October 19, 2024

Odia Express

Here, There and Everywhere

କଣ ଅଟେ VIP ଓ VVIP ମଧ୍ୟରେ ଅନ୍ତର ? ଦୁହେଁ ହିଁ ଜରୁରୀ କିନ୍ତୁ ଦୁହେଁଙ୍କ ମଧ୍ୟରେ ଅଛି ଆକାଶ ପାତାଳର ଫରକ ,ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ…

1 min read

ଆପଣ ସବୁ ଲୋକେ ଯେବେ ସ୍କୁଲରେ ପଢୁଥିଲେ ତେବେ ଠାରୁ ଦୁଇଟି ଶବ୍ଦ ସବୁବେଳେ ଶୁଣିଥିବେ, ଭିଆଇପି ଓ ଭିଭିଆଇପି ଏହି ଦୁହେଁ ଶବ୍ଦର ଅର୍ଥ ଜଣାଥାଏ କିନ୍ତୁ ଏହାର ମତଲବ କଣ ହୋଇଥାଏ ବୋଧେ ଏହି ବିଷୟରେ ଜାଣିନଥିବେ, ଏହି ଦୁହେଁ ଶବ୍ଦର ମଧ୍ୟରେ କଣ ଅନ୍ତର ହୋଇଥାଏ ଏହି ବିଷୟରେ ଆପଣ ଜାଣିନଥିବେ ବହୁକାଂଶ ଲୋକମାନେ ଏହି ବିଷୟରେ କିଛି ସୁଚନା ପାଇ ନଥିବେ, ଆଜି ଆମେ ଏହି ଲୋକଙ୍କ ବିଷୟରେ ସୁଚନା ଦେବାକୁ ଯାଉଛୁ, ଆଜି ଆମେ ଆପଣଙ୍କୁ କହିବୁ ଦେଶର କେଉଁ ବ୍ୟକ୍ତିଙ୍କୁ ଭିଆଇପି ଓ ଭିଭିଆଇପି ଦର୍ଜା ଦିଆଯାଏ, ତେବେ ଆସନ୍ତୁ ଜାଣିବା ।

କଣ ହୋଇଥାଏ ଭିଆଇପି- ଭିଆଇପି ମାନେ very important person. କହିଦେବୁ କି ଏହାର ସର୍ଟଫର୍ମ କେବଳ ସେହି ଲୋକଙ୍କ ପାଇଁ ଉପଯୋଗ୍ କରାଯାଏ , ଯାହାଙ୍କୁ ବହୁ ପ୍ରକାରର ସୁବିଧା ଉପଲ୍ଲବ୍ଧ କରାଯାଇଥାଏ, ତାଙ୍କ ସହ ବ୍ୟବହାର ବି ବହୁତ ସମ୍ମାନର ସହ କରାଯାଏ । ଯଦି କେଉଁ ଦେଶର ମନ୍ତ୍ରାଳୟ ଚାହିଁବେ ତେବେ ସେ ଭିଆଇପି ଟ୍ୟାଗ୍ କେଉଁ ବ୍ୟକ୍ତିକୁ ଦେଇପାରିବ, ତାହା ପାଇଁ କେଉଁ ବିଶେଷ ସମାରୋହରେ ସମ୍ମିଳିତ ହେବାପାଇଁ ସ୍ପେଶାଲ୍ ଭିଆଇପି ପ୍ରବେଶ ଦ୍ୱାର ହୋଇଥାଏ, ଯେଉଁଠି ସେ ସହଜରେ ଗାଡିକୁ ନେଇକରି ଭିତରେ ପ୍ରବେଶ କରିପାରେ

ଏହା ଛଡା ସେ ବ୍ୟକ୍ତିକୁ ନାନାଦି ସୁବିଧା ପ୍ରଦାନ କରାଯାଏ, ଯେପରି ଭିଆଇପି ହେବାର କାରଣରୁ ତାଙ୍କୁ କେଉଁ ସ୍ଥାନରେ ଲାଇନ୍ ରେ ଠିଆ ହେବାକୁ ପଡେ ନାହିଁ ଓ ଏହା ସହ ସିଧା ଏଣ୍ଟ୍ରି ତାଙ୍କୁ ମିଳିଯାଏ, କାରଣ ଭିଆଇପିର ମତଲବ ମାନେ ବିଶିଷ୍ଟ ବ୍ୟକ୍ତି ବିଶେଷ ହିଁ ହୋଇଥାଏ, ଏବେ ଆପଣ ବୁଝିପାରିଥିବେ, ଏହା ପ୍ରଶାସନ୍ ପାଇଁ କାହିଁକି ଏତେ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ, ଯାହାକୁ ସରକାର ବିଜନେସ୍ ମ୍ୟାନ୍ କିମ୍ବା କେଉଁ ମନ୍ତ୍ରୀଙ୍କୁ ଦେଇଥାଏ, ଯାହାଙ୍କୁ ଭିଆଇପି ବୋଲି କୁହାଯାଏ ।

କଣ ହୋଇଥାଏ ଭିଭିଆଇପି- କହିଦେବୁ କି ଭିଆଇପି ପରି ଭିଭିଆଇପି ବି ଅଧିକା ଇମ୍ପୋଟାର୍ଣ୍ଣ୍ ପର୍ସନ ହୋଇଥାଏ, ଯାହାକୁ ଭିଭିଆଇପି ସଜ୍ଞା ଦିଆଯାଏ, ଭିଭିଆଇପି ଲୋକଙ୍କ ସୁରକ୍ଷା କଡା ହୋଇଥାଏ, ଯେପରି କେଉଁ ବ୍ୟକ୍ତି ଭିଭିଆଇପି ହୋଇଥାଏ ତାର ସୁରକ୍ଷା ବ୍ୟବସ୍ଥା ସେତେ କଡା ହୋଇଥାଏ, ଏତିକି ନୁହେଁ ତାଙ୍କୁ ସମୀକ୍ଷାପାଇଁ ଅଧିକା ଅଙ୍ଗରକ୍ଷକ ବା ବଡିଗାର୍ଡ ନିଯୁକ୍ତ କରାଯାଏ, ଭିଭିଆଇପି ଜାଗା ଓ ଶୋର୍ ଟିକେଟ୍ ଭିଭିଆଇପି ରୁ ଅଧିକା ହୋଇଥାଏ ।

ଏହି ଲୋକ ଭିଆଇପି ଓ ଭିଭିଆଇପି ହୋଇଥାନ୍ତି- ୧) ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ରାଜ୍ୟସଭା,ଲୋକସଭା, ଓ ବିଧାନସଭାର ଅଧ୍ୟକ୍ଷ୍ୟ, ସାଂସଦ, ବିଧାୟକ, ବିଧାନ ପରିଷଦ, ନିଗମ ପରିଷଦ, ଆଇଏଏସ୍, ଆଇପିଏସ୍, ଆଇଏଏସ୍, ଆଇପିଏସ୍ ଅଧିକାରୀମାନେ, ବିଭିନ୍ନ ରାଜନୈତିକ ପାର୍ଟିର ନେତାମାନେ, ମୁଖ୍ୟ ନ୍ୟାୟାଧିଶ, ସୁପ୍ରିମ କୋର୍ଟ ଓ ହାଇକୋର୍ଟର ନ୍ୟାୟାଧିଶ, ଏହାର୍ ଅତିରିକ୍ତ ମିଡିଆ କର୍ମୀ ଓ ମିଷ୍ଟରଙ୍କୁ ବି ଭିଭିଆଇପି ଓ ଭିଆଇପି ସଂଜ୍ଞା ଦିଆଯାଇଥାଏ  ।

Leave a Reply

Your email address will not be published. Required fields are marked *