October 17, 2024

Odia Express

Here, There and Everywhere

ଯଦି Diwali ର ସଫାସଫିରେ ଏହି ଜିନିଷ ମିଳିଲେ ହୋଇଯାଅ ଖୁସି, ବୁଝିନେବେ କି ଜୀବନରେ ଆସିବାକୁ ଅଛି ଭଲର ଦିନ

1 min read

ଦିପାବଳୀର ଉତ୍ସବ ସବୁଠାରୁ ବଡ ଉତ୍ସବ ବୋଲି ମାନାଯାଏ, ଦଶହରାର ପରେ ସବୁ ଘରେ ଦିପାବଳିର ପ୍ରସ୍ତୁତି ହୋଇଯାଏ, ଏହି ଉତ୍ସବ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲୁଥିବା ବଡ ପର୍ବ ହୋଇଥାଏ, ପୌରାଣିକ କଥାର ଅନୁସାରେ ଏହି ଦିନ ଭଗବାନ ଶ୍ରୀରାମ, ମା ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ୧୪ ବର୍ଷର ବନବାସ ପୁରା କରିବାପରେ ଅଯୋଧ୍ୟା ଫେରିଥିଲେ, ଦୀପାବଳୀର ପର୍ବ ଯେପରି ପାଖେଇ ଆସୁଛି ସେମିତି ଲୋକଙ୍କ ମନରେ ଏହା ପ୍ରତି ଉତ୍ସାହ ଦେଖିବାକୁ ମିଳିଥାଏ, ଲୋକେ ବହୁତ ଦିନର ପୁର୍ବରୁ ନିଜ ଘରେ ସଫାସଫି କରିବାକୁ ଲାଗନ୍ତି, ଓ ଘରକୁ ସଜାଇବାପାଇଁ ନାନାପ୍ରକାରର ପ୍ରସ୍ତୁତି କରିବାକୁ ଲାଗନ୍ତି । ଦିପାବଳୀର ପର୍ବରେ ସବୁ ଘରେ ଭଲ ଭାବରେ ସଫାସଫି, ରଙ୍ଗ ଲଗାଯାଇଥାଏ, ଓ ଘରକୁ ସୁନ୍ଦର କରାଯାଏ, ଦୀପାବଳୀ ସବୁଠାରୁ ବଡ ପର୍ବ ଲୋକେ ନିଜ ଘରେ ଭଲରେ ସଜାସଜି କରନ୍ତି

ଯାହାଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀଙ୍କର ଘରେ ପ୍ରବେଶ ଓ ବାସ ହେଉ, ଏମିତି ମାନ୍ୟତା ଅଛି କି ଯେଉଁ ଘରେ ସଫାସଫି ହୋଇଥାଏ, ସେହି ଘରେ ମା ଲକ୍ଷ୍ମୀଙ୍କର ବାସହୋଇଥାଏ, ଏହି ଥର ଦିପାବଳୀର ଉତ୍ସବ ୪ ନଭେମ୍ବର ୨୦୨୧ କୁ ଅଛି, ଏହାପାଇଁ ଘରେ ସଫାସଫି ,ସପିଙ୍ଗ୍ ଆଜି କାମ ଆରମ୍ଭ ହୋଇସାରିଛି । ଯଦି ଆପଣ ନିଜ ଘରେ ସଫାସଫି କରୁଛନ୍ତି ତେବେ ଟିକିଏ ସତର୍କ ହୋଇଯାଆନ୍ତୁ , କାରଣ ସଫାସଫି ସମୟରେ କିଛି ଖାସ୍ ଜିନିଷ ଯଦି ଆପଣଙ୍କୁ ମିଳିଯାଏ ,ତେବେ ବୁଝିଯିବେ କି ଆପଣଙ୍କ ଭାଗ୍ୟ ବଦଳିବାର ଅଛି , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଘରର ସଫାସଫି ଅନୁସାରେ କିଛି ଜିନିଷର ମିଳିବା ବହୁତ ଶୁଭ ମାନାଯାଏ, ଯଦି ଏହି ଜିନିଷ ଆପଣଙ୍କୁ ଦିପାବଳୀର ସଫାସଫିରେ ମିଳିଥାଏ ତେବେ ଏହା ଜୀବନରେ ଆସୁଥିବା ଖୁସି ଓ ସଂପନ୍ନତାର ସଙ୍କେତକୁ ଦର୍ଶାଇଥାଏ, ତେବେ ଆସନ୍ତୁ ଜାଣିବା କେଉଁ ସେହି ଜିନିଷ ଗୁଡିକ ।

୧) ଅଚାନକ ପଇସା ମିଳିବା ହୋଇଥାଏ ଶୁଭ ସଙ୍କେତ : ଯଦି ଆପଣ ଦିପାବଳୀର ପୁର୍ବରୁ ଘରେ ନିଜର ସଫାସଫି କରୁଛନ୍ତି ତେବେ ସେହି ସମୟରେ ଆପଣଙ୍କୁ କେଉଁ ପର୍ସରେ ଅଚାନକ ନୋଟ୍ କିମ୍ବା ପଇସା ମିଳିଗଲେ ଏହା ବହୁତ ଶୁଭ ହୋଇଥାଏ, ଆପଣ୍ ଏହି ପଇସାରୁ ମନ୍ଦିରରେ ଦାନ କରିଦିଅନ୍ତୁ, ଏମିତି କରିଲେ ଧନର ଦେବୀ ମା ଲକ୍ଷ୍ମୀ ଜୀ ଆପଣଙ୍କ ଉପରେ କୃପା ବୃଷ୍ଟି କରିବେ ।

୨) ଶଙ୍ଖ କିମ୍ବା କଉଡି ମିଳିବା ହୋଇଥାଏ ଶୁଭ : ଯଦି ଦିପାବଳୀର ସଫାସଫି ସମୟରେ ଶଙ୍ଖ କିମ୍ବା କଉଡି ମିଳିଯାଏ ତେବେଏହା ବହୁତ ଶୁଭ ବୋଲି ଜଣାଯାଏ, କହିଦେବୁ କି ଏହି ଜିନିଷ ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ, ଯଦି ଏହା ଆପଣଙ୍କୁ ମିଳୁଛି ତେବେ ଏହାର ମତଲବ ଏହା କି ଆପଣଙ୍କୁ ଧନ ସହ ଯୋଡି ହୋଇଥିବା ଚିନ୍ତା ଦୁର ହୋଇଯିବ ।

୩) ମୟୁର ପୁଚ୍ଛ କିମ୍ବା ବଇଁଶୀ ମିଲିବା ହୋଇଥାଏ ଶୁଭ-  ଦିପାବଳିର ସଫାସଫି ସମୟରେ ଯଦି ଅଚାନକ ମୟୁର ପୁଚ୍ଛ କିମ୍ବା ବଇଂଶୀ ମିଳିଥାଏ ତେବେ ଏହାର ମତଲବ ହୋଇଥାଏ  ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ ମାନେ ଆପଣଙ୍କ ଜୀବନରେ ବହୁତ ଜଲଦି ଭଲ ହୋଇପାରେ ।

୪) ପୁରୁଣା ଚାଉଳ ମିଳିବା ହୋଇଥାଏ ଶୁଭ – ଯଦି ଆପଣ କେଉଁଆଡେ ଚାଉଳ ରଖିକରି ଭୁଲିଯାଇଛ ତେବେ ସଫାସଫି ସମୟରେ ଅଚାନକ ଏହା ଆପଣଙ୍କୁ ମିଳିଯାଏ ତେବେ ଏହାର୍ ମତଲବ ହୋଇଥାଏ କି ଆପଣଙ୍କ ଭାଗ୍ୟ ଚମକିବାର ଅଛି ।

୫) ଲାଲ୍ କପଡା ମିଳିବା ହୋଇଥାଏ ଶୁଭ- ଯଦି ଦିପାବଳୀରେ ସଫାସଫି ସମୟରେ ଲାଲ୍ କପଡା ମିଳିଯାଏ ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସମୟ ହେବାର ସଙ୍କେତ ଦେଇଥାଏ ।

Leave a Reply

Your email address will not be published. Required fields are marked *