October 18, 2024

Odia Express

Here, There and Everywhere

୧୭ ଡିସେମ୍ବର ୨୦୧୯ ମଙ୍ଗଳବାର – ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଲକ୍ଷ୍ମୀ ଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ରାଶିଫଳ ଆମର ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ , ରାଶିଫଳ ଆମର ଭବିଷ୍ୟରେ ହେବାକୁ ଥିବା ଘଟଣାକୁ ଆଭାସ କରାଇଥାଏ , ରାଶିଫଳର ନିର୍ମାଣ ଗ୍ରହର ଗୋଚର ଓ ନକ୍ଷତ୍ରର ଚାଲି ଚଳଣ ଆଧାରରେ କରାଯାଏ , ସବୁଦିନ ଗ୍ରହର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ , ଏହି ରାଶି ଫଳରେ ଆପଣଙ୍କ ଚାକିରି ବେପାର ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ପ୍ରେମ ଜୀବନ ସହ ଯୋଡି ହୋଇଥିବା ସୁଚନା ମିଳିଥାଏ , ଯଦି ଆପଣ ବି ନିଜ ଭାଗ୍ୟର ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ପଢନ୍ତୁ ଆମର ଏହି ଲେଖ ।

ମେଷ ରାଶି : ଆଜି ଆପଣଙ୍କ ଆୟର ନୂଆ ସ୍ରୋତ ବାହାରିବ , ବିଦେଶରୁ କିଛି ଲାଭଦାୟକ ସୁଚନା ମିଳିପାରେ , ଆକସ୍ମିକ ଧନ ଲାଭ ହୋଇପାରେ , କିନ୍ତୁ କେଉଁ ଭଳି ଲୋଭରେ ନ ପଡନ୍ତୁ , ଦାମ୍ପତ୍ୟ ଜୀବନରେ ସୁଖମୟ ହେବ , ପାରିବାରିକ ଉନ୍ନତି ହେବ , ଆପଣଙ୍କ ପାଇଁ ଧନପ୍ରାପ୍ତିର ଯୋଗ ରହୁଛି , ଯଦି ଆପଣ ଯାତ୍ରା କରୁଛନ୍ତି , ତେବେ ଆପଣଙ୍କୁ ନିଜ ଭାଷା ବିଷୟରେ ଅଧିକା ସାବଧାନ ରହିବାକୁ ହେବ , ନିଜ କାମକୁ କରିବାପାଇଁ ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ ।

ବୃଷ ରାଶି : ଆଜି ଆପଣଙ୍କୁ ପଇସା ମିଳିପାରେ , ଏହି ମଉକାକୁ ହାତରୁ ଛାଡନ୍ତୁ ନାହିଁ , କିଛି ନୁଆ ସଂମ୍ପର୍କ ଦେଖିକରି ବନାନ୍ତୁ ନହେଲେ କ୍ଷତି ସହିବାକୁ ପଡିପାରେ , ନକରାତ୍ମକ ବିଚାରରୁ ଦୂରେଇ ରହିବା ପାଇଁ ଆଧ୍ୟାତ୍ମ ରେ ମନ ଲଗାନ୍ତୁ , ଚାକିରି କାରୋବାରରେ ଆପଣଙ୍କ ସଫଳତା ଚାବି ମିଳିବ , ଘରୋଇ ମାମଲାରେ କିଛି ଅସୁବିଧା କାରଣ ହୋଇପାରେ ।

ମିଥୁନ ରାଶି : ଅଚାନକ କାର୍ଯ୍ୟଭାର ବଢିପାରେ , ଆପଣଙ୍କ ମା ବାପାଙ୍କ ଅସୁସ୍ଥ୍ୟ ହେବାର କାରଣ ଆପଣଙ୍କ ଚିନ୍ତା ବଢିବ , ଯଦି ଆପଣ ସିଙ୍ଗଲ୍ ଅଛନ୍ତି ତେବେ ଆପଣଙ୍କ ପାଇଁ ପାର୍ଟନର ଖୋଜାରେ ଅଛନ୍ତି ତେବେ ଅପେକ୍ଷା ଶେଷ ହେବ , ପରିବାରରେ ସେମିତି ସୁଖ ଶାନ୍ତି ବ୍ୟାପ୍ତ ହେବ , ସନ୍ତାନର କ୍ୟାରିୟରରେ ନେଇକରି ଚିନ୍ତା କରିବେ , ଚାକିରି ଉନ୍ନତି ଓ ଆୟରେ ବୃଦ୍ଧି ହୋଇପାରିବ ।

କର୍କଟ ରାଶି : ଆଜି କାହାର ଦୂଃଖକୁ ନିଜ ହୃଦୟରେ ନେଇ କଷ୍ଟ ସହିପାରନ୍ତି , ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଧନ ଖର୍ଚ୍ଚ ହେବ , ଆର୍ଥିକ ମାମଲାରେ ଲେଣଦେଣ ସାବଧାନତା ରଖନ୍ତୁ , ପାରିବାରିକ ସଦସ୍ୟଙ୍କ ସହ ଝଗଡା ହୋଇପାରେ , କାର୍ଯ୍ୟ ବେପାରରେ ଉନ୍ନତି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ , ଆପଣଙ୍କ ଦ୍ୱାରା ଧନ ବଞ୍ଚାଇବାପାଇଁ ପ୍ରୟାସ ଅସଫଳ ହେବ ।

ସିଂହ ରାଶି : ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଭଲ ରହିବ , ବିରୋଧୀଙ୍କୁ ପରାସ୍ତ କରିପାରିବେ , ଓ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ , ଆପଣଙ୍କ କାର୍ଯ୍ୟରେ ଯେତେ ଧନ ଆବଶ୍ୟକତା ହେବ ସେତେ ଧନ ଅର୍ଜନ କରିବେ , ଆୟରେ ବୃଦ୍ଧି ସାଧନ ବଢିବା ସହ ବେପାରରେ ଉନ୍ନତି ବି ଯୋଗ ରହୁଛି , ଅନେକ ପ୍ରକାରର ଲାଭ ପ୍ରାପ୍ତି ହେବ , ସେହି ଲୋକଙ୍କ ମେଳ ବଢିବାରୁ ବଞ୍ଚନ୍ତୁ , ଯାହାଙ୍କ ସହ ଆପଣଙ୍କ ସମୟ ଖରାପ କଟୀଛି  ।

କନ୍ୟା ରାଶି : ଆଜି ବହୁତ ବଡ ସମସ୍ୟାର ଶେଷ ହେବ , ନିଜ ଯୋଜନାରେ ଭରସା କରନ୍ତୁ , କ୍ୟାରିୟରରେ ଆପଣଙ୍କୁ କିଛି ବଡ ସଫଳତା ମିଲିବାର ଆଶଙ୍କା ଅଛି , ହୋଇପାରେ ସନ୍ତାନର ରୋଜଗାର କ୍ଷେତ୍ରରେ ଉନ୍ନତି ମିଳିବ , ଯାହା ଦ୍ୱାରା ମନ ପ୍ରସନ୍ନତା ରହିବ , ନୁଆ ଯୋଜନାର ଆରମ୍ଭରୁ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଅଧିକା ବିଚାର ଆସିବାରୁ ମନ ବିଚଳିତ ହେବ  ଏହି ଶାନ୍ତ ରଖିବାର ପୁରା ଚେଷ୍ଟା କରିବେ , ମନରେ କାବୁ କରିପାରିବେ ।

ତୁଳା ରାଶି  ; ଶାରରୀକ , ମାନସିକ , ଓ ଆର୍ଥିକ ଦୃଷ୍ଟି ଆଜିର ଦିନ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ , ବିଦ୍ୟାର୍ଥୀଙ୍କ ପାଇଁ ମନରେ ନକରାତ୍ମକ ଚିନ୍ତା ଉତ୍ସାହ କମ୍ ହୋଇପାରେ , ନୁଆ ଭାବନା ଆପଣଙ୍କ ଜୀବନରେ ସବୁବେଳେ ସଫଳତା ଆଣିବ , ଯଦି କେଉଁ ଆଡେ ବାହାରକୁ ଯିବାର ଯୋଜନା ଅଛି ତେବେ ଶେଷ ସମୟରେ ଟଲି ପାରେ , ପ୍ରତିଯୋଗିତା ପରୀକ୍ଷାରେ କିଛି ବଢିଆ କରିବାର ଚେଷ୍ଟା କରିପାରନ୍ତି , ଭଲ କାର୍ଯ୍ୟ ସଠିକ୍ ସମୟରେ ଦେଖିବାକୁ ମିଲିପାରେ ।

ଵୃଷବ ରାଶି – ଏହି ରାଶିର ଲୋକଙ୍କୁ ଆଜି କାମ ହିସାବରେ ସଫଳତା ମିଳିବ ନାହିଁ |ଘର ଓ କର୍ମ କ୍ଷେତ୍ରରେ ଲୋକ ଆପଣଙ୍କ କାମକୁ ପ୍ରଶଂସା କରିବେ |କୌଣସି ବଡ କାମ ପାଇଁ ଆପଣଙ୍କ ମତାମତ ଲୋଡାଯାଇପାରେ |ଜୀବନସାଥିଙ୍କ ଖୁସିରେ ରଖନ୍ତୁ ଆଜି ନଚେତ ଝଗଡା ହେଇପାରେ |ଧାର୍ମିକ କାମରେ ମନ ଲଗାନ୍ତୁ

ଧନୁ ରାଶି – ଆଜି ସମାଜ ରେ ଆପଣଙ୍କ ସଂମାନ ବଢିବ | ଜୀବନସାଥିଙ୍କ ତରଫ ରୁ ବଡ ଖୁସି ଖବର ମିଳିବାର ସମ୍ଭାବନା ଅଛି |ତରବର ହେଇ କୌଣସି ଫଇସଲା ନିୟନ୍ତୁ ନାହିଁ |ଅଟକିଥିବା କାମ ହେବ ଓ ଖୁସି ଖବର ମଧ୍ୟ ମିଳିବ | ଭଗବାନ ହନୁମାନ ଙ୍କୁ ପୂଜା କରନ୍ତୁ ଆଜି

ମକର ରାଶି – ଆପଣ ଆଜି ଯେଉଁ ମନ ସତ୍ୟ ନିଷ୍ଠାର ସହ କରିବେ ସେଥିରେ ସଫଳତା ପାଇବେ ନିଶ୍ଚୟ |କୌଣସି ବଡ କାମ ଆଜି ଆରମ୍ଭ କରିବାର ସମ୍ଭାବନା ଅଛି | ଆଜି ନିଜ ଲୋକ ମାନେ ଆପଣାକୁ ବହୁତ ସାହାଯ୍ୟ କରିବେ |ଶିକ୍ଷା ଓ କାନୁନ ସହ ଯୋଡି ହେଇଥିବା ସମ୍ପର୍କ ରେ ଆପଣଙ୍କୁ ସଠିକ ଲାଭ ମିଳିବ |କୌଣସି ପ୍ରକାର କଳି ଝଗଡା ରୁ ଦୁରେଇ ରହିବ ପାଇଁ ଅନୁରୋଧ

କୁମ୍ଭ ରାଶି – ଆଜି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବାଦ ବିବାଦ ଦେଖା ଦେଇପାରେ |କାମ ପାଇଁ କୌଣସି ବାଦ ଜାଗାକୁ ବୁଲିଯିବାର ବ୍ୟବସ୍ତା କରିପାରନ୍ତି | ଭଲ ପଇସା ଆଜି ରୋଜଗାର ହେବ | ଅଟକିଥିବା କାମ ଆଜି ହେବାର ସମ୍ଭାବନା ଅଛି |ଆଜି ରାଗରେ କୌଣସି ନିଷ୍ପତି ନିୟନ୍ତୁ ନାହିଁ |ମହିଳା ମାନେ ନିଜର ଦୈନଦିନ କାମକୁ ପରିବର୍ତନ କଲେ ଭଲ ହେବ |ବହୁତ କାମ ଏକାବେଳେ କରିବାରୁ ଆପଣ ଥକି ଯାଇ ପାରନ୍ତି |

ମୀନ ରାଶି – ଆଜି ଆପଣଙ୍କୁ ଉପହାର ରେ ଧାନ ପ୍ରାପ୍ତି ହେବ |କିଛି ବଡ଼ ଖୁସି ଖବର ଆପଣଙ୍କୁ ମିଳିପାରେ |ଆସୁଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ |ଆଜି ରାଗିବ ଆପଣଙ୍କ ବିପଦର କାରଣ ହେଇପାରେ | ଯଥାସମ୍ଭବ ଶାନ୍ତ ରୁହନ୍ତୁ | ଗୁରୁଜନ ମାନକ ସେବା କରନ୍ତୁ | ବଡ଼ ନିଷ୍ପତି ନେବା ଆଗରୁ ଭଲ ସେ ଚିନ୍ତା କରି ଦେଖନ୍ତୁ | ଭଗବାନ ଶିବଙ୍କୁ ପୂଜା କରନ୍ତୁ

Leave a Reply

Your email address will not be published. Required fields are marked *