October 18, 2024

Odia Express

Here, There and Everywhere

୨୦୨୦ ମସିହାରେ ହୋଇଯିବେ ମାଲାମାଲ୍ , ଖାଲି କରିଦିଅନ୍ତୁ ଲାଲ କିତାବ ରେ କୁହାଯାଇଥିବା ଏହି ସରଳ ଉପାୟ…

ନୁଆ ବର୍ଷ ଆରମ୍ଭ ହେବାକୁ ଯାଉଛି , ନୁଆ ବର୍ଷରେ ଆପଣଙ୍କ ଭାଗ୍ୟ ଚମକୁଛି , ଆପଣଙ୍କୁ ଧନର ପ୍ରାପ୍ତି ହେଉ ଏଥିପାଇଁ ଆପଣଙ୍କୁ ତଳେ କୁହାଯାଇଥିବା ଉପାୟ କରିବାର ଅଛି , ଲାଲ କିତାବରେ କୁହାଯାଇଥିବା ଉପାୟ ଅଚୁକ ଅଟେ , ଏହାକୁ କଲେ ନୁଆ ବର୍ଷରେ ମାଲାମାଲ୍ ହୋଇପାରିବେ । ଯଦି ଆପଣଙ୍କ କେଉଁ ଗ୍ରହ ଅନୁକୁଳ ନାହିଁ , ତେବେ ଏହି ଉପାୟ କରିପାରିବେ , ଏହାକୁ କରିଲେ ଗ୍ରହ ଶାନ୍ତ ହୋଇଯିବ , ଓ ଧନ ଲାଭ ହେବ ।

ସୁର୍ଯ୍ୟଗ୍ରହ : ଯେଉଁ ଲୋକଙ୍କର କୂଣ୍ତଳୀରେ ସୂର୍ଯ୍ୟ ଗ୍ରହ ସଠିକ୍ ଦିଗରେ ନାହାନ୍ତି , ସେହି ଲୋକ ତମ୍ବାର ପଇସାକୁ ଜଳରେ ପ୍ରବାହିତ କରାଇଦେବେ । ଏହି ଉପାୟକୁ କରିଲେ ସୂର୍ଯ୍ୟ ଗ୍ରହ ତରଫରୁ ଶୁଭ ଫଳ ମିଳିବ ।

ଚନ୍ଦ୍ର ଗ୍ରହ : ଚନ୍ଦ୍ର ଗ୍ରହକୁ ଶାନ୍ତ କରିବାକୁ ଯାଇ କ୍ଷୀରରେ ଚାନ୍ଧୀର ପଇସା ପକାନ୍ତୁ , ଏହାପରେ କ୍ଷୀରକୁ କେଉଁ ଗଛରେ ଚଢାଇଦିଅନ୍ତୁ , ଏହି ଉପାୟ କରିଲେ, ଚନ୍ଦ୍ର ଗ୍ରହର ପ୍ରକୋପରୁ ଆପଣଙ୍କ ରକ୍ଷା ହେବ ।

ମଙ୍ଗଳ ଗ୍ରହ : ଏଇ ଗ୍ରହକୁ ଲାଲ ରଙ୍ଗର ଜିନିଷ ଦାନ କରନ୍ତୁ , ଓ ହନୁମାନଙ୍କୁ ଲାଲ ରଙ୍ଗର ସିନ୍ଦୁର ଅର୍ପିତ କରାନ୍ତୁ ।

ବୁଧ ଗ୍ରହ : ବୁଧ ଗ୍ରହକୁ ଶାନ୍ତ କରିବାକୁ ହେଲେ ସବୁଜ ଜିନିଷର ଦାନ କରନ୍ତୁ , ମଥାରେ ଲାଲରଙ୍ଗର ସିନ୍ଦୁର ଲଗାନ୍ତୁ ।

ଗୁରୁ ଗ୍ରହ : ଗୁରୁବାର ଦିନ ହଳଦିଆ ଡାଲି ଦାନ କରନ୍ତୁ , ଓ ହଲଦିର ତିଲକ ନିଜ ମଥାରେ ଲଗାନ୍ତୁ , ଏହ ଛଡା କଦଳିର ଗଛକୁ ପୁଜା କରନ୍ତୁ ।

ଶୁକ୍ର ଗ୍ରହ : ଶୁକ୍ରବାର ଦିନ କ୍ଷୀର ଓ ଦହିର ଦାନକ୍ କରନ୍ତୁ ।

ଶନିଗ୍ରହ : ଶନି ଗ୍ରହକୁ ଶାନ୍ତ କରିବାପାଇଁ ତେଲର ଦାନ କରନ୍ତୁ , କଳା କମ୍ବଳ କେଉଂ ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।

ରାହୁ ଗ୍ରହ : ଏହି ଗ୍ରହକୁ ଅନୁକୁଳ ପାଇଂ ବହୁଥିବା ପାଣିରେ ଲୁହାର ବସ୍ତୁ ପ୍ରବାହିତ କରାନ୍ତୁ , ଓ ମୁଳାର ଦାନ କରନ୍ତୁ ।

କେତୁ ଗ୍ରହ : କେତୁ ଗ୍ରହର ପ୍ରକୋପରୁ ବଞ୍ଚିବାପାଇଁ ଧଳା ତେଲ ବହୁ ଥିବା ପାଣିରେ ପ୍ରବାହିତ କରାନ୍ତୁ ।

ଅନ୍ନ ଦାନ – ମାଲାମାଲ୍ ହେବାପାଇଁ ଏହି ଉପାୟ କରନ୍ତୁ । ଏହା ଦ୍ୱାରା ରାତିରେ ଶୋଇବା ସମୟରେ ନିଜ ସିରହନା ପାଖରେ ଏକ ବାସନ ରଖିଦିଅନ୍ତୁ , ସକାଳୁ ଏହାର ଜଉ ଗାଇକୁ ଖାଇବାକୁ ଦିଅନ୍ତୁ , ଏହା ଛଡା ଯେବେ ଆପଣ ଭୋଜନ କରିବେ , ତେବେ କାଉ କିମ୍ବା କୁକୁର ଙ୍କୁ ଖୁଆନ୍ତୁ , ଏହି ଦୁହେଁ ଉପାୟ କରିଲେ ଧନବାଦ ହୋଇପାରିବେ ।

ଗୁଡ ରୁଟି : ଗୁରୁବାର ଦିନ ଗୁଡର ରୁଟି ଖୁଆନ୍ତୁ , ଏହି ରୁଟିକୁ ସଂନ୍ଧ୍ୟା ସମୟରେ ଗାଇକୁ ଖୁଆନ୍ତୁ , ଲଗାତାର ୩ ଗୁରୁବାର ଏହାକୁ କରିଲେ ଆପଣଙ୍କ ଠାରୁ ଦୂରେଇଯାଇଥିବା ସବୁ ଅସୁବିଧା ସବୁ ଦୂରେଇ ଯିବ ।

ରଖନ୍ତୁ ଲାଲ ରଙ୍ଗର କପଡା : ଲାଲ ରଙ୍ଗ୍ର କପଡାରେ ଏକ ଲବଙ୍ଗ, ଇଲାଇଚି , ହଳଦି ବାନ୍ଧି ଦିଅନ୍ତୁ , ଏହି କପଡାକୁ ଆଲମିରା ଭିତରେ ରଖନ୍ତୁ , ଏମିତି କରିଲେ ମା ଙ୍କ କୃପା ରହିବ ,

ଅଶ୍ୱତଥ ଗଛକୁ ପୁଜା : ଶନିବାର ଦିନ ଅଶ୍ୱତଥ ଗଛକୁ ପୁଜା କରନ୍ତୁ , ଓ ଏହି ଗଛର ତଳେ ଘିଅର ଦିପ ଲଗାନ୍ତୁ , ଏହା ଛଡା ଏହି ଗଛର ଜଡରୁ କ୍ଷୀର ଅର୍ପିତ କରନ୍ତୁ , ଅଶ୍ୱତଥ ଗଛ ବିଷ୍ଣୁଙ୍କର ଓ ମା ଲକ୍ଷ୍ମୀଙ୍କର ନିବାସ ହୋଇଥାଏ  ଓଏହି ଉପାୟ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି ।

 

 

Leave a Reply

Your email address will not be published. Required fields are marked *