October 17, 2024

Odia Express

Here, There and Everywhere

ଗୋଟେ ଫେସବୁକ୍ Post କରାଇଦେଲା ମା ଝିଅଙ୍କ ମିଳନ, ୧୪ ବର୍ଷ ପୁର୍ବରୁ ଅପହରଣ ହୋଇଯାଇଥିଲେ ଝିଅ

ଦୁନିଆଁରେ ଏମିତି କେଉଁ ବହି ଲେଖା ହୋଇନଥିବ ଯେଉଁଥିରେ ମା ର ଭଲ ପାଇବା ବିଷୟରେ କୁହାଯାଇନଥିବ । ମାଙ୍କ ରୁପ ଏହି ଦୁନିଆଁରେ ସବୁଠାରୁ ବଡ ହୋଇଥାଏ । ଏଇ କଥା ଲୋକପ୍ରିୟ ହୋଇଛି କି କିଏ ବି ମାର ଭଲ ପାଇବାକୁ ବରାବରୀ କରିପାରିବ ନାହିଁ,  ତାହା ସହ ମାର ଭଲ ପାଇବା କିଏ ବି ସୁଝିପାରିବ ନାହିଁ, ମାର ଏହି ରୁପ ଦୁନିଆଁରେ ସବୁଠାରୁ ବଡ ହୋଇଥାଏ, ମା ଏହି ପ୍ରକୃତିର ସୁଜନ କର୍ତ୍ତା ଜଣାଯାଏ, ମା ନିଜ ଛୁଆଙ୍କ ପାଇଁ କିଛି ବି କାର୍ଯ୍ୟ କରିପାରେ, ଭାବନ୍ତୁ କଣ ହେବ ଯଦି କେଉଁ ମା ଠାରୁ ତାର ଛୁଆ ଅଲଗା ହୋଇଯାଏ, ତା ମାର ଦୁନିଆଁ ଉଜୁଡିଯାଏ, ତାହାର ସବୁ କିଛି ଶେଷ ହୋଈଯାଏ

କେବଳ ଗୋଟେ ଆଶା ଏହା କି ସେ ନିଜ ଛୁଆକୁ ଆଉଥରେ ଦେଖାକରିବ, ମା ନିଜ ଛୁଆ ପାଇଁ ସବୁ କିଛି ହଦ୍ ପାର କରିପାରେ, ଯଦି କେଉଁ ମାକୁ ତାର ଛୁଆ ୧୪ ବର୍ଷ ପରେ ଦେଖା ହୁଏ ତେବେ । ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢିବାପରେ ଆପଣଙ୍କ ହୃଦୟ ତରଳିଯିବ, ଏହି କାହାଣୀ ଏକ ଛୁଆର ଅଟେ ଯାହାର ୬ ବର୍ଷ ବୟସରେ ଅପହରଣ ହୋଇଯାଇଥିଲା, ଆଗକୁ କାହାଣୀ ଜାଣିବା ପୁର୍ବଉ ଆପଣଙ୍କୁ ଫେସବୁକର ଏହି ପୋଷ୍ଟ ଦେଖିବାକୁ ହେବ, ଏହି ଏକ ଫେସବୁକ୍ ପୋଷ୍ଟର କାରଣରୁ ଏକ ଝିଅ ନିଜ ମାକୁ ୧୪ ବର୍ଷ ପରେ ସାକ୍ଷାତ୍ କରିପାରିଲା ।

ମା ଝିଅଙ୍କର ଏହି ମିଳନ ମେରିକା ଓ ମେସ୍କିକୋ ବର୍ଡର ପାଖରେ ହେଲା, ଏଞ୍ଜେଲିକା ଭେନେସ୍ ସାଲଗାଡୋ ନାମକ ଏକ ମହିଳା ୨ ସେପ୍ଟେମ୍ବର ଦିନ ପୋଲିସ୍ କୁ କହିଲେ କି ଏକ ଝିଅ ମୋତେ ଫୋନ୍ କରି ମୋତେ ମୋର ଝିଅ ବୋଲି ଦାବି କରୁଛି, ସେହି ଝିଅ ନିଜ ନାଁ ଜ୍ୟାକଲିନ୍ ହର୍ଣ୍ଣାଡେଜ୍ କହିଛି, ଯେବେ ପୋଲିସ୍ ଏହି ମାମଲାର ଛାନବିନ୍ କରିଲେ ତେବେ ଜଣାପଡିଲା କି ସେ ଝିଅ ସତରେ ସେହି ମହିଳାର ଝିଅ ଅଟେ, ଆଜି ଠାରୁ ବହୁତ ବର୍ଷ ପୁର୍ବରୁ ୨୦୦୭ ରେ ଆଞ୍ଜେଲିକା ଙ୍କ ଝିଅ ଅପହରଣ ହୋଇଥିଲା, ସେହି ସମୟରେ ଝିଅର ବୟସ ୬ ବର୍ଷର ଥିଲା, ଏହି ଘଟଣା ୫ ଦିନ ପରେ ଅପହରଣ କାରୀ ବିରୁଦ୍ଧରେ ୱାରେଣ୍ଟ ଇଶୁ ହୋଇଥିଲା, ଆଜି ତାହାର୍ ବୟସ ୨୦ ବର୍ଷ ହୋଇସାରିଛି ।

ଏହି ମାମଲାରେ ପୋଲିସ୍ ୧୦ ସେପ୍ଟେମ୍ବରକୁ ମହିଳାକୁ ଫୋନ୍ କରି ଏହି କଥାର ସୁଚନା ଦେଲେ କି ସେ ଝିଅ ସତ କହୁଛି, ଏବେ ସୋସିଆଲ୍ ମିଡିଆରେ ପୋଷ୍ଟ ଅଧିକା ଭାଇରାଲ୍ ହେବାରେ ଲାଗିଛି, ସବୁ ଲୋକ ଏହି ପୋଷ୍ଟକୁ ଦେଖିକରି ବହୁତ ଭାବୁକ ହୋଇଯାଉଛନ୍ତି, ଏକ ୟୁଜର୍ କହିଲେ କି ଏହା ଉପରେ ଫିଲ୍ମ ହେବାଜରୁରୀ, ସେମିତିଆଉଜଣେ କହିଲେ କି ଜୀବନରେ ଏମିତି କାହାଣୀ କେଉଁଠି ପଢିନାହିଁ

ଏମିତି ଆଉଜଣେ ଲେଖିଲେ କି ଏହା ବହୁତ ଭାବୁକ କରିଦେଲା ବାଲା କାହାଣୀ ଅଟେ, ଏତେ ବର୍ଷ ଦୁଃଖ ସହିବାପରେ ଏହି କାହାଣୀର ଅନ୍ତ ହେଲା, ଏହି ରିୟଲ୍ କାହାଣୀ ଏବେସୋସିଆଲ୍ ମିଡିଆରେ ବହୁତ୍ ପ୍ରଶଂସା ହେଉଛି, ଓ ଲୋକେ ଏହାର ପ୍ରଶଂସା କରୁଛନ୍ତି, ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏମିତି ଆଉଥରେ ବହୁତ ସାହାଯ୍ୟକାରୀ କାର୍ଯ୍ୟ କଲା, ଯେଉଁ ଭଳି ଏହି ମା ଝିଅକୁ ଦେଖାକରାଇଲା ତା ସତରେ ଅକଳ୍ପନୀୟ ଅଟେ, ମା ପ୍ରେମରେ ତାଙ୍କ ଝିଅକୁ ଆଉଥରେ ପାଖକୁ ଟାଣି ଆଣିଲା, ଏହି ମା ଝିଅ ଏବେ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *