October 18, 2024

Odia Express

Here, There and Everywhere

୨୧ ଡିସେମ୍ବର ୨୦୧୯ ଶନିବାର,ଆଜିର ରାଶିଫଳ – ଆଜିଠୁ ତିନୋଟି ରାଶି ଉପରେ ପ୍ରସନ୍ନ ହେବେ ଶନିଦେବ , ମିଳିବ ବଡ ଉପହାର, ପଇସାକୁ ନେଇ କିଛି ବଡ ପଦକ୍ଷେପ ନିଅନ୍ତୁ ନାହିଁ

ମେଷ ରାଶି : ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ଏହା ଭଲ ଦିନ ଅଛି , ବାହାର ଲୋକଙ୍କର ସହଯୋଗ ମିଲିବ , ଛୁଆ ଓ ଗରିବ ଲୋକଙ୍କୁ କ୍ଷୀରରେ ତିଆରି ହୋଇଥିବା ଜିନିଷ ବାଣ୍ଟିବା ଫାଇଦାଦାୟକ ରହିବ , କାର୍ଯ୍ୟକ୍ଷେତ୍ରରେ ଆପଣ ଭଲ ପ୍ରତିଭା ଦେଖାଇ ପରିଚିତ ହେବେ , ଅତ୍ୟାଧିକ କାମର ବୋଝ ଯୋଗୁଁ ଥକାପଣ ଅନୁଭବ କରିବେ , କାହାର ଭ୍ରମରେ ଫସନ୍ତୁ ନାହିଁ , ଅନ୍ୟଥା ଭୁଲ୍ ବୁଝାମଣା ହୋଇପାରେ , ମଜାଳିଆ ସ୍ୱଭାବ ଯୋଗୁଁ ପରିବେଶରେ ଖୁସିର ବାତାବରଣ ରହିବ ।

ବୃଷ ରାଶି : ଆଜି ଆପଣଙ୍କ ପରିବାରର ସବୁ କାମରେ ଭରପୁର୍ ସହଯୋଗ ରହିବ , ବୁଝାମଣାରେ କୌଣସି କାମ କରନ୍ତୁ ନାହୀଁ ଆସୁଥିବା ନକରାତ୍ମକ ବିଚାରଗୁଡିକ ନିୟନ୍ତ୍ରଣ କରନ୍ତୁ , ହିତ ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ , କାର୍ଯ୍ୟରେ ଗତି ଆସିବ , ବିରୋଧୀ କ୍ଷତି ପହଞ୍ଚାଇପାରନ୍ତି , ବାହାନ ଦୁର୍ଘଟଣାରେ ସମ୍ଭାଳିକରି ରହିବେ , କାର୍ଯ୍ୟରେ ଥକା ଅନୁଭବ ହେବ , ଆପଣଙ୍କ କଡା ପରିଶ୍ରମ ଆପଣଙ୍କ କ୍ଷମତାରେ ସୁଧାର ଆଣିବ , ମହତ୍ତ୍ୱପୁର୍ଣ୍ଣ ବସ୍ତୁକୁ ହରାଇବାପରେ ମନଦୁଃଖ କରିବେ ,

ମିଥୁନ ରାଶି : ବିବେକ ଓ ଉତ୍ତମ ବୁଝାମଣା ଦ୍ୱାରା କାମ କଲେ ଧନ ଲାଭ ହେବ , ଆୟ ବୃଦ୍ଦିର ସ୍ରୋତ ବିକଶିତ ହେବ , କିଛି ଭଲ ଖବର ମିଳିବ , ମିତ୍ରଙ୍କର ସହଯୋଗ ପ୍ରାପ୍ତି ହେବ , ନୁଆ ସାଜସଜ୍ଜାରେ ଘରର ଶୋଭା ବୃଦ୍ଧି ହେବ , ବୟସ୍କ ଙ୍କ କଥା ମାନିବା ଶୁଭ ଫଲ ହେବ , ମାଙ୍ଗଳିକ ଅବସରରେ ଯିବାକୁ ହେବ , ମିତ୍ରଙ୍କ ସହ ପ୍ରବାସର ଆୟୋଜନ କରିବେ , ଆପଣ ନିଜ ଭାଗିଦାରଙ୍କ ଲାଭ ପ୍ରାପ୍ତି କରିବେ , କିନ୍ତୁ ମତଭେଦ ନିୟନ୍ତ୍ରଣ ରଖିବାକୁ ହେବ ।

କର୍କଟ ରାଶି : ଅଦାଲତର କାର୍ଯ୍ୟ ସମ୍ଭାଳିକରି ଚାଲିବେ , ଆଜି ଆପଣଙ୍କ ଦିମାଗରେ ମନୋରଞ୍ଜନ କଥା ରହିବ , ଆଗକୁ ପାଦ ବଢାନ୍ତୁ , ଓ ନିଜ ବନ୍ଧୁ ମାନଙ୍କ ସହ ମିଶିକରି କିଛି ଖାସ୍ କରନ୍ତୁ , ସ୍ୱଭାବରେ ଉଗ୍ରତା ଓ କ୍ରୋଧ ବଢିବ , ନିଜ ବ୍ୟବହାର ଉପରେ ଧ୍ୟାନ ରଖିବେ , ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ , କାହା ସହ ଭୁଲ୍ ବୁଝାମଣାରୁ ଝଗଡା ହୋଇପାରେ , କେଉଁ ନୁଆ ଦିଗରେ ସକରାତ୍ମକ ଭାବନା ଆସିବ ।

ସିଂହ ରାଶି : ବେପାର କ୍ଷେତ୍ରରେ ଆପଣଙ୍କ ଧନ ଲାଭ ହେବ , ଆପଣଙ୍କ ବିଦେଶ ଯାତ୍ରାର ସଙ୍କେତ ରହୁଛି , ଏହି ଯାତ୍ରା କାମର ପାଇଁ ପରିଜନଙ୍କ ସହ ବି ହୋଇପାରେ , ଆତ୍ମ ନିର୍ଭରତା କୁ ମୁଳମନ୍ତ୍ର ବନାନ୍ତୁ , ଘର ପରିବାରରେ କେଉଁ ପ୍ରକାରର ମନମୁତାବ ହୋଇପାରେ , ଶାରରୀକ ରୁପରେ ଆଳସ୍ୟ , ଅଶକ୍ତି ରହିବାର କାରଣରୁ ଅସୁସ୍ଥ୍ୟତା ଅନୁଭବ କରିବେ , ପରିଜନଙ୍କ ସହ ସଂଘର୍ଷ ରେ ବାହାରିବା ପାଇଁ ଅବସର ମିଳିବ , କିଛି ନୁଆ ପ୍ରତିଭାମାନ ଉଜାଗର ହେବ ।

କନ୍ୟା ରାଶି : ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସିଲ୍ କରିବେ ,ଯାତ୍ରା ହୋଇପାରେ , କାର୍ଯ୍ୟରେ ୟଶ ପ୍ରାପ୍ତି ହେବ , ଆପଣଙ୍କ ଭାଗ୍ୟ ସାଥିରେ ଅଛି , ଏଥିପାଇଁ ଛୋଟ ଛୋଟ କଥାକୁ ନିଜ ଚେହେରାରେ ଖୁସି ଆଣିବ , ଆଜି ଆପଣ କେଉଁ କାର୍ଯ୍ୟକୁ ନେଇକରି ଚିନ୍ତିତ ରହିପାରନ୍ତି , ନୁଆ କାମ ନୁଆ ଦାୟିତ୍ୱ ବୋଧ ହେବ , ଆଜିର ଦିନ ଶୁଭ ଫଳ ନେଇକରି ଆସୁଛି , କାରୋବାରରେ ଲାଭ ହେବ , ଆୟରେ ବୃଦ୍ଧି ହେବ , ମିତ୍ରଙ୍କର ସହ ଭେଟ ହେବ ।

ତୁଳା ରାଶି : ଆଜି ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ , ପରିବାରରେ ଖୁସିର ମାହୋଲ୍ ଅଛି , ସମସ୍ୟାଗୁଡିକ ନଜରଅନ୍ଦାଜ କରିବେ , ନୁଆ ବସ୍ତ୍ରଭୁଷଣ ତଥା ପ୍ରସାଧନ ପଛରେ ଧନ୍ ଖର୍ଚ୍ଚ ହେବାର ସମ୍ଭାବନା ଅଛି , କାର୍ଯ୍ୟକ୍ଷେତ୍ରରେ ଚିନ୍ତା ଆସିପାରେ , ପ୍ରତିଯୋଗିତାରେ ପରିଣାମ ନିରାଶଜନକ ହୋଇପାରେ , ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବା ହିତକର ନୁହେଁ , ପରିବାର ସଦସ୍ୟଙ୍କ ସହ ଭୁଲ୍ ବୁଝାମଣା ଟାଳିବାକୁ ପ୍ରୟାସ କରିବେ , ପଇସାକୁ ନେଇକରି ଅଧିକା ବିପଦ ଆଡକୁ ଯାଆନ୍ତୁ ନାହିଁ ।

ବିଛା ରାଶି : ଆଜି ଆପଣଙ୍କ କାର୍ଯ୍ୟରେ ଗତି ଆସିବ , , ରାୟ ନେଇକରି କାର୍ଯ୍ୟରେ ସଫଳ ହେବେ , ଆଜି ଅଚାନକ ନିଜ ଭାଗ୍ୟର ପରିବର୍ତ୍ତନ ହେତୁ ଅନୁଭୁତି ମିଳିବ , ଆପଣ ଯାହା ବି କାମ କରିବେ ତାହା ଆକର୍ଷଣର କେନ୍ଦ୍ର ହେବ , ପେଶବର୍ ଶିକ୍ଷା କ୍ଷେତ୍ରରେ ସମସ୍ୟାଗୁଡିକ ବୁଝାଇବାପାଇଁ ଚିନ୍ତା ଆସିପାରେ , ପଇସାର ସ୍ଥିତି ସୁଧାରିବା ପାଇଁ ମଉକା ମିଳିପାରେ , ଅନ୍ୟଙ୍କ ସହାୟତା କରିବାପାଇଁ ଦୃଷ୍ଟିକୋଣ ବହୁତ ପ୍ରସଂଶନୀୟ ଅଟେ,  ଏହା ଆପଣଙ୍କୁ ମତଭେଦରୁ ବଞ୍ଚାଇବ ।

ଧନୁ ରାଶି : ଆଜି ଆପଣଙ୍କର ପଇସା ସହ ଯୋଡୀ ହୋଇଥିବା ମାମଲାରେ କିଛି ଭୁଲ୍ କରନ୍ତୁ ନାହିଁ , ଆଜି ଆପଣଙ୍କନିଜ ଘରର ସୁରକ୍ଷାକୁ ନେଇକରି ଟିକିଏ ସାବଧାନ ରହିବା ଉଚିତ୍ , ବାରମ୍ବାର ପରିସ୍ଥିତି ସହ ମୁକାବଲା କରନ୍ତୁ , ବିଦ୍ୟାର୍ଥି ନିଜ ବୁଦ୍ଧିମତାର ପ୍ରୟୋଗ କରି ଶିକ୍ଷାରେ ସଫଳତା ହାସିଲ୍ କରିବେ , ସେୟାର୍ ଓ ସଟ୍ଟାରୁ ଦୁରେଇ ରୁହନ୍ତୁ , ପ୍ରିୟ ବ୍ୟକ୍ତି ସହ ସାକ୍ଷାତ ହେବ , ଓ ସହଯୋଗ ମିଳିବ ବରିଷ୍ଠ ବ୍ୟକ୍ତିଙ୍କର ଠାରୁ ଏହା ଆପଣଙ୍କ ପାଇଁ ଲାଭପ୍ରଦ ହେବ  ।

ମକର ରାଶି : ଆଜିର ଦିନରେ କାର୍ଯ୍ୟାଳୟର ମାହୋଲ୍ ଭଲ ରହିବ , ଆଜି ଆପଣ ନିଜ ପୁରୁଣା ବନ୍ଧୁଙ୍କ ସହ ପୁରୁଣା ସ୍ମୃତିକୁ ନେଇ ଆହୁରି ଖୁସି ଅନୁଭବ ହେବେ , ପ୍ରେମ ଜୀବନରେ ଆଶାର କିରଣ ଦେଖାଯାଉଛି , ବେପାରରେ ଆପଣଙ୍କୁ ଅପାର ଧନ ଲାଭ ହେବ , ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ମିତ୍ର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ଲାଭ ହେବ , କେଉଁ ସଂମ୍ପର୍କରେ କାହାକୁ ଧୋକା ଦେବାକୁ ଚେଷ୍ଟା କରନ୍ତୁ ନାହିଁ ।

କୁମ୍ଭ ରାଶି : ଆଜି ଆପଣଙ୍କ ଜୀବନସାଥୀଙ୍କ ସହ କିଛି ମନମୁତାବ ହୋଇପାରେ , ନିଜ ଯୋଗ୍ୟତା ଓ ଜ୍ଞାନରେ ବୃଦ୍ଧି ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଓ ଲାଭ ମିଳିବ , କଳାକାର ଓ କାରିଗରଙ୍କ ନିଜ କଳା କାରିଗର ପ୍ରଦର୍ଶନ କରି ଅବସର ମିଳିବ , ମଜାମସ୍ତି ଓ ମନୋରଞ୍ଜନ ପ୍ରବୃତିରେ ସମୟ ବିତାଇବେ , ସଂମ୍ପତ୍ତି ନିବେଶରେ ବହୁତ ଭାଗ୍ୟଶାଳି ହୋଇପାରନ୍ତି ।

ମୀନ ରାଶି : ଆଜି ଘରୋଇ ମାମଲାରେ ସହଯୋଗ କରିବାର ଆପଣଙ୍କ ପ୍ରଶଂସା ହୋଇପାରେ , ଆଜି ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରି ନିଜ ସାହାସକୁ ବନାଇ ରଖିବାକୁ ହେବ , ସ୍ୱସ୍ଥ୍ୟକୁ ନେଇକରି କେଉଁ ପ୍ରକାର ଅସୁବିଧା ଦେଖାଦେଇପାରେ , ଆର୍ଥିକ ଯୋଜନା ବି ସଫଳତା ପୁର୍ବକ ସଂପୁର୍ଣ୍ଣ କରିବେ , ଇଶ୍ୱରଙ୍କ ଆରାଧନା , ଓ ଆଧ୍ୟାତ୍ମିକତା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ , ପାରିବାରିକ ସଂବନ୍ଧରେ ନଜର ରଖିବାକୁ ହେବ ।

Leave a Reply

Your email address will not be published. Required fields are marked *