ଏହା ହେଲା ସବୁଦିନ ସକାଳୁ ଉଠିବାର ସଠିକ୍ ସମୟ , ଏହି ସମୟରେ ଉଠିଲେ ପୁରା ୮୦ ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ବିନ୍ଦାସ୍ ହୋଇ ବଞ୍ଚିପାରିବେ…
1 min readସବୁ ବ୍ୟକ୍ତିଙ୍କର ଉଠିବା ଓ ଶୋଇବା ଟାଇମ୍ ଅଲଗା ହୋଇଥାଏ , କିଏ ଜଲଦି ଶୋଇ ପଡନ୍ତି , ଓ କିଏ ଡେରିରେ ଉଠନ୍ତି , କିନ୍ତୁ କହିଦେବୁ କି ଆପଣଙ୍କୁ ନିଦ ଆପଣଙ୍କର ମୃତ୍ୟୁର ସମୟ ନିର୍ଣ୍ଣୟ କରେ , ଆପଣଙ୍କୁ ଜଣାଇଦେବୁ କି ଦୁନିଆଁରେ ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଡେରି ରାତି ଯାଏଁ ନ ଶୋଇବା ଅଭ୍ୟାସ ହୋଇଥାଏ , ଓ ସକାଳୁ ଡେରିରେ ଉଠିଥାନ୍ତି , ଏମିତି ଲୋକଙ୍କର ମୃତ୍ୟୁ ୪୫-୫୦ ବର୍ଷ ମଧ୍ୟରେ ହୋଇଯାଇଥାଏ , କିଛି ଏମିତି ଲୋକ ଅଛନ୍ତି , ଯିଏକି ସକାଳୁ ଜଲଦି ଉଠି ପଡନ୍ତି , ବ୍ୟକ୍ତି କୁ ନିଜ ନିଦ ପୂରା କରିଦେବା ଉଚିତ୍ ,
ଯଦି ଆମେ ଡେରି ରାତି ଯାଏଁ ଅନାଇ ବସିବା , ତେବେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପକାଇଥାଏ , ଭଲ ସ୍ୱାସ୍ଥ୍ୟ ପାଇଁ ଦେବୀ ଦେବତାଙ୍କର କୃପା ପାଇବାକୁ ହେଲେ ସକାଳ ସମୟ ସବୁଠାରୁ ଭଲ ହୋଇଥାଏ , ଓ ଯେତେ ଜଲଦି ହେବ ବିଛଣା ପରିତ୍ୟାଗ କରିନେବା ଉଚିତ୍ , ବ୍ରହ୍ମର ମତଲବ ପରମ ତତ୍ତ୍ୱ ପରଆତ୍ମା ଓ ମୁହୁର୍ତ୍ତ ମାନେ ଶୁଭ ସମୟ , ସାଧାରଣତଃ ରାତିର ଅନ୍ତିମ ସମୟ ମାନେ ପ୍ରାତଃ ୪ ରୁ ୪:୩୦ ମି ସମୟ ମଧ୍ୟରେ ବ୍ରାହ୍ମ ମୂହୂର୍ତ୍ତ ହୋଇଥାଏ ,
ଆମର ନିତ୍ୟକର୍ମ ସକାଳୁ ଉଠିଲା ପରେ ହିଁ ଆରମ୍ଭ ହୋଇଥାଏ , ଏଥିପାଇଁ ସକାଳୁ ଜଲଦି ଉଠିବା ପାଇଁ ଦିନ ଚର୍ଚ୍ଚା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ , ଆମର ପ୍ରାଚୀନ ପରମ୍ପରା ଅନୁଯାୟୀ ସକାଳୁ ଉଠିବା ସମୟ ନିର୍ଦ୍ଧାରଣ କରାଯାଇଛି , ତାହା ହେଲା ବ୍ରାହ୍ମ ମୂହୁର୍ତ୍ତ , ଏହି ସମୟରେ ଉଠିଲେ ଆମକୁ ଲାଭ ମିଳିଥାଏ , ସକାଳୁ ଜଲଦି ଉଠିଲେ ପାଞ୍ଚଟି ଲାଭ ମିଳିଥାଏ , ବ୍ରହ୍ମ ମୂହୁର୍ତ୍ତ ଉଠିଲେ ବ୍ୟକ୍ତି କୁ ସୁନ୍ଦରତା, ଲକ୍ଷ୍ମୀ, ବୃଦ୍ଧି, ସ୍ୱାସ୍ଥ୍ୟ , ଆୟୁ ଆଦି ପ୍ରାପ୍ତି ହୋଇଥାଏ , ଏମିତି କରିଲେ ଶରୀର ସୁସ୍ଥ୍ୟ ହୋଇଥାଏ ।