July 21, 2024

Odia Express

Here, There and Everywhere

ସେହି ସୁନାର ଖଣିର କାହାଣୀ ଯାହା ଉପରେ ତିଆରି ହୋଇଛି KGF ଭାରତର ୯୫ ପ୍ରତିଶତ ସୁନା ଏଠୁ ହିଁ ବାହାରିଥାଏ..କିଏ ଏହାର ଅସଲ ରକି ଭାଇ

1 min read

୨୦୧୮ ମସିହାରେ ରିଲିଜ୍ ହୋଇଥିବା କେଜିଏଫ୍ ଚ୍ୟାପଟର୍- ୧ କୁ ସାଉଥ୍ ସିନେମା ସହ ହିନ୍ଦୀ ଦର୍ଶକଙ୍କ ଦ୍ୱାରା ପସନ୍ଦ କରାଯାଇଛି, ସେମିତି ଏବେ କେଜିଏଫ୍ ଚ୍ୟାପଟର୍ ବି ରିଲିଜ୍ ହୋଇସାରିଛି, ୧୪ ଏପ୍ରିଲ୍ ୨୦୨୨ କୁ ଏହି ଫିଲ୍ମ ସିନେମାଘରେ ରିଲିଜ୍ ହୋଇଛି, ଏହି ଫିଲ୍ମର ଟ୍ରେଲର୍ ପୁର୍ବରୁ ଲଞ୍ଚ ହୋଇସାରିଛି, ଯାହାପରେ ଏବେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ବହୁତ କ୍ରେଜ୍ ଦେଖିବାକୁ ମିଳେ, ଏହି ଫିଲ୍ମରେ ସାଊଥ୍ ସୁପରଷ୍ଟାର୍ ୟଶ୍ ଙ୍କ ଛଡା ସଞ୍ଜୟ ଦତ୍ତ, ରବିନା ଟଣ୍ତନ୍ ଓ ପ୍ରକାଶ ରାଜ୍ ପରି ଦିଗଜ୍ କଳାକାର ସାମିଲ୍ ଅଛନ୍ତି ।

ଆପଣଙ୍କୁ କହିଦେବୁ କି କେଜିଏଫ୍ ର ଫୁଲ୍ ଫର୍ମ କୋଲାର୍ ଗୋଲଡ୍ ଫିଲଡ୍ସ୍ ଅଟେ, ଏହି ଜାଗାରେ ନିଜର୍ ଏକ ଇତିହାସ ଅଛି, ଯାହାଉପରେ କେଜିଏଫ୍ ଫିଲ୍ମ ନିର୍ମାଣ ହୋଇଛି, ଯେବେ ୨୦୧୮ ରେ ବ୍ଲକବଷ୍ଟର୍ ଫିଲ୍ମ କେଜିଏଫ୍ ରିଲିଜ୍ ହୋଇଥିଲା ତେବେ ଫିଲ୍ମର ହିରୋ ୟଶ୍ ଙ୍କ ଭୁମିକା ସମସ୍ତଙ୍କୁ ପସନ୍ଦ ଆସିଥିଲା, ଏମିତିରେ ଲୋକଙ୍କୁ ଏହି କାହାଣୀ ସତ କିମ୍ବା ମିଛ ଏହାକୁ ଜାଣିବାରେ ଇଚ୍ଛା ଥିଲା, ତେବେ ଆପଣଙ୍କୁ କହିଦେବୁ କି କେଜିଏଫ୍ ଫିଲ୍ମ କାହାଣୀ କିଛି ପରିମାଣରେ ସତ୍ୟ ଅଟେ, ଯାହା ଆଜି ଆମେ ଏହି ଲେଖ ମାଧ୍ୟମରେ ଜଣାଇବୁ ।

ଆପଣଙ୍କୁ କହିଦେବୁ କି ବ୍ରିଟିଶ୍ ସେନା ରେ ଏକ ସେବା ନିବୃତ ସୈନିକ ମାଇକେଲ୍ ଫିଟଜଗେରାଲଡ୍ ଲୋବେଲ୍ ବାଙ୍ଗାଲୋର୍ ଛାବନୀକୁ ୧୮୭୧ ରେ ନିଜ ଘର ବନାଇନେଇଥିଲା, ଏହା ଏବେ ଏବେ ନ୍ୟୁଜିଲାଣ୍ତ ମୌର୍ଯ୍ୟ ଯୁଦ୍ଧରୁ ଫେରିଆସିଲେ, ଏହାପାଇଁ ସମୟ କଟାଇବା ବହୁତ ମୁସକିଲ୍ ହେଉଥିଲା, ସମୟ ବିତାଇବା ପାଇଁ ଫିଜିଏରାଲଡ୍ ପଢିକରି ସେ ୧୮୦୪ ରେ ଏସିଆଟିକ୍ ଜେନେରାଲ୍ ରୁ ୪ ପେଜ୍ ଲେଖାପଢିଲେ, ଯାହାରଜନ୍ମ ହୋଇଥିଲା ସବୁଠାରୁ ଗଭୀର ସୁନାର କ୍ଷେତ୍ର କୋଲାର୍ ଗୋଲଡ୍ ଫିଲଡ୍ ର ।

ଆପଣଙ୍କୁ କହିଦେବୁ କି ଫିଟଜଗେରାଲଡ୍ ଗୋଲଡ୍ ବେଲିରେ ନ୍ୟୁଜଲ୍ୟାଣ୍ତ ଯୁଦ୍ଧ ସମୟରେ ଇଚ୍ଛା ରଖିଥିଲେ, ଯେବେ ସେ ୧୭୯୯ ରେ ଏସିଆଟିକ୍ ଜେନେରାଲ୍ ଲେଫ୍ଟିନାଣ୍ଟ ଜନ୍ ବେରୋନ୍ ଙ୍କ ସହ ଏକ ଲେଖାପଢିଲେ ତେବେ ତାଙ୍କ ଉତ୍ସୁକତା ବଢିଲା, ଶ୍ରୀରଙ୍ଗପାଟନା ରେ ଟିପୁ ସୁଲତାନ୍ ଓ ଇଂରେଜ୍ ଙ୍କ ମଧ୍ୟରେ ଜବରଦସ୍ତ ଯୁଦ୍ଧ ହୋଇଥିଲା, ଯେଉଁଥିରେ ଟିପୁ ସୁଲତାନ୍ ଙ୍କୁ ମାରିଦେଲେ, ପରେ ୧୭୭୯ ରେ କୋଲାର୍ ଗୋଲଡ୍ ଫିଲଡ୍ ବିଷୟରେ ଲେଫ୍ଟିନାଣ୍ଟ ଜନ୍ ବେରୋନ୍ ସିଖିଲେ, ଇଂରେଜ୍ ଟିପୁ ସୁଲତାନଙ୍କ ସବୁ ସଂମ୍ପତ୍ତି ମୈସୁରକୁ ଦେଇଦେଲେ, ଏହାପରେ କୋଲାର୍  କୁ ଇଂରେଜ୍ ମାନେ ରଖିନେଲେ, ବରେନ୍ ତେବେ ବ୍ରିଟିଶ୍ ସେନାରେ ସେବାରତ ଥିଲେ, ଏହି କାରଣରୁ ତାଙ୍କୁ କୋଲାର୍ ଗୋଲଡ୍ ଫିଲ୍ମର ସର୍ବେକ୍ଷଣ ଦାୟିତ୍ୱ ମିଳିଥିଲା, କୋଲାର୍ ଲୋକଙ୍କ ହାତରେ ସୁନା ଖୋଳୁଥିଲେ, ଏହା ଯୁଦ୍ଧରେ ଶୁଣା ଗଲା । ଯେବେ ବାରେନ୍ ଏହି ଚର୍ଚ୍ଚା ଶୁଣିଲେ ତେବେ ତାହାପରେ କର୍ଣ୍ଣାଟକ ର ବାଙ୍ଗାଲୋର୍ ରୁ ୧୦୦ କିମି ଦୁର କୋଲାର୍ ସହର ପାଇଁ ବାହାରି ଆସିଲେ, ଓ ସେ ଲୋକଙ୍କୁ ଏହା ଘୋଷଣା କଲେ କି ଯିଏ ସୁନା ଦେବ ତାକୁ ଏହି ସ୍ଥାନରେ ପୁରସ୍କୃତ କରାଯିବ, ତାପରେ କଣ ହେବ କିଛି ସମୟ ପରେ ଗାଁ ଲୋକେ କାଦୁଅର ବଳଦଗାଡି ନେଇକରି ପହଞ୍ଚିଲେ, ଯେବେ ମାଟି ସଫା କରାଗଲା ତେବେ ସେଥିରୁ ସୁନାର ପାଉଡର୍ ମିଳିଲା, ଯାହାପରେ ସେ ଏକ ରିପୋର୍ଟ ଜାରି କଲେ କି ଯେଉଁଥିରେ ବାରେନ୍ ଲେଖିଥିଲେ କି ୫୬ କିଲୋ ମାଟିରୁ ୧ ଗ୍ରାମ୍ ସୁନା ବାହାରିପାରିବ, ଏତେ ଧିମା ଗତିରୁ କାମ କରିଲେ ସୁନା ବାହାର କରିବା ସଂମ୍ଭବ ହୋଇପାରିବ ନାହିଁ, ଏହାପାଇଁ ସେ ଅତ୍ୟାଧିକ ଆଧୁନିକ ତରିକାରେ ସୁନା ବାହାର କରିବେ ।

୧୮୭୧ ର କଥା ଅଟେ ଯେବେ ୬୭ବର୍ଷର ପୁରୁଣା ରିପୋର୍ଟ ପଢିକରି ଫିଟଜ୍ ଗେରାଲଡ୍ ଦ୍ୱାରା ବହୁତ କମ୍ ସମୟରେ ବାଙ୍ଗାଲୋର୍ ରୁ କୋଲାର୍ ପର୍ଯ୍ୟନ୍ତ ୧୦୦ କିମି ଦୁର ଯାତ୍ରାକରିଥିଲେ ଯେବେ ସେ ଅଧ୍ୟୟନ କଲେ ତେବେ ଏମିତି ସ୍ଥାନ ମିଳିଲା ଯେଉଁଠୁ ଅଧିକା ସୁନା ବାହାର କରାଯାଇପାରିବ, ତାଙ୍କ ଦ୍ୱାରା ୨ ବର୍ଷ ସୋଧ କରାଗଲା, ଯାହାପରେ ଫିଟଜଗେରାଲଡ୍ ୧୮୭୩ ରେ ମହାରାଜାଙ୍କୁ ଏକ ପତ୍ର ଲେଖିକରି ଖନନ ଲାଇସେନ୍ସ ମାଗିଲେ, କିନ୍ତୁ ସରକାରଙ୍କ ଦ୍ୱାରା ଏହି ସୁନାକୁ କୋଇଲା ଖନନ ପାଇଁ ମଞ୍ଜୁରି ମିଳିଲା, ୧୮୭୫ ରେ ଫିଟଜଗେରାଲଡ୍ କୋଲାରରେ ୨୦ ବର୍ଷ ପାଇଁ ଖନନ ପଟ୍ଟା ଦିଆଯାଇଥିଲା, ଯାହାକୁ କୋଲାର୍ ର ସ୍ୱର୍ଣ୍ଣଯୁଗ୍ ବୋଲି କୁହାଯାଏ ।

ଆପଣଙ୍କୁ କହିଦେବୁ କି ଆଧୁନିକ ଟେକନିକ୍ ଦ୍ୱାରା ସୁନା ବାହାର କରିବା ଫିଟଜଗେରାଲଡ୍ ଙ୍କ ପାଖରେ କିଛି ସାଧନ ନଥିଲା, ଏଥିପାଇଁ ୧୮୭୭ରେ ଅନ୍ୟ ସୈନ୍ୟ ସାଥି, ମେଜର୍ ଜେନେରାଲ୍ ବେରେସଫୋର୍ଡ, ମେକୋଜି, ସର୍ ୱିଲିୟମ୍, ଓ କର୍ଣ୍ଣଲ୍ ବିଲିୟମ୍ ଅର୍ଥନଟ୍ ଙ୍କ ସାହାଯ୍ୟରେ ସେ କୋଲାର୍ ଫାଇନ୍ସାସ୍ କମ୍ପାନି ଲିମିଟେଡ୍ ନାମକ ଏକ ସିଣ୍ତିକେଟ୍ ଗଠନ କଲେ, ଯାହା ଖନନ ପଟ୍ଟାକୁ ପଛରେ ଛାଡିଦେଲେ, ଦୁନିଆଁର ଇଞ୍ଜିନିୟର୍ ଙ୍କୁ ଡକାଗଲା, ଖନନ ସଫ୍ଟକୁ ଖୋଜିବାପାଇଁ ନିବେଶକଙ୍କ ପ୍ରେସରରେ ସିଣ୍ତିକେଟ୍ ଉନ୍ନତ ଟେକନିକ୍ ପାଇଁ ଜନ୍ ଟେଲର୍ ଆଣ୍ତ ସଂନ୍ସ କମ୍ପାନୀ ଯାଏଁ ପହଞ୍ଚିଲା< ଯାହା କୋଲାର୍ ଗୋଲଡ୍ ଫିଲ୍ମଡ୍ ଜଲଦି ସୁନା ବାହାରିପାରିବ, ଏହା ସହ ସେମିତି ସମସ୍ୟା ରହିଲା ।

ଆପଣଙ୍କୁକହିଦେବୁ କି ଆଧୁନିକ ମେସିନାରୀ ଦ୍ୱାରା କୋଲାର୍ ପୁରା ଭାବେ ଭର୍ତ୍ତି ହୋଇଥିଲା, କିନ୍ତୁ ଏହାକୁ ଚଲାଇବା ପାଇଁ ବିଜୁଳିର ଆବଶ୍ୟକତା ଥିଲା, ଏହା ଆଧୁନିକ ଟେକନିକ୍ ଉପକରଣ ବିଜୁଳି ବିନା ବ୍ୟର୍ଥଥିଲା ଯାହାପରେ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ବିଜୁଳି ଉତ୍ପାଦନ ପାଇଁ ଏଇସିଆର ଦ୍ୱିତୀୟ ଓ ଭାରତର ପ୍ରଥମ ବିଜୁଳି ସଂୟନ୍ତ୍ର ବନାଗଲା, ୧୯୦୦ ରେ କାବେରି ନଦୀରେ ଏକ ଜଳ ବିଦ୍ୟୁତ୍ ସଂଯନ୍ତ୍ର ଲଗାଗଲା । କିନ୍ତୁ କିଛି ସମୟ ପରେ କୋଲାର୍ ସେ ଜାଗା ଥିଲା, ଯେଉଁଠି ମହମବତିକୁ ବଲବ୍ ରେ ବଦଳାଇଦିଆଗଲା, ବିଜୂଲି ସେହି ସମୟରେ ଧନୀଙ୍କ ପାଇଁ ନଥିଲା< କୋଲାର୍ ର ସବୁ ଘରେ ବିଜୁଳି ଦିଆଗଲା, ୧୯୦୨ ରେ କୋଲାର୍ ସବୁ ଘରକୁ ବିଜୁଳି ଦିଆଗଳା, ଯେବେ ବିଜୁଳି ସଂଯନ୍ତ୍ର ସ୍ଥାପନା ହୋଇଗଲା, ତାହାପରେ ବ୍ରିଟିଶ୍ ସରକାର କୋଲାର୍ ଗୋଲଡ୍ ଫିଲଡ୍ ରେ ସୁନା ଖନନ କଲେ, ଓ ନିଜ କବଜାରେ ନେଲେ । ଦୁନିଆଁସାରା ଲୋକ ଓ ବ୍ରିଟିଶ୍ ଇଞ୍ଜିନିୟରମାନେ କୋଲାର୍ ଲିଟିଲ୍ ଇଂଲଣ୍ତ ବନାଇଲେ, ବହୁତ ଇଂରେଜ୍ ସେଠାରେ ବଙ୍ଗଳା ବନାଇଦେଲେ, କାରଣ କୋଲାର୍ ଜଳବାୟୁ ଥଣ୍ତାଥିଲା, ବ୍ରିଟିଶ୍ ମାଇନିଙ୍ଗ୍ କଲୋନି ହେବା କାରଣରୁ କେଜିଏଫ୍ ବ୍ରିଟିଶ୍ ସଂସ୍କୃତି ଆକାରର ତିଆରି ହୋଇଥିଲା< ସେଠାରୁ ମାଟିରୁ ସୁନା ଅଲଗା କରିବାପାଇଁ ପାଣି ଦରକାର ଥିଲା, ତାପରେ ଏକ କୃତିମ ହ୍ରଦ କୁ ବ୍ରିଟିଶ୍ ସରକାର ବନାଇଲେ, ସେମିତି କୋଲାର୍ ବିଜୁଳି ପାଣି, ଆଧୁନିକତା ପୁରା ଥିଲା, କିନ୍ତୁ ଏହାପରେ ସେଠାରେ ରହୁଥିବା ମୁଲିଆଙ୍କ ପାଇଁ ଜୀବନ ନର୍କ୍ ସହ ସମାନ ଥିଲା, କାରଣ ମୁଲିଆଙ୍କୁ ବିନା ଘଣ୍ଟା ଗଣି କଳା ଶ୍ରମ କରିବାକୁ ପଡୁଥିଲା ।

ଆପଣଙ୍କୁ କହିଦେବୁ କି ମୁଲିଆ ଓ ତାଙ୍କ ପରିବାର ଖନନ କଲୋନିରଏକ ସେଡ୍ ତଳେ ରହୁଥିଲା, ସେଥିରେ ମୁଷା ଥିଲେ, ସବୁ ବର୍ଷ ୫୦ ହଜାର ମୁଷାଙ୍କୁ କୋଲାର୍ ମୁଲିଆ ମାରୁଥିଲେ, ଏତିକି ନୁହେଁ ୫୫ ଡିଗ୍ରୀ ଗରମରେ ସୁନା ଖଣିରେ ମୁଲିଆ ଘଣ୍ଟା ଘଣ୍ଟାକାମ କରୁଥିଲେ, ଯାହାର କାରଣରୁ ବହୁତ ମୁଲିଆ ନିଜ ଜୀବନ ହାରିଥିଲେ, ଯେପରି ସୁନା ଅପୁର୍ତ୍ତି ଘଟିଲା, ସେମିତି ମୁଲିଆ କୋଲାର୍ ଛାଡି ଚାଲିଗଲେ, ଭାରତ ସରକାରଙ୍କ ଦ୍ୱାରା ୧୯୫୬ରେ ଏହା ଫଇସଲା ନିଆଗଲା କି ଜେଜିଏଫ୍ ସୁନା ବାହାର ହେବା ପର୍ଯ୍ୟନ୍ତ ପ୍ରତେକ ସୁନା ଖନନ ଉପରେ କବଜା କରାଯିବା ଉଚିତ୍ ।

କୋଲାର୍ ଗୋଲଡ୍ ଫିଲଡ୍ କୁ ୨୦୦୧ ରେ ବନାଇ ରଖାଗଲା, ପରେ ୨୦୦୧ ରେ ସୁନାର ଖନନ ବନ୍ଦ କରିଦିଆଗଲା, ଏମିତି କୁହାଯାଉଛି କି ଆଜି ବି କୋଲାର୍ ଭିତରେ ବଡ ମାତ୍ରାରେ ସୁନା ଲୁଚିକରି ଅଛି, କିନ୍ତୁ ସେହି ସୁନାକୁ ବାହାର କରିବାପାଇଁ ହଜାର୍ କୋଟୀ ଟଙ୍କା ଆବଶ୍ୟକତା ପଡିବ ।

Leave a Reply

Your email address will not be published. Required fields are marked *