ଆପଣଙ୍କ ହାତରେ ଯେତେ ଥିବ ଏହି ରେଖାଗୁଡିକ , ସେତେ ହେବ ଆପଣଙ୍କ ପିଲା- ଏବେ ଦେଖିନିୟନ୍ତୁ..
ଏହି ଦୁନିଆଁରେ ସବୁ ମଣିଷ ନିଜ ଆସୁଥିବା ଛୁଆଙ୍କ ଭବିଷ୍ୟତକୁ ନେଇ ବହୁତ କିଛି ଜାଣିବାକୁ ଚାହଁନ୍ତି , ଜ୍ୟୋତିଷ୍ୟ ହସ୍ତ ରେଖାର ଆଧାରରେ ଆମେ ଆପଣଙ୍କୁ ଆସୁଥିବା ଭବିଷ୍ୟତ ବିଷୟରେ ଜଣାଇପାରିବୁ , ଆମର ଜୀବନରେ ଆଗକୁ କଣ ହେବାର ଅଛି , ଆମର ଆୟୁ କେତେ ହେବ , ଆମର କେତୋଟି ଛୁଆ ହେବେ , ଆମର ବିବାହିତ ଜୀବନ କେତେ ହେବ , ଓ ପାରିବାରିକ ସଂବନ୍ଧ କିପରି ରହିବ , ତାହା ଆମର ହାତର ରେଖାଗୁଡିକରେ ମହଜୁଦ୍ ହୋଇଥାଏ ଜ୍ୟୋତିଷ୍ୟ ଦ୍ୱାରା ଆମେ ଏହି କଥାକୁ ପତ୍ତା ଲଗାଇପାରିବା ।ବିବାହ ପରେ ଯେଉଁ ପ୍ରଥମ ଉତ୍ସୁକତା ଆମର ଭିତରେ ରହିଥାଏ ତାହା ସନ୍ତାନକୁ ନେଇ କରି ହୋଇଥାଏ , କେତୋଟି ହେବ ପୁଅ ହେବ କି ଝିଅ ହେବ ଏହି ସବୁ ବିଷୟରେ ଆପଣଙ୍କୁ ପ୍ରାୟ ଜାଣିବାକୁ ମନ ହେଉଥିବ , ଏହା ସହ ସତ ବି ଅଟେ କି ହାତର ରେଖା ସବୁ କିଛି କହିପାରିବ ,
ଏହି ଅଧ୍ୟୟନରୁ ଆପଣ ଜାଣିପାରିବେ କି ଆପଣ କେବେ ଓ କେତୋଟି ସନ୍ତାନ ପ୍ରାପ୍ତି କରିପାରିବେ , ଏବେ ଆସନ୍ତୁ ଜାଣିବା ଏହି ରେଖାଗୁଡିକର ବିସ୍ତାରରେ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଆମର ହାତର ଛୋଟ ଆଙ୍ଗୁଠିର ତଳେ ବୁଧ ପର୍ବତ ରହିଥାଏ , ଓ ବୁଧ ପର୍ବତ ପାଖରେ ଦେଖାଯାଉଥିବା ସିଧା ରେଖା ଗୁଡିକ ସନ୍ତାନ ରେଖା ବୋଲି ଜଣାଯାଏ , ହାତର ଏହି ସ୍ଥାନରେ ଯେତେ ସଫା ସ୍ପଷ୍ଟ ଦେଖାଯିବ , ସେତେ ଗଣିନିଅନ୍ତୁ , ଏହି ସଂଖ୍ୟାରେ ପୁତ୍ର ସନ୍ତାନ ହୋଇପାରେ, ଯେବେ ହାଲକା ରେଖାଗୁଡିକ କହିଥାଏ କି କେତୋଟି କନ୍ୟା ସନ୍ତାନ ହେବ ଆପଣଙ୍କ ହାତରେ ବୁଧ ପର୍ବତ ଅଧିକା ବାହାରିଥାଏ , ତେବେ ସନ୍ତାନ ରେଖା ସ୍ପଷ୍ଟ୍ ଅଛି , ତେବେ ଚାରୋଟି ପୁତ୍ର ଓ ତିନୋଟି କନ୍ୟା ସନ୍ତାନ ହୋଇପାରେ , ଆପଣଙ୍କ ଛୁଆ ଗୁଣବାନ ଓ ସଂସ୍କାରି ହେବେ , ହାତରେ ଆଙ୍ଗୁଠିର ତଳେ ଶୁକ୍ର ପର୍ବତ ଅଧିକା ବାହାରି ହୋଇଥିଲେ, ଏହା ସନ୍ତାନ ହେବାର ସଂମ୍ଭାବନା ଅଧିକା ହୋଇଥାଏ ।
ହସ୍ତରେଖା ବିଜ୍ଞାନ ଅନୁସାରେ ହାତରେ ସନ୍ତାନ ରେଖା ଅଧିକା ବାହାରିକରି ଦେଖାଯାଏ , ବ୍ୟକ୍ତି ସେତୋଟି ସନ୍ତାନରୁ ଅଧିକା ସ୍ନେହ ଓ ସୁଖ ପାଇଥାଏ , ଏହି କାରଣରୁ ବ୍ୟକ୍ତି କେଉଁ ଖାସ୍ ସନ୍ତାନରୁ ଅଧିକା ପସନ୍ଦ କରେ , ଓ ତାକୁ ସୁଖ ମିଳିଥାଏ, ଯଦି କେଉଁ ପୁରୁଷର ହାତରେ ସନ୍ତାନ ରେଖା ନଥିବ ତେବେ ଏହାର ମତଲବ ନୁହେଁ କି ବିଲକୁଲ୍ ସନ୍ତାନ ହେବ ନାହିଁ , ଯଦି ସ୍ତ୍ରୀର ହାତରେ ସନ୍ତାନ ରେଖା ଅଛି ତେବେ ସନ୍ତାନ ସୁଖ ମିଳିଥାଏ , କିନ୍ତୁ ସମ୍ଭବ ଅଟେ କି ଛୁଆଙ୍କ ସହ ଅଧିକା ଭଲ ପାଇବା ରହିବ , ବିବାହ ରେଖା ଆଡି ହୋଇଥାଏ , ସନ୍ତାନ ରେଖା ସବୁବେଳେ ଆଡି ହୋଇଥାଏ । ଯଦି ହୃଦୟ ରେଖା ବୁଧ କ୍ଷେତ୍ରରେ ଦୁଇଟି କିମ୍ବା ତିନୋଟି ସ୍ପଷ୍ଟ୍ ଭାଗରେ ବାଣ୍ଟି ହୋଇଯାଏ , ତେବେ ନିଶ୍ଚିତ ଚିହ୍ନ ହୋଇଥାଏ , ଏହି ସ୍ଥାନରେ ମହଜୁଦ ସବୁ ହସ୍ତ ରେଖା ସନ୍ତାନ ସଂଖ୍ୟା ବଢାଇଥାନ୍ତି ।
ସନ୍ତାନ ରେଖା ସହ ଯୋଡି ହୋଇଥିବା କିଛି ଜରୁରୀ କଥା ।
୧) ଯଦି ଆପଣଙ୍କ ସନ୍ତାନ ରେଖା ଏକ ଦମ ସଫା , ସ୍ପଷ୍ଟ ଓ ସିଧା ଅଛି ତେବେ ଆପଣଙ୍କ ସର୍ବଗୁଣ ସଂପନ୍ନ ହୋଇଥାଏ ।
୨) ଯଦି ଆପଣଙ୍କ ସନ୍ତାନ ରେଖା ଗୁଡୀକ ଭଙ୍ଗା ହୋଇଥାଏ , ଏହାର ମତଲବ ଏହାକି ସନ୍ତାନଙ୍କ ଉପରେ କିଛି ଖରାପ ପ୍ରଭାବ ପକାଇପାରେ ,
୩) ଯଦି ଆପଣଙ୍କ ହାତରେ ସନ୍ତାନ ରେଖା ଲହଡିପରି ହୋଇଥାଏ , ତେବେ ସନ୍ତାନ ଦୋଷ ମୁକ୍ତ ହୋଇପାରେ ,
୪) ଯଦି ଆପଣଙ୍କ ସନ୍ତାନ ରେଖା ଖେଳାଇହୋଇ ଓ ଅସ୍ପଷ୍ଟ ଦେଖାଦିଏ ତେବେ ସନ୍ତାନ ଦୁଃଖୀ ରହିଥାଏ , ଏମିତିରେ ସନ୍ତାନ ରେଖା ବାଲା ନିଜ ସନ୍ତାନକୁ ବହୁତ କଷ୍ଟ୍ ମିଳିଥାଏ ।
୫) ଯଦି ଆପଣଙ୍କ ସନ୍ତାନ ରେଖାର ଅନ୍ତରେ କେଉଁ ଦ୍ୱିପ ପରି ଚିହ୍ନ ଥିବ ତେବେ ସନ୍ତାନ ରୋଗୀ ହୋଇପାରେ ।
୬) ଯଦି ଆମର ସନ୍ତାନ ରେଖା ବହୁତ ଅସ୍ପଷ୍ଟ ହୋଇଥାଏ ତେବେ ଆମର ଛୁଆ ବହୁତ ଭଲ ପାଇଥାନ୍ତି ।
୭) ଯଦି ସନ୍ତାନ ରେଖାର ଅନ୍ତରେ ଦ୍ୱିପ ଚିହ୍ନ ହୋଇଥିବ ତେବେ ଛୁଆ ଜୀବିତ ରହିବାର ସମ୍ଭାବନା ଘଟିଯାଏ ।