କେବେ ଆପଣ ଭାବିଛନ୍ତି କି – କଣ ପାଇଁ ପବ୍ଲିକ୍ ଟୟଲେଟ୍ ର କବାଟ ତଳେ ଖୋଲା ହୋଇଥାଏ – କାରଣ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ…
ଆପଣ କେବେ ନା କେବେ ପବ୍ଲିକ୍ ଟୟଲେଟ୍ ବ୍ୟବହାର କରିଥିବେ , ସେ ଏୟାରପୋର୍ଟରେ ହେଉ କିମ୍ବା କେଉଁ ମେଟ୍ରୋ ଷ୍ଟେସନକୁ ଯାଇଥିବେ , କେଉଁ ମଲ୍ କୁ ଯାଇଥିବେ ସେଠି ବହୁତ ସାରା ପବ୍ଲିକ୍ ଟୟଲେଟ୍ ରହିଥାଏ , ଯାହା ଗୋଟେ ସାଙ୍ଗେ ତିଆରି ହୋଇଥାଏ , ଓ ଏହି ଟୟଲେଟ୍ ସାଧାରଣତଃ କାଠର ଏକ ପାର୍ଟିସନ୍ ଦ୍ୱାରା କରାଯାଇଥାଏ , କିନ୍ତୁ କେବେ ଆପଣ ଗୁରୁତ୍ୱ ଦେଇଛନ୍ତି । ଯେବେ ଆପଣ ଦେଖିବାକୁ ପାଇବେ କି ତଳ ପଟୁ ଏକ ଭାଗ କଣ ପାଇଁ ଖାଲି ହୋଇଥାଏ , ମତଲବ ଏହାର ତଳ ପାର୍ଶ୍ୱରେ କାଠ ପୁରା କଟା ହୋଇଥାଏ ।
ଏହି କଟା ହୋଇଥିବା କାଠର ପଛରେ ଏକ ବଡ କାରଣ ହୋଇଥାଏ । ଓ ତାହା କାରଣ ହୋଇଥାଏ ସଫାସଫି ପାଇଁ , ହଁ ଆଜ୍ଞା ଏହି ତରିକାରେ କଟାଯାଏ କାରଣ ଯାହା ଦ୍ୱାରା ସଫାସଫି ଭଲ ଭାବେ ହୋଇପାରିବ , ଓ ଲୋକଙ୍କୁ ସ୍ୱଚ୍ଛ ଟୟଲେଟ୍ ଦେଖିବାକୁ ମିଳୁ ,ନାହିଁ ମଇଳା ଆବର୍ଜନା ପୁର୍ଣ୍ଣ ଟୟଲେଟ୍ ,
ପବ୍ଲିକ୍ ଟୟଲେଟସ୍ ରେ ତ ଲୋକଙ୍କର ଯିବା ଆସିବା ଲାଗିରହିଥାଏ , ତେବେ ଏମିତିରେ ପକ୍କା କି ଏହା ମଇଳା ହେଉଥିବ କାରଣ ଟୟଲେଟ୍ ରେ ତ ସମସ୍ତେ ଜୋତା ପିନ୍ଧିକରି ଯାଉଥିବେ , ତେବେ ଏହାକୁ ସଫା କରିବାକୁ ପଡୁଥିବ , ଏହାର ସଫାସଫି କିନ୍ତୁ ରଖିବା ଉଚିତ୍ , ଓ ଯେବେ କି ସଫାଇ କରିବାର କଥା ଆସେ ତେବେ ଲୋକେ ଅଭିଯୋଗ କରନ୍ତି , ଏଥିପାଇଁ ଏହାର ସମାଧାନ ବାହାର କରାଯାଇଛି କି ବେରୋକଟୋକ ବଡ ସହଜରେ ସଫା କରିପାରିବ । ଏହି ତରିକା ପୂର୍ବରୁ ବିଦେଶରେ ଥିଲା , କିନ୍ତୁ ଯେପରି ଭାରତରେ ଲୋକେ ଜାଣିପାରିଲେ ତେବେ ବିଲଡିଙ୍ଗସ୍ ର ସୁବିଧା ପଇଁ ଏହି ପରି ଟୟଲେଟ୍ ତିଆରି କରିବା ଆରମ୍ଭ କରିଥିଲେ , ଓ ସବୁ ସମୟରେ ପବ୍ଲିକ୍ ଟୟଲେଟ୍ ର କୋଣ ଅନୁକୋଣ ଚମକୁଥିବାର ନଜର ଆସେ ।