କୁ-ଦୃଷ୍ଟିରୁ ନେଇକରି ପଇସା ପର୍ଯ୍ୟନ୍ତ ସବୁ ଅସୁବିଧା ହେବ ଦୂର , ଶୋଇବା ସମୟରେ ଖାଲି କରନ୍ତୁ ଏହି ଗୋଟେ ଉପାୟ…
ଆଜି କାଲି ଦୁନିଆଁରେ କିଏ ହେଲେ ବି ନାହିଁ ଯାହାକୁ ପଇସାର ଦରକାର ପଡୁଥିବ , ଦିନ ରାତି ମଣିଷ ଭଲ ସୁଖ ସୁବିହା ପାଇଁ ପଇସା କମାଇଥାଏ ଓ ପରିଶ୍ରମ ବି କରିଥାଏ । କିନ୍ତୁ ସବୁ ବ୍ୟକ୍ତିର ଏକା ସମାନ ଭାଗ୍ୟ ହୋଇନଥାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସରଳ ଉପାୟ କହିବୁ ଯାହାଦ୍ୱାରା ଆପଣ ମାଲାମାଲ୍ ହୋଇପାରିବେ ।ସବୁ ମଣିଷଙ୍କର ଇଶ୍ୱରଙ୍କ ଉପରେ ଶ୍ରଦ୍ଧା ରହିଥାଏ , ଓ ଏହି ବିଶ୍ୱାସର କାରଣରୁ ସେ ଇଶ୍ୱରଙ୍କୁ ଆରାଧନା ବି କରିଥାଏ , ଭଗବାନ ସମସ୍ତଙ୍କର ଶୁଣିଥାନ୍ତି , ଓ ସେ ନିଜ ଭକ୍ତଙ୍କର ସବୁ ମନୋକାମନା ପୁରା ବି କରିଥାନ୍ତି , କିନ୍ତୁ ବ୍ୟକ୍ତି ଯଦି ସଚ୍ଚା ହୃଦୟରେ ଇଶ୍ୱରଙ୍କ ଆରାଧନା କରେ ତେବେ ତାକୁ ବହୁତ ଭଲ ଫଳ ମିଳିଥାଏ ଯାହାର କଳ୍ପନା କରାଯାଇପାରିବ ନାହିଁ , କୁହନ୍ତି ତୁଳସୀର ଗଛ ସବୁ ଘରରେ ଏକ ବିଶେଷ ମହତ୍ତ୍ୱ ରଖିଥାଏ , ବିଷ୍ଣୁପ୍ରିୟା ହେବା ସହ ତୁଳସୀ କେଉଁ ଦୂଭାଗ୍ୟକୁ ବି ବଦଳାଇପାରେ , ଏମିତିରେ ତୁଳସୀ ଗଛର ବହୁତ ସାରା ଗୁଣ ଓ ଫାଇଦା ଅଛି , ଯାହା ବୁଝିପାରିଲେ ସବୁ ଧର୍ମର ଲୋକ ନିଜ ଘରେ ତୁଳସୀର ଗଛକୁ ବିଶେଷ ପ୍ରେମ ଓ ସମ୍ମାନର ସହ ଜାଗା ଦେଇଛନ୍ତି ।
ଆସନ୍ତୁ ଜାଣିବା କେବଳ ତୁଳସୀର ଚାରୋଟି ପତ୍ରରେ କିପରି ବଦଳାଇବେ ଆପଣଙ୍କ ଭାଗ୍ୟ ନାଟିକା ।
ଯଦି ଘରେ ପଇସାର ଅଭାବ,ବେପାରରେ ଘାଟା ଓ କଳହ ହେଉଛି , ତେବେ ସେଥିପାଇଁ ଆପଣଙ୍କୁ ରାତିରେ ନିଦ ବି ଠିକ୍ ଭାବେ ଆସୁନଥିବ , ତେବେ ତୁଳସୀର ଚାରୋଟି ପତ୍ରକୁ ସବୁଦିନ ତକିଆର ତଳେ ରଖିକରି ଶୁଅନ୍ତୁ । ଆପଣଙ୍କୁ ଖାଲି ଏତିକି କରିବାର ଅଛି କି ସଂନ୍ଧ୍ୟା ହେବା ପୂର୍ବରୁ ତୁଳସୀର ଗଛରୁ ଚାରୋଟି ପତ୍ର ତୋଳିବାର ଅଛି , ଓ ରାତିରେ ଶୋଇବା ପୁର୍ବରୁ ଏହି ଚାରୋଟି ପତ୍ରକୁ ତକିଆର ତଳେ ରଖିକରି ଶୋଇବାର ଅଛି ।
ସକାଳୂ ଏହି ଚାରୋଟି ପତ୍ରକୁ ଚୋବାଇକରି ଖାଆନ୍ତୁ ଓ ଦୁଇଟି ପତ୍ରକୁ ସମ୍ଭାଳିକରି ରଖି ନିଅନ୍ତୁ , କୁହନ୍ତି ତୁଳସୀର ପତ୍ରରୁ ସବୁ ବେଳେ ସକରାତ୍ମକ ତରଙ୍ଗ ମିଳିଥାଏ , ଯାହା ଅସୁବିଧା ପୂର୍ଣ୍ଣ ଜୀବନରେ ବ୍ୟକ୍ତିର ଜୀବନକୁ ସୁଧାରିପାରେ ।
ତୁଳସୀର ପତ୍ରରୁ ବାହାରୁଥିବା ତରଙ୍ଗ ଆପଣଙ୍କୁ ରାତିରେ ନିଦରେ ରହୁଥିବା ମାନସିକ ଚିନ୍ତାରୁ ରକ୍ଷା କରିବ , ଓ ଏହା ଦ୍ୱାରା ଆପଣଙ୍କ ମନୋବଳ ଆହୁରି ମଜବୁତ୍ ହେବ , ଏହା ଦ୍ୱାରା ଆପଣଙ୍କୁ ଖରାପ ସ୍ୱପ୍ନ ଆସିବା କମ୍ ହୋଇଯିବ ।
ଗୋଟିଏ ଦିନ ସମୟ ବାହାର କରି ତୁଳସୀର ଗଛକୁ ଘରକୁ ଆଣନ୍ତୁ , ଓ ଘରେ ଆଣିକରି ତାକୁ ଗଙ୍ଗାଜଳରେ ଧୋଇଦିଅନ୍ତୁ , ଏହାପରେ ତାକୁ ପୁଜା କରନ୍ତୁ , ଗୁରୁବାର ଦିନ ଏହାକୁ ହଳଦିଆ କପଡାରେ ଗୋଡାଇ ହାତରେ ବାନ୍ଧିଦିଅନ୍ତୁ , ଦେଖିବେ ଆପଣଙ୍କ ଜୀବନରେ ଚାଲୁଥିବା ଧନ ଓ ଚାକିରି ସଂବନ୍ଧୀ ଅସୁବିଧାଗୁଡିକ ଦୂର ହୋଇଯିବ ।
ବହୁତଥର ଘରର ସଦସ୍ୟ ଖାସ୍ କରି ଛୁଆଙ୍କର କୁଦୃଷ୍ଟି ଲାଗିଯାଏ , ଏମିତିରେ ତୁଳସୀର ସାତୋଟି ପତ୍ର ଓ ସାତଟି କଳା ଲଙ୍କାନେଇକରି ନଜର ଲାଗିଥିବା ବ୍ୟକ୍ତିକୁ ଶୁଆଇ ତା ଉପରେ ୨୧ ଥର ବୁଲାଇ ଆଣନ୍ତୁ , ପରେ କଳା ଲଙ୍କାକୁ ଘରର ଚାରୋଟି କୋଣରେ ପକାଇଦିଅନ୍ତୁ , ଓ ତୁଳସୀର ପତ୍ରକୁ ଛୁଆଙ୍କୁ ଖାଇବାକୁ ଦିଅନ୍ତୁ ।
ସକାଳୁ ଗାଧୋଇକରି ତୁଳସୀର ଗଛକୁ ପୁଜା କରନ୍ତୁ , ଓ ଜଳ ଚଢାନ୍ତୁ , ଏହାପରେ ତୁଳସୀର କିଛି ପତ୍ରକୁ ଛିଡାଇ ତାଙ୍କୁ ବିଷ୍ଣୁଙ୍କ ପୁଜା ଘରେ ମୁର୍ତ୍ତିର ସାମ୍ନାରେ ରଖିଦିଅନ୍ତୁ , ଏହାପରେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ସଦୈବ ଭଣ୍ତାରଲାଗିରହିବ ।
ତୁଳସୀର ଦୁଇଟି ପତ୍ରକୁ ସକାଳୁ ଖାଇବା ତିଆରି କରିବା ପୁର୍ବରୁ ପାଣିରେ ପକାଇ ସେହି ପାଣିକୁ ଘରର ସବୁଆଡେ ଛିଞ୍ଚନ କରନ୍ତୁ , ଏହା ଦ୍ୱାରା ଘରେ ଆର୍ଥିକ ତଙ୍ଗୀ ଦୁର ହୋଇଯିବ , ଯଦି ଚେଷ୍ଟା ପରେ ବି ବେପାର ଓ ଚାକିରି କ୍ଷେତ୍ରରେ ଘାଟା ସହୁଛନ୍ତି । ତେବେ ସବୁଦିନ ସକାଳୁ ତୁଳସୀର ପୁଜା କରିବା ପରେ ପତ୍ରକୁ ଦହିରେ ମିଶାଇ ଖାଇ ଘରୁ ବାହାରକୁ ବାହାରନ୍ତୁ , ଏହା ଦ୍ୱାରା ଆପଣଙ୍କ ବିଗଡିଥିବା କାମ ସହଜରେ ହୋଇଯିବ ।