October 17, 2024

Odia Express

Here, There and Everywhere

Sunny ଦେଓଲ ଗୋଟେ ସମୟରେ ରହିସାରିଛନ୍ତି ଏହି ସୁନ୍ଦର ଅଭିନେତ୍ରୀମାନଙ୍କ ସହ ଆଫେୟାର୍, ବର୍ଷ ବର୍ଷ ଧରି ଲୁଚାଇଥିଲେ ବାହା ହେବାର ଖବର

1 min read

ଅଭିନେତା ସନି ଦେଓଲଙ୍କ ଗଣନା ସେହି ବଢିଆ କଳାକାରଙ୍କ ମଧ୍ୟରେ ହୋଇଥାଏ ଯାହାଙ୍କ ଅଭିନୟରୁ ସିନେମାଘରରେ ଲୋକେ ବିନା ତାଳି ଓ ସିଟିରୁ କରିପାରିବେ ନାହିଁ। ତାଙ୍କର ସବୁ ଫିଲ୍ମରେ ଦମଦାର୍ ଡାଇଲଗ୍ ଓ ଆକ୍ସନ୍ ସିନ୍ ଦର୍ଶକଙ୍କ ବହୁତ ପସନ୍ଦ ହୋଇଥାଏ, ସେମିତି ତାଙ୍କ ପର୍ସନାଲ୍ ଲାଇଫ୍ କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି, ଆଜି ଏହି ପୋଷ୍ଟର୍ ଜରିଆରେ ଆମେ ଆପଣଙ୍କୁ ସନିଦେଓଲଙ୍କ ଜୀବନରେ ଆସିଥିବା କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କସହ ସନିଦେଓଲଙ୍କ ସଂମ୍ପର୍କ ଗଢିଉଠିଥିଲା, ଓ ସେହି ସମୟରେ ସେହି ଅଭିନେତ୍ରୀଙ୍କ କାରଣରୁ ସେ ବହୁତ ଚର୍ଚ୍ଚାରେ ରହିଥିଲେ ।

୧) ଅମୃତା ସିଂ- ଫିଲ୍ମ ବେତାବ୍ ସନିଙ୍କ ପ୍ରଥମ ଫିଲ୍ମ ଥିଲା, ଏହାର ରିଲିଜ୍ ପରେ ସେ ରାତାରାତି ସୁପରଷ୍ଟାର୍ ହୋଇଗଲେ, ଫିଲ୍ମରେ ଅମୃତା ସିଂ ଥିଲେ, ଦୁହେଁଙ୍କ ଯୋଡିକୁ ଲୋକେ ବହୁତ ପସନ୍ଦ କରିଥିଲେ, ଓ ଫିଲ୍ମକୁ ଜବରଦସ୍ତେ ରେସପନ୍ସ ମିଳିଲା, ଏମିତିରେ ଦୁହେଁଙ୍କ ରିୟଲ ଲାଇଫରେ ରୋମାନ୍ସ ଆରମ୍ଭ ହୋଇଗଲା, ଅମୃତା ସିଂ ସନିଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ, ସେମିତି ଦୁହେଁଙ୍କ ସଂମ୍ପର୍କକୁ ବାହାଘର ନାଁ ଦେବାକୁ ସେ ପୁରା ପ୍ରସ୍ତୁତ ଥିଲେ, ସେ ଏହି କଥା ନିଜ ମାଙ୍କୁ କହିଥିଲେ, ତାଙ୍କ ମା କହିଥିଲେ କି ଟିକେ ଭଲରେ ସନିଙ୍କ ବିଷୟରେ ଜାଣିନେ, ଏହି ମଧ୍ୟରେ ଅମୃତା ସିଂଙ୍କୁ ଜଣାପଡିଲା କି ସନି ବିଦେଶରେ ପୁଜା ନାମକ ଏକ ଝିଅ ସହ ରିଲେସନସିପ୍ ରେ ଅଛନ୍ତି ଯାହାକୁ ଶୁଣିକରି ସେ ପୁରା ଭାଙ୍ଗିପଡିଲେ ।

୨) ମୀନାକ୍ଷୀ ଶେଷାଦ୍ରୀ- ଫିଲ୍ମ ଦାମିନୀ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ସନି ଦେଓଲଙ୍କ ସହ ଡେଟ୍ କରିସାରିଛନ୍ତି, ଦୁହେଁଙ୍କ ଯୋଡିକୁ ଦର୍ଶକ ବଡ ପରଦାରେ ବହୁତ ପସନ୍ଦ୍ କରିଥିଲେ, ଦୁହେଁ ବହୁତ୍ ସୁପରହିଟ୍ ଫିଲ୍ମ ଦେଇଛନ୍ତି, କିନ୍ତୁ ଦୁହେଁଙ୍କ ସଂମ୍ପର୍କ ଅଧିକା ଦିନ ଯାଏଁ ଚାଲିପାରିଲା ନାହିଁ ।

୩) ଡିମ୍ପଲ୍ କାପଡିଆ- ଏହାପରେ ସନି ଦେଓଲଙ୍କ ପ୍ରେମ କାହାଣୀରେ ଫିଲ୍ମ ବବିର ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କ ଏଣ୍ଟ୍ରି ହୋଇଥାଏ, ଡିମ୍ପଲ୍ ଏମିତି ଏକ ଅଭିନେତ୍ରୀ ଥିଲେ ଯାହାଙ୍କ ସହ ସନିଙ୍କ ପ୍ରେମ କାହାଣୀ ପୁରା ବଢିଯାଇଥିଲା, ଦୁହେଁଙ୍କ ଲଭ୍ ଷ୍ଟୋରୀ ବିବାହ ପରେ ଆରମ୍ଭ ହେଲା, ଡିମ୍ପଲ୍ ଅଭିନେତା ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ, ସେ ଅଲଗା ହୋଇକରି ସନିଙ୍କ ସହ ନିଜ ଲଭ୍ ଷ୍ଟୋରୀ ଆଗକୁ ବଢାଇଲେ, ଏହି ମଧ୍ୟରେ ଯେବେ ଡିମ୍ପଲ୍ ଙ୍କ ବିବାହ ହେଲା ତେବେ ସନି ନିଜେ ତାଙ୍କ ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିଲେ, କିନ୍ତୁ ୧୧ ବର୍ଷ ପର୍ଯ୍ୟନ୍ତ ଡିମ୍ପଲ୍ ସନିଙ୍କ ଛାଡପତ୍ରର ଅପେକ୍ଷାରେ ଥିଲେ, କିନ୍ତୁ ସନି ଦେଓଲ ପୁଜାଙ୍କୁ ଛାଡପତ୍ର ଦେଇନଥିଲେ, ଓ ଦୁହେଁ ଏହାପରେ ଅଲଗା ହୋଇଗଲେ।

୪) ରବିନା ଟଣ୍ତନ- ବଲିଉଡ୍ ର ଅଭିନେତ୍ରୀ ରବିନା ଟଣ୍ତନ ଓ ସନିଦେଓଲଙ୍କ୍ ବହୁତ ସାରା ଫିଲ୍ମ ଏକା ସାଙ୍ଗେ କରିଛନ୍ତି, ଦୁହେଁ ଫିଲ୍ମ ଜିଦ୍ଦି ଓ କ୍ଷେତ୍ରୀୟ ସମୟରେ ପରସ୍ପର ଘନିଷ୍ଠ ହୋଇଥିଲେ, ପରେ ଦୁହେଁ ବହୁତ ଲମ୍ବା ସମୟ ଆଫେୟାର୍ ରେ ରହିବାପରେ ଅଲଗା ହୋଇଯାଇଥିଲେ, କାରଣ ସେ ବିବାହିତ ଥିଲେ ।

ସନିଦେଓଲ ଲୁଚିକରି ବିଦେଶରେ ବିବାହ କରିନେଇଥିଲେ, ତାଙ୍କ ବାହାଘରର ଏକ ଫଟୋଅଛି, ଯାହାକି ୟୁକେର ମ୍ୟାଗାଜିନ୍ ରେ କଭର୍ ପେଜ୍ ଭାବେ ଛପା ହୋଇଥିଲା, କୁହାଯାଉଛି କି ପୁଜା ଙ୍କ ସାଙ୍ଗରେ ସନି ଙ୍କ ବିବାହ ବିଜନେସ୍ ଏଗ୍ରୀମେଣ୍ଟକୁ ନେଇକରି ହେଲା, ଯାହାପରେ ଦୁହେଁ ବିଜନେସ୍ କରିବାବାଲା ଫ୍ୟାମିଲି ସଂମ୍ପର୍କରେ ବଦଳିଗଲା, ଏହି କାରଣରୁ ସନି ବହୁତ ବର୍ଷ ପର୍ଯ୍ୟନ୍ତ ନିଜ ବାହାଘର ଖବରକୁ ଲୁଚାଇ ରଖିଥିଲେ, ସନି ଫିଲ୍ମ ବେକାବୁ ରୁ ନିଜ ଡେବ୍ୟୁ କରିଥିଲେ, ଏହି ଫିଲ୍ମ ସମୟରେ ତାଙ୍କ ବିବାହ କରିବା କଥା ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *