October 18, 2024

Odia Express

Here, There and Everywhere

ଲଗାତାର ଏକ ମାସ ପର୍ଯ୍ୟନ୍ତ ଚେହେରାରେ ଏପରି କରନ୍ତୁ ଆଳୁର ବ୍ୟବହାର , ତାହାପରେ ଯାହା ହେବ ତାହାକୁ ଦେଖିଲେ ଆପଣ ଚକିତ ହେଇଯିବେ…

ଏମିତି ଦୁନିଆଁରେ ସମସ୍ତେ ସୁନ୍ଦର ଦେଖାଯିବାଉ ଇଚ୍ଛା ରଖନ୍ତି , କିନ୍ତୁ ଦୁଃଖର ବିଷୟ ସମସ୍ତଙ୍କ ଇଚ୍ଛା ପୁରା ହୋଇପାରେ ନାହିଁ , ହଁ ଆଜ୍ଞା ସୁନ୍ଦରତା ଏପରି ଏକ ଜିନିଷ ଅଟେ,  ଯାହା ସମସ୍ତଙ୍କ ଭାଗ୍ୟରେ ମିଳେ ନାହିଁ , ସେମିତି ଲୋକ ନିଜ ଚେହେରାକୁ ସୁନ୍ଦର ବନାଇବାପାଇଁ ନାନା ପ୍ରକାରର ଜିନିଷର ବ୍ୟବହାର କରନ୍ତି , ସେମିତି ଲୋକ ଚେହେରାକୁ ସୁନ୍ଦର କରିବାକୁ ଯାଇ କେତେ ବ୍ୟୁଟି ପ୍ରଡକ୍ଟସ୍ ର ବ୍ୟବହାର କରୁଥିବେ,  କିନ୍ତୁ ଏହି ସବୁ ପ୍ରଡକ୍ଟ୍ସର ଚେହେରାକୁ ଲାଭ କମ୍ ଓ ଅଧିକା କ୍ଷତି ହୋଇଥଏ , ହଁ ଆଜ୍ଞା ଏହିଥିରେ ନାନାପ୍ରକାରର କେମିକାଲ୍ ମିଶ୍ରଣ ହୋଇଥାଏ , ଯାହା ଆମ ଚେହେରାକୁ ଲାଭ କାରି ହୋଇନଥାଏ,  ଏଥିପାଇଁ ହୋଇପାରିବ ଯଦି ଏହି ସବୁ ବଜାରର ପ୍ରଡକ୍ଟସ୍ କୁ ବ୍ୟବହାର କରିବା ପରିବର୍ତ୍ତେ , ପ୍ରାକୃତିକ ଜିନିଷର ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ ।

ସେମିତି ଆଜିର ସମୟରେ ପ୍ରଦୁଷଣ ଏତେ ଅଧିକା ବଢିଯାଇଛି କି ଲୋକଙ୍କ ଚେହେରା ବୟସ ପୁର୍ବରୁ ଅଧିକା ମଉଳିଯାଈଛି , ଏମିତିରେ ଜରୁରୀ ହୋଇଥାଏ କି ପ୍ରାକୃତିକ ଜିନିଷର ବ୍ୟବହାର କରି ନିଜ ଚେହେରାକୁ ଯତ୍ନ ନେବାକୁ , ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରକିୟା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣ ଅଧିକା ପରିଶ୍ରମ କରିବାକୁ ପଡିନପାରେ , ହଁ ଆଜ୍ଞା ଏହି ପ୍ରକିୟାକୁ କରିଲେ ଆପଣଙ୍କୁ କିଛି ସାମାନ୍ୟ ଜିନିଷର ଦରକାର ପଡିପାରେ , ତାହା ଆପଣଙ୍କୁ ସହଜରେ ମିଳିଯାଈପାରିବ ,

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କେବଲ ଆଳୁ ଦ୍ୱାରା ଆପଣଙ୍କ ଚେହେରାକୁ ଗୋରା କରିପାରିବେ , ଏବେ ଆଳୁ ଏମିତି ଏକ ଜିନିଷ ଅଟେ ,ଯାହା ସମସ୍ତଙ୍କ ଘରରେ ମିଳିଯିବ , ଏମିତିରେ ଆପଣଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ , ଏହି ପ୍ରକିୟାକୁ କରିବା ପରେ ଚେହେରାରୁ ସବୁ ଦାଗ ଦୁର ହୋଇଯିବ , ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ , ଏହାକୁ କିପରି ବ୍ୟବହାର କରିବେ ଓ କିପରି ପ୍ରସ୍ତୁତ କରିବେ ।

୧) ଜଣାଇଦେବୁ କି ଏହି ପ୍ରକିୟାକୁ ବନାଇବାକୁ ହେଲେ ପ୍ରଥମେ ଗୋଟେ ଆଳୁ ନିଅନ୍ତୁ , ତାହାପରେ ସେହି ଆଳୁକୁ ଭଲ ଭାବେ କାଟି ପେଷ୍ଟ କରିଦିଅନ୍ତୁ ।

୨) ଏହାପରେ ନିଜ ଚେହେରାକୁ ସଫା ପାଣିରେ ଧୋଇକରି ଭଲ ଭାବରେ ଶୁଖାଇଦିଅନ୍ତୁ , ଓ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇଦିଅନ୍ତୁ , ଆପଣଙ୍କୁ ଜଣେଇଦେବୁ କି ଆପଣ ଆଙ୍ଗୁଠି ସାହାଯ୍ୟରେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇପାରିବେ ।

୩) ଯେବେ ଏହି ପେଷ୍ଟ ଶୁଖିଯିବ ତେବେ ଚେହେରାକୁ ଭଲ ଭାବରେ ଥଣ୍ତା ପାଣିରେ ଧୋଇଦିଅନ୍ତୁ , କହିଦେବୁ କି ଲଗାତାର ଗୋଟେ ମାସ ଏହି ପ୍ରକିୟାକୁ କଲେ ଚେହେରା ଏକ ଦମ ଚମକ ଆସିଯିବ , ଓ ଚେହେରାରୁ ସବୁ ଦାଗ ବ୍ରଣ ଦୁର ହୋଇଯିବ ।

ଏବେ ସେମିତି ତ ଚେହେରାକୁ ସୁନ୍ଦର ବନାଇବାପାଇଁ ନାନାପ୍ରକାରର ତରିକା ଆପଣାଇଥିବେ , ତେବେ ଏହିଥର ଏହି ପ୍ରକିୟାକୁ ଆପଣାଇନିଅନ୍ତୁ , କାରଣ ହୋଇପାରେ କି ଏହା ଆପଣଙ୍କ ଚେହେରାରେ ଚମକ ବାସ୍ତବରେ ବଢିଯିବ , ଏହି ପ୍ରକିୟାକୁ ଆପଣାଇବା ପରେ ଚେହେରାରେ କେଉଁ ଜିନିଷ ବ୍ୟବହାର କରିବା ଦରକାର ପଡିବ ନାହିଁ ।

 

Leave a Reply

Your email address will not be published. Required fields are marked *