସି ଧର୍ମକୁ ନେଇ ଦେଖାଯାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯେଉଁଠି ଜଣେ ଶିକ୍ଷକ ନିଜ ଠାରୁ ଦୁଇ ବର୍ଷ ନୁହେଁ ବରଂ ତିନି ବର୍ଷରୁ ଛୋଟ ଷ୍ଟୁଡେଣ୍ଟକୁ ଭଲ ପାଇବସିଥିଲେ , ଓ ଦୁହେଁ ପ୍ରେମରେ ଏପରି ବାନ୍ଧି ହୋଇଯାଈଥିଲେ କି ସେମାନେ ଦୁନିଆଁର କାହାକୁ ଚିନ୍ତା କରିନଥିଲେ , ତେବେ ଆସନ୍ତୁ କଥା ହେବା ସେମାନେ କିଏ ଏହି ପ୍ରେମୀ ଶିକ୍ଷକ ଓ ଷ୍ଟୁଡେଣ୍ଟ ଯୋଡି ଯିଏକି ସମାଜର ସବୁ ମାନ୍ୟତାକୁ ଓ ନିୟମକୁ ବି ମାନିନଥିଲେ ।
ଆଜି ଆମେ ଯେଉଁ ଶିକ୍ଷକ ଓ ଛାତ୍ରୀଙ୍କର ପ୍ରେମ କାହାଣୀ ବିଷୟରେ ଚର୍ଚ୍ଚା କରୁଛୁ ତାହା ଆଉ କେହି ନୁହେଁ ବରଂ ମଟୁକନାଥ ଓ ଜୁଲିଙ୍କ କାହାଣୀ ଅଟେ , କିଛି ବର୍ଷ ପୂର୍ବରୁ ଦୁହେଁ ସମାଜ ସହ ଲଢିକରି ଜଣେ ଅନ୍ୟ ଜଣଙ୍କ ହାତ ଧରିଥିଲେ , କହିଦେବୁ କି ମଟୁକନାଥ ଓ ଜୁଲି ପ୍ରେମ କାହାଣୀ ୨୦୦୪ ରେ ଆରମ୍ଭ ହୋଇଥିଲା । ମଟୁକନାଥ ଏକ ସାକ୍ଷାତକାରରେ କହିଥିଲେ କି ଜୁଲି ତାଙ୍କର ଛାତ୍ରା ଥିଲେ , ଓ ସେ ତାଙ୍କୁ ଭଲ ପାଉଥିଲା , ମଟୁକନାଥ ସେମିତି ଜୁଲିକୁ ବୁଝାଇବାକୁ ଚେଷ୍ଟା କରିଥିଲେ କି ସେ ପୁର୍ବରୁ ବିବାହିତ ଅଛନ୍ତି , ଏମିତି କରିବା ସମ୍ଭବପର ହୋଇପାରିବ ନାହିଁ , କିନ୍ତୁ ଜୁଲି କିଛି ବି ଶୁଣିନଥିଲେ, ଓ ଧୀରେ ଧୀରେ ସେ ମଟୁକନାଥଙ୍କୁ ପ୍ରେମ କରିବସିଲେ ,
କହିଦେବୁ କି ପାଟନା ୟୁନିଭରସିଟିରେ ହିନ୍ଦୀ ପ୍ରୋଫେସର ମଟୁକନାଥ ଓ ତାଙ୍କ ବୟସରେ ସେ ତିନି ବର୍ଷ ଛୋଟ ଅଛନ୍ତି , ଜୁଲି ଓ ତାଙ୍କର ପ୍ରେମ କାହାଣୀକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା , ଦୁହେଁଙ୍କ ପ୍ରେମ କାହାଣୀକୁ ନେଇ ସାମାଜିକ କାର୍ଯ୍ୟକର୍ତ୍ତା ଓ ଏଠାରେ ମଟୁକନାଥଙ୍କ ସ୍ତ୍ରୀ ବହୁତ ପାଟିତୁଣ୍ତ କରିଥିଲେ, ଜୁଲି ପୂର୍ବରୁ ସମାଜକୁ ଖାତିର୍ ନକରି ଲିଭ୍ ଇନ୍ ରିଲେସନସିପ୍ ରେ ରହିବାକୁ ଲଗିଲେ , କିନ୍ତୁ ଯେବେ ମଟୁକନାଥଙ୍କ ସ୍ତ୍ରୀ ଦୁହେଁଙ୍କର ବିପକ୍ଷରେ ପୋଲିସ୍ ରେ ରିପୋର୍ଟ ଦର୍ଜ କରାଇଲେ ତେବେ ଦୁହେଁ ଜେଲ୍ ଦଣ୍ତ ଭୋଗିବାକୁ ପଡିଲା , ଓ ପରେ ଦୁହେଁ ଦୁହେଁ ବିବାହ କରିନେଲେ ,
ଏବେ ସେମିତି ଜମାନା ଆଉ ନାହିଁ ଯେବେ ଲୋକେ ରାଧା କୃଷ୍ଣ ଓ ହିର୍ ରାଞ୍ଜା, ଓ ଲୈଲା ମଜନୁ ବାଲା ପ୍ରେମ କରିବେ, ଆଜି କାଲି ଅଧିକା ରୁ ଅଧିକା ପ୍ରେମ ସଂମ୍ପର୍କ କେବଳ ଲୋକ ନିଜ ଫାଇଦା ପାଇଁ କରୁଛନ୍ତି , ଓ ଏମିତି ସଂମ୍ପର୍କ ଅଧିକା ଦିନ ଯାଏଁ ତିଷ୍ଟି ନଥାଏ , କିଛି ଏପରି ଫଳାଫଳ ମଟୁକନାଥ ଓ ଜୁଲିଙ୍କ ପ୍ରେମ କାହାଣୀରେ ହେଲା , ଯେଉଁ ମଟୁକନାଥ ଓ ଜୁଲି ନିଜ ପ୍ରେମ ପାଇଁ ନିଜ ମା ବାପାଙ୍କୁ ବୁଝାଇ ଏପରି କାମ କରିଥିଲା, ଏବେ ସେମାନେ ସାଥିରେ ନାହାନ୍ତି, ଜୁଲିଙ୍କ ସହ ପ୍ରେମ ସଂମ୍ପର୍କ ଯୋଗୁଁ ମଟୁକନାଥଙ୍କୁ ତାଙ୍କ ସ୍ତ୍ରୀ ଓ ପ୍ରୋଫେସର୍ ଜବରୁ ହାତ ଛଡାଈବାକୁ ପଡିଲା ,
ପଟଣା ୟୁନିଭରସିଟି ନିଜ ଛାତ୍ରୀଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ ରେ ରହିଥିବା କାରଣରୁ ତାଙ୍କୁ ଚାକିରିରୁ ବରଖାସ୍ତ କରାଗଲା, ମଟୁକନାଥ ଜୁଲିଙ୍କ ପ୍ରେମରେ ଏତେ ପାଗଳ ଥିଲେ କି ସେ ନିଜ ଏରିୟରରୁ ପାଇଥିବା ଟଙ୍କାରୁ ୨୦ ଲକ୍ଷ ଖର୍ଚ୍ଚ କରି ଜୁଲିଙ୍କ ଜନ୍ମ ଦିନରେ ଏକ କାର୍ ଉପହାର ବି ଦେଇଥିଲେ , ସୁତ୍ରରୁ ଜଣାଯାଏ କି ଗୋଟେ ସମୟରେ ସବୁ ନ୍ୟୁଜ୍ ଚ୍ୟାନେଲ୍ ରେ ପ୍ରାଇମ୍ ଟାଇମ୍ ପ୍ରୋଗ୍ରାମର ଭାଗ ହୋଇଥିବା ମଟୁକନାଥ ଓ ଜୁଲି ଏବେ ଅଲଗା ହୋଇସାରିଲେଣି , ବୋଧେ ଦୁନିଆଁ ତାଙ୍କର ସତ୍ୟତା ବିଷୟରେ ଜଣାଇଦେଲା ।