October 18, 2024

Odia Express

Here, There and Everywhere

ଜାଣନ୍ତୁ ଏହି ୩ ଟି ନାମ ବାଲା ଝିଅ ନିଜ ଶଶୁରଘରକୁ ସ୍ୱର୍ଗ ପରି ସୁନ୍ଦର ବନାଇଦିଅନ୍ତି – ଆଜି ହିଁ ଜାଣିନିଅନ୍ତୁ ତାଙ୍କ ବିଷୟରେ..

1 min read

ଆଜି ଆମେ ଆପଣଙ୍କୁ ଏମିତି ଝିଅମାନଙ୍କର ବିଷୟରେ କହିବୁ ଯିଏ ନିଜ ଶଶୁରଘରେ ଖୁସି ନେଇକରି ଆସିଥାନ୍ତି , ହଁ ଆଜ୍ଞା ଏହି ଝିଅମାନଙ୍କର ନାଁ ଏହି ଅକ୍ଷର ଗୁଡିକରୁ ଆରମ୍ଭ ହୋଇଥାଏ, ଯାହାଙ୍କର ବିଷୟରେ ଆମେ କହିବାକୁ ଯାଉଛୁ , ସେହି ଝିଅମାନେ ନିଜ ଶଶୁରଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ତେବେ ଆସନ୍ତୁ ଆପଣଙ୍କୁ କହିବୁ କେଉଁ ସେହି ଝିଅ ଅଛନ୍ତି ଯିଏକି ଏହି ନାଁରୁ ଆସନ୍ତି , ଓ ଶଶୁରଘରକୁ ସ୍ୱର୍ଗ ରୁପ ଦେଇଥାନ୍ତି ।

L ନାମକ ଝିଅ : ଏହି ଝିଅମାନେ ଶଶୁରଘରର ବାତାବରଣକୁ ସବୁବେଳେ ଖୁସିମୟ କରାଇଦିଅନ୍ତି , ଏମାନଙ୍କ ଆତ୍ମବିଶ୍ୱାସ ମାମଲାରେ ବହୁତ ମଜବୁତ୍ ହୋଇଥାନ୍ତି , ଏହି ଝିଅମାନଙ୍କୁ ସବୁବେଳେ ସତ କହିବା ପସନ୍ଦ ହୋଇଥାଏ , ଏମାନଙ୍କୁ ଧୋକା ଦେବା କିମ୍ବା ମିଛ କହିବା ଅଭ୍ୟାସ ନଥାଏ,  ଏମାନଙ୍କ ବିଶ୍ୱାସ ପାଇବା ବହୁତ ମୁସକିଲ୍ ହୋଇଥାଏ , କିନ୍ତୁ ସେ ନିଜକୁ ଜଲଦି ସାମ୍ନା ବାଲାର ବିଶ୍ୱାସ ପାତ୍ର କରାଇଥାନ୍ତି , ଯଦି ଆପଣଙ୍କ ଜୀବନରେ ଏମିତି କେଉଁ ଝିଅମାନେ ଦେଖାଯାଆନ୍ତି , ତେବେ ନିଜ ଜୀବନସାଥୀ ବନାଇବାରେ ଡେରି କରନ୍ତୁ ନାହିଁ ।

P ନାମକ ଝିଅ : କହିଦେବୁ କି ଏହି ଅକ୍ଷର ନାମକ ଝିଅ ପାର୍ଟନରଙ୍କ ବହୁତ ଦେଖାଶୁଣା କରିଥାନ୍ତି , ଏହା ଛଡା ଯେଉଁ ଲୋକଙ୍କର ଜୀବନରେ ଏହି ନାମକ ଝିଅ ଆସିଥାନ୍ତି ସେମାନଙ୍କ ଜୀବନ ସବୁବେଳେ ପ୍ରେମମୟ ହୋଇଥାଏ , କାରଣ ସେମାନେ ନିଜ ପାର୍ଟନରଙ୍କୁ ବହୁତ ଅନ୍ତରଙ୍ଗ ଭଲ ପାଇବସନ୍ତି , ଏମାନେ ନିଜ ପାର୍ଟନର ସହ ଶଶୁରଘରକୁ ଖୁସି ରଖିବାରେ ଅଭ୍ୟସ୍ତ ହୋଇଥାନ୍ତି ,

S ନାମକ ଝିଅ : କହିଦେବୁ କି ଏହି ଝିଅମାନଙ୍କର ଭଲ ପ୍ରକୃତି ଅଛି କି ଏମାନେ ନିଜ ବାପା ମାଙ୍କୁ ବହୁତ ଇଜ୍ଜତ ଦେଇଥାନ୍ତି ସେଥିପାଇଁ ସେମାନେ ନିଜ ବାପା ମାଙ୍କ ଗେହ୍ଲା ହୋଇଥାନ୍ତି , ସେମିତି କହିବାକୁ ଗଲେ ଯେଉଁ ଝିଅମାନଙ୍କୁ ବାପା ମାଙ୍କ ଭଲ ପାଇବା ମିଳିଲା ସେମାନେ କିଛି ପରିମାଣରେ ବିଗିଡିଯାଆନ୍ତି , କିନ୍ତୁ ଏମାନେ ଏହା ସବୁ ନ କରି ଆଦେଶର ପାଳନ କରିବାରେ ମନ ଦିଅନ୍ତି । ମାନେ ନିଜର ଏକ ଅଲଗା ପରିଚୟ ରଖିବାରେ ଏମାନେ ବିଶ୍ୱାସ ରଖନ୍ତି , ସେମାନେ ନିଜ ପ୍ରେମୀଙ୍କ ସହ ବାପା ମାଙ୍କୁ ଅଧିକା ଭଲ ପାଇବା ରଖିଥାନ୍ତି , କହିଦେବୁ କି ଶଶୁରଘରକୁ ସେମାନେ ସେତିକି ପ୍ରେମ ଦେଇଥାନ୍ତି , ଯେତେ ନିଜ ଜୀବନସାଥୀଙ୍କୁ ଦେଇଥାନ୍ତି , ଏମିତି ଝିଅମାନଙ୍କୁ ପୁଅ ବେଶୀ ପସନ୍ଦକରନ୍ତି ।

Leave a Reply

Your email address will not be published. Required fields are marked *