October 27, 2024

Odia Express

Here, There and Everywhere

Shahrukh ଖାନ୍ ଆରବ ଟଙ୍କାର ସଂମ୍ପତ୍ତିର ଅଟନ୍ତି ମାଲିକ,ଓକିଲ କହିଲେ ଆର୍ୟନ୍ ଖାନ୍ କିଣିପାରିବେ ନିଜର ସିପ୍ କିନ୍ତୁ କାହିଁକି ଏପରି ଛୋଟ କାମ କଲେ..

1 min read

ବଲିଉଡ୍ ଇଣ୍ତଷ୍ଟ୍ରିର କିଙ୍ଗ୍ ଖାନ୍ କୁହାଯାଉଥିବା ଲୋକପ୍ରିୟ ଅଭିନେତା ସାହାରୁଖ୍ ଖାନ୍ ନିଜ ଦମରେ ଫିଲ୍ମ ଇଣ୍ତଷ୍ଟ୍ରିରେ ଏକ ଭଲ ସଫଳତା ଅର୍ଜନ କରିପାରିଛନ୍ତି, ସାହାରୁଖ୍ ଖାନ୍ ଙ୍କ ଫ୍ୟାନ୍ସ ଫଲୋଇଙ୍ଗ୍ ଜବରଦସ୍ତ ଅଛି, ସାହାରୁଖ୍ ଖାନ୍ ନିଜ ବଢିଆ ଅଭିନୟ ବଳରେ ଲକ୍ଷାଧିକ ଓ କୋଟିଏ ଲୋକଙ୍କର ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି, ଫ୍ୟାନ୍ସ ତାଙ୍କୁ କିଙ୍ଗ୍ ଖାନ୍, ବାଦଶାହ,ଓ ଆଦି ନାମରେ ଡକନ୍ତି, ସାହାରୁଖ୍ ଖାନ୍ ନିଜ ଫିଲ୍ମ କ୍ୟାରିୟରରେ ଗୋଟେ ରୁ ବଳି ଗୋଟେ ସୁପରହିଟ୍ ଫିଲ୍ମ ଦେଇଛନ୍ତି, ଓ ଦର୍ଶକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଛି । ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ବଲିଉଡ୍ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ସାହାରୁଖ୍ ଖାଁଙ୍କ ପୁଅ ଆର୍ୟନ୍ ଖାନ୍

ଏହି ଦିନ କ୍ରୁଜ୍ ମାମଲାରେ ନାରକୋଟ୍ରିକ୍ସ ବ୍ୟୁରୋ ଏନସିବି ହିଫାଜତ୍ ରେ ଅଛି, ଏମିତିରେ ଆର୍ୟନଙ୍କୁ ଜାମିନ୍ ଦେବାପାଇଁ କୋର୍ଟରେ ତାଙ୍କ ଓକିଲ ସତିଶ୍ ମାନସିନ୍ଦେ ନାନା ପ୍ରକାର ତର୍କ ଦେଇଥିଲେ, କିନ୍ତୁ ଏହାପରେ ବି ତାଙ୍କ ରିମାଣ୍ତ ଅବଧି ବଢାଇଦିଆଗଲା, ନିଜ ପୁଅକୁ କେସ୍ ଲଢିବାପାଇଁ ସାହାରୁଖ୍ ଖାନ୍ ବଡ ଓକିଲଙ୍କୁ କରାଗଲା, ଏହି ଦିନ ସାହାରୁଖ୍ ଖାନ୍ ଙ୍କ ପୁଅ ଆର୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ସାମିଲ୍ ହେବା କାରଣରୁ ଅସୁବିଧାରେ ଫସିଯାଇଛନ୍ତି ।

ଆପଣଙ୍କୁ କହିଦେବୁ କି ଓକିଲ ସତିଶ୍ ମାନସିନ୍ଦେ ସବୁ ଆରୋପକୁ ଖାରିଜ୍ କରିଦେଇଥିଲେ, ଓ ସେ କହିଲେ କି ଆର୍ୟନ୍ ସେମିତି ଚାହିଁଲେ ପୁରା ସିପ୍ କିଣିପାରିବେ, ସତିଶ୍ ମାନସିନ୍ଦେଙ୍କ ଏହି ବୟାନ୍ ଇଣ୍ଟରନେଟ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି, ଏମିତି ସ୍ଥିତିରେ ସମସ୍ତେ ସାହାରୁଖ୍ ଖାନ୍ ଙ୍କ ଆୟ ଓ ଧନ ଦୌଲତ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କହିଦେବୁ କି ସାହାରୁଖ୍ ଖାନ୍ ନାଁ କେବଳ କିଙ୍ଗ୍ ଖାନ୍ ନୁହେଁ ବରଂ ତାଙ୍କ ପାଖରେ ବହୁତ ସାରା ସଂମ୍ପତ୍ତି ଅଛି ।

ସାହାରୁଖ୍ ଖାନ୍ ନିଜ ପରିଶ୍ରମଓ ନିଜ ଭଲ ଅଭିନୟର ବଳରେ ବଲିଉଡ୍ ଇଣ୍ତଷ୍ଟ୍ରିରେ ଏକ ଭଲ ନାଁ କମାଇଛନ୍ତି, ସାହାରୁଖ୍ ଖାନ୍ ଙ୍କ ଘର ଦୁନିଆଁର ସବୁଠାରୁ ଶାନଦାର୍ ଘର ଭାବରେ ଖ୍ୟାତି ଅଛି, ତାଙ୍କର ଏହି ମନ୍ନତ ବିଷୟରେ ସମସ୍ତେ ଚର୍ଚ୍ଚା କରନ୍ତି, ଯଦି ଆମେ ସାହାରୁଖଙ୍କ ସଂମ୍ପତ୍ତି ବିଷୟରେ କଥା ହେବା ତେବେ ତାଙ୍କର ସଂମ୍ପତ୍ତି ଦେଶ ଦୁନିଆଁରେ ବ୍ୟାପିଛି, ସାହାରୁଖ୍ ଖାନ୍ ଙ୍କ ଗଣନା ଦୁନିଆଁର ଧନୀକ ବ୍ୟକ୍ତିଙ୍କ ଶ୍ରେଣୀରେ କରାଯାଏ, ଏତିକି ନୁହେଁ ବରଂ ଗାଡିରେ ବି ସାହାରୁଖଙ୍କ ଗଣନା ସବୁଠାରୁ ଧନୀକ ଭାବେ କରାଯାଏ, ଏତିକି ନୁହେଁ ବରଂ ଆର୍ୟନଙ୍କ ଓକିଲ କହିଲେ କି ସେ କ୍ରୁଜରେ ଡ୍ରଗ୍ସ ବିକ୍ରି କରିବାର ଦରକାର ନାହିଁ, ସେ ନିଜେ ନିଜର ସିପ୍ କିଣିପାରିବେ ।

ଆପଣଙ୍କୁ କହିଦେବୁ କି ଫୋବର୍ସ ମ୍ୟାଗାଜିନ୍ ବଲିଉଡ୍ ସୁପରଷ୍ଟାର୍ ସାହାରୁଖ୍ ଖାନ୍ ଙ୍କୁ ଦୁନିଆଁର ସବୁଠାରୁ ଧନୀ ଅଭିନେତା ଭାବେ ସାମିଲ୍ କରିଥିଲେ, ଖବରରୁ ଜଣାଯାଏ କି ସାହାରୁଖ ଖାନ୍ ଙ୍କ ସମୁଦାୟ ସଂମ୍ପତ୍ତି ପ୍ରାୟ ୬୦୦ ମିଲିୟନ୍ ଡଲାର୍ ଅଛି, ସାହାରୁଖ୍ ଖାନ୍ ଯେଉଁ ଆଲିଶାନ୍ ବଙ୍ଗଲାରେ ରହୁଛନ୍ତି  । ତାହାର ନାଁ ହେଲା ମନ୍ନତ ଯାହାକି ଦୁନିଆଁର ଟପ୍୧୦ ବଙ୍ଗଳାର ହିସାବରେ ଜଣାଯାଏ , ଏହା ପୁରା ଧଳା ମାର୍ବଲରେ ତିଆରି ହୋଇଛି, ଏହି ବଙ୍ଗଳାର ଦାମ୍ ୨୦୦ କୋଟି ବୋଲି କୁହାଯାଉଛି, ଖବର ଅନୁସାରେ ୬ ମହଲା ସାହାରୁଖ୍ ଖାନ୍ ଙ୍କ ଏହି ବଙ୍ଗଲା ମନ୍ନତ ପ୍ରାୟ ୨୬ ହଜାର ବର୍ଗ ଫୁଟ୍ ପର୍ଯ୍ୟନ୍ତ ବ୍ୟାପିଛି

ଅଭିନେତା ୧୯୯୫ ରେ ପ୍ରାୟ ୧୩ କୋଟି ଟଙ୍କାରେ ଏହାକୁ କିଣିଥିଲେ, ସେହି ସମୟରେ ଏହି ବଙ୍ଗଳାର ମାଲିକ ପାରସୀ ଗୁଜୁରାଟି କିକୁ ଗାନ୍ଧୀଙ୍କ ନାଁରେ ଥିଲା । କହିଦେବୁ କି ସାହାରୁଖ୍ ଖାନ୍ ଙ୍କ ଘରେ ବିଜୁଳିର ବିଲ୍ ମାସିକ ୪୩ ଲକ୍ଷ ଟଙ୍କା ଆସେ, ଆପଣ ଏଥିରୁ ଅନୁମାନ ଲଗାଇଦିଅନ୍ତୁ ଯେତେ ଟଙ୍କାର ବିଜୁଳି ବିଲ୍ ସେ ଦେଉଛନ୍ତି ସେତିକି ଟଙ୍କାରେ ଏକ ଫ୍ଲାଟ୍ କିଣାଯାଈପାରିବ, କେବଳ ଭାରତରେ ନୁହେଁ ଦୁବାଇରେ ତାଙ୍କର ଲକଜୁରୀ ବଙ୍ଗଲା ଅଛି, ପାମ୍ ଜୁମେରାଜ୍ ନାମକ ଏହି ଭିଲା ପ୍ରାୟ ୨୪ କୋଟି କୁହାଯାଉଛି, ସାହାରୁଖ୍ ଖାନ୍ ଙ୍କ ଲଣ୍ତନ ପାର୍କ ଲେନ୍ ରେ ଏକ ଘର ଅଛି ଯାହାର ଦାମ୍ ୧୭୨ କୋଟି ଅଟେ

ଆପଣଙ୍କୁ କହିଦେବୁ କି ସାହାରୁଖ୍ ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସର କୋ-ଓନର୍ ଅଟନ୍ତି, ସେ ୨୦୦୭ ରେ ଏହି ଟିମ୍ କିଣିଥିଲେ, ସେ ଚୁହି ଚାୱଲାଙ୍କ ସହ ମିଶିକରି ଏହାକୁ ନିବେଶକରିଥିଲେ, ତାଙ୍କ ପାଖରେ ଫ୍ରାଞ୍ଚାଇଜିର ୫୫ ପ୍ରତିଶତ ଷ୍ଟକ୍ ଅଛି, ଯାହାର ଦାମ୍ ୫୭୫ କୋଟି ଟଙ୍କାରୁ ଅଧିକା ଅଟେ, ଏହା ଛଡା ସାହାରୁଖ୍ ମହଙ୍ଗା ଗାଡିର ସଉକ ରଖନ୍ତି , ସେ ଟ୍ୟାଗ୍ ହୁବର୍ ଗ୍ରାଣ୍ତ କେରେରା କାଲିଭର୍ ୧୭ ଆରଏସ୍ କ୍ରୋନୋଗ୍ରାଫ୍ ଘଣ୍ଟା ପିନ୍ଧନ୍ତି, ଭାରତରେ ଏହି ଘଣ୍ଟାର ଦାମ୍ ୨,୫ ଲ‍କ୍ଷ କୁହାଯାଉଛି । ତାଙ୍କ ପାଖରେ ହାର୍ଲେ ଡେଭିଡସନ୍ ଡାୟନା ଷ୍ଟ୍ରିଟ୍ ବବ୍ ଅଛି, ଯାହା ଟିୟର୍ ରଗଡ୍ କ୍ରୁଜର୍ ବାଇକ୍ ଅଟେ

ଯାହାର ଦାମ୍ ୧୦ ଲକ୍ଷ ଅଟେ, ସାହାରୁଖଙ୍କ ପାଖରେ ବହୁତ ବାନିଟି ବୈନ୍ ଅଛି, ଯାହାର ଦାମ୍ ୩,୮ କୋଟି ଟଙ୍କା ଅଟେ, ସାହାରୁଖଙ୍କ ମହଙ୍ଗା ଘର, ମହଙ୍ଗା ଗାଡି, ଓ ମହଙ୍ଗା କପଡାର ମାଲିକ ଅଟନ୍ତି, ଏହା ଛଡା ତାଙ୍କ ପାଖରେ ବେଣ୍ଟେଲେ କଣ୍ଟିନେଟାଲ୍ ଜିଟି କାର୍ ଅଛି, ଯାହାକୁ ସେ ଚଲାନ୍ତି, ଏହାର ଦାମ୍ ୪ କୋଟି ଅଟେ, ସାହାରୁଖ ଖାନ୍ ଙ୍କ ପାଖରେ ଅଡି ଏ୬ ୫୬ ଲକ୍ଷ, ରୋଲ୍ସ ରୋୟାସ୍- ୪,୧ କୋଟି, ବିଏମଡବଲୁ ୬ ସିରିଜ୍, ୧,୩ କୋଟି, ବିଏମଡବଲୁ ୭ ସିରିଜ୍, ୨ କୋଟି, ଓ ବିଏମଡବଲୁ ଆଇ ୮ ୨,୬ କୋଟି, ତାଙ୍କ ପାଖରେ ୧୪ କୋଟି ର ଏକ ସ୍ପୋର୍ଟ୍ସ କାର୍ ବୁଗାଡି ବେରାନ୍ ଅଛି, ଓ ୨,୮ କୋଟିର ଏକ ମର୍ସଡିଜ୍ ବେଞ୍ଚ ଅଛି ଯାହାର ମଡେଲ୍ ହେଲା ଏସ୬୦୦

ଗାଡିର ସଉକ ସହ ତାଙ୍କ ପାଖରେ ଏକ ପ୍ରାଇଭେଟ୍ ଜେଟ୍ ବି ଅଛି ଯାହାର ଦାମ୍ କୋଟିଏ ଉପରେ ହେବ। ଅଭିନେତା ସାହାରୁଖ୍ ଫିଲ୍ମର ମାଧ୍ୟମରେ କୋଟିଏ ଟଙ୍କା କମାଇଥାନ୍ତି, ଏହା ସହ ବିଜ୍ଞାପନରେ ବି କୋଟିଏ ଟଙ୍କା କମାଇଦିଅନ୍ତି, ବହୁତ୍ ବଡ ବ୍ରାଣ୍ତସ୍ ଓ ଅଣ୍ତୋସ୍ ରେ ସେ କରନ୍ତି , ସାହାରୁଖ୍ ଖାନ୍ ଙ୍କ ନିଜର ଏକ୍ ପ୍ରଡକ୍ସନ୍ ହାଉସ୍ ଅଛି ଯେଉଁଠି ପ୍ରଡକ୍ସନ୍ ଓ ଭିଏଫଏକ୍ସ୍ କାମ ହୋଇଥାଏ, ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ର ବାର୍ଷିକ ଟର୍ଣ୍ଣଓଭର୍ କଥା କହିଲେ ୫୦୦ କୋଟିରୁ ଅଧିକା ଅଛି।

Leave a Reply

Your email address will not be published. Required fields are marked *