October 17, 2024

Odia Express

Here, There and Everywhere

ଅଜବ ଧରଣର ପ୍ରେମ, ଗୋଟେ ବ୍ୟକ୍ତିକୁ ହୃଦୟ ଦେଇବସିଲେ ତିନି ଭଉଣୀ, ଜଣଙ୍କ ସହ Marriage କରିଲେ ତିନିଜଣ ଜଣକ ଭଉଣୀ,କାରଣ ଜଣାଇଲେ ହସି ହସି ଆପଣ ବେଦମ ହେବେ…

ପ୍ରେମ ସେମିତି କାହା ଅଧିନରେ ଅଛି, ଆପଣ ବହୁତଥର ଶୁଣିଥିବେ କି ଯେଉଁଠି ପ୍ରେମ ଆଗରେ ଲୋକେ ଭଲ ଖରାପ ସଠିକ୍ ଭୁଲ୍ ବୟସ ଓ କିଛି ବି ଜିନିଷକୁ ମାନିନଥାନ୍ତି ଏମିତିରେ ବହୁତ ଏମିତି ଲୋକ ଅଛନ୍ତି ଯିଏକି ନିଜ ପ୍ରେମକୁ ନେଇ ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକାଇଦିଅନ୍ତି, କିଛି ଏମିତି ମାମଲା ଏବେ ସାମ୍ନାକୁ ଆସିଛି  ।ଏଠାରେ ତିନି ଭଉଣୀ ଗୋଟେ ହିଁ ବ୍ୟକ୍ତିକୁ ଭଲ ପାଇବସିଲେ, ତିନି ଭଉଣୀ ଏମିତି ପରସ୍ପର ଭଲ ପାଉଥିଲେ କି ସେମାନେ ନିଜ ପ୍ରେମକୁ ପରସ୍ପର ମଧ୍ୟରେ ବାଣ୍ଟିବାକୁ ବି ରାଜି ହୋଇଯାଇଥିଲେ, ସୋସିଆଲ୍ ମିଡିଆରେ ଏହି ଅଜବ ଧରଣର ଭଲ ପାଇବା କାହାଣୀ ଏବେ ବହୁତ ଭାଇରାଲ୍ ହେଉଛି ।

ସୋସିଆଲ୍ ମୀଡିଆରେ ଯେବେ ଏହି ଭଉଣୀ ଗୋଟେ ବ୍ୟକ୍ତିର ସହ ବିବାହ କରିବାର୍ ଖବର ଭାଇରାଲ୍ ହେଲା ତେବେ ଲୋକେ ବହୁତ ଚର୍ଚ୍ଚା କରିଥିଲେ, ଲୋକେ ସୋସିଆଲ୍ ମୀଡିଆର୍ରେ ଏମାନଙ୍କର ଫଟୋକୁ ବହୁତ ଭାଇରାଲ୍ କରିଥିଲେ, ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ନତାଶା ନତାଲି, ଓ ନାଦେଗେ, ନାମକ ତିନି ଭଉଣୀ ଲୁବିଜୋ ନାମକ ଏକ ପୁଅକୁ ବାହା ହୋଇଛନ୍ତି ।

ଏହି ଖବର ମୁତାବିକ ସବୁଠାରୁ ପ୍ରଥମେ ଲୁବିଜ୍ ଙ୍କ ସାକ୍ଷାତ ନତାଲିଙ୍କ ସହ ସୋସିଆଲ୍ ମିଡିଆରେ ହୋଇଥିଲା, ଦୁହେଁ କଥାବାର୍ତ୍ତା ପରେ ସାକ୍ଷାତ ହୋଇଥିଲେ, ଓ ଲୁବିଜୋ ଓ ନତାଲିଙ୍କ ଦେଖାଚାହାଁ ପ୍ରେମରେ ବଦଳିଯାଇଥିଲା, ଓ ଏହାପରେ ଲୁବିଜୋ ନତାଲିଙ୍କ ଦୁଇ ଭଉଣୀ ନାଦେଗେ ଓ ନତାଶାଙ୍କୁ ସାକ୍ଷାତକରିଥିଲେ, ଓ ଏହି ଦୁହେଁ ଲୁବିଜୋଙ୍କୁ ଭଲ ପାଇବସିଥିଲେ, ନିଜ ବାହାଘରକୁ ନେଇକରି ତିନି ଭଉଣି କହନ୍ତି କି ଯେବେ ଆମେ ଲୁବିଜୋଙ୍କୁ କହିଥିଲେ କି ଆମେ ତିନି ଭଉଣୀ ବାହାହେବାକୁ ଚାହୁଁଛୁ, ତେବେ ସେ ଆଶ୍ଚର୍ଯ୍ୟ ହୋଇଗଲା ସେ ପ୍ରଥମରୁ ସମସ୍ତଙ୍କୁ ଭଲ ପାଉଥିଲା

ଏଥିପାଇଁ ସେ ମନା କରିପାରିଲା ନାହିଁ ବିବାହ କରିବାକୁ, ଲୁବିଜୋଙ୍କୁ ସେମିତି ଏହି ପ୍ରସ୍ତାବ ରାଜି ହୋଇଥିଲେ କିନ୍ତୁ ଘର ଲୋକେଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ଲୁବିଜୋ ମିଡୀଆକୁ କହିଲେ କି ତାଙ୍କ ବାପା ମା ବୁଝିପାରୁନଥିଲେ କି କଣ ମୁଁ କରୁଛି, ସେ ଆମ ସଂମ୍ପର୍କରେ ନାରାଜ୍ ହୋଇଥିଲେ, କିନ୍ତୁ ନିଜ କଥାରେ ମୁଁ ରହିଲି, ମୁଁ ତିନି ଭଉଣୀଙ୍କୁ ବାହାହେବାପାଈଁ ରାଜି ହୋଇଥିଲି, ମୋର ବାପା ମା ମୋର ବାହାଘରରେ ଆସିଲେ ନାହିଁ, ଲୁବିଜୋ କହନ୍ତି କି ସେ ତିନି ଭଉଣୀଙ୍କୁ ବାହା ହୋଇ ବହୁତ ଖୁସିରେ ଅଛନ୍ତି ।

ଲୁବିଜୋ କହିଲେ କି ଏଥିରେ କୌଣସି ଫରକ ପଡେନି ଅନ୍ୟମାନେ କଣ ଭାବନ୍ତି ମୁଁ ଖାଲି ଏତିକି କହିପାରିବି କି ପ୍ରେମରେ କୌଣସି ସିମା ନାହିଁ ଆପଣଙ୍କୁ କହିଦେବୁ କି କାଙ୍ଗୋ ର କିବୁ ଇଲାକାରେ ତିନି ଭଉଣୀ ଲୁବିଜୋଙ୍କୁ ବାହା ହୋଇଥିଲେ, ଛୁଆବେଲରୁ ଏହି ତିନି ଭଉଣୀ ପରସ୍ପର ସବୁ ଜିନିଷ ସେୟାର୍ କରୁଥିଲେ, ଏମିତିରେ ସେମାନେ ନିଜ ପ୍ରେମକୁ ବି ସେୟାର୍ କରିବା ସଠିକ୍ ଭାବିଥିଲେ ।

Leave a Reply

Your email address will not be published. Required fields are marked *