October 17, 2024

Odia Express

Here, There and Everywhere

ଏବେ କିଣିନିଅନ୍ତୁ ଏହି ସିନ୍ଦୁକ , କାରଣ ୨୫ ତାରିଖରୁ ଏହି ୩ ଟି ରାଶିମାନେ ହେବେ କୋଟିପତି…

ଆଜି ଆମେ ଆପଣଙ୍କ ପାଇଁ ତିନୋଟି ରାଶି ବିଷୟରେ କିଛି ସୁଚନା ଦେବାକୁ ଆସିଛୁ , ଯାହାକି ୨୫ ଡିସେମ୍ବରରୁ ଧନ ଲାଭ କରିପାରିବେ , ଆପଣମାନେ ଜାଣିଛନ୍ତି କି ଆମର ଜୀବନରେ ରାଶିଗୁଡିକ ବହୁତ ପ୍ରଭାବ ପକାଇଥାନ୍ତି , ଓ ଆମର ରାଶିଗୁଡିକ ଆମ ଉପରେ ପ୍ରଭାବ ପକାଇଥାନ୍ତି , ଆଜି ଆମେ ଆପଣଙ୍କୁ ସେହି ରାଶିଗୁଡିକ ବିଷୟରେ କହିବୁ , ଯାହାଙ୍କ ଉପରେ ମା ଲକ୍ଷ୍ମୀ ଓ ଶନିଦେବଙ୍କ କୃପା ମିଲିପାରିବ , ଓ ଜୀବନରେ ସୁଖ ଓ ଶାନ୍ତି ମିଳିବ ।

ସିଂହ ରାଶି : ଏହି ରାଶିରେ ଉର୍ଜାର କିଛି ଅଭାବ ରହିବ ନାହିଁ , କିନ୍ତୁ କାମ ପ୍ରେସରରେ ଚିନ୍ତିତ ରହିବେ , କାରଣ ଆଜିର ଦିନ ଆପଣଙ୍କ ପାଇଂ ଲାଭକାରୀ ହେବ , ଆପଣଙ୍କ ପାଖରେ ଧନ ବଢିବ ଓ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଏକ ବିଶେଷ କୃପା ମିଲିପାରିବ , ପୁରୁଣା କେସ୍ ମାମଲାର ଆଜି ଶୁଣାଣୀ ହୋଇପାରେ ।

ତୁଳା ରାଶି : ସିଂହ ରାଶି ଉପରେ ମା ଲକ୍ଷ୍ମୀଙ୍କର ଅପାର କରୁଣା ମିଳିପାରିବ , ଏହି କଥାର ଧ୍ୟାନ ଦିଅନ୍ତୁ କି ଆପଣଙ୍କ ଜୀବନସାଥୀଙ୍କ ସହ କିଛି ଭୁଲ୍ ମତାନ୍ତର ରଖନ୍ତୁ ନାହିଁ , ନହେଲେ ସଂମ୍ପର୍କ ଖରାପ ହୋଇପାରେ , ଆପଣଙ୍କ ପାର୍ଟନର୍ ସହ ଖାଲି ସାବଧନତା ରଖନ୍ତୁ , ଓ ଏହି ମାସରେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ , ଧନ ଦୌଲତରେ ଭରି ରହିବେ , ଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ ହେବେ , ଚାକିରି ମିଲିବାର ସମ୍ଭାବନା ଅଛି ।

କୁମ୍ଭ ରାଶି : ଏହି ରାଶିର ଭାଗ୍ୟଦୋୟ ହେବ , କାରଣ ଆପଣଙ୍କ ଉପରେ ବିଶେଷ କୃପା ରହୁଛି , ଶନି ମହାରାଜ୍ ଆପଣଙ୍କ ସବୁ ଅଟକି ରହିଥିବା କାମକୁ ପୁରା କରିବେ , କୁମ୍ଭ ରାଶିର ଦେବତା ଶନିଦେବ ଅଟନ୍ତି , ଏଥିପାଇଁ ଯେଉଁ ବି କାମ କରିବେ ଜଲଦି ପୁରା ହେବ , ବାତାବରାଣ ଭଲ ରହିବ , ଅଟକିଥିବା ଧନର ପ୍ରାପ୍ତି ହେବ , ଓ ଭବିଷ୍ୟରେ କିଛି ଟା ପରିବର୍ତ୍ତନ ଦେଖାଦେଉଛି , ଆଜି ଆମେ ଆପଣଙ୍କୁ କିଛି ମନ୍ତ୍ର କହୁଛୁ , ଯାହା ଦ୍ୱାରା ଧନର ପ୍ରାପ୍ତି ହେବ ।

ଧନ ପ୍ରାପ୍ତି ପାଇଁ ମନ୍ତ୍ର: କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ୱତି ॥ କରମୁଳେ ତୁ ଗୋବିନ୍ଦ , ପ୍ରଭାତେ କରଦର୍ଶନମ୍ ॥

ଏହି ମନ୍ତ୍ର ସବୁଦିନ ସକାଳୁ ଗାଧୋଇକରି ନିଜ ହାତର ପାପୁଲିକୁ ଦେଖିବେ ଓ ମନ୍ତ୍ର ଉଚ୍ଚାରାଣ କରିବେ , ଓ ଏହି ମନ୍ତ୍ର ସକାଳୁ ଉଠିକରି ପ୍ରଥମ ଦେଖା ନିଜ ପାପୁଲିରେ ଏହି ମନ୍ତ୍ରକୁ ପଠନ କରିବେ , ଏହା ଆପଣ ପାଦ ମାଟିରେ ରଖି କହିବାକୁ ହେବ

ଗାଧୋଇବା ପୁର୍ବରୁ ଏହି ମନ୍ତ୍ର : ସ୍ନାନ ମନ୍ତ୍ରେ ଗଙ୍ଗେ ଚ ୟମୁନେ ଚେବ ଗୋଦାବରୀ ସରସ୍ୱତି । ନର୍ମଦେ ସିନ୍ଧୁ କାବେରୀ ଜଳେ ସତ୍ରିଧିମ୍ କୁରୁ ॥ ଏହି ମନ୍ତ୍ର ଆପଣଙ୍କୁ ସକାଳୁ ସୂର୍ଯ୍ୟଙ୍କୁ ଜଳ ପ୍ରବାହିତ କଲାବେଳେ  ଏହି ମନ୍ତ୍ର ପଠନ କରିବାର ଅଛି  : ଓଁ ଭାସ୍କରାୟ ବିଦମହେ ମହୋତେଜାୟ ଧିମହି , ତନୋ ସୁର୍ଯ୍ୟ ପ୍ରଚୋଦୟାତ୍ ॥

ଖାଇବା ପୁର୍ବରୁ ଏହି ମନ୍ତ୍ର : ଓଁ ସହ ନାବବତୁ, ସହ ନୋ ଭୁନକ୍ତୁ , ସହ ବିର୍ଯ୍ୟ କରବାବହେ । ତେଜସ୍ୱୀ ନାବଧୀତମସ୍ତୁ ମା ବିଦ୍ୱିସାବହେ , ଓଁ ଶାନ୍ତି ଶାନ୍ତି ଶାନ୍ତି , ଅନ୍ନପୁର୍ଣ୍ଣା ସଦାପୂର୍ଣ୍ଣେ ଶନକ୍ର ପ୍ରାଣ ବଲ୍ଲଭେ , ଜ୍ଞାନ ବୈରାଗ୍ୟ ସିଦ୍ଧୟର୍ଥ ଭିକ୍ଷ୍ୟାଂ ଦୋହି ଚ ପାର୍ବତି , ବ୍ରହ୍ମାପଣଂ ବ୍ରହ୍ମାହ ବ୍ରହ୍ମଗୋଂ ବ୍ରହ୍ମଣା ହୁତମ୍ , ବ୍ରହ୍ମୈବ ତେନ ଗନ୍ତବ୍ୟ ବ୍ରହ୍ମକର୍ମ ସମାଧିନା ।

ଭୋଜନ ପରେ ଏଇ ମନ୍ତ୍ର କହିବାର ଅଛି । ଅଗସ୍ତମ କୁମ୍ଭକର୍ଣ୍ଣମ୍ ଚ ଶନି ଚ ବଡବାନଲନମ୍ , ଭୋଜନଂ ପରିପାକାରଥ ସ୍ମରେତ ଭିମଂ ଚ ପଞ୍ଚମଂ ଅନ୍ନାଦ ଭବାନ୍ତି ଭୁତାନି ପର୍ଜନ୍ୟାଦନ୍ନସଂମ୍ଭବଃ , ୟଜ୍ଞାତ ଭବତି ପର୍ଜ୍ୟନ୍ୟୋ ୟଜ୍ଞଃ କର୍ମ ସମୁଦ୍ର ଭବଃ

ପାଠ ପଢୁଥିବା ବେଳେ ଏହି ମନ୍ତ୍ର : ଓଁ ଶ୍ରୀ ସରସ୍ୱତି ଶୁକ୍ଳବର୍ଣ୍ଣା ସସ୍ମିତାଂ ସୁମନୋହରାମ୍ ॥ କୋଟି ଚନ୍ଦ୍ରାପ୍ରଭାମୁଷ୍ଟଶ୍ରୀଯୁକ୍ତବିଗ୍ରହାମ୍ ।

ପୁଜା କରୁଥିବା ବେଲେ ଏହି ମନ୍ତ: ଓଁ ଭୁର୍ଭବଃ ସ୍ୱ ତତ୍ସୋବିତୁବରେଣଂ ଭର୍ଗୋ ଦେବସ୍ୟ , ଧିମହୀ ଧିୟୋ ୟୋ ନଃ ପ୍ରଚୋଦୟାତ୍ ,

ଏହି ମନ୍ତ୍ରକୁ ଶୋଇବା ପୂର୍ବରୁ ବୋଲିବାର ଅଛି : ଅଚୁତଂ କେଶବଂ ବିଷ୍ଣୁ ହରି ସୋମଂ ଜନାର୍ଦନମ୍ , ହସଂ ନାରାୟଣଂ କୃଷ୍ଣ ଜପତେ ଦୁଃସ୍ୱପ୍ନଶାନ୍ତୟେ ॥

Leave a Reply

Your email address will not be published. Required fields are marked *