October 24, 2024

Odia Express

Here, There and Everywhere

10 ମାର୍ଚ୍ଚ ୨୦୨୨ ଗୁରୁବାର,ଆଜିର ରାଶିଫଳ,ଆଜି ଏହି ୪ ଟି ରାଶି ବାଲାଙ୍କ ଚମକି ଉଠିବ ଭାଗ୍ୟ, ହୋଇପାରେ ଧନ ଲାଭ, ପଢନ୍ତୁ ରାଶିଫଳ

1 min read

୧) ମେଷରାଶି- ଆଜି ଆପଣଙ୍କ ଦିନ ଲାଭଦାୟକ ରହିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ କିଛି ଶୁଭ ଖବର ମିଳିବାର ସଂମ୍ଭାବନା ଅଛି, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ଦୁର୍ବଳ ବିଷୟ ପ୍ରତି ଶିକ୍ଷକଙ୍କ ସହଯୋଗ ମିଳିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ରାସ୍ତା ବାହାରିବ । ଛୁଆଙ୍କ ପ୍ରତି ଶିକ୍ଷାରେ ହେଉଥିବା ଚିନ୍ତାଗୁଡିକ ଦୁର ହେବ, ସାଙ୍ଗଙ୍କ ସହ ମିଶିକରି କିଛି ନୁଆ କାମ ଆରମ୍ଭ କରିବେ ।

୨) ବୃଷ ରାଶି- ଆଜି ବେରୋଜଗାର ବ୍ୟକ୍ତିଙ୍କ ଦିନ ବହୁତ ଭଲ ନଜର ଆସୁଛି, ଚାକିରି ଖୋଜୁଥିବା ଲୋକଙ୍କୁ କିଛି  ଶୁଭ ଖବର ମିଳିପାରେ, ଛୋଟ ବେପାରୀଙ୍କୁ ମନ ମୁତାବିକ ଲାଭ କମାଇବାର ଅବସର ମିଳିବ, ସାମାଜିକ କ୍ଷେତ୍ରରେ ଆପଣ ନିଜର ଅଲଗା ପରିଚୟ ବନାଇପାରିବେ, ଆପଣ ନିଜ ବାଣୀରୁ ଅନ୍ୟଙ୍କୁ ପ୍ରଭାବିତ୍ କରିବେ, ବିବାହିତ ଜୀବନ ସୁଖମୟ ହେବ, ଅବିବାହିତ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ମିଳିପାରେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଦିନ ଭଲ ନଜର ଆସୁଛି, କାରଣ କିଛି ଆୟୋଜନରେ ଭାଗ ନେବେ, ଓ ଯାହାଦ୍ୱାରା ଲାଭବାନ ରହିବେ, ବିଦ୍ୟାର୍ଥୀଙ୍କ କଠିନ ବିଷୟ ପ୍ରତି ଫୋକସ୍ କରିବାକୁ ହେବ, ସନ୍ତାନଙ୍କ ନକରାତ୍ମକ ଗତିବିଧି ଉପରେ ଟିକିଏ ନଜର ରଖନ୍ତୁ, ନହେଲେ ଆଗକୁ ଯାଇକରି ଅସୁବିଧା ଦେଇପାରେ, ଅଚାନକ ନିରାଶଜନକ ସମାଚାର ମିଳିବାର ଆଶା ଅଛି ।

୪) କର୍କଟ ରାଶି- ଆଜି ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ ନିର୍ଣ୍ଣୟ ନେଲାବେଳେ ଭାବିଚିନ୍ତି ବିଚାର କରନ୍ତୁ, ଭାବୁକତାରେ ଫଇସଲା ନେବାରେ ବଞ୍ଚନ୍ତୁ, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ, ଦାମ୍ପତ୍ୟ ଜିବନରେ କେଉଁ କଥାକୁ ନେଇ କଥା କଟାକଟି ହୋଇପାରେ, ଆପଣ ନିଜ ବାଣୀ ଓ ରାଗ ଉପରେ କଣ୍ଟ୍ରୋଲ୍ କରିବାକୁ ହେବ, ପଇସା ଉଧାର ଲେଣଦେଣ କରନ୍ତୁ ନାହିଁ , ନହେଲେ ଅର୍ଥ ହାନୀ ହୋଇପାରେ, ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କ ପାଇଁ ଦିନ ଉତ୍ତମ ନଜର ଆସୁଛି ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ କିଛି ଅସୁବିଧା ଭରା ରହିବାର ଅଛି, ଆର୍ଥିକ ସ୍ଥିତି ଦୁର୍ବଳ ରହିବ, ଅଚାନକ ଖର୍ଚ୍ଚରେ ବୃଦ୍ଧି ହେବ, ଯାହା ଆପଣଙ୍କ ଚିନ୍ତାର କାରଣ ହେବ,  କେଉଁ ବି ବାଦବିବାଦରେ ପଡନ୍ତୁ ନାହିଁ, ବେପାର ସହ ଯୋଡି ହୋଇଥିବା ଲୋକଙ୍କୁ ଉପଦେଶ ଦିଆଯାଉଛି କି ଆପଣ ନିଜ ବେପାରରେ କୌଣସି ପ୍ରକାରର ପରିବର୍ତ୍ତନ କରନ୍ତୁ ନାହିଁ, ନହେଲେ ଲାଭ କମ୍ ହୋଇପାରେ, ଗୁପ୍ତ ଶତ୍ରୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି ଏଥିପାଇଁ ସତର୍କ ରୁହନ୍ତୁ ।

୬) କନ୍ୟା ରାଶି- ଆଜି ବିଦ୍ୟାର୍ଥିଙ୍କ ଦିନ ବହୁତ ଭଲ ନଜର ଆସୁଛି, କାରଣ ଶିକ୍ଷାରୁ ଆସୁଥିବା ସମସ୍ୟା ଦୁର ହୋଇଯିବ, ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଶତ୍ରୁଙ୍କ ଠାରୁ ସତର୍କ ରହିବାକୁ ହେବ, ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ହାନି ଆସିପାରେ, ସନ୍ତାନ ଆପଣଙ୍କ କଥାକୁ ପାଳନ କରିବେ, ଘରର ମାଙ୍ଗଳିକ କାର୍ଯ୍ୟକ୍ରମରେ ଚର୍ଚ୍ଚା ହୋଇପାରେ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଅନୁକୁଳ ରହିବ, ମିତ୍ରଙ୍କ ସହାୟତାରେ ଆପଣଙ୍କ ଅଟକିଥିବା କାମ ସଫଳତାର ସହ ପୁରା ହେବ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖାଯାଉଛି, ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଆପଣ ନିଜ ପ୍ରେମ ନିବେଦନ କରିପାରନ୍ତି, ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ । ଅଫିସ୍ କାମରେ ଲମ୍ବା ଯାତ୍ରା କରିବାକୁ ପଡିପାରେ  । ଯାତ୍ରା ସମୟରେ ଗାଡି ଚଲାଇବାରେ ସାବଧନତା ରଖନ୍ତୁ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ କର୍ମବ୍ୟସ୍ତତା ପୁର୍ଣ୍ଣ ରହିବ, ଅଫିସ୍ କାମରେ ପୁରା କରିବାରେ କଠିନତା ଆସିପାରେ, ସହକର୍ମୀଙ୍କ ସାହାଯ୍ୟ ମିଳିବ, ଆଜି କେଉଁ ବଡ ନିବେଶ କରନ୍ତୁ ନାହିଁ, ଆପଣଙ୍କ ଅଧୁରା ସ୍ୱପ୍ନ ପୁରା କରିବାରେ ଯଥା ସଂମ୍ଭବ ଚେଷ୍ଟା କରିବେ, ଯାହାଦ୍ୱାରା ବହୁତ ସଫଳତା ମିଳିବାର ଯୋଗ ରହୁଛି, ବିଦ୍ୟାର୍ଥିଙ୍କୁ କଠିନ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ, ତେବେ ଯାଇ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରିବ ।  ଆପଣ କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ ନହେଲେ ଫେରିବାରେ କଠିନତା ଆସିପାରେ ।

୯) ଧନୁ ରାଶି- ଆଜି କାମକାର୍ଯ୍ୟରେ ପରିଶ୍ରମର୍ ଉଚିତ୍ ପରିଣାମ ମିଳିବ, ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର ଆସିବ, ଆପଣଙ୍କ ଭଲ ସ୍ୱଭାବରୁ ପାଖାପାଖି ଲୋକେ ପ୍ରଭାବିତ ହେବେ, ପାରିବାରିକ ଜୀବନରେ ଖୁସିମୟ ହେଅ, ଘରର କେଉଁ ସଦସ୍ୟଙ୍କ ଉନ୍ନତି ମିଳିବାର ଖୁସିଖବର ମିଳିବ, ଯାହାଦ୍ୱାରା ଘରର ମାହୋଲ୍ ଅଧିକା ଖୁସିମୟ ରହିବ, ସରକାରି ଚାକିରି କଉର୍ହ୍ତିବା ଲୋକଙ୍କୁ ଭଲ ଖୁସିଖବର ମିଳିବ ।

୧୦) ମକର ରାଶି- ଆଜି ଆପଣଙ୍କ ଅଧୁରା ମନୋକାମନା ପୁରା ହୋଇପାରେ, ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ଆପଣ ନିଜ ବିରୋଧିଙ୍କୁ ପରାସ୍ତ କରିବେ, ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ, ପ୍ରେମଜୀବନରେ ଚାଲୁଥିବା ଅସୁବିଧା ସମାଧାନର ରାସ୍ତା ବାହାରିବ, ଶଶୁରଘର ପକ୍ଷରୁ ଧନ ମିଳିବାର ଆଶା ଅଛି, ଯାହାଦ୍ୱାରା ମନ ହର୍ଷିତ ହେବ ପରିବାର୍ ସଦସ୍ୟଙ୍କ ସହ ପିକନିକ୍ ରେ ଯିବାର ଯୋଜନା ହୋଇପାରେ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଘରୋଇ କାମରେ ବ୍ୟସ୍ତ ରହିପାରନ୍ତି, ପରିବାର ଲୋକେ ପୁରା ସପୋର୍ଟ କରିବେ, ଚାକିରି କ୍ଷେତ୍ରରେ ବାତାବରଣ ଆପଣଙ୍କ ପକ୍ଷରେ ରହିବ , ବଡ ଅଧିକାରିଙ୍କ ସାହାଯ୍ୟରେ ଅଧୁରା କାମ ପୁରା ହୋଇପାରେ, ବାହାନ ଚଲାଇବା ସମୟରେ ସାବଧାନ ରୁହନ୍ତୁ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ , ସ୍ୱାସ୍ଥ୍ୟରେ ଉତଥାନ ପତନ ସ୍ଥିତି ନଜର ଆସୁଛି, ବାହାନ ଓ ଖାଦ୍ୟପେୟ ରୁ ନିବୃତ ରହିବେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ସୁଖଦ ପରିଣାମ ଦେବ, ଚାରି ପଟୁ ବାତାବରଣ ସୁଖମୟ ରହିବ, ଯାହାକୁ ଦେଖିକରି ମନ ହର୍ଷିତ ହେବ, କ୍ୟାରିୟର୍ ସହ ଯୋଡି ହୋଇଥିବା ଖୁସିଖବର ଶୁଣିବାକୁ ମିଳିପାରେ, ସନ୍ତାନଙ୍କ ପକ୍ଷରୁ ଚିନ୍ତା ଦୁର ହୋଇପାରେ, ଆପଣଙ୍କୁ କାମକାର୍ଯ୍ୟରେ ଭଲ ପରିଣାମ ମିଳିପାରେ, ଘରୋଇ ଖର୍ଚ୍ଚରେ କମି ଆସିବ, କମାଇର ସ୍ରୋତ ବଢିବ, ଆପଣଙ୍କ ଭାଗ୍ୟର ପୁରା ସାଥ୍ ମିଳିବାର ଦେଖାଯାଉଛି, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିବେ ଯାହାକି ଫାଇଦାଦାୟକ ହେବ,

Leave a Reply

Your email address will not be published. Required fields are marked *