October 20, 2024

Odia Express

Here, There and Everywhere

30 ଜାନୁୟାରୀ ୨୦୨୨ ର Rasiphala : ଆଜି ଏହି ୩ ଟି ରାଶିବାଲାଙ୍କୁ ମିଳିବ ଚାକିରି, ବେପାର ଓ କ୍ୟାରିୟର ସହ ଯୋଡି ହୋଇଥିବା ଅସୁବିଧା ହେବ ଦୁର, ସବୁ ଜାଣନ୍ତୁ ନିଜ ବିଷୟରେ

1 min read

୧)ମେଷ ରାଶି- ଆଜି ଆପଣଙ୍କ ଦିନ ବିଶେଷ ନଜର ଆସୁଛି, ଚାକିରି କ୍ଷେତ୍ରରେ ଲଗାତାର ଉନ୍ନତି ହାସିଲ୍ କରିବେ । ଯଦି ଆପଣ କାହାଠାରୁ ପଇସା ଉଧାର ଦେଇଛନ୍ତି ତେବେ ତାହା ଫେରିପାରିବେ, ପାରିବାରିକ ଜୀବନ ସୁଖିମୟ ହେବ, କ୍ୟାରିୟରରେ ଆଗକୁ ବଢିବାରେ ମଉକା ମିଳିବ, ଛୋଟ ମୋଟ ବେପାରୀଙ୍କୁ ଲାଭ ବଢିବାର ଯୋଗ ଅଛି, ଯଦି ଆପଣଙ୍କ କେଉଁ ସରକାରୀ କାମ ଅଟକିରହିଛି, ତେବେ ତାହା ପୁରା ହୋଇପାରେ, ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା ହୋଇପାରେ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ସଂମ୍ଭାବନା ଅଛି ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଟିକିଏ ଉତଥାନ ପତନ ଭରା ରହିବ, ଛୁଆଙ୍କ ଶିକ୍ଷାକୁ ନେଇକରି ଚିନ୍ତା ଲାଗିରହିବ, ଆପଣ ନିଜ ଉପରେ ନକରାତ୍ମକ ବିଚାର ଆଣିବାକୁ ଦିଅନ୍ତୁ ନାହିଁ । ମା ବାପାଙ୍କ ଆଶିର୍ବାଦ ଆପଣଙ୍କ ସାଥିରେ ରହିବ ,ଅଚାନକ ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିବ, ଯାହାଦ୍ୱାରା ମନ ପ୍ରସନ୍ନ ରହିବ, ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ, ଆପଣ ନିଜ ଆମଦାନୀ ଅନୁସାରେ ଖର୍ଚ୍ଚର ସନ୍ତୁଳନ ବନାଇ ରଖନ୍ତୁ, ନହେଲେ ଭବିଷ୍ୟରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

୩) ମିଥୁନ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ । ପାରିବାରିକ ଜୀବନରେ ଖୁସି ମିଳିବ, ଘରୋଇ ଦରକାରିତାର ପୁର୍ତ୍ତି ହେବ, ଆୟର ସ୍ରୋତ ବଢିପାରେ, ଅଚାନକ ଘରକୁ ଅତିଥିଙ୍କ ଆଗମନ ହେବ, ଯେଉଁଥିରେ ଘର ପରିବାରରେ କୋଳାହଳର ବାତାବାରଣ ଦେଖାଦେବ, ବିବାହ ଯୋଗ୍ୟ ଲୋକଙ୍କୁ ଭଲ ପ୍ରସ୍ତାବ ମିଳିପାରେ, ବିଦେଶରେ କାମ କରୁଥିବା ଲୋକଙ୍କୁ ଭଲ ଫାଇଦା ମିଳିପାରିବ ।

ଶଶୁରଘରଙ୍କ ପକ୍ଷରୁ ଧନ ଲାଭ ମିଳିବାର ଯୋଗ ରହୁଛି, ଛୁଆଙ୍କ ତରଫରୁ ଟେନସନ୍ ଦୁର ହୋଇଯିବ ।

୪) କର୍କଟ ରାଶି- ଆଜି ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ରୋଜଗାର ପାଇଁ ଏପଟସେପଟ ବୁଲୁଥିଲେ, ତାଙ୍କୁ ଭଲ ଚାକିରି ମିଳିବାର ଆଶା ଅଛି, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିବ, ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟଙ୍କ ଭାବନାକୁ ବୁଝିବେ, ପଇସା ଉଧାର ଲେଣଦେଣ ସମୟରେ ସାବଧାନ ରୁହନ୍ତୁ, ନହେଲେ ହାନି ହୋଇପାରେ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ ମନମୁତାବିକ ପରିଣାମ ମିଳିପାରେ, ରାଜନୀତି କ୍ଷେତ୍ରରେ ସଫଳତା ହାସିଲ୍ କରିପାରିବେ, ମାନ ସମ୍ମାନରେ ବୃଦ୍ଧି ହେବ ।

୫) ସିଂହ ରାଶି- ଆଜି ଆପଣ ଦିନ ଭଲ ପ୍ରମାଣିତ ହେବ, କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ସାଙ୍ଗ ଆପଣଙ୍କୁ ଉପହାର୍ ଦେଇପାରନ୍ତି, ଯେଉଁଥିରେ ମନ ହର୍ଷୀତ ହେବ,  ଆପଣ ନିଜ କାମକାର୍ଯ୍ୟରେ ସଫଳତା ହାସିଲ୍ କରିବେ , ଉଧାର ଦେଇଥିବା ପଇସା ଆଉଥରେ ମିଳିପାରିବ  ।ସଂମ୍ପତିଗତ ମାମଲାରେ ଭଲ ଫାଇଦା ମିଳିପାରିବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ କାମ ଆରମ୍ଭ କରିବେ, ପୁଜା ପାଠରେ ମନ ଅଧିକା ଦେବେ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ବହୁତ୍ କର୍ମବ୍ୟସ୍ତତା ରହିବ, ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରହିବ, କେଉଁ ଜରୁରୀ କାମରେ ପୁରା ବ୍ୟସ୍ତ ରହିପାରନ୍ତି,  ଯେଉଁଥିରେ ଶାରରୀକ ଧକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ, ଆପଣ ନିଜ ଜରୁରି କାମକୁ ପ୍ରଥମେ ଶେଷ କରିବାକୁ ଚେଷ୍ଟା କରିବେ, ଘରର ବଡ ବୟସ୍କଙ୍କ ଉପଦେଶ ଆପଣଙ୍କ ପାଇଁ ଲାଭଦାୟକ ହେବ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କେଉଁ କଥାକୁ ନେଇ ମତାନ୍ତର ହୋଇପାରେ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳତା ମିଳିବାର ପ୍ରବଳ ଯୋଗ ଅଛି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଈବାରେ ଆପଣଙ୍କ ଦାୟିତ୍ୱ୍ ରହିବ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇବେ ।

୮) ବିଛା ରାଶି- ଆଜି ଆପଣଙ୍କ ଘରେ କେଉଁ ଶୁଭ ମାଙ୍ଗଳିକ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ହୋଇପାରେ, ଯେଉଁଥିରେ ପରିବାରର ସବୁ ସଦସ୍ୟ ମିଶିକରି ଭାଗ୍ ନେବେ । ବିବାହିତ ଜୀବନରେ ଖୁସି ରହିବ, ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିଯିବାର ପ୍ଲାନ୍ କରିବେ , ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ମିଲିପାରିବ,  ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ବଢିବ ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ରହିବ, ଆପଣ ନିଜ ଆତ୍ମବିଶ୍ୱାସରେ ବୃଦ୍ଧି ଦେଖିବାକୁ ପାଇବେ, ଆପଣ ଯେଉଁ କାମରେ ହାତ ଦେବେ ତାହା ପୁରା କରିବେ, ବେପାର କାର୍ଯ୍ୟରେ ବାହାରକୁ ଯାଇପାରନ୍ତି, ପଦୋନ୍ନତିର ସ୍ରୋତ ଦେଖାଯାଉଛି, ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଲାଭଦାୟକ ସିଦ୍ଧ ହେବ । ବିଦେଶରେ କାମ କରୁଥିବା ଲୋକଙ୍କୁ ଭଲ ଫାଇଦା ମିଳିପାରିବ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କୁ ସବୁଠାରୁ ପ୍ରଥମେ ନିଜ ମନ ପସନ୍ଦର କାମ କରିବାକୁ ହେବ, ଦ୍ୱିତୀୟ କାମରେ ହସ୍ତକ୍ଷେପ କରନ୍ତୁ ନାହିଁ, କୋର୍ଟ କଚେରି ମାମଲାରେ ଦୁରେଇ ରହିବାକୁ ହେବ, ପରିବାର ଲୋକଙ୍କ ସହ ଅଧିକା ସମୟ ବିତାଇବାକୁ ଚାହିଁବେ, ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ବାହାନ ଚଲାଇବା ସମୟରେ ସାବଧାନ ରୁହନ୍ତୁ ।

୧୧) କୁମ୍ଭ୍ ରାଶି-ଆଜି ଆପଣଙ୍କ ଦିନ ଭଲରେ କଟିବ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧା ଆଜି ଶେଷହେବ, ଆପଣ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ବାହାନ ସୁଖ ପ୍ରାପ୍ତି ହେବ , ଅଧୁରା ମନୋକାମନାପୁରା ହୋଇପାରେ । କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ କଠିନ ନଜର୍ ଆସୁଛି, ଭବିଷ୍ୟକୁ ନେଇକରି ବହୁତ୍ ଚିନ୍ତିତରହିବେ, ଆପଣ ନିଜ ଆର୍ଥିକ ସ୍ଥିତିରେ ଟିକିଏ ଧ୍ୟାନ ଦିଅନ୍ତୁ, ଯେଉଁଠି ଦରକାର ସେଠି ପଇସା ଦିଅନ୍ତୁ, ଓ ନିଜ ବାଣୀ ଉପରେ ମଧୁରତା ରଖନ୍ତୁ, ଘରର ଛୋଟ ଛୁଆଙ୍କ ସହ ଭଲ ସମୟ ଅତିବାହିତ କରିବେ । ଜୀବନସାଥୀଙ୍କ ସହ ଆପଣଙ୍କ ଭଲ ତାଳମେଳ ରହିବ, ବେପାରରେ ମନ ମୁତାବିକ ଲାଭ ପାଇପାରିବେ ।

Leave a Reply

Your email address will not be published. Required fields are marked *