October 18, 2024

Odia Express

Here, There and Everywhere

୨୦୨୦ ରେ ଭଗବାନ ଶିବ ଏହି ପାଞ୍ଚଟି ରାଶିଙ୍କର ଉପରେ ନିଜର ହାତ ରଖିବେ , ହୋଇଯିବେ ଧନୀ – ଦେଖନ୍ତୁ କିଏ ସେ ଭାଗ୍ୟବାନ ରାଶି…

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ନୁଆ ବର୍ଷ ଆସିବାରେ କିଛି ଦିନ ଅଛି , ଏମିତିରେ ଯେପରି ଏହି ବର୍ଷ ଶେଷ ହେବ ଲୋକଙ୍କର ମନରେ ଏହା ଜାଣିବାକୁ ଉତ୍ସୁକତା ରହିବ କି ନୁଆ ବର୍ଷ ୨୦୨୦ କିପରି ତାଙ୍କ ପାଇଁ ନେଇକରି ଆସିବ , ୨୦୨୦ରେ ୫ ଟି ରାଶିଙ୍କର ଭାଗ୍ୟ ବହୁତ ଭଲ ରହିବ  ଆଜି ଆମେ ଆପଣଙ୍କୁ କିଛି ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ୨୦୨୦ ରେ ତାଙ୍କ ପାଇଁ ସୁଖପ୍ରଦ ରହିବ , ଏହି ରାଶିଗୁଡିକ ନିଜ କଡା ପରିଶ୍ରମରେ ସବୁ କିଛି ହାସିଲ୍ କରିପାରିବେ । ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ

ନୁଆ ବର୍ଷର ଆରମ୍ଭରେ କିଛି ଗ୍ରହ ନିଜ ସ୍ଥାନ ବଦଳାଇଛନ୍ତି , ଗ୍ରହଙ୍କର ସ୍ଥାନ ବଦଳାଇବାର ଫାଇଦା ମୁଖ୍ୟ ରୁପରେ ଏହି ୫ ଟି ରାଶି ଉପରେ ପଡିବ , ତେବେ ଆଜି ଆମେ କହିବୁ କି କେଉଁ କେଉଁ ବ୍ୟକ୍ତିଙ୍କୁ ଭଗବାନ ଭୋଳାନାଥଙ୍କ କୃପା ପ୍ରାପ୍ତି ହେବ , ଆସନ୍ତୁ ଜାଣିବା , ଏହି ରାଶିଗୁଡିକ ହେଲେ ମିଥୁନ ରାଶି,କୁମ୍ଭ ରାଶି , କର୍କଟ ରାଶି , ମେଷ ରାଶି , ଓ ସିଂହ ରାଶି , ଏହି ସବୁ ରାଶିର ଲୋକେ ନୁଆ ବର୍ଷରେ ବହୁତ ଅଧିକା ଭାଗ୍ୟଶାଳି ହେବାର ଦେଖାଯାଉଛନ୍ତି , ଆସୁଥିବା ନୁଆ ବର୍ଷରେ ବହୁତ ସାରା ଖୁସି ନେଇକରି ଆସିବେ ।

ଆସୁଥିବା ନୁଆ ବର୍ଷରେ ଆପଣଙ୍କ ଜୀବନରେ ଏକ ନୁଆ ସମୟର ଆରମ୍ଭ ହେବ , ୨୦୨୦ ରେ ଆପଣଙ୍କ ଲକ୍ଷ୍ୟ ହାସିଲ୍ କରିବେ , ବର୍ଷରୁ କରୁଥିବା ପରିଶ୍ରମର ସଫଳହେବାର ଆଶଙ୍କା ଅଛି , ରାହୁର ପ୍ରଭାବରୁ ୨୦୨୦ ରେ ସନ୍ତାନଙ୍କ ଦୃଷ୍ଟିକୋଣରୁ ଭଲ ଯିବାର ଅଛି , ଧନ ପ୍ରାପ୍ତିର ଯୋଗ ହେଉଛି , ଆପଣଙ୍କ ପାର୍ଟନରଙ୍କ ସହ ସଂମ୍ପର୍କ ବଢିବ , ଆପଣଙ୍କ ଦ୍ୱାରା କରାଯାଇଇଥିବା ସବୁ ଯୋଜନା ଭଲ ଫାଈଦା ଦେବ , କେଉଁ ଆଡେ ବୁଲିବାର ଯୋଜନା କରିପାରନ୍ତି , ଓ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏହି ବର୍ଷ ଅଧିକା ଫଳଦାୟି ହେବ ।

ଆପଣଙ୍କୁ ସୁଚେଇ ଦେବୁ କି ଏହି ନୁଆ ବର୍ଷରେ ଶିବଜୀଙ୍କର ଅପାର କରୁଣା ପ୍ରାପ୍ତି ହେବ , ଆପଣ ଭାବିଥିବା ସବୁ କାମ ପୁରା ହେବ , ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ , ଗତ ବର୍ଷରେ ଆପଣଙ୍କ ପଇସାକୁ ନେଇକରି ଯେତେ ଅସୁବିଧା ହେଉଛି , ତାହା ସାମ୍ନା କରିବାକୁ ପଡିପାରେ , ଆପଣଙ୍କୁ ଏହି ବର୍ଷ କିଛି ହେବ ନାହୀଁ , ଏହି ବର୍ଷ ଆପଣଙ୍କୁ ପଇସାର ଅଭାବ ହେବ ନାହିଁ , କେଉଁ ନୁଆ ଜିନିଷରେ ପଇସା ଲଗାଇବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ , ଏହି ବର୍ଷ ଆପଣଙ୍କୁ ନୁଆ ଭାବନା ଆରାମ ଦେବେ , ୨୦୨୦ ବର୍ଷ ବହୁତ ଭଲ ଯିବାର ଅଛି , ଭଗବାନ ଶିବ ଯଦି କାହା ଉପରେ କୃପା କରନ୍ତି , ତେବେ ଭକ୍ତର କିଛି ବି ଅନିଷ୍ଟ ହୋଇନଥାଏ, ଏମିତିରେ ଏହି ନୁଆ ବର୍ଷରେ ଏହି ୫ ଟି ଜାତକର ଉପରେ ଶିବଙ୍କର କୃପା ରହିବ , ଯାହା ଦ୍ୱାରା କେବେ ବି ଦୂଃଖ ଓ ପଇସାର ଅଭାବ ରହିବ ନାହିଁ ।

Leave a Reply

Your email address will not be published. Required fields are marked *