October 18, 2024

Odia Express

Here, There and Everywhere

ଏହି ବ୍ୟକ୍ତି ଘନ Jungle ମଧ୍ୟରେ ନିଜ ପୁରୁଣା କାର୍ ରେ କରୁଥିଲା ନିଜ Strangest ଜୀବନଯାପନ, ୧୭ ବର୍ଷରୁ କଟାଇନଥିଲା ନିଜ ଦାଢୀ ଓ ମୁଣ୍ତର ବାଳ

ମଣିଷ ଜୀବନ ବାହାରୁ ଯେତେ ସହଜ ଦେଖାଯାଏ ସେତିକି ଭିତରୁ ଜଟିଳ ହୋଇ ରହିଥାଏ , ପାରିବାରିକ ଝଗଡା ଓ ଚିନ୍ତାରେ ବହୁତଥର ବ୍ୟକ୍ତି ନିଜ ଘର ଦ୍ୱାର ଛାଡିକରି ଏକେଲା ରହିବାପାଇଁ ବାଧ୍ୟ କରିଦେଇଥାଏ, କିଛି ଲୋକ ନିଜ ପରିବାର ଛାଡିକରି ଯାଇପାରନ୍ତି ନାହିଁ, କାରଣ ତାଙ୍କର ଦାୟିତ୍ୱବୋଧ ତାଙ୍କୁ ସେହି ପରିବାର ମଧ୍ୟରେ ବାନ୍ଧି ରଖିଦିଏ, ତେବେ ସେମିତି କିଛି ଲୋକ ଏମିତି ହୋଇଥାନ୍ତି ଯାହାଙ୍କ ପାଇଁ ସମାଜ ଓ ସୋସାଇଟି ପ୍ରେସର୍ ପଡିଥାଏ , ପରିଶେଷରେ ଏହି ସବୁ ଜିନିଷକୁ ତ୍ୟାଗ କରି ସେଠାରୁ ପଳେଇଯିବାକୁ ଉଚିତ୍ ମନେ କରନ୍ତି।

ଏମିତି ଏକ ବ୍ୟକ୍ତି ସହ ଆଜି ଆମେ ଏହି ପୋଷ୍ଟରେ ସାକ୍ଷାତ କରାଇବାକୁ ଯାଉଛୁ ଯାହାଙ୍କ ଜୀବନରେ ହେଉଥିବା ହଲଚଲରୁ ଏମିତି କିଛି ଏହି ପ୍ରକାର ପ୍ରଭାବିତ କଲା ସେ ସବୁ କିଛି ମଧ୍ୟରେ ଛାଡିକରି ଘରରୁ ଦୁରରେ ଏକ ଜଙ୍ଗଲରେ ରହିବାକୁ ଫଇସଲା କଲେ, ଏତିକି ନୁହେଁ ବରଂ ସେ ଘନ ଜଙ୍ଗଲରେ ରହିକରି ଏବେ ୧୭ ବର୍ଷର ଲମ୍ବା ସମୟ କଟାଇସାରିଛନ୍ତି, ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ବିଷୟରେ ପୁରା କାହାଣୀ ବିସ୍ତାରରେ ।

ଯଦି ଆପଣଙ୍କୁ ଏହି ବ୍ୟକ୍ତିର ପୁରା କାହାଣୀ ଭଲ ଭାବରେ ବୁଝିବା ଓ ଜାଣିବାକୁ ଚାହୁଁଛନ୍ତି ତେବେ ଥରେ କର୍ଣ୍ଣାଟକର ଦକ୍ଷିଣରେ ଥିବା ଦୁଇଟି ଗାଁ ଅଡତାଲେ ଓ ନକ୍କାରେ ର ଆଖପାଖରେ ଥିବା ସୁଲ୍ଲିଅ ତାଲୁକରେ ହୋଇଥିବା ଘନ ଜଙ୍ଗଲ ଦେଇଯିବାକୁ ହେବ, ଏହି ଜଙ୍ଗଲ ଦେଖିବାକୁ ସେମିତି ମାମୁଲି ଲାଗିଥାଏ କିନ୍ତୁ ଏଠାରେ ୧୭ ବର୍ଷରୁ ନିଜ ସମୟ ଅତିବାହିତ କରିପାରିବା ଏକ ଆଶ୍ଚର୍ଯ୍ୟଜନକ କଥା ଅଟେ, ସେମିତି ଏହି ଜଙ୍ଗଲରେ ରହିଥିବା ଏହି ବ୍ୟକ୍ତି ଜଙ୍ଗଲରେପ୍ରାୟ ତିନିରୁ ଚାରି କିଲୋମିଟର ଦୁରରେ ନିଜର ଏକ ଛୋଟ ଘର ତିଆରି କରିଛି

ଏହା ପାଇଁ ସେ ପ୍ଲାଷ୍ଟିକ୍ ଓ ସିଟସ୍ ବ୍ୟବହାର କରି ନିଜ ଚାଳିଆ ବନାଈଛି, ଚାଳିଆକୁ ବନାଇବାପାଈଁ ସେ ବାଉଁଶର ବ୍ୟବହାର କରିଛି, ସେମିତି ଚାଳିଆର ଭିତରେ ଏକ ପୁରୁଣା ଆମ୍ବାସଡର କାର୍ ଅଛି, ଯାହାକି ଏବେ କବାଡ ହାଲତ୍ ରେ ଅଛି, କାର୍ ଭିତରେ ଏକ ରେଡିଓ ପଡିଛି, ଯାହା ଆଜି ବି ଚାଳୁଛି, ଖବରରୁ ଜଣାଯାଏ କି ଏହି କବାଡା କ୍ର୍ ମାଲିକ ଓ ଜଙ୍ଗଲରେ ରହୁଥିବା ବ୍ୟକ୍ତି ଚନ୍ଦ୍ରଶେଖର ଅଟନ୍ତି

ବର୍ତ୍ତମାନ ସମୟରେ ଚନ୍ଦ୍ରଶେଖରଙ୍କ ବୟସ ୫୬ ବର୍ଷ ଅଟେ, ଦେଖିବାକୁ ସେ ବହୁତ ପତଳା ଓ ଦୁର୍ବଳ ଦେଖାଯାଉଛନ୍ତି ଓ ଚେହେରାରେ ତାଙ୍କର ଲମ୍ବା ଲମ୍ବା ବାଳ ପଡୁଛି । ସୁଚେଇ ଦେବୁ କି ଚନ୍ଦ୍ରଶେଖର ଏହି ଘନ ଜଙ୍ଗଲରେ ରହିବାର ଏତେ ବର୍ଷ ହୋଇସାରିଛି କିନ୍ତୁ ଏବେ ପର୍ଯ୍ୟନ୍ତ ସେ ନିଜ ବାଳ ଓ ଦାଢୀକୁ କଟାଇନାହାନ୍ତି, ଏଠାରେ ରହିବାର ପୁର୍ବରୁ ତାଙ୍କର ପାଖରେ ଦେଢ ଏକର ଜମିଥିଲା, ଯେଉଁଠି ସେ ଚାଷ କରି ନିଜ୍ ପରିବାରର ଖର୍ଚ୍ଚ ଚଳାଉଥିଲେ, ୨୦୦୩ ରେ ଚନ୍ଦ୍ରଶେଖରଙ୍କୁ ଏକ ବ୍ୟାଙ୍କ୍ ରୁ ଲୋନ୍ ନେବାକୁ ପଡିଲା

କେବଳ ୪୦ ହଜାରର ଏହି ଛୋଟ ଲୋନ୍ କୁ ସେ ଚାହିଁକରି ବି ତାକୁ ସୁଝିପାରିଲେ ନାହିଁ, ଯାହାପରେ ବ୍ୟାଙ୍କ୍ ଲୋକେ ତାଙ୍କ ଜମିକୁ ନିଲାମ କରିଦେଲେ, ହାରି କରି ସେ ନିଜ ଭଉଣୀର ସହ ରହିବାପାଇଁ ଘରକୁ ଚାଲିଆସିଥିଲା, କିନ୍ତୁ ସବୁଦିନ ପାଟିତୁଣ୍ତରୁ ତାଙ୍କୁ ଆହୁରି ଭାଙ୍ଗିଦେଲା, ଓ ସେ ଜଙ୍ଗଲ ଯାଇକରି ଏକେଲା ବଞ୍ଚିବାକୁ ମନ ବଳାଇଦେଲା । ଯେବେ ଚନ୍ଦ୍ରଶେଖର ଭଉଣୀର ଘରକୁ ଛାଡିଥିଲା ତ ଜଙ୍ଗଲରେ ତାଙ୍କ ପାଖରେ କେବଳ ୨ ଯୋଡା କପଡା ଓ ଏକ ଚପଲ ଥିଲା, ଆଜି ୧୭ ବର୍ଷ ପରେ ସେ ଏହି ଦୁଇଟି କପଡା ଓ ଚପଲର ସହ୍ ଅଛି

ରହିବା ଓ ଶୋଇବାକୁ କହିଲେ ଚନ୍ଦ୍ରଶେଖର ନିଜ କାର୍ ଭିତରେ ଶୋଇଥାନ୍ତି, ଓ ଅଧିକା ଖରାରୁ ରକ୍ଷା ପାଇବା ପାଇଁ ସେ ଏହାଉପରେ ଏକ ପ୍ଲାଷ୍ଟିକ୍ ଚାଦର୍ ବା ସିଟ୍ ପକାଇଛନ୍ତି, ଗାଧୋଇବା ପାଇଁ ସେ ନଦୀରେ ଯାଇ ଗାଧାନ୍ତି, ଓ ପତ୍ରର ସୁଖିଲା ପତ୍ରକୁ ବାସ୍କେଟ୍ ବନାଇକରି ଆଖପାଖ ଗାଁରେ ବିକ୍ରି କରନ୍ତି ଏଥିରୁ ଯାହା ପଇସା ମିଳେ ତେବେ ସେଥିରେ ସେ ଡାଲି, ଚାଉଳ ଓ ଅନ୍ୟାନ୍ୟ ପରିବା ପତ୍ର ଓ ସଉଦା କିଣନ୍ତି, ଆଜି ବି ଚନ୍ଦ୍ରଶେଖରଙ୍କ ମାନିବା କଥାକି ବ୍ୟାଙ୍କ୍ ଦ୍ୱାରା ଦିନେ ନା ଦିନେ ତାଙ୍କ ଜମି ଆଉଥରେ ସେ ଫେରି ପାରିବେ ।

Leave a Reply

Your email address will not be published. Required fields are marked *