October 19, 2024

Odia Express

Here, There and Everywhere

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ବହୁତ ଚାଲାକ୍, ଆପଣ ବି ଜାଣିନିଅନ୍ତୁ ଏମାନଙ୍କ specialty ଏବଂ ଗୁପ୍ତ କଥା

ଆମର ଏଠାରେ ଛୁଆଙ୍କ ଜନ୍ମଦିନରୁ ନେଇକରି ତାଙ୍କ ନାଁ ପର୍ଯ୍ୟନ୍ତ ତାଙ୍କ ଜୀବନ ଉପରେ ପ୍ରଭାବ ପକାଏ, ଏମିତିରେ ଆପଣ ଯେଉଁ ମାସରେ ଜନ୍ମ ହୋଇଛନ୍ତି ତେବେ ତାହା ଆପଣଙ୍କ ବ୍ୟବହାରକୁ ଦର୍ଶାଇଥାଏ, କେବଳ ଆପଣଙ୍କ ବ୍ୟବହାର ନୁହେଁ ବରଂ ଆପଣଙ୍କ ଭବିଷ୍ୟ ବିଷୟରେ ବି ଆପଣଙ୍କ ଜନ୍ମ ମାସ ମହତ୍ତ୍ୱ ରଖିଥାଏ, କାହାର ବି ଜନ୍ମମାସକୁ ଜାଣିକରି ଆପଣ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ, ଏମିତିରେ ଏବେ ମାର୍ଚ୍ଚର ମାସ ଚାଲୁଛି, ତେବେ ଏହି ମାର୍ଚ୍ଚରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ କ୍ୱାଲିଟି ବିଷୟରେ ଜାଣିବା ।

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ଛୁଆଙ୍କ ଦିମାଗ ଏତେ ଅଧିକା ହୋଇଥାଏ କି ତାଙ୍କୁ ଧୋକା ଦେବା କାହାର ଦମ୍ ନାହିଁ, ଏହି ଲୋକ ବଡରୁ ବଡ ଷଡଯନ୍ତ୍ରକୁ ସହଜରେ ବିଫଳ କରିଦିଅନ୍ତି, ଥରେ ଯଦି ଏମାନଙ୍କ ଭରସା କାହା ସହ ଭାଙ୍ଗିଯାଏ ତେବେ ଆଉଥରେ ସେହି ଲୋକଙ୍କ ସହ ସଂମ୍ପର୍କ ରଖିବା ପ୍ରାୟ ମୁସକିଲ୍ ହୋଇଯାଏ ।

ମାର୍ଚ୍ଚରେ ଜନ୍ମ୍ ହୋଇଥିବା ଲୋକ ପଜେଟିଭ୍ ଭାବନା ରଖନ୍ତି, ଏହି ଲୋକଙ୍କ୍ ଖାସିୟତ୍ ଏହା କି ଏହି ଲୋକ ହୃଦୟ ଜିତିବାରେ ମାହିର୍ ହୋଇଥାନ୍ତି, ମାର୍ଚ୍ଚରେ ଜନ୍ମ ନେଇଥିବା ଲୋକ ଅଜଣା ଲୋକଙ୍କୁ କଥା ହେବା ପସନ୍ଦ ହୋଇଥାଏ, ଏମାନେ ନିଜ କଥାବାର୍ତ୍ତାରେ କାହାକୁ ବି ନିଜର କରିପାରନ୍ତି, କୁହାଯାଏ କି ମାର୍ଚ୍ଚରେ ଜନ୍ମ ନେଇଥିବା ଲୋକ କାହା ସହ ସଂମ୍ପର୍କ ବନାଇନିଅନ୍ତି ଏମାନେ ସଂମ୍ପର୍କ ନିଭାଇବାରେ ଏକ୍ସପର୍ଟ ହୋଇଥାନ୍ତି ।

ମାର୍ଚ୍ଚରେ ଜନ୍ମ ନେଇଥିବା ଲୋକ ହୃଦୟରେ ନିଜ ପାର୍ଟନରଙ୍କ ପାଇଁ ବହୁତ ଭଲପାଇବା ଥାଏ, ମାର୍ଚ୍ଚରେ ଜନ୍ମ ନେଇଥିବା ଲୋକ ନିଜ ପାର୍ଟନରଙ୍କ ସହ୍ ବହୁତ ଲୋୟାଲ୍ ହୋଇଥାନ୍ତି, ଏହି ଲୋକ ନିଜ ପାର୍ଟନରକୁ କେବେ ଧୋକା ଦିଅନ୍ତି ନାହିଁ, ଏମାନେ ବନ୍ଧୁଙ୍କ ସହ ପକ୍କା ବନ୍ଧୁତା ରଖନ୍ତି ଓ ନିଜ ପାର୍ଟନରକୁ କେବେ ଧୋକା ଦିଅନ୍ତି ନାହିଁ ।

ମାର୍ଚ୍ଚରେ ଜନ୍ମ ନେଇଥିବା ଲୋକ ବହୁତ ଆକ୍ଟିଭ୍ ହୋଇଥାନ୍ତି, ଏହି ଲୋକ କାହାର କଥାକୁ ସହଜରେ ଭୁଲନ୍ତି ନାହିଁ, ମାର୍ଚ୍ଚ ବର୍ଷର ତୃତୀୟ ମାସ ହୋଇଥାନ୍ତି, ଏଥିପାଇଁ ଏହି ଲୋକଙ୍କ ପରୋପକାରୀ ଭାବନା ରହିଥାଏ, ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଆଗୁଆ ରହିଥାନ୍ତି, ଏମାନେ ପ୍ରକୃତି ପ୍ରେମୀ ହୋଇଥାନ୍ତି, ଏହି ଲୋକ ପାଳିତ ପଶୁ କୁ ବହୁତ ଭଲ ପାଆନ୍ତି, ଏହି ମାସରେ ଜନ୍ମ ନେଇଥିବା ଲୋକ ବହୁତ ଟ୍ୟାଲେଣ୍ଟେଡ୍ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *