October 17, 2024

Odia Express

Here, There and Everywhere

ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି ଏହି ୪ ଟି ରାଶିର (Zodic) ଲୋକ, ଏମାନଙ୍କ ପାଖରେ କେବେ ହୋଇନଥାଏ ପଇସାର ଅଭାବ

1 min read

ପଇସା ଏମିତି ଏକ ଜିନିଷ ଅଟେ ଯାହା ସମସ୍ତଙ୍କୁ ଦରକାର୍ ପଡିଥାଏ, ଏହାକୁ କମାଇବାପାଇଁ ଲୋକେ ଦିନରାତି ପରିଶ୍ରମ କରିଥାନ୍ତି, ବହୁତଥର ପରିଶ୍ରମ ଓ ଟ୍ୟାଲେଣ୍ଟ ପରେ ପଇସା ଆପଣଙ୍କ ପାଖକୁ ଆସେ ନାହିଁ, ଯଦି ବି ଆସିଥାଏ ତେବେ ଅଧିକା ଦିନ ଯାଏଁ ରହିପାରିନଥାଏ,  ସେମିତି ଅନ୍ୟପଟେ କିଛି ଲୋକଙ୍କୁ ବିନା କେଉଁ ପରିଶ୍ରମରେ ଏହାସବୁ କିଛି ମିଳିଯାଇଥାଏ, ଏମିତି ତାଙ୍କ ଶାନଦାର୍ ଭାଗ୍ୟକୁ ନେଇ ହୋଇଥାଏ । ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ କିଛି ବିଶେଷ ରାଶିର ଲୋକଙ୍କୁ ପଇସାର ମାମଲାରେ ବହୁତ୍ ଲକି ହୋଇଥାନ୍ତି, ଏହି ଜାତକରେ ଧନର ଅଭାବ କେବେ ଦେଖାଯାଏ ନାହିଁ, ପଇସାର ମାମଲାରେ ଏହାର ଭାଗ୍ୟ ପ୍ରବଳ ହୋଇଥାଏ, ଏମିତିରେ ପଇସା ନିଜେ ଚାଲିକରି ତାଙ୍କ ପାଖକୁ କେମିତି ବି ଚାଲିଆସେ, ତେବେ ଆସନ୍ତୁ ଜାଣିବା କେଉଁ ସେହି ଭାଗ୍ୟଶାଳୀ ରାଶିଗୁଡିକ ।

୧) ମେଷ ରାଶି- ଏହି ରାଶି ଉପରେ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ରହିଥାଏ, ଏମାନଙ୍କୁ କେବେ ପଇସାର ଅଭାବ ଦେଖାଯାଏ ନାହିଁ, ସେମିତି ତ ମେଷ ରାଶିର ଲୋକେ ପରିଶ୍ରମ କରିବାକୁ କେବେ ଭୟ କରନ୍ତି ନାହିଁ, କିନ୍ତୁ ଲକ୍ଷ୍ମୀଙ୍କର୍ ଆଶିର୍ବାଦରୁ ସେମାନେ ବିନା ପରିଶ୍ରମରେ ବହୁତ କିଛି ପାଇଥାନ୍ତି, ଏହି ଲୋକ ଏମାନେ ନିଜ କାମକୁ ବହୁତ ସିରିୟସ୍ ନେଇ କରନ୍ତି, ଏମାନଙ୍କ ଏହି କାମର ପ୍ରଶଂସା ହୋଇଥାଏ, ଓ ପଇସା ବି ବହୁତ ଆସିଥାଏ, ଏମାନେ କେବେ ବି ବେକାର ଖର୍ଚ୍ଚ କରନ୍ତି ନାହିଁ, ଓ ପଇସା ସଞ୍ଚୟ ରଖିବାରେ ବିଶ୍ୱାସ ରଖନ୍ତି ।

୨) ବିଛା ରାଶି- ଯେବେ ପଇସା କଥା ଆସେ ତେବେ ଏହି ରାଶିର ଜାତକର ଲୋକେ ଭାଗ୍ୟ ଆକାଶଛୁଆଁ ହୋଇଥାଏ, ଏମାନେ ଯେଉଁକାମରେ ହାତ୍ ଦିଅନ୍ତି ତାହା ସହଜରେ ପୁରା ହୋଇଯାଏ, ଏମାନଙ୍କୁ ପଇସା କ୍ଷତି ବହୁତ କମ୍ ହୋଇଥାଏ, ଅଧିକାଂଶ ସ୍ଥିତିରେ ଏମାନେ ନିବେଶ କରିଥିବା ପଇସା ସୁଧ ସମେତ ମିଳିଯାଏ, ଏମାନଙ୍କ ଦିମାଗ୍ ବହୁତ ତେଜ୍ ହୋଇଥାଏ, ଏମାନେ ନିଜ ଚତୁରତାର ସହ ସବୁ କାମ ବାହାର କରିଦିଅନ୍ତି, ପଇସାର ମାମଲାରେ ଏମାନେ କେବେ ବୋକା ବନନ୍ତି ନାହିଁ, ନିଜ ଭାଗ୍ୟ ବଳରେ ଏମାନେ ଏକ ବଢିଆ ଜୀବନ ବଞ୍ଚନ୍ତି ।

୩) ମକର ରାଶି- ଏହି ରାଶିର ଜାତକରେ ଅଧିକା ସଂଘର୍ଷ କରିବାକୁ ପଡିନଥାଏ, ଭାଗ୍ୟ ସବୁବେଳେ ଏମାନଙ୍କ ଉପରେ କୃପା କରିଥାଏ, ଏମାନେ ଯେଉଁ କାମକୁ ହାତ ଦିଅନ୍ତି ତେବେ ସେ ଜଲଦି ହୋଇଯାଏ, ପଇସା କମାଇବାର୍ ଦକ୍ଷତା ଏମାନଙ୍କ ମଧ୍ୟରୁ ହିଁ ଜନ୍ମ ନେଇଥାଏ, ଏମାନେ ନିଜର କେବେ କ୍ଷତି କରନ୍ତି ନାହିଁ, ଏମାନଙ୍କ କମ୍ ସଂମ୍ବଳରେ ପଇସା କମାଇବା ଭଲ ଭାଅରେ ଆସିଥାଏ, ଏମାନେ ପରିଶ୍ରମରୁ ଅଧିକା ଦିମାଗରେ କାମ୍ କରିବା ପସନ୍ଦ ହୋଇଥାଏ, ଏକ ପ୍ରକାରରୁ ଆପଣ ଏମାନଙ୍କୁ ସ୍ମାର୍ଟ୍ ୱାର୍କର୍ ଭାବେ ଜାଣିପାରନ୍ତି ।

୪) କୁମ୍ଭ ରାଶି- ଏହି ରାଶିର୍ ଜାତକର ଲୋକେ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି । ଏଥିପାଇଁ ଅଧିକାଂଶ ନିର୍ଣ୍ଣୟ ଦିମାଗରୁ ନେଇଥାନ୍ତି,  ଏହି ଭାବନାକୁ ବହିକରି କିଛି ଫଇସଲା କରନ୍ତି ନାହିଁ, ଏମାନଙ୍କ ଏହି ଭାବନା ତାଙ୍କୁ ଏକ ଭଲ ବିଜନେସ୍ ମ୍ୟାନ୍ ବନାଇଥାନ୍ତି, ଏମାନେ ଜବ୍ କରନ୍ତୁ କି ବିଜନେସ୍ କରନ୍ତୁ ସେମାନେ ଭଲ ବିଜନେସ୍ କରିପାରନ୍ତି, ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ସଦେବ ରହିଥାଏ, ଏମାନଙ୍କ ଦ୍ୱାରା କରାଯାଇଥିବା ଅଧିକାଂଶ କାମ ବିନା ଦ୍ୱିଧାରେ ହୋଇଯାଏ, ପଇସା କମାଇବାର୍ ଦକ୍ଷତା ଏମାନଙ୍କ ମଧ୍ୟରେ ବହୁତ ଭଲଭାବରେ ଦେଖିବାକୁ ମିଳେ।

Leave a Reply

Your email address will not be published. Required fields are marked *