October 18, 2024

Odia Express

Here, There and Everywhere

28 ଅକ୍ଟୋବର ୨୦୨୧ ର ରାଶିଫଳ, ଆଜି ଏହି ଚାରୋଟି ରାଶି ଦେଉଛନ୍ତି ଶୁଭ ସଙ୍କେତ ସୁଧୁରିଯିବ ଜୀବନ,ପଢନ୍ତୁ ରାଶିଫଳ

1 min read

ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ୨୮ ଅକ୍ଟୋବରର ରାଶିଫଳ କହିବୁ, ରାଶିଫଳର ସହାୟତାରେ ବ୍ୟକ୍ତି ନିଜ ଭବିଷ୍ୟତର ସହ ଯୋଡି ହୋଇଥିବା ପରିସ୍ଥିତିର ପୁର୍ବରୁ ଅନୁମାନ ଲଗାଇପାରେ, ଯାହାଦ୍ୱାରା କେଉଁ ବି ପରିସ୍ଥିତିକୁ ସେ ସାମ୍ନା କରିବାରେ ସକ୍ଷମ ହୋଇପାରୁ, ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖୋଗଳିୟ ବିଶ୍ଲେଷଣ କରାଯାଏ, ଆଜି ଆମେ ଆପଣଙ୍କୁ କେଉଁ କେଉଁ ପରିସ୍ଥିତି ଦେଇ ଯିବାକୁ ପଡିପାରେ ଏହା ବିଷୟରେ ଆମେ ଜଣାଇବୁ ।

ମେଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ । ଭାଗ୍ୟ ଆପଣଙ୍କ ଉପରେ ମେହେରବାନ୍ ରହିବ, ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ଚାକିରିର ଅନ୍ୱେଷଣରେ ଅଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିପାରିବ, ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ପୁରା ସହଯୋଗ ମିଳିପାରିବ, ମାନସିକ ଚିନ୍ତାରୁ ମୁକ୍ତି ମିଳିବ, ଘରର୍ ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ସଫଳ ହେବେ, ବେପାରର କାମରେ ଯାତ୍ରା କରିପାରିବେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସଫଳ ହେବ ।

ବୃଷ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟରହିବ, ପ୍ରେମ ଜୀବନରେ ରହିଥିବା ଲୋକଙ୍କୁ ଟିକିଏ ସଂମ୍ଭାଳିକରି ରହିବାକୁ ହେବ, ଆପଣ ନିଜ ସାଥିଙ୍କ ସହ କେଉଁ କଥାକୁ ନେଇ ଯୁକ୍ତି କରନ୍ତୁ ନାହିଁ । ସାମାଜିକ କାର୍ଯ୍ୟରେ ଭାଗ ନେବେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ବିବାହ ଭଲ ପ୍ରସ୍ତାବ ମିଳିପାରିବ, ଯାହା ଦ୍ୱାରା ପରିବାରରେ ଖୁସିର ମାହୋଲ୍ ରହିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆପଣ ନିଜ ରାଗ ଉପରେ କାବୁ ରଖିବାକୁ ହେବ, ଅନ୍ୟଥା କାହା ସହ ବାଦ ବିବାଦ ହୋଇପାରେ ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ଠିକ୍ ନଜର ଆସୁଛି, ପୁଜା ପାଠରେ ଆପଣଙ୍କମନ ଅଧିକା ଲାଗିବ, ମା ବାପାଙ୍କ ସହ ଧାର୍ମିକ ସ୍ଥଳର ଯାତ୍ରା ପୋଗ୍ରାମ କରିପାରନ୍ତି, ବିଦ୍ୟାର୍ଥୀଙ୍କ ପାଇଁ ଦିନ ବହୁତ ଭଲ ରହିବ, କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳାଫଳ ମିଳିବାର ଆଶା ଅଛି, ବନ୍ଧୁଙ୍କ ସହ ମିଶିକରି ଆପଣ କେଉଁ ନୁଆ କାମ ଆରମ୍ଭ କରିପାରିବେ, ଯାହା ଭବିଷ୍ୟରେ ଲାଭଦାୟକ ସିଦ୍ଧ ରହିବ, ରୋଜଗାରରେ ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ, ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ବେତନରେ ବୃଦ୍ଧି ହେବାର ଖୁସିଖବର ମିଳିପାରିବ ।

ସିଂହ ରାଶି- ଆଜି ଆପଣଙ୍କୁ ନିଜ କାମକାର୍ଯ୍ୟରେ ଶୁଭ ପରିଣାମ ହାସିଲ୍ ହୋଇପାରିବ, କାର୍ଯ୍ୟାଳୟରେ ଆପଣଙ୍କ ପ୍ରଭାବ ହେବ, ବଡ ଅଧିକାରୀ ଆପଣଙ୍କ ପୁରା ସପୋର୍ଟ କରିବେ । ଘରର ଆର୍ଥିକ ସ୍ଥିତି ମଜବୁତ୍ ହେବାର ଆପଣଙ୍କ ଭୁମିକା ଅଧିକା ରହିବ । ମାନସିକ ଚିନ୍ତାରୁ ମୁକ୍ତି ମିଳିବ । ଯଦି ଆପଣ କେଉଁ ନିବେଶ କରିବାକୁ ଚାହଁନ୍ତି ଆଜିର ଦିନ ଭଲ ଖବର ଆସୁଛି, ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟରେ ନିଜ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବେ, ବନ୍ଧୁଙ୍କ ସହ ମଉଜ ମସ୍ତି ପାଇଁ କେଉଁ ଯାତ୍ରାର ପୋଗ୍ରାମ ବନାଇ ପାରିବେ ।

କନ୍ୟା ରାଶି- ଆଜି ଆପଣଙ୍କ ଦିନ ଟିକିଏ ଚିନ୍ତାରେ ଭରି ରହିବ । ବିଷମ ପରିସ୍ଥିତିରେ ଆପଣଙ୍କୁ ଧୈର୍ଯ୍ୟ ହେବାର ରଖିବାର ଅଛି । ଜରୁରୀ କାମରେ ଫୋକସ୍ କରିବାର ଆବଶ୍ୟକତା ଅଛି, ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହ କେଉଁ କଥାକୁ ନେଇକରି ଯୁକ୍ତିତର୍କ ହୋଇପାରେ , ଆପଣଙ୍କୁ ନିଜ ବାଣୀ ଓ ରାଗରେ କଣ୍ଟ୍ରୋଲ୍ ରଖିବାର ଆବଶ୍ୟକତା ଅଛି, ମା ବାପାଙ୍କ ସେବା କରିବାପରେ ମଉକା ମିଳିପାରେ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠା ରହିବ, ରାଜନୀତି କ୍ଷେତ୍ରରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ସଫଳତା ମିଳିବାର ଯୋଗ ଅଛି, ବିଦ୍ୟାର୍ଥୀଙ୍କୁ କଠିନ ବିଷୟରେ ଫୋକସ୍ କରିବାକୁ ହେବ ।

ତୁଳା ରାଶି- ଆଜି ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଫଳି ଭୁତ ହେବ, ଆପଣଙ୍କ ମନ ପ୍ରସନ୍ନ ହେବ, ସନ୍ତାନଙ୍କ ତରଫରୁ ଉନ୍ନତି ଖୁସିଖବର ମିଳିପାରିବ, ବହୁତ ଲମ୍ବା ସମୟରେ ଅଟକିଥିବ ହେବ ପଇସା ଫେରିବାର ଯୋଗ ଅଛି ,ଆର୍ଥିକ ସ୍ଥିତି ମଜବୁତ୍ ହେବ, ଘରୋଇ ଦରକାର ପୁର୍ତ୍ତି ହେବ, ବେପାରରେ କେଉଁ କଥାରେ ଭରସାରେ ଜଲଦି ନ କରନ୍ତୁ, ଅନ୍ୟଥା କ୍ଷତି ହୋଇପାରେ, ଯଦି ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ ଫଇସଲା ନେଉଛନ୍ତି ତେବେ ଭାବ ବିଚାର ନିଶ୍ଚିତ୍ କରନ୍ତୁ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଜୀବନସାଥୀ ଆପଣଙ୍କ ପୁରା ସାହାଯ୍ୟ କରିବ ।

ବିଛା ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରୁପରେ ଫଳଦାୟକ ରହିବାର ଅଛି, ଆପଣଙ୍କ ମନରେ କାମରେ ଲାଗିବ, ବନ୍ଧୁଙ୍କ ପୁରା ସାହାଯ୍ୟ ମିଳିବ, ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ , ବଡ ଅଧିକାରୀ ଆପଣଙ୍କ କାମକୁ ପସନ୍ଦ କରିବେ, ବେପାରରେ ଲାଭଦାୟକ ବୁଝାମଣା ହୋଇପାରେ, ଆପଣଙ୍କ ଭାବନା ସକରାତ୍ମକ ରହିବ, ଯାହାର କାରଣରୁ ଆପଣଙ୍କ ଭଲ ଲାଭ ହେବ, କେଉଁ ପୁରୁଣା କ୍ଷତିର ଭରପାଇ ହୋଇପାରେ , ଯଦି ଆପଣ ପଇସା ଉଧାର ଫେରିପାରିବ, ଆପଣଙ୍କ ବ୍ୟକ୍ତିତ୍ୱରେ ନିଖାର ଆସିବେ, ଆପଣ ନିଜ ମଧୁର ବାଣୀରୁ ଅନ୍ୟ ହୃଦୟ ଜିତିପାରନ୍ତି ।

ଧନୁ ରାଶି- ଆଜି ଆପଣ ଦିନ କର୍ମବ୍ୟସ୍ତତା ରହିବ, ଜରୁରୀ କାମକୁ ନେଇକରି କେଉଁ ଲମ୍ବା ଦୁରରେ ଯାତ୍ରା କରିବାକୁ ପଡିବ, ଯାତ୍ରା ସମୟରେ ଆପଣଙ୍କୁ ବାହାନର ପ୍ରୟୋଗରେ ସାବଧାନ ରଖିବାର ଆବଶ୍ୟକତା ଅଛି, ଦାମ୍ପତ୍ୟ ଜୀବନରେ ଉତଥାନ ପତ୍ତନରେ ଦେଖିବାକୁ ମିଳିବ, ଆପଣଙ୍କ ନିଜ ଜୀବନସାଥୀ ଭାବନାଙ୍କୁ ଅଟେ, ପ୍ରେମ ଜୀବନରେ ଭଲ ରହିବ, ତାହା ସହ କେଉଁ ଭଲ ଜାଗା ବୁଲିବାକୁ ଯାଇପାରନ୍ତି ।

ମକର ରାଶି- ଆଜି ଆପଣଙ୍କ ଦିନ ଉନ୍ନତି ଭରା ରହିବ, ଆପଣଙ୍କ କିଛି ଅଧୁରା ପୁରା ହୋଇପାରେ, କାର୍ଯ୍ୟାଳୟରେ କମ୍ ପରିଶ୍ରମରେ ଅଧିକା ସଫଳତା ପ୍ରବଳ ଯୋଗ ନଜର ଆସୁଛି, ଅଟକିଥିବା କାମ ପୁରା ହେବ, ଆପଣ ନିଜ ଦାୟିତ୍ୱକୁ ଭଲ ତରିକାରେ ପୁରା କରିବେ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ସଂମ୍ପର୍କ ପକ୍କା ହୋଇପାରେ , ଘର ପରିବାର ମାହୋଲ୍ ଖୁସିମୟ ହୋଇପାରିବ, ଯଦି କୋର୍ଟ୍ କଚେରି ଯୋଡି ହୋଇଥିବା କିଛି ମାମଲା ଚାଳୁଛି, ତେବେ ସେଥିରୁ ସଫଳତା ମିଳିବାର ସଂମ୍ଭାବନା ଅଛି, ସନ୍ତାନ ତରଫରୁ ଚିନ୍ତା ଦୁର ହେବ, ଦୁର ସଂଚାର ମାଧ୍ୟମରେ ହର୍ଷବର୍ଦ୍ଧନ ସମାଚାର ମିଳିପାରେ, ଯେଉଁଥିରେ ମନ ଅତି ପ୍ରସନ୍ନ ହେବ ।

କୁମ୍ଭ ରାଶି- ଆଜି ଭାଗ୍ୟ ଓ ସମୟ ଆପଣ ପକ୍ଷରେ ରହିବାର ଅଛି, କମ୍ ପରିଶ୍ରମରେ ଅଧିକା ସଫଳତା ମିଳିବାର ଆଶା ନଜର ଆସୁଛି, ଯଦି ଆପଣଙ୍କ ପୁର୍ବରୁ କିଛି ନିବେଶ କରିଛନ୍ତି ତେବେ ଭଲ ଫାଈଦା ହେବ, ସ୍ୱାମୀ ସ୍ତ୍ରୀ ଜଣେ ଅନ୍ୟଙ୍କ ଭାବନାକୁ ବୁଝିପାରିବେ, ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ, ଆପଣ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରିବେ,  କାର୍ଯ୍ୟ କ୍ଷେତ୍ରରେ ଆଜି ମାନ ସମ୍ମାନ ବଢିବ, ଘରେ କେଉଁ ସଦସ୍ୟରୁ ଖୁସିଖବର ମିଲିବାର ସଂମ୍ଭାବନା ନଜର ଆସୁଛି, ଯାହାଦ୍ୱାରା ମନ ଖୁସି ରହିବ ।

ମୀନ ରାଶି- ଆଜି ଆପଣ ଦିନ ମିଳାମିଶା ବ୍ୟତିତ ହେବାର ଅଛି, ବେପାରରେ ଗତି ଧିମା ହୋଇପାରେ, ଯାହାକୁ ନେଇକରି ଆପଣ ଚିନ୍ତିତ ହୋଇପାରନ୍ତି, ଆଅଣ ନିଜ କେଉଁ କାମରେ ବିଳମ୍ବତା ଯୋଗୁଁ କାମ ବିଗିଡିପାରେ, ଅଧିକାଲାଭର ଚକ୍କରରେ ଆପଣ ଭୁଲ୍ ପଦକ୍ଷେପ ଉଠାନ୍ତୁ ନାହିଂ, ଭବିଷ୍ୟରେ ହଇରାଣ ହୋଇପାରନ୍ତି, ଛୁଆଙ୍କ ନକରାତ୍ମକ ଗତିବିଧିଗୁଡିକ ଉପରେ ନଜର ରଖିବାର ଆବଶ୍ୟକତା ଅଛି, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଏହି ଉପଦେଶ ଦିଆଯାଏ କି ଯଦି ଆପଣ କେଉଁ ମହତ୍ତ୍ୱପୁର୍ଣ୍ଣ ଦସ୍ତାବିଜ ଉପରେ ହସ୍ତାକ୍ଷର୍ କରୁଛନ୍ତି ତେବେ ଠିକ୍ ସେହି ପ୍ରକାରର ପଢିନିଅନ୍ତୁ, ଅନ୍ୟଥା ଭବିଷ୍ୟରେ ହଇରାଣ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *