February 5, 2025

Odia Express

Here, There and Everywhere

ଲଞ୍ଚ ହେବା ପରେ ଏହି ଗାଡିକୁ କିଣିବାକୁ ଲୋକେ ପାଗଳ ହୋଇସାରିଲେଣି , ଦାମ୍ ଏତେ କମ୍ ଯେ ଆଜି ଘରକୁ ଆଣିବେ ଭାରି ଆପଣ..

ଏବେ ସମସ୍ତେ ଚାହଁନ୍ତି କି ତାଙ୍କ ପାଖରେ ଘର ଥାଉ ଗାଡି ଥାଉ କିମ୍ବା ଯଦି ବ୍ୟକ୍ତିର ଆମଦାନୀ ହେଉଥିବ ତେବେ ଘରେ ଗ୍ ଗାଡି ନିଶ୍ଚିତ ଭାବରେ ଥାଉ , ଆଜି ଆମେ ଆପଣଙ୍କୁ ଏକ ଏମିତି ଖବର ଶୁଣାଇବାକୁ ଯାଉଛୁ , ଯାହାକୁ ଜାଣିବା ପରେ ଆପଣ ଏହି ଗାଡିକୁ ନେବାପାଇଁ ମନ ବଳାଇଦେବେ , ଆପଣଙ୍କୁ କହିଦେବୁ କି ଆଜି ଯେଉଁ ଗାଡି ବିଷୟରେ ଆମେ ଚର୍ଚ୍ଚା କରୁଛୁ ତାହାର ଦାମ୍ ଜାଣିଲେ ଆପଣ ଚକିତ ହୋଇଯିବେ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଗାଡି । ଆଜି ଆମେ ଯେଉଁ ଗାଡି ବିଷୟରେ କହିବାକୁ ଯାଉଛୁ , ତାହାକୁ ଦେଖିଲେ ହୋସ୍ ଉଡିଯିବ ,

ଯେଉଁ ଗାଡି ବିଷୟରେ ଆମେ ଆଲୋଚନା କରୁଛୁ ତାହା ଏବେ କିଛି ଦିନ ହେବ ଲଞ୍ଚ ହୋଇଛି , ଏମିତି ଆସିବା ଦିନରୁ କେତେ ଗାଡି ଲଞ୍ଚ ହୋଇଥାଏ , ଯାହାକୁ ଦେଖି ମନରେ ଆସେ କି ଏହା ମୋର୍ ପାଖରେ ଥାନ୍ତା ହେଲେ , ତେବେ କହିଦେବୁ କି ଏହି ଗାଡି ଅଦ୍ଭୁତ ଅଟେ , ଯାହାକୁ ଦେଖିଲେ ବୁଝିପାରିବେନି କି ଏହା ଦୁଇ ଚକିଆ ଅଟେ କି ଚାରି ଚକିଆ ।

ବହୁତଥର ଆପଣ ସାଧାରଣ ମୋଟରସାଇକେଲ୍ ଓ ସୁପର୍ ବାଇକ୍ସ ପ୍ରାୟ ସବୁ ମଡେଲ୍ ଦେଖିଥିବେ , ଆଜି ଯେଉଁ ମଡେଲ୍ ଆମେ ଆପଣଙ୍କୁ ଦେଖାଇବୁ ତାହା ଏକ ବିଦେଶ କମ୍ପାନୀ ଲଞ୍ଚ କରିଛି ଯାହାକି ଏକ ଦୁଇ ଚକିଆ ଯାନ ଅଟେ , ଏହାର ଖାସିୟତ ଏହାକି ଏହା କାର୍ ଓ ବାଇକ୍ ଦୁହେଁଙ୍କର ଲୁକ୍ ଦେଇଥାଏ , ଏହା ବର୍ଷାରେ ଓଦା ହେବା କିମ୍ବା ଖରା ପଡିବା ରୁ ରକ୍ଷା କରିବ , କାରଣ ଏହା ପୁରା ଭାବେ ଆବଦ୍ଧ ହୋଇଛି କଭର୍ ଦ୍ୱାରା , ଏହି ମଡେଲ୍ ର ଦାମ୍ ୮୦ ହଜାର ଟଙ୍କା ମାତ୍ର ଅଟେ , ଏବେ ଆପଣ ବୁଝିପାରୁଥିବେ ଆମେ କାହିଁକି ଏହା ବିଷୟରେ କହୁଛୁ ।

ସେମିତି ଏହି ଖବର ବାଇକ୍ ସଉକ୍ ରଖୁଥିବା ଲୋକଙ୍କ ପାଇଁ ଅଟେ , ଖବର ଅଛି କି ଆମେରିକାରେ ୨ ଚକିଆ କାର୍ ଲଞ୍ଚ ସହିତ ବହୁତ ଦେଶରେ ଏହି ମଡେଲ୍ କୁ ଲଞ୍ଚ କରାଯାଇଛି , ତାହା ଏହି ମଡେଲ ବାଇକ୍ ବହୁତ ବଢିଆ ଅଟେ,  କହିଦେବୁ କି ଏହି ୨ ଚକିଆ ଯାନ ଏକ ଇଲେକ୍ଟ୍ରିକ୍ କାର୍ ଅଟେ , ଯାହାକୁ ଥରେ ଚାର୍ଜ କରାଇଲେ ଆପଣ ପ୍ରାୟ ୪୦୦ କିମି ପର୍ଯ୍ୟନ୍ତ ଚଲାଇପାରିବେ ।

Leave a Reply

Your email address will not be published. Required fields are marked *