June 23, 2025

Odia Express

Here, There and Everywhere

ଶୋଇବା ପୁର୍ବରୁ ଗରମ ପାଣି ସହ ଖାଆନ୍ତୁ ୧ ଗୁଜୁରାତି , ଫାଇଦା ଦେଖିଲେ କରିପାରିବେ ନାହିଁ ବିଶ୍ୱାସ…

ଗୁଜୁରାତି ମାନେ ସୁଗନ୍ଦର ଖଜଣା ଅଟେ , ସବୁ ଘରର ରୋଷେଇରେ ଏହା ସହଜରେ ମିଳିଯାଏ , ଏହାର ସେବନ ଦ୍ୱାରା ବହୁତ ଲାଭ ମିଳେ , ବୋଧେ ଆପଣଙ୍କୁ ଏହି କଥା ଜଣାଥିବ କି ଅଧିକାଂଶ ଲୋକେ ଗୁଜୁରାତିର ସେବନ ସ୍ୱାଦିଷ୍ଟ ମସଲା ରୁପରେ ପ୍ରୟୋଗ କରିଥାନ୍ତି , ସାଧାରଣତଃ ଅଲଗା ଅଲଗା ପ୍ରକାରର ମିଠାରେ ଗୁଜୁରାତିର ପ୍ରୟୋଗ କରାଯାଏ ।ଗୁଜୁରାତିର ସେବନ କେବଳ ଖାଦ୍ୟରେ ସ୍ୱାଦ ବଢାଇବାପାଇଁ ନୁହେଁ ବରଂ ଏହା ଏକ ଔଷଧୀ ରୁପରେ ବ୍ୟବହାର କରାଯାଏ , ଗୁଜୁରାତି ଭାରତୀୟଙ୍କ ଘରେ ମିଳିଯାଏ , ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ଅଟେ , ଏଥିରେ ନାନାଦି ଗୁଣ ଦେଖିବାକୁ ମିଳେ , ଯଦି ଏହାର ସେବନ ରାତିରେ ଶୋଇବା ପୁର୍ବରୁ ୨ ଟି ଗୁଜୁରାତିର ସେବନ କରିବେ ତାପରେ ଗୋଟେ ଗିଲାସ ଗରମ ପାଣି ପିଇଲେ ବହୁତ ଲାଭ ମିଳିପାରିବ ।

ଯଦି ଆପଣଙ୍କ ପେଟ ଆଗକୁ  ବାହାରି ଆସିଛି, ଓ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତି ଗର୍ମ ପାଣି ସହ ପିଇଲେ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିବ , କହିଦେବୁ କି ଗୁଜୁରାତିରେ ମହଜୁଦ୍ ପୋଟାସିୟମ୍ , ମ୍ୟାଗ୍ନେସିୟମ୍ , ଭିଟାମିନ୍ ଡି , ଭିଟାମିନ୍ ବି୧ , ଭିଟାମିନ୍ ବି୬ , ଓ ଭିଟାମିନ୍ ସି ଆପଣଙ୍କ ଶରୀରରେ ହୋଇଥିବା ଅତିରିକ୍ତ ଚର୍ବିକୁ ଦବାଇଦେଇଥାଏ , ଓ ଏହା ଓଜନକୁ ନିୟନ୍ତ୍ରଣ କରେ ,ଆଜି କାଲି କର୍ମବ୍ୟସ୍ତତା ଭିତରେ ପ୍ରଦୁଷଣ କାରଣରୁ ବାଳ ଝଡିବା ଏକ ସାଧାରଣ କଥା ହୋଇସାରିଛି,  ଏହି ସମସ୍ୟା ଉଭୟ ପୁଅ ଓ ଝିଅଙ୍କର ମଧ୍ୟରେ ଦେଖିବାକୁ ମିଳେ , ଏଥିପାଇଁ ଆମେ କେତେ ନା କେତେ ଏହାର ନିରାକରଣ ପାଇଁ ଚେଷ୍ଟା କରିଥାଉ , କିନ୍ତୁ ଏହାର କିଛି ଖାସ୍ ପ୍ରଭାବ ପଡେ ନାହିଁ , କିନ୍ତୁ କହିଦେବୁ କି ଯଦି ଆପଣ ସବୁ ଦିନ ରାତିରେ ଶୋଇବା ପୁର୍ବରୁ ୨ ଟି ଗୁଜୁରାତି ଖାଇକରି ଗର୍ମ ପାଣି ପିଇବେ ତେବେ ଏହା ବାଳ ଝଡିବାରେ ରୋକି ପାରିବ , ଓ ଏହା ସହ ରୁଷି ସହ ସମସ୍ୟା କମ୍ ହୋଇଯିବ ,

ଯାହାକି ବାଳ ଝଡିବାର ପ୍ରମୁଖ କାରଣ ହୋଇଥାଏ,  ଯଦି ଆପଣଙ୍କ ବାଳ ସମୟ ଥିବା ପୂର୍ବରୁ ଧଳା ହୋଇଯାଉଛି , ତେବେ ଏହାର ପ୍ରୟୋଗରେ ବାଳ କଳା ହୋଇଯିବ । କୁହନ୍ତି ନା ଯଦି ପେଟ ଠିକ୍ ଅଛି ତ ସବୁ କିଛି ଠିକ୍ ଅଛି, ଆମର ପାଚନ ତନ୍ତ୍ର ମଜବୁତ୍ ରହିଥାଏ , ଆମେ ଯାହା ବି ଖାଇଥାଉ ତାହା ଆମ ଶରୀରରେ ପାଚନ ହୋଇ ଶରୀରକୁ ଉର୍ଜା ପ୍ରଦାନ କରିଥାଏ , ଯଦି ଆପଣ ନିୟମିତ ରୁପରେ ରାତିରେ ଦୁଇଟି ଗୁଜୁରାତି ଖାଇବା ପରେ ଗର୍ମ ପାଣିର ସେବନ କରନ୍ତି ତେବେ ଆପଣଙ୍କ ପାଚନ୍ କ୍ରିୟା ମଜବୁତ୍ ହେବ ,

ବହୁତଥର ଆମ ଚେହେରାରେ ବ୍ରଣ ଆସିଯାଏ , ଯାହା ଦ୍ୱାରା ଆମର ସୁନ୍ଦରତା ପୁରା ବିଗାଡିଦିଏ , ଓ ଆମକୁ ଏହି ବ୍ରଣର ମୁଖ୍ୟ କାରଣ ହୋଇଥାଏ ରକ୍ତ ସଫା ନହେବା , ଓ ଏମିତିରେ ଯଦି ଆପଣ ରାତିରେ ଦୁଇଟି ଗୁଜୁରାତି ଖାଇକରି ଗର୍ମ ପାଣି ପିଇଦିଅନ୍ତି , ତେବେ ଆପଣଙ୍କ ଶରୀର ରକ୍ତ ପ୍ରବାହ ସୁଧରିଯାଇଥାଏ , ଓ ତାହା ସହ ରକ୍ତ ବି ସଫା ହୋଇଯାଏ , ଓ ଚେହେରାରେ ଚମକ ଆସିଯାଏ ॥

ଏହା ସହ ଗୁଜୁରାତିର ନିୟମିତ ସେବନରେ ପେଟ ଭିତରେ କୌଣସି ପ୍ରକାରର ଫୁଲିବା ହୁଏ ନାହିଁ , ଓ ଥଣ୍ତା ଦିନରେ ଆପଣଙ୍କ ଗଳାରେ କଷ୍ଟ ହେଲେ ଏହାର ସେବନରେ ଏହା ଲାଘବ କରିଦିଏ , ଗୁଜୁରାତିର ବ୍ୟବହାର ବହୁତ ଲୋକ ଚାହାରେ କରିଥାନ୍ତି , କିନ୍ତୁ ଯଦି ଆପଣ ଖାଲିରେ ଗୁଜୁରାତିର ସେବନ କରିବେ , ତେବେ ଆପଣଙ୍କୁ ବହୁତ ସାରା ଫାଇଦା ମିଳିବ , ଏଥିପାଇଁ ଭୁଲ୍ ରେ ଗୁଜୁରାତିର ସେବନ କରିବା ବନ୍ଦ କରନ୍ତୁ ନାହିଁ , କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ସିଦ୍ଧ ହେବ ।

Leave a Reply

Your email address will not be published. Required fields are marked *