February 5, 2025

Odia Express

Here, There and Everywhere

ସ୍ୱପ୍ନରେ ଯଦି ଏହି ୪ ଟି ଜିନିଷ ଦେଖନ୍ତି ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଭଲ ବେଳା ଆରମ୍ଭ ହେଇଗଲା – ଖୁବ ଶୀଘ୍ର ମିଳିବ ଖୁସି ଖବର..

ବନ୍ଧୁଗଣ ରାତିରେ ସମସ୍ତେ ପ୍ରାୟ ସ୍ୱପ୍ନ ଦେଖିଥାନ୍ତି । ସ୍ୱପ୍ନ ଦୁଇ ପ୍ରକାରର ହୋଇଥାଏ ଯାହା ଆମେ ଖୋଲା ଆଖିରେ ଦେଖିଥାଉ ଓ ଆଉ ଗୋଟେ ହେଲା ଆମେ ଆଖି ବନ୍ଦ କରି ଦେଖିଥାଉ । ସ୍ୱପ୍ନ ବ୍ୟକ୍ତିକୁ କେବେ ବି ଆସିପାରେ ସେ ଦିନରେ ହେଉ କିମ୍ବା ରାତିରେ ଶୋଇବା ସମୟରେ , ଦିନ ସାରା ଥକାପଣ ପରେ ଯେବେ ବ୍ୟକ୍ତି ଘରକୁ ଆସିଥାଏ ତେବେ ଖାଦ୍ୟ ଖାଇ ସାରିବାପରେ ସେ ଆରାମର ନିଦରେ ଶୋଇଯାଏ , ଶୋଇବାପରେ ତାକୁ ନାନାପ୍ରକାରର ସ୍ୱପ୍ନ ଦେଖାଦେଇଥାଏ , କିନ୍ତୁ ସକାଳୁ ହେଲାପରେ ତାକୁ ରାତିରେ ଦେଖିଥିବା ସ୍ୱପ୍ନ ସବୁ ଭୁଲିଯାଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି କି ରାତିର ସମୟରେ ଆସୁଥିବା ସ୍ୱପ୍ନ ଉପରେ ଆପଣଙ୍କ ଉପରେ କଣ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କିଛି ଏପରି ସ୍ୱପ୍ନ ବିଷୟରେ ଯାହାର ପ୍ରଭାବ ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ ।

ଶଙ୍ଖ ସ୍ୱପ୍ନରେ ଶୁଣାଯିବା : ବହୁତ ଲୋକଙ୍କୁ ସ୍ୱପ୍ନରେ ମନ୍ଦିର କିମ୍ବା ଦେବୀ ଦେବତାଙ୍କ ଦର୍ଶନ ହୋଇଥାଏ , ଯଦି ଆପଣଙ୍କୁ ସ୍ୱପ୍ନରେ ଶଙ୍ଖ ଶୁଣାଯାଏ ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହେବାର ଅଛି , ଏହା ଛଡା ଯଦି ଆପଣଙ୍କୁ ସ୍ୱପ୍ନରେ ଗଛ କିମ୍ବା ପ୍ରକୃତିର ସହ ଯୋଡି ହୋଇଥିବା କିଛି ଜିନିଷ ଦେଖାଦିଏ ତେବେ ବୁଝିଯିବେ କି ଆପଣଙ୍କୁ ବହୁତ ଜଲଦି ଧନ ପ୍ରାପ୍ତି ହେବ ।

ମୂଷା ଦେଖାଦେବା : ସ୍ୱପ୍ନରେ ଯଦି କେଉଁ ଜନ୍ତୁ ଦେଖାଦିଏ ତେବେ ଆମେ ଭୟଭୀତ ହୋଈଯାଉ , ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କୁ ମୁଷା ଦେଖାଦିଏ ତେବେ ଆପଣଙ୍କ ପାଇଁ ଏହା ଶୁଭ ସଙ୍କେତ ହୋଇଥାଏ , ଏହି ପରି ସ୍ୱପ୍ନ ଆସିବାର ମତଲବ ଏହା ହୋଇଥାଏ କି ବହୁତଜଲଦି ଆପଣ ଧନବାନ ହେବେ । କିମ୍ବା ଅଚାନକ ଧନର ପ୍ରାପ୍ତି ହେବ ।

ବିବାହିତ ମହିଳାକୁ ଦେଖିବା : ଯଦି ସ୍ୱପ୍ନରେ ଆପଣଙ୍କୁ ବିବାହିତ ମହିଳାଙ୍କୁ ଦେଖନ୍ତି ଯିଏ ଲାଲ ରଙ୍ଗର ଶାଢୀ ପିନ୍ଧିଥିବେ କିମ୍ବା ମଥାରେ ସିନ୍ଦୁର ପିନ୍ଧିଥିବେ ତେବେ ମା ଲକ୍ଷ୍ମୀଙ୍କୁ ଆପଣ ଦର୍ଶନ କରିଲେ , ଏହା ସହ ଯଦି ଆପଣ ଏହାକୁ ଶୁକ୍ରବାରକୁ କେଉଁ କନ୍ୟାକୁ ପଇସା ଦେବାର ଦେଖିଲେ ତେବେ ଜୀବନରେ ବହୁତଜଲଦି ଧନର ବର୍ଷା ହେବ ।

ଗାଇକୁ ଦର୍ଶନ : ଯଦି ସ୍ୱପ୍ନରେ ଆପଣ ଗାଇକୁ ଦର୍ଶନ୍ କରିଲେ ତେବେ ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ , ସ୍ୱପ୍ନରେ ଗାଇ ଦେଖାଦେବା , ମାନେ ସାକ୍ଷାତ ଲକ୍ଷ୍ମୀ ମା ଙ୍କ ଆପଣଙ୍କ ଜୀବନରେ ପ୍ରବେଶ କରିବା ସହ ସମାନ ହୋଇଥାଏ , ଗାଇକୁ ୩୬ କୋଟି ଦେବୀ ଦେବତାଙ୍କ ବାସ ବୋଲି ଜଣାଯାଏ , ଗାଇର ପୁଜା ବି କରାଯାଏ । ଏହି କାରଣରୁ ଗାଇକୁ ସ୍ୱପ୍ନରେ ଆସିବା ଶୁଭ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *