October 17, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ : କେଉଁ ଏକ ବାହାଘରରେ ବ୍ରାହ୍ମଣ ବରର ହାତ Kanya ର ହାତରେ ଦେଇଦେଲେ, ଗୋଟେ ଛୁଆ ଏହାକୁ ବହୁତ ଧ୍ୟାନର ସହ ଦେଖୁଥିଲା ଆଉ ତାପରେ ଯାହା କହିଲା..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଜର୍ଜ- ତୁମେ ପୋଲିସ୍ ଅଫିସର ପକେଟରୁ ଦିଆସିଲି ଜଳେଇକରି କଣ ପାଇଁ ପୁରାଇଦେଲ ? ପପୁ- ସେ ହିଁ କହିଥିଲେ ଜାମିନ୍ କରିବାର ଅଛି ଯଦି ପ୍ରଥମେ ପକେଟ୍ ଗରମ କର, ଏଥିପାଇଁ ମୁଁ ତାଙ୍କର ପକେଟରେ ଜଳୁଥିବା ଦିଆସିଲି କାଠି ପୁରାଇଦେଲି ।

୨) ଜଣେ ଛୁଆ ନିଜ ମାକୁ  କହିଲା ମା ମୁଁ ଏତେ ବଡ କେବେ ହୋଇଯିବି କି ତୁମକୁ ବିନା ପଚାରି କେଉଁଠିକୁ ବି ଯାଇପାରିବି ? ମା ହୃଦୟକୁ ଛୁଇଁଦେଲା ଭଳି ଉତ୍ତର ଦେଲା, ପୁଅ ଏତେ ବଡ ତୋ ବାପା ତ ହେଇନାହାନ୍ତି ଆଜି ପର୍ଯ୍ୟନ୍ତ ।

୩) ଦୁଇ ମହିଳା କିଛି ଦିନ୍ ପରେ ଆଉଥରେ ଦେଖାହେଲେ ତେବେ ଜଣେ ପଚାରିଲେ- ଭଉଣୀ ତୁମ ପୁଅ ରାଜୁର ଆଙ୍ଗୁଠି ଚୁଚୁମିବା କିପରି ଛଡାଇଲ ? ଅନ୍ୟ ମହିଳା କହିଲେ- କିଛି ଖାସ୍ ନାହିଁ, ତାଙ୍କର ନେକର ଢିଲା ସିଲ୍ କରିଦେଲି ସେ ସେଠାରେ ହିଁ ଧରିକି ରହିଥାଏ ।

୪) ପ୍ରେମୀ- ମା ସେହି ଝିଅକୁ ବାହାହେବି ଯିଏ ପରିଶ୍ରମୀ ହୋଇଥିବ, ଓ ଘରକୁ ଚଳାଇକରି ରଖୁଥିବ ,ଆଜ୍ଞାକାରୀ ହୋଇଥିବ, ପ୍ରେମିକା- ମୋର ଘରକୁ ଆସିଯିବୁ, ଏହି ସବୁ ଗୁଣ ମୋର ଚାକରାଣୀ ମଧ୍ୟରେ ଅଛି ।

୫) ମ୍ୟାଡାମ୍- ପିଲେ କୁହ ଯଦି ଆମେ ରୁଟି ତରକାରୀ ଖାଇଥାନ୍ତି ତେବେ ଆମେ ଶାକାହାରୀ ନା ମାଂସାହାରୀ ? ଛୁଆ- ମାଂସାହାରୀ, ମ୍ୟାଡାମ୍- କେମିତିରେ ଆମେ କେମିତି ହେଲୁ ମାଂସାହାରୀ , ଛୁଆ- ମ୍ୟାଡାମ୍ ଆପଣ ଦିନ ସାରା ଆମର ମୁଣ୍ତ ସବୁଦିନ ଯେମିତି ଖାଉଛନ୍ତି ।

୬) ଶିକ୍ଷକ- ୧୮୬୯ ରେ କଣ ହେଲା ? ସୁରେଶ୍- ଗାନ୍ଧିଜୀଙ୍କ ଜନ୍ମ , ଶିକ୍ଷକ- ବିଲକୁଲ୍ ଠିକ୍ ବସ ଏବେ, ଶିକ୍ଷକ- ପପୁ ତୁ କହ, ୧୮୭୨ ରେ କଣ ହୋଇଥିଲା, ପପୁ- ଗାନ୍ଧିଜୀ ୩ ବର୍ଷର ହୋଇସାରିଛନ୍ତି, ମୁଁ ଏବେ ବସିବି କି ?

୭) ବଲ୍ଲୁ ଅଫିସରେ ନିଜ ବସ୍ କୁ- ସାର୍ ମୋର ସ୍ତ୍ରୀ ଗୋଟେ ସପ୍ତାହ ପାଇଁ ମୋର ସହ କୁଆଡେ ବୁଲିଯିବାକୁ ଚାହୁଁଛି, ଆପଣ ମୋତେ ଛୁଟି ଦେଇଦିଅନ୍ତୁ, ବସ୍- ଛୁଟି ତୁମକୁ ମିଳିବ ନାହିଁ, ବଲୁ- ଆରେ ବହୁତ ବହୁତ ଧନ୍ୟବାଦ ସାର୍, ମୁଁ ଜାଣିଥିଲି କି ଅସୁବିଧା ସମୟ ଆସିବ ତ ମୋର ସାଙ୍ଗରେ ନିଶ୍ଚିତ ଦେବେ ।

୮) ସାନ୍ତା- ଏହି ଆଇନାର କଣ ଗ୍ୟାରେଣ୍ଟି ଅଛି ? ବାନ୍ତା-ଏହାକୁ ୧୦୦ ମହଲା ତଳୁ ପକାଅ, ଏହି ଆଇନା ୯୯ ମହଲା ପର୍ଯ୍ୟନ୍ତ ଭାଙ୍ଗିବ ନାହିଁ, ସାନ୍ତା- ବାଃ ମସ୍ତ ସାଙ୍ଗ, ପ୍ୟାକ୍ କରିଦେ ଏହାକୁ ।

୯) ଏକ ଗାଁରେ ଗୋଟେ ପୁଅ ଗୋଟେ ଝିଅକୁ ପଟାଇବାକୁ ଚାହୁଁଥିଲା, ପୁଅ ତାର ଝିଅ ସାଙ୍ଗକୁ କହିଲା ଦେଖ୍ ତୋର ସାଙ୍ଗ କେତେ ଆଟିଟ୍ୟୁଡ୍ ଅଛି, ସାଙ୍ଗ- ଆଟିଟ୍ୟୁଡ୍ ର୍ ସ୍ପେଲିଙ୍ଗ୍ କହ ତ ଟିକେ ? ପୁଅ – ନା ଆଟିଡ୍ୟୁଟ୍ ନୁହେଁ ଇଗୋ ଅଛି ।

୧୦) କେଉଁ ଗୋଟେ ବାହାଘରରେ ବ୍ରାହ୍ମଣ ବରର ହାତ କନ୍ୟାର ହାତରେ ଦେଇଦେଲେ, ଏକ ଛୁଆ ଏହା ସବୁ ଦେଖୁଥିଲା, ସେ ନିଜ ବାପାଙ୍କୁ ପଚାରିଲା, ବାପା ବର ଓ କନ୍ୟା ପରସ୍ପର ହାତ କଣପାଇଁ ମିଶାଉଛନ୍ତି ? ବାପା- ଏହାର ଜବାବ୍ ରେ କହିଲେ କି ପୁଅ- ପହଲିବାନ ଅଖାଡାରେ ବାହାରିଲେ ପୁର୍ବରୁ ହାତ ଆଗ ମିଶାଇଥାଏ ।

Leave a Reply

Your email address will not be published. Required fields are marked *