June 26, 2025

Odia Express

Here, There and Everywhere

ଜଙ୍ଗଲରେ ମା ଠାରୁ ଅଲଗା ହୋଇଗଲା ହାତୀ (Elephant) ଛୁଆ, ତାପରେ ଜଙ୍ଗଲର ରେଞ୍ଜର୍ସମାନେ ମା ସହ କରାଇଲେ ଭେଟ, ଦେଖନ୍ତୁ ଭିଡିଓ

ମା ଓ ଗୋଟେ ଛୁଆର ସଂମ୍ପର୍କ ଏକ ନିବିଡ ସଂମ୍ପର୍କ ହୋଇଥାଏ, ସେ ସେମିତି ଏହି ସଂମ୍ପର୍କ କେଉଁ ମଣିଷର ହେଉ କିମ୍ବା କେଉଁ ପଶୁର, ମଣିଷ ପରି ପଶୁ ବି ନିଜ ଛୁଆଙ୍କୁ ବହୁତ ଭଲ ପାଆନ୍ତି, ଓ ଛୁଆଙ୍କୁ ଟିକିଏ ଦୁରେଇ ଗଲେ ସେ ବହୁତ ଚିନ୍ତିତ ହୋଇଯାଆନ୍ତି, କିଛି ଏମିତି ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଳ୍ ହେଉଛି, ଯେଉଁଥିରେ ଏକ ହାତିର ଛୁଆ ନିଜ ମା ଠାରୁ ଅଲଗା ହୋଇଯାଏ, ତାପରେ ଫରେଷ୍ଟ ରେଞ୍ଜର୍ସ ହାତିର ଏହି ଛୁଆକୁ ତାର ପରିବାର ସହ ଦେଖାଇବା ପାଇଁ ଯାଆନ୍ତି

ଏହି ଛୁଆ ହାତି ଓ ରେଞ୍ଜର୍ସଙ୍କ ଫଟୋଗୁଡିକ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ସେମିତି ସୋସିଆଳ୍ ମୀଡିଆରେ ୟୁଜର୍ସ୍ ରେଞ୍ଜର୍ସଙ୍କ ବହୁତ୍ ପ୍ରଶଂସା କରୁଛନ୍ତି । ଫଟୋରେ ଆପଣ ଦେଖିପାରିବେ କି ବହୁତ ସୁନ୍ଦରିଆ ହାତିଛୁଆ ରେଞ୍ଜର୍ସଙ୍କ ପାଖରେ ଠିଆ ହୋଇଛି, ଯେପରି ସେ ଠିଆ ହୋଇଛି ଦେଖିଲେ ଲାଗୁଛି ସେ ତାର ମା କୁ ଦେଖା କରିବାକୁ ବହୁତ ଖୁସି ଅଛି, ଓ ସେ ଏହି ରେଞ୍ଜର୍ସଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି

କହିଦେବୁ କି ଏହି ଛୁଆ ହାତି ଓ ରେଞ୍ଜର୍ସଙ୍କ ଫଟୋ ଆଇଏଫଏସ୍ ସୁଧା ରମନ ସେୟାର୍ କରିଥିଲେ, ଯାହାକୁ ବହୁତ ପସନ୍ଦ କରାଯାଇଥିଲା, ଏହି ଫଟୋକୁ ସେୟାର୍ କରି ସୁଧା ରମଣ କ୍ୟାପସନ୍ ରେ ଲେଖିଥିଲେ କି ରେଞ୍ଜ ଅଫିସର୍ ପ୍ରସାଦ ଓ ତାଙ୍କ ଟିମ୍ ଏହି ହାତିର ଛୁଆକୁ ତାର ମା ଓ ପରିବାର ସହ ଦେଖାକରାଇଲା, କେଉଁ ଡ୍ୟୁଟିକୁ ମାନ୍ୟତା ଦେବାର ସବୁଠାରୁ ଭଲ ତରିକା ହୋଇଥାଏ କି ତାଣ୍କୁ ମନେ ରଖାଯାଏ । ଏହା ଛଡା ସେ ଏକ ଭିଡିଓ ସେୟାର୍ ବି କରିଥିଲେ, ଯେଉଁଥିରେ ଆପଣ ଦେଖିପାରିବେ କି ଛୁଆ ହାତି ନିଜ ମା ଆଡକୁ ଯାଉଛି

ଏପଟ ସେପଟ ଦେଖିବାଅରେ ବହୁତ ଦୁରରୁ ଛୁଆର ମା ର ନଜର ନିଜ ଛୁଆ ଉପରେ ପଡିଲା, ଓ ସେ ଜୋର୍ ରେ ଚିତ୍କାର କରିବାକୁ ଲାଗିଲା, ଛୁଆକୁ ଦେଖାକରିବାପାଇଁ ମା ଖୁସି ହୋଇଯାଇଚି, ଏହା ଦେଖି ତାଙ୍କ ଟିମ୍ ପୁରା ଖୁସି ହୋଇଗଲେ, ଆପଣ ଦେଖିପାରିବେ କି ଛୁଆ ହାତିଟି କିପରି ରେଞ୍ଜର୍ସଙ୍କ ପଛେ ପଛେ କିପରି ଖୁସିରେ ଦୌଡି ଦୌଡି ଚାଳୁଛି,  ଓ ପରିଶେଷରେ ଟିମ୍ ର ଲୋକେ ଏହି ଛୁଆର ହାତିକୁ ତାର ପରିବାର ସହ ସାକ୍ଷାତ କରାଉଛନ୍ତି ।

ରେଞ୍ଜର୍ ଅଫିସର୍ ପ୍ରସାଦ ଏହି ଫଟୋ ଉପରେ ସୋସିଆଲ୍ ମିଡିଆର ୟୁର୍ଜସ ଲଗାତାର୍ କମେଣ୍ଟ କରି ପ୍ରଶଂସା କରୁଛନ୍ତି, ଜଣେ ୟୁଜର୍ ଲେଖିଥିଲେ କି ମାନବର ଅସଲି କାମ ଏହା ଅଟେ, ତେବେ ଆଉଜଣେ ଲେଖିଥିଲେ କି ଏହି ଛୁଆ ହାତୀ ମା ବହୁତ ଖୁସି ହେବ, ଜଣେ ୟୁଜର୍ ଲେଖିଥିଲେ କି ଇଣ୍ଟରନେଟ୍ ଚଳାଉଥିବା ଲୋକେ ସେମିତି ଏହି କଥାକୁ ଭୁଲି ଯିବେ କିନ୍ତୁ ଛୁଆ ହାତୀ ମା ଏହି ରେଞ୍ଜର୍ସଙ୍କୁ ସବୁଦିନ ମନେ ରଖିବ , ଏହା ଛଡା ବହୁତ ଲୋକ କମେଣ୍ଟ କରି ନିଜ ପ୍ରତିକ୍ରିୟା ଜାହିର୍ କରିଛନ୍ତି ।

Leave a Reply

Your email address will not be published. Required fields are marked *