June 23, 2025

Odia Express

Here, There and Everywhere

କଣ ଆପଣ ଜାଣିଛନ୍ତି ଉଡାଜାହାଜରେ ଝରକା ଗୁଡିକ ମଧ୍ୟରେ କଣ ପାଇଁ କଣା ହୋଇଥାଏ ? କାରଣ ଜାଣିଲେ ଚମକି ଯିବେ ଆପଣ..

ଉଡାଜାହାଜରେ ଯାତ୍ରା କରୁଥିବା ସମୟରେ ଲୋକଙ୍କରମନରେ ଏହା ଜାଣିବାକୁ ଇଚ୍ଛା ହେଉଥାଏ କି ତାଙ୍କୁ କିପରି ଝରକା ପାଖ ସିଟ୍ ମିଳିଯାଉ , ଯାହା ଦ୍ୱାରା ସେ ବାହାର୍ ନଜାରା ଦେଖିପାରିବେ । ଆପଣ କେବେ ନା କେବେ ବିମାନ ଯାତ୍ରା ସମୟରେ ଝରକା ସିଟ୍ ମାଗିଥିବେ , କିନ୍ତୁ ଝରକା ବାଲା ସିଟ୍ ସମସ୍ତଙ୍କୁ ମିଳିପାରେ ନାହିଁ । ଯେଉଁଲୋକଙ୍କୁ ଝରକା ପାଖ ସିଟ୍ ମିଳିଛି ସେମାନେ ଗୋଟେ କଥା ନୋଟିସ୍ କରିଥିବେ କି ଉଡାଜାହାଜର ଝରକା ପାଖରେ ଏକ ଛୋଟ କଣା ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି ସୁଚନା ଦେବୁ , ଏହା ପଛରେ କଣ ଅଛି ନିର୍ଦ୍ଧିଷ୍ଟ କାରଣ ।

ଆପଣଙ୍କୁ କହିଦେବୁ କି ଉଡାଜାହାଜର ଝରକାରେ କଣା ଏଥିପାଇଁ ହୋଇଛି କାରଣ ଯାତ୍ରୀମାନଙ୍କୁ ଭିତର ପଟୁ ଆରାମ ଅନୁଭୁତ ହୋଇପାରିବ , କହିଦେବୁ କି ପାଇଲଟ୍ ଓ ଯାତ୍ରୀଙ୍କ ଆରାମଦାୟକ ଅନୁଭବ୍ ପାଇଁ ବିମାନ ମଧ୍ୟରେ ଝରକାରେ ଏପରି କଣା କରାଯାଇଛି , ଏହା ଦ୍ୱାର ପାଇଲଟ୍ ଏରୋପ୍ଲେନ୍ କୁ ନିୟନ୍ତ୍ରଣ କରିବାରେ ସହଜ ହୋଇଥାଏ । ଓ ଗତିରେ କୌଣସି ଅସୁବିଧା ନ ହେଇ ପାରୁ । ଏହାକୁ ପବନ ଠିକ୍ ଭାବେ ନିୟନ୍ତଣ କରିବାପାଇଁ କରାଯାଏ। ବାସ୍ତବରେ ଉଡାଜାହାଜରେ ଏହି ପରି କଣା ବହୁତ ପ୍ରକାର କାର୍ଯ୍ୟରେ ବ୍ୟବହୃତ ହୁଏ ଯାହା ବିଷୟରେ କେହି ବି ଜାଣିନାହାନ୍ତି ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏକ ଉଡାଜାହାଜ ଯେବେ ଚାହିଁବ ଏକ ଫାଇଟର୍ ପ୍ଲେନ୍ ପରି ଉଡିପାରିବ , କିନ୍ତୁ ବହୁତଥର କମରସିଆଲ୍ ଏରୋପ୍ଲେନ୍ ଏହି ପରି ଉଡନ୍ତି ନାହିଁ , କିନ୍ତୁ ଏମରଜେନ୍ସି ସ୍ଥିତିରେ ଏଥିରେ ଲାଗିଥିବା ଦ୍ୱିତୀୟ ଇଞ୍ଜିନ୍ ଦ୍ୱାରା ବିଲକୁଲ୍ ଫାଇଟର୍ ଏରୋପ୍ଲେନ୍ ପରି ଉଡିପାରିବେ । ଏହି କଥା ଆପଣମାନେ ନୋଟିସ୍ କରୁଥିବେ କି ଉଡାଜାହାଜରେ ଯାତ୍ରା କରୁଥିବା ବେଳେ ଆମର ସ୍ୱାଦରେ କିଛିଟା ଫରକ ଆସେ ସେଥିପାଇଁ ଆମେ ଲୁଣର ମାତ୍ରା ଅଧିକା କରିଥାଉ  ଗୋଟେ ଦେଶରୁ ଅନ୍ୟ ଏକ ଦେଶକୁ ଯାତ୍ରା କରୁଥିବା ସମୟରେ ଅନ୍ୟ ଦେଶର ଟାଇମ୍ ଜୋନ୍ ବିଷୟରେ ଜାଣିନେବା ଉଚିତ୍ , ଯାହା ଦ୍ୱାରା ଲ୍ୟାଣ୍ତ କରୁଥିବା ବେଳେ କୌଣସି ପ୍ରକାରର ଅସୁବିଧା ନ ହେଉ ।

Leave a Reply

Your email address will not be published. Required fields are marked *