October 17, 2024

Odia Express

Here, There and Everywhere

ଶରୀରର ଏହି ଜାଗାରେ ୫ ଥର ଦବାନ୍ତୁ , ଓ ତାପରେ ଦେଖନ୍ତୁ ହୋସ୍ ଉଡାଇଦେଲା ଭଳି ଏପରି କମାଲ୍ …

ଆମର ଶରୀରରେ ଏକ ରହସ୍ୟ ଅଛି , ବହୁତ ବର୍ଷ ହୋଇଗଲାଣି କିନ୍ତୁ ଏହାର ବିଷୟରେ ଆମେ ବୁଝିପାରିନାହେଁ , ଆମର ହାତ ଶରୀରକୁ ସୁସ୍ଥ୍ୟ ରଖିବାରେ କେନ୍ଦ୍ର ଅଟେ , ହାତ ଆମର ଶରୀରକୁ ସୁସ୍ଥ୍ୟ ରଖିବା ସହ ଶକ୍ତି ଓ କ୍ଷମତା ଯୋଗାଇଥାଏ , ଏହି କଥା ତ ସମସ୍ତେ ଜାଣିଛନ୍ତି କି ଆମର ଶରୀରରେ ପାଞ୍ଚଟି ମୂଳ ତତ୍ତ୍ୱକୁ ମିଶିକରି ହୋଇଛି , ଏହି ପାଞ୍ଚ ତତ୍ତ୍ୱ ଯେବେ ସନ୍ତୁଳିତ ରହିଥାନ୍ତି ତେବେ ଆମର ଶରୀର ରୋଗମୁକ୍ତ ହୋଇଥାଏ ,ଶରୀରରେ ଏମିତି କିଛି ପଏଣ୍ଟ ଅଛି ଯାହା ଉପରେ ପ୍ରେସର୍ ପକାଇଲେ ଆମକୁ ବହୁତ ପ୍ରକାରର ସ୍ୱାସ୍ଥ୍ୟକର ଲାଭ ମିଳିଥାଏ ,

ବୈଜ୍ଞାନିକମାନେ ବି ଏହି କଥାକୁ ମାନିଛନ୍ତି କି ଏହି ପଏଣ୍ଟରେ ପ୍ରେସର ପକାଇଲେ ଏଣ୍ତୋଫ୍ରିନ୍ ହାର୍ମୋନ୍ ଉତ୍ପନ୍ନ ହୋଇଥାଏ , ଯାହା କଷ୍ଟରୁ ମୁକ୍ତି ଦେବା ସହ ବଡିରେ ରକ୍ତ ଓ ଅକ୍ସିଜେନ୍ ପ୍ରବାହକୁ ଆହୁରି ମଜବୁତ୍ କରାଏ , ଆକ୍ୟୁପ୍ରେସର୍ କିମ୍ବା ଆକ୍ୟୁପଂଚର୍ ଏମିତି ଦୁଇଟି ଚିକିତ୍ସା ପଦ୍ଧତି ଅଛି ଯାହା ଦ୍ୱାରା ରକ୍ତପ୍ରବାହ , ଅକ୍ସିଜେନ୍ ଓ ଉର୍ଜାର ମାଧ୍ୟମରୁ ମନୁଷ୍ୟର ଶାରରୀକ ରୋଗଗୁଡିକ ଚିକିତ୍ସା କରାଯାଉଛି ।

ଆମର ଶରୀରରେ ପ୍ରତିରୋଧକ କ୍ଷମତା ବଢାଇବା ରେ ଆକ୍ୟୁପ୍ରେସର୍ ଓ ଆକ୍ୟୁପଂଚର୍ ଥେରାପି ବହୁତ କାରଗର ହୋଇଥାଏ , ଏହି ଥେରାପି ଶରୀରର ପ୍ରତିରୋଧକ କ୍ଷମତା ବଢାଇବା ସହ ମାଂସପେଶୀକୁ ଆରାମ ଦେଇକରି ଚିନ୍ତାମୁକ୍ତ କରିଥାଏ , ଆକ୍ୟୁପ୍ରେସର ଥେରାପିର ବ୍ୟବହାର କଷ୍ଟ, ଥକାପଣ ,ମୁଣ୍ତବିନ୍ଧା , ରୋଗର ଚିକିତ୍ସା ପାଇଁ କରାଯାଏ , ଆପଣଙ୍କୁ କହିଦେବୁ କି ଆମର ଆଙ୍ଗୁଠି ଆଗ ଭାଗ, ତର୍ଜ୍ନନୀ ର ମଧ୍ୟ ଆଙ୍ଗୁଠି ଅନ୍ତରିକ୍ଷ ଅନାମିକ ପୃଥିବୀ ଓ ଛୋଟ ଆଙ୍ଗୁଠି ପାଣିର ସୁଚକ ଅଟେ ।

ଆକ୍ୟୁପ୍ରେସର ଏକ ଘରୋଇ ଉପଚାର ଅଟେ , ମାନେ ଏହା ପାଇଁ ଆପଣଙ୍କୁ କେଉଁ ଡାକ୍ତରଙ୍କ ପରାମର୍ଶ ନେବାଦରକାର ନାହିଁ , ଏହା କଷ୍ଟ , ଥକାପଣ, ମୁଣ୍ତବିନ୍ଧା , ଚିନ୍ତା ପରି ସବୁ ରୋଗକୁ ଚିକିତ୍ସା କରାଇଥାଏ , ଆକ୍ୟୁପ୍ରେସର ବହୁତ ପୁରୁଣା ବିଧି ଅଛି , ଏହା ଛଡା ଯୋଗ ବି ଶରୀରର ସୁସ୍ଥ୍ୟ ରଖିବାପାଇଁ ଉପଯୋଗୀ ଅଟେ, ମାନସିକ ଓ ଶାରରୀକ ସୁସ୍ଥ୍ୟ ପାଇଁ ଏହି ଉପାୟ ବ୍ୟବହାର କରାଯାଏ ।

Leave a Reply

Your email address will not be published. Required fields are marked *