October 18, 2024

Odia Express

Here, There and Everywhere

୨୦୨୦ ରେ ଶନି କରିବେ ରାଶି ପରିବର୍ତ୍ତନ , କେଉଁ କେଉଁ ରାଶିଗୁଡିକୁ ମିଳିବ ଖୁସି , କାହାର ସମୟ ରହିବ କଠିନ ଜାଣନ୍ତୁ…

ଶନି ଗ୍ରହ ସବୁଠାରୁ କ୍ରୋଧୀ ଗ୍ରହ ଭାବେ ଜଣାଯାଏ । ଯଦି କେଉଁ ବ୍ୟକ୍ତି କୁଣ୍ତଳିରେ ଠିକ୍ ସ୍ଥିତି ନାହିଁ ତେବେ ଏହାର କାରଣ ସେହି ରାଶିର ଲୋକଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ , କିନ୍ତୁ ଏମିତି ସ୍ଥିତିରେ ଯଦି ଠିକ୍ ହୋଇଯାଏ ତେବେ ଏହା ଜୀବନରେ ବହୁତ ସାରା ଅସୁବିଧାକୁ ଦୂର କରିପାରେ , ଓ ସେହି ରାଶିର ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳତା ହାସିଲ୍ କରିପାରନ୍ତି । ଆପଣଙ୍କୁ କହିଦେବୁ କି ଶନି ୨୪ ଜାନୁୟାରୀ ୨୦୨୦ ରେ ମକର ରାଶିରେ ଗୋଚର କରିବାକୁ ଯାଉଛନ୍ତି , ଯାହାର କାରଣରୁ କିଛି ରାଶିଗୁଡିକ ଉପରେ ଶନିଙ୍କର  ସାଢେ ସାତିରୁ ମୁକ୍ତି ମିଳିବ , କିଛି ରାଶିଙ୍କର ଉପରେ ବି ଖରାପ ପ୍ରଭାବ ପଡିପାରେ , ଆଜି ଆମେ ଆପଣଙ୍କ ରାଶିର ଅନୁସାରେ ଶନିଙ୍କର ପରିବର୍ତ୍ତନ ବିଷୟରେ ଜଣାଇବୁ ,

ବୃଷ ରାଶି : ଏହି ରାଶି ଉପରେ ଶନିଙ୍କର ରାଶି ପରିବର୍ତ୍ତନ ଭାଗ୍ୟଶାଳୀ ପ୍ରମାଣିତ ହେବ , ସ୍ୱାସ୍ଥ୍ୟ ଠିକ୍ ରହିବ , ଆପଣଙ୍କ ପରିଶ୍ରମ ଅନୁସାରେ ଲାଭ ପ୍ରାପ୍ତି ହେବ , ଆପଣଙ୍କ କିଛି ଅଟକିଥିବା କାର୍ଯ୍ୟ ପୁରା ହେବ , ଆପଣଙ୍କ ମନ କାମକାର୍ଯ୍ୟରେ ଲାଗିବ , କାର୍ଯ୍ୟସ୍ଥଳରେ ପ୍ରମୋଶନ୍ ମିଲିବାର ଯୋଗ୍ ହେଉଛି , ଆପଣ ଲମ୍ବା ସମୟରୁ ଅପେକ୍ଷା କରୁଥିବା କାର୍ଯ୍ୟ ସଫଳ ହେବ , ବୈବାହିକ ଜୀବନ ଭଲ ରହିବ , ବେରୋଜଗାର ଲୋକଙ୍କୁ ଭଲ ଚାକିରି ମିଳିପାରେ ।

କର୍କଟ ରାଶି : ଶନିଙ୍କର ରାଶି ପରିବର୍ତ୍ତନ ଆପଣଙ୍କ ରାଶି ପାଇଁ ଶୁଭଫଳ ନେଇକରି ଆସିଛି , ଆପଣଙ୍କ ବେପାରରେ ଲାଭ ହେବ , ଆପଣଙ୍କ ଦ୍ୱାରା ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ସଠିକ୍ ପ୍ରମାଣିତ ହେବ , ବିଦେଶରୁ ଖୁସିଖବର ମିଳିବାର ସମ୍ଭାବନା ଅଛି , ସନ୍ତାନର ସ୍ୱାସ୍ଥ୍ୟ ଭଲ ରହିବ , ବାହାନ ସୁଖ ପ୍ରାପ୍ତି ହେବ , ଏହି ରାଶିର ମହିଳାଙ୍କୁ ଭଲ ଲାଭ ପ୍ରାପ୍ତି ହେବ , ଆପଣଙ୍କ ଯୋଜନା ସଫଳତାପୂର୍ବକ ସଂମ୍ପାଦିତ ହେବ ।

ସିଂହ ରାଶି : ଶନିଙ୍କର ରାଶି ପରିବର୍ତ୍ତନ ହେତୁ ଏହି ରାଶିରେ କିଛି ଶୁଭ ଘଟିବ , ଆପଣଙ୍କ ଲକ୍ଷ୍ୟସ୍ଥଲ ପ୍ରାପ୍ତି କରିପାରିବେ , ଘର ପରିବାର ଲୋକଙ୍କୁ ପୁରା ସହଯୋଗ ମିଲିପାରିବ , ଆପଣଙ୍କ ଦ୍ୱାରା କରାଯାଇଥିବା ସଂଘର୍ଷ ଲାଭ ମିଳିବ , ମିତ୍ରଙ୍କ ସହ ଭଲ ସମୟ ଅତିବାହିତ କରିବେ , କାର୍ଯ୍ୟସ୍ଥଳରେ ଉଚ୍ଚ ପଦ ପ୍ରାପ୍ତି କରିବେ , ସ୍ୱାସ୍ଥ୍ୟ ସଂବନ୍ଧି ସବୁ ଅସୁବିଧା ଦୂର ହେବ , ମାନସିକ ଚିନ୍ତା ଦୁର ହେବ ।

ତୁଳା ରାଶି : ଶନିଙ୍କର ରାଶି ପରିବର୍ତ୍ତନ ହେତୁ ବେପାରରେ ସଫଳତା ଅର୍ଜନ କରିବେ , ପୁରୁଣା କ୍ଷତିରୁ କିଛି ପରିମାଣରେ ଲାଭ ହାସିଲ୍ କରିବେ , ମାନସିକ ରୁପରେ ଯାହା ବି ଚିନ୍ତା ଅଛି ତାହା ଦୁର ହୋଇଯିବ , କିଛି ଦରକାର ଲୋକଙ୍କୁ ସାହାଯ୍ୟ କରନ୍ତୁ , ଆପଣଙ୍କ ସଂମ୍ପର୍କରେ ଆସିଥିବା ଅନୁଭବି ଲୋକଙ୍କ ସହ ମିଶିଲେ ଆପଣଙ୍କ ଫାଇଦା ହେବ , ଆପଣ କେଉଁ ନୁଆ କାର୍ଯ୍ୟରେ ଶୁଭାରମ୍ଭ କରିବେ , ବିଦେଶ ଯିବା ଇଚ୍ଛୁକ ଲୋକ ବିଦେଶ ଯିବାରେ ଅବସର ପାଇବେ ।

ଧନୁ ରାଶି : ଏହି ରାଶିରେ ଶନିଙ୍କର ରାଶି ପରିବର୍ତ୍ତନ ହେତୁ ସଫଳତା ମିଳିବ , ଏହି ରାଶିର ଲୋକେ ନିଜ କ୍ୟାରିୟରରେ ଆଗକୁ ବଢିବାରେ ବହୁତ ମାର୍ଗଦର୍ଶିତା ହାସିଲ୍ କରିବେ , ବେପାର ବର୍ଗର ଲୋକ କିଛି ବେପାରରେ ପରିବର୍ତ୍ତନ କରିପାରନ୍ତି , ଆପଣଙ୍କ କାମ କାର୍ଯ୍ୟରେ ଭଲ ପରିଣାମ ମିଳିବ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ , ଜମି ଜମା ମାମଲାରେ ଭଲ ଫାଈଦା ମିଳିବ ।

କୁମ୍ଭ ରାଶି : ଶନିଙ୍କର ରାଶି ପରିବର୍ତ୍ତନ ହେତୁ ଜୀବନରେ ଲକ୍ଷ୍ୟସ୍ଥଳ ଯୋଜନାପୁର୍ବକ ସମାଧାନ କରିପାରିବେ , କିଛି ଲୋକ ଆପଣଙ୍କୁ ବନ୍ଧୁତା କରିପାରିବେ , ଜୀବନସାଥି ମଧ୍ୟରେ ଚାଲୁଥିବା ମତଭେଦ ଦୂର ହେବ , ଆପଣଙ୍କୁ କେଉଁ ନୁଆ କାର୍ଯ୍ୟର ଯୋଜନା ମିଲିପାରେ , ପ୍ରଭାବଶାଳୀ ଲୋକଙ୍କ ଉପଦେଶ ଆପଣଙ୍କ ପାଇଁ ଫାଇଦାଦାୟକ ହେବ , ଘର ପରିବାରରେ ଖୁସିର ମାହୋଲ୍ ରହିବ , ଅଚାନକ ଆପଣଙ୍କୁ ଆମଦାନୀର ସ୍ରୋତ ମିଳିପାରିବ ।

Leave a Reply

Your email address will not be published. Required fields are marked *