October 25, 2024

Odia Express

Here, There and Everywhere

କଳା କୁକୁର (Black Dog) ପାଳନ କଲେ ଘରେ କେଉଁ ସମସ୍ୟା ର ସମାଧାନ ମିଳେ,ଜାଣିରଖନ୍ତୁ ଏ ବିଷୟରେ ବାସ୍ତୁଶାସ୍ତ୍ର କଣ କହୁଛି…

ବନ୍ଧୁମାନେ ମାନେ ରଖନ୍ତୁ ଆପଣଙ୍କ ଘରେ ସୁଖ ଶାନ୍ତି ଏବଂ ସମସ୍ତ ପ୍ରକାର ଅଭାବ ଅସୁବିଧା ଦୂର କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ଉପାୟ ଉପଯୋଗ କରିବା ଆବଶ୍ୟକ ହୋଇଥାଏ।ମନେ ରଖନ୍ତୁ ଘରର ଦକ୍ଷିଣପୂର୍ବ ଦିଗରେ ମଜଭୁତ ଓ ଚଉଡା ପତ୍ରଯୁକ୍ତ ଗଛ ଲଗାଇବା ଉଚିତ ହୋଇଥାଏ ଏବଂ ଘରେ ଖୁସିର ପରିବେଶ ସୃଷ୍ଟି ହୋଇଥାଏ।

ମନେ ରଖନ୍ତୁ ଲଭ ବାର୍ଡ ପକ୍ଷୀର ମୂର୍ତ୍ତି ଶୋଇବା ଘରେ ରଖିବା ଦ୍ଵାରା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ଏବଂ ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ମଧୁର ସମ୍ପର୍କ ସ୍ଥାପନ ହେବ ସହିତ ଅବିବାହିତ ଲୋକଙ୍କର ବିବାହ ଯୋଗ ଖୋଲି ଯାଇଥାଏ।ମନେ ରଖନ୍ତୁ ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରେ ବିନା ପଞ୍ଜୁରୀରେ ଥିବା ଲଭ ବାର୍ଡ ମୂର୍ତ୍ତି ରଖିବା ଦ୍ଵାରା ବାସ୍ତୁ ଦୋଷ ଦୂର ହେବାରେ ସାହାଯ୍ୟ କରିଥାଏ।

ମନେ ରଖନ୍ତୁ ଘରର ଉତ୍ତର ପୂର୍ବ ଦିଗରେ ଲ୍ୟାମ୍ପ ରଖିବା ଦ୍ଵାରା ବହୁତ ଶୁଭ ହେବା ସହ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ,ଏବଂ ଜୀବନକୁ ଉତ୍କଳମୟ କରିବାରେ ସାହାଯ୍ୟ କରିଥାଏ।ମନେ ରଖନ୍ତୁ ଘରେ ଯଦି କୌଣସି ଲୋକ ମାନସିକ ଚାପ କିମ୍ବା ଅଶାନ୍ତିରେ ରହିଥାଆନ୍ତି ତେବେ ସେ ମାଟି ମାଠିଆ ଦ୍ଵାରା ଗଛରେ ପାଣି ଦେବ ଦ୍ଵାରା ତାହା ଦୂର ହୋଇଥାଏ।

ମନେ ରଖନ୍ତୁ ମାଟିରେ ତିଆରି ହୋଇଥିବା ମୂର୍ତ୍ତି ଘରେ ରଖି ପୂଜା କରିବା ଦ୍ୱାରା ଧନ ସମ୍ବଦ୍ଧିୟ ସମସ୍ୟା ଦୂର ହୋଇଥାଏ ଏବଂ ଘରେ ଧନ ସ୍ଥାୟୀ ରୂପେ ରହିଥାଏ।ମନେ ରଖନ୍ତୁ ଘରର ଉତ୍ତର ଦିଗରେ ମାଠିଆରେ ପାଣି ରଖି ତା ପାଖରେ ଦୀପଟିଏ ଜଳେଇବା ଦ୍ଵାରା ବହୁତ ଶୁଭ ହୋଇଥାଏ,ଏବଂ ଆର୍ଥିକ କଷ୍ଟ ଦୂର ହୋଇଥାଏ।

ମନେ ରଖନ୍ତୁ ଯେଉଁ ଲୋକମାନଙ୍କର କୌଣସି ସନ୍ତାନ ହେଉନଥାଏ ତେବେ ସେମାନେ କଳା ରଙ୍ଗର କୁକୁର ପାଳିବା ଦ୍ଵାରା ଶୁଭ ହୋଇଥାଏ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ।ମନେ ରଖନ୍ତୁ ଯଦି ବାରମ୍ବାର କିଛି ଅନିଷ୍ଟ ହୋଇଥାଏ କିମ୍ବା ଶତ୍ରୁ ବୃଦ୍ଧି ହେଉଥାନ୍ତି ତେବେ କାଉକୁ ଖାଦ୍ୟ ଖାଇବାକୁ ଦେବା ଦ୍ଵାରା ତାହା ଦୂର ହୋଇଥାଏ।

ତେବେ ଘରେ ଭଗବାନଙ୍କର ପୂଜା ଅର୍ଚ୍ଚନା କରନ୍ତୁ,ତାଙ୍କର ନାମ ଜପ କରନ୍ତୁ। ପ୍ରଭୁଙ୍କ ପାଦ ତଳେ ନିଜର ମଥା ରଖନ୍ତୁ ଦୁଃଖ ହେବ ଦୂର।

Leave a Reply

Your email address will not be published. Required fields are marked *