October 17, 2024

Odia Express

Here, There and Everywhere

ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକାଣୀ ଅଟନ୍ତି Saraali ଖାନ୍, ସବୁ ମାସ କମାନ୍ତି ଏତେ ଟଙ୍କାର ଧନରାଶି

ବଲିଉଡ୍ ର ଲୋକପ୍ରିୟ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଏବେ ବଲିଉଡ୍ ରେ ଏକ ଅଲଗା ପରିଚୟ ବନାଇସାରିଛନ୍ତି, ସାରା ଛୁଆବେଳରୁ ଅଭିନେତ୍ରୀ ହେବାର ଇଚ୍ଛା ରଖିଥିଲେ, ଓ ସେ ଏହି ସ୍ୱପ୍ନକୁ ପୁରା ବି କରିଥିଲେ, ଏତିକି ନୁହେଁ ସାରା ବହୁତ କମ୍ ସମୟରେ ବଲିଉଡ୍ ରେ ନିଜ ନାଁକୁ ଲୋକପ୍ରିୟ କରିଥିଲେ, ଏବେ ସେ କୋଟିପତି ଅଭିନେତ୍ରୀ ଭାବେ ଜଣାଯାଆନ୍ତି, ଓ ସେ ଏବେ କୋଟିଏ ଉପରେ ସଂମ୍ପତ୍ତିର ମାଲିକାଣୀ ହୋଇସାରିଛନ୍ତି, ତେବେ ଆସନ୍ତୁ ଜାଣିବା ସାରା ଅଲ୍ଲୀ ଖାନ୍ ଙ୍କ୍ ବିଷୟରେ ।

ଫିଲ୍ମ କେଦାରନାଥରୁ ଡେବ୍ୟୁ କରିଥିବା ସାରା ଅଲ୍ଲୀ ଖାନ୍ ନିଜ ଶାନଦାର୍ ଅଭିନୟ ବଳରେ ଜଣାଯାଉଥିଲେ, ସେ ନିଜ ପ୍ରଥମ ଫିଲ୍ମରୁ ଲୋକଙ୍କ ହୃଦୟ ଜିତିଥିଲେ, ଏକ ରିପୋର୍ଟରୁ ଜଣାଯାଏ କି ସାରା ଅଲ୍ଲୀ ଖାନ୍ ପ୍ରାୟ ୨୯ କୋଟି ଟଙ୍କାର ସଂମ୍ପତ୍ତିର ମାଲିକାଣୀ ଅଟନ୍ତି । ସାରା କେବଳ ଲକଜୁରୀ ଗାଡିର ସଉକ ରଖନ୍ତି ନାହିଁ ବରଂ ତାଙ୍କ ପାଖରେ ଏକ ଆଲିଶାନ୍ ଘର ନିଜର୍ ଅଛି, କହିଦେବୁ କି ସାରା ମର୍ସଡିଜ୍ ଜି ୱାଗେନ୍ ଦାମ୍ ୧,୩ କୋଟି ଦାମର ଗାଡିର ମାଲିକାଣୀ ଅଟନ୍ତି, ଏହା ଛଡା ତାଙ୍କ ପାଖରେ ହୋଣ୍ତା ସିଆରବି କାର୍ ବି ଅଛି, ଯାହାର ଦାମ୍ ୩୦ ଲକ୍ଷ ଅଟେ ।

କହିଦେବୁ କି ତାଙ୍କ ଘର ତ ଫିଲ୍ମରେ ନାଁ କମାଇବାପରେ କିଛି ପଇସା କମାଇବାପରେ ମୁମ୍ବାଇରେ ଏକ ଘର କିଣିଥିଲେ, ଯାହାର ଦାମ୍ ୧,୫ କୋଟି ଅଟେ, କୁହାଯାଉଛି କି ସାରା ଅଲ୍ଲୀ ଖାନ୍ ଏହି ଘରକୁ ଏବେ ସିଫ୍ଟ୍ କରିସାରିଛନ୍ତି, ପରେ ସେ କହିଲେ କି ସେ ନିଜ ମା ଓ ଭାଇଙ୍କ ସହ ରହୁଛନ୍ତି । ସାରା ଅଲ୍ଲୀଙ୍କ ପାଖରେ ମହଙ୍ଗା ମହଙ୍ଗା ବ୍ରାଣ୍ତର କପଡା ଓ ଘଡିର ଭଲ କଲେକ୍ସନ୍ ଅଛି, ତାହା ସହ ସେ ଲକଜୁରୀ ପର୍ସର ସଉକ ରଖନ୍ତି, ସାରାଙ୍କ ପାଖରେ ଲାଲ୍ ରଙ୍ଗର ବୋଟେଗା ବେନେଟା ମିଲାନୋ ଉଲୁରୁ ବ୍ୟାଗ୍ ଅଛି, ଯାହାର ଦାମ୍ ୬ ଲକ୍ଷ ଅଟେ, ଏହା ଛଡା ତାଙ୍କ ପାଖରେ ବୁଲଗାରି ସପେଟି ଟୁବୋଗାସ୍ ୱାଚ୍ ଅଛି, ଯାହାର ଦାମ୍ ୯ ଲକ୍ଷ ଟଙ୍କା କୁହାଯାଉଛି ।

କଥା ହେବା ସାରାଙ୍କ ଡ୍ରେସ୍ ବିଷୟରେ ତେବେ ସେ ସବୁବେଳେ ଡିଜାଇନର୍ ଓ ମହଙ୍ଗା କପଡା ପିନ୍ଧିବାର ସଉକ ରଖନ୍ତି, ସାରା ଅଲ୍ଲୀ ଖାନ୍ ୪୦ ରୁ ୫୦ ହଜାର ଟଙ୍କାର୍ ଆଉଟଫିଟ୍ ପିନ୍ଧିଥିବାର ଦେଖାଯାଏ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଆନ୍ତି, ଏହା ଛଡା ସାରାଙ୍କୁ ମହଙ୍ଗା ମହଙ୍ଗା କୁର୍ତ୍ତା ପାଇଜାମା ପିନ୍ଧିବାର ସଉକ ଅଛି, ସେ ଅଧିକାଂଶ ସମୟ ଟ୍ରାଡିସନାଲ୍ ଲୁକ୍ ରେ ଦେଖାଯାଇଥାନ୍ତି । ଫିଲ୍ମର ଛଡା ସାରା ଅଲ୍ଲୀ ଖାନ୍ ବିଜ୍ଞାପନ ଓ ବ୍ରାଣ୍ତ ଏଣ୍ତୋସମେଣ୍ଟ ଜରିଆରେ ଭଲ କମାଇକରିଦିଅନ୍ତି, ରିପୋର୍ଟରୁ ମାନିଲେ ସବୁ ମାସ ୫୦ ଲକ୍ଷ ଟଙ୍କାରୁ ଅଧିକା କମାଇଥାନ୍ତି, ବର୍ଂ ସବୁ ବର୍ଷ କମାଇ ୨୯ କୋଟି ରୁ ଅଧିକା କୁହାଯାଉଛି ।

କହିଦେବୁ କି ସାରା ଅଲ୍ଲୀ ଖାନ୍ ୨୦୧୮ ରେ ଫିଲ୍ମ କେଦାରନାଥ ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ, ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଦେଖାଯାଇଥିଲେ, ଏହାପରେ ପ୍ରସିଦ୍ଧ ଅଭିନେତା ରଣବୀର ସିଂଙ୍କ ସହ ଫିଲ୍ମ ସିମ୍ବାରେ ଦେଖାଯାଇଥିଲେ, ଏଥିରେ ସାରାଙ୍କ ଅଭିନୟକୁ ବହୁତ୍ ପସନ୍ଦ୍ କରାଯାଇଥିଲା । ତାପରେ ସେ ଲଭ୍ ଆଜ୍ କଲ୍ ୨  ଓ କୁଲି ନମ୍ବର ୧ ରେ କାମ କରିଥିଲେ, ଓ ବଲିଉଡ୍ ରେ ଚର୍ଚ୍ଚିତ ହୋଇଯାଇଥିଲେ, ୱାର୍କଫ୍ରଣ୍ତକଥା କହିଲେ କି ସାରା ଅଲ୍ଲୀ ଖାନ୍ ଜଲଦି ଅକ୍ଷୟ କୁମାର ଓ ଧନୁଷଙ୍କ ସହ ଅତରଙ୍ଗୀରେ ରେ ନଜର ଆସିବେ

ଏହା ଛଡା ସେ ଦି ଇମୋର୍ଟଲ୍ ଅଶ୍ୱଥାମା ରେ ଦେଖାଯିବେ, କୁହାଯାଊଛି କି ଏହି ଫିଲ୍ମରେ ସାରା ପ୍ରଥମ ଆକ୍ସନ୍ କରିବାର ଦେଖାଯାଆନ୍ତି । ଯେବେ ସାରା ଫିଲ୍ମ ଦୁନିଆଁରେ ପାଦ ରଖିନଥିଲେ ତେବେ ତାଙ୍କ ଓଜନ ୯୬କିଲୋ ଥିଲା, କିନ୍ତୁ ଫିଲ୍ମରେ ଆସିବା ପୁର୍ବରୁ ସେ ନିଜକୁ ଫିଟ୍ କରିନେଲେ, ଆଜି ଫିଟନେସ୍ ମାମଲାରେ ସବୁଠାରୁ ଆଗରେ ଅଛନ୍ତି, ସାରା ଅଲ୍ଲୀ ଖାନ୍ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହନ୍ତି, ଓ ବହୁତଥର ନିଜ ସୁନ୍ଦରତା ଫଟୋଗୁଡିକ ସେୟାର୍ କରିଦିଅନ୍ତି, ସୋସିଆଲ୍ ମିଡିଆରେ ସାରା ଅଲ୍ଲୀଙ୍କ ଜବରଦସ୍ତ ଫ୍ୟାନ୍ ବେସ୍ ଅଛି ।

Leave a Reply

Your email address will not be published. Required fields are marked *