October 18, 2024

Odia Express

Here, There and Everywhere

୧୦୦ ବର୍ଷ ପରେ ଏହି ନୁଆ ବର୍ଷରେ ଏହି ରାଶିଗୁଡିକ କୁଣ୍ତଳୀରେ ହେଉଛି ରାଜଯୋଗ , ମା ଲକ୍ଷ୍ମୀ କରିବେ ସବୁ ମନୋକାମନା ପୂର୍ଣ୍ଣ କରିବେ..

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ପୁରୁଣା ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି , ଓ ନୁଆ ବର୍ଷ ୨୦୨୦ ଆରମ୍ଭ ହେବ , ଜ୍ୟୋତିଷ୍ୟ ଗଣନା ଅନୁସାରେ କିଛି ରାଶିମାନଙ୍କର କୁଣ୍ତଳୀରେ ୧୦୦ ବର୍ଷ ପରେ ରାଜଯୋଗ ହେଉଛି , ଯାହାର କାରଣରୁ ମା ଲକ୍ଷ୍ମୀ ଏହି ରାଶିଗୁଡିକ ଉପରେ କୃପା ଦୃଷ୍ଟି ପକାଇବେ , ଆସନ୍ତୁ ଜାଣିବା ସେହି ରାଶିଗୁଡିକ ଉପରେ ।

ମେଷ ରାଶି କୁଣ୍ତଳୀରେ ଶୁକ୍ର ଓ ଚନ୍ଦ୍ରମା ହେବା ଯୋଗୁଁ ଶୁଭ ସ୍ଥାନରେ ଅଛନ୍ତି , ଯାହାର କାରଣରୁ ଆସୁଥିବା ଲୋକ ପ୍ରେମ ସଂବନ୍ଧିତ୍ ମାମଲାରେ ବିବାହିତ ଜୀବନରେ ସୁଧାର ଆସିବାର ଯୋଗ ରହୁଛି , ଆପଣ ନିଜ କ୍ୟାରିୟର କ୍ଷେତ୍ରରେ ଲଗାତାର ଉନ୍ନତି କରିପାରିବେ , ଆପଣଙ୍କ ଭାଗ୍ୟର ପୁରା ସାଥି ମିଳିବ , ଆପଣ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି , ଆପଣଙ୍କ ମଧୁର ବାଣି ଦ୍ୱାରା ଲୋକେ ପ୍ରଭାବିତ ହେବେ , ଆପଣଙ୍କ ପରିଶ୍ରମର ଫଳ ମିଲିପାରିବ ।

ମିଥୁନ ରାଶି : ଏହା ଆପଣଙ୍କ ପାଇଁ ଖୁସିର ସମୟ୍ ନେଇଆସିବ , ମିତ୍ରଙ୍କ ସହାୟତାରେ ଆପଣଙ୍କ ଅଧୁରା କାମ ପୁରା ହେବ , ଆପଣଙ୍କ କ୍ୟାରିୟରରେ ଯାହା ବି ଚିନ୍ତା ଚାଲିଛି ତାହାଠାରୁ ମୁକ୍ତି ମିଳିବ , ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଯୋଗ ରହୁଛି , ଆପଣ କେଉଁ ନୁଆ କାର୍ଯ୍ୟ ରେ ପଇସା ଲଗାଇବେ , ଯାହା ଆପଣଙ୍କ ପାଇଁ ଲାଭଦାୟକ୍ ହେବ , ଆପଣଙ୍କ ଭାବିଥିବା ଯୋଜନା ସଫଳ ହୋଇପାରିବ , ଘର ପରିବାରରେ ଲୋକଙ୍କୁ ପୁରା ସହଯୋଗ ମିଳିପାରିବ ।

କନ୍ୟା ରାଶି : ଏହି ରାଶିର ଲୋକଙ୍କର ବହୁତ ସୁଧାର ଦେଖିବାକୁ ମିଳୁଛି , ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଲିବ , ଶିକ୍ଷା କ୍ଷେତ୍ରରେ ଭଲ ଲାଭ ପ୍ରାପ୍ତି ହେବ , ଯେଉଁ ଲୋକ ପ୍ରେମ ପ୍ରସଙ୍ଗରେ ଅଛନିତ୍ , ତାଙ୍କର୍ ସମୟ ଭଲ କଟିବ , ବୈବାହିକ ଜୀବନରେ ସୁଧାର ଆସିବ  ବିଦେଶରୁ ଶୁଭ ସମାଚାର ମିଳିପାରେ ।

ମକର ରାଶି : ନୁଆ ବର୍ଷ ଆପଣଙ୍କ ପାଇଁ ଶୁଭ ରହିବାର ଅଛି , ଆପଣଙ୍କୁ ନିଜ କ୍ୟାରିୟରରେ ବଢିବାକୁ ମଉକ ମିଳିବ , ଚାକିରି କ୍ଷେତ୍ରରେ ସଫଳତା ହାସିଲ୍ କରିବେ , ବେପାରରେ ବିସ୍ତାର କରିପାରନ୍ତି , ଭାଗିଦାରୀ ପୁରା ସହଯୋଗ ମିଳିବ , ଘର ପରିବାରରେ ଖୁସିର ବାତାବରଣ ରହିବ , ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ଆସିପାରେ , ସନ୍ତାନଙ୍କ ତରଫରୁ ସୁଖର ପ୍ରାପ୍ତି ହେବ ।

କୁମ୍ଭ ରାଶି : ଏହି ନୁଆ ବର୍ଷ ଲୋକଙ୍କୁ ପରିଶ୍ରମର ଫଳ ଜଲଦି ମିଳିବ , ଆପଣ ନିଜ କ୍ୟାରିୟରରେ ଲଗାତାର ସଫଳତ ପାଇବେ , ସୁସ୍ଥ୍ୟ ରହିବେ , ଆପଣଙ୍କ ଦ୍ୱାର କରାଯାଇଥିବା ଚେଷ୍ଟା ସଫଳ ହେବ , ଆପଣଙ୍କୁ କିଛି ନୁଆ ଲୋକ ଯୋଡି ହେବେ , ପ୍ରଭାବଶାଳୀ ଲୋକଙ୍କୁ ମାର୍ଗଦର୍ଶନ ପ୍ରାପ୍ତି ହେବ , ଘରୋଇ ଜୀବନ ଭଲରେ କଟିବ , କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ ।

Leave a Reply

Your email address will not be published. Required fields are marked *