October 17, 2024

Odia Express

Here, There and Everywhere

କିପରି ଜାଣିପାରିବେ ଆପଣଙ୍କ Aadhar Kard ରୁ କେତେ ଲୋକ ନେଇଛନ୍ତି ସିମ୍, ଏଠାରେ ଜାଣନ୍ତୁ ସବୁଠାରୁ Eassy ତରିକା

1 min read

ଯେପରି ଆମେ ସବୁ ଲୋକ ଭଲ ଭାବରେ ଜାଣିଛନ୍ତି କି ଆଧାରକାର୍ଡ ଆଜିକାଲିର ସମୟରେ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଦସ୍ତାବିଜ୍ ହୋଇସାରିଛି । ଆଧାର କାର୍ଡ ବ୍ୟକ୍ତିର ପରିଚୟ ଅଛି, ଆଧାର କାର୍ଡ ଜରିଆରେ ବ୍ୟକ୍ତି ସହ ଯୋଡି ହୋଇଥିବା ବହୁତ ସାରା ସୁଚନା ପ୍ରାପ୍ତ କରାଯାଇପାରିବ, ଯେବେ ଆଧାର କାର୍ଡ ବନାଇବାପାଇଁ ବ୍ୟକ୍ତି ଯାଇଥାଏ, ତେବେ ସେହି ସମୟରେ ବ୍ୟକ୍ତିର ଫିଙ୍ଗରପ୍ରିଣ୍ଟ ଆଖିର ରେଟିନା ପ୍ରିଣ୍ଟ ନିଆଯାଏ, ଓ ତାର ଏକ ପ୍ରୋଫାଇଲ୍ ତିଆରି କରାଯାଏ, ଯେଉଁଥିରେ ବ୍ୟକ୍ତିର ଜନ୍ମର ତିଥି, ମା ବାପାଙ୍କର ନାଁ, ଠିକଣା, ବ୍ୟବସାୟ ଓ ଏହି ସବୁ ସୁଚନା ପ୍ରୋଫାଇଲ୍ ରେ ରୁହେ ।

ଏହି ସବୁ ପ୍ରୋଫାଇଲ୍ କୁ ମୋବାଇଲ୍ ନମ୍ବର ସହ ଯୋଡାଯାଏ ।ସେମିତି ଦେଖିବାକୁ ଗଲେ ସବୁ ମନୁଷ୍ୟ ପାଇଁ ଆଧାରକାର୍ଡ ବହୁତ ଜରୁରୀ ହୋଇଥାଏ , କାରଣ ବ୍ୟକ୍ତି କେଉଁଆଡେ ବି ଗଲେ ତେବେ ସେ ଆଧାରକାର୍ଡ ମାଧ୍ୟମରେ ନିଜ ପରିଚୟ କହିପାରିବ ,ଆଧାରକାର୍ଡ ଉପଯୋଗ ଫର୍ମ ଭରିବାପାଇଁ ଓ ଅନ୍ୟ ବହୁତ ସ୍ଥାନରେ କରାଯାଏ, ଆପଣ ଏମିତି ବୁଝିପାରିବେ କି ଆଧାର କାର୍ଡ ଏମିତି ଏକ ଜରୁରୀ ଡକ୍ୟୁମେଣ୍ଟ ଅଟେ ଯାହାର୍ ବିନା ଆଜି ଆମର କିଛି ବି କାମ ହୋଇପାରିବ ନାହିଁ ।

ଆପଣଙ୍କୁ କହିଦେବୁ କି ଗୋଟେ ଆଧାର କାର୍ଡରେ ୧୮ ଫୋନ୍ କନେକ୍ସନ୍ ନେଇପାରିବେ, ପୁର୍ବରୁ ଗୋଟେ ଆଧାରରୁ ଆପଣ ୯ ଟି ସିମ୍ କିଣିପାରୁଥିଲେ, କିନ୍ତୁ ଏବେ ୧୮ ଟି ସିମ୍ କିଣିପାରିବେ , ଟେଲିକମ୍ ଅଥୋରିଟି ଅଫ୍ ଇଣ୍ତିଆ ତରଫରୁ କରାଯାଇଥିବା ପରିବର୍ତ୍ତନ ପରେ ଆପଣ ୧୮ ଟି ସିମ୍ କିଣିପାରିବେ, ଟ୍ରାଇ କହିଛନ୍ତି କି ବହୁତ ଲୋକଙ୍କ ବିଜନେସ୍ ପାଇଁ ଅଧିକା ସିମ୍ ଦରକାର ପଡିଥାଏ

ଏହି କାରଣରୁ ସିମ୍ ଲିମିଟ୍ କୁ ବଢାଇଦିଆଯାଇଛି, ଆଧାର କାର୍ଡ କେତେ ନମ୍ବର ଲିଙ୍କ୍ ଅଛି ଏହା ଜାଣିବାପାଇଁ ଆପଣଙ୍କୁ ମୋବାଇଲ୍ ନମ୍ବର୍ ଲିଙ୍କ୍ କରିବା ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଆପଣଙ୍କ ଆଧାର ନମ୍ବରରେ କେଉଁ ଓ ବ୍ୟକ୍ତି ଫୋନ୍ କନେକ୍ସନ୍ ଅଛି କି ନାହିଁ ଏହାକୁ ଜାଣିପାରିବେ ଓ ଏହାକୁ ଘରେ ବସି ସହଜରେ ଜାଣିହେବ ।

ଏହା ଜାଣିବାପାଈଁ ଆପଣଙ୍କୁ ସବୁଠାରୁ ପ୍ରଥମେ ଇଣ୍ଟରନେଟ୍ କନେକ୍ସନ୍ ଦରକାର ତାପରେ ୟୁଆଇଡିଏଆଇ ଅଫିସିଆଲ୍ ୱେବସାଇଡ୍ କୁ ଯାଆନ୍ତୁ, ତାହାପରେ ଗେଟ୍ ଆଧାରରେ କ୍ଲିକ୍ କରନ୍ତୁ, ତାପରେ ଡାଉନଲୋଡ୍ ଆଧାରରେ କ୍ଲିକ୍ କରିବାକୁହ୍ ଏବ, ଏବେ ଆପଣଙ୍କୁ ଏଠାରେ ଭ୍ୟୁ ମୋର୍ ଅପସନ୍ ଉପରେ କ୍ଲିକ୍ କରିବାକୁ ହେବ, ଏହାପରେ ଆଧାର ଅନଲାଇନ୍ ସର୍ଭିସ୍ ରେ ଯାଇଅରି ଆଧାର୍ authentication history ଉପରେ କ୍ଲିକ୍ କରିବାକୁ ହେବ, ଏହାପରେ ଆପଣ where can a restident check\ aadhar authentication history ରେ ଦିଆଯାଇଥିବା କ୍ଲିକ୍ ଉପରେ କ୍ଲିକ୍ କରନ୍ତୁ,

ଏବେ ଆପଣଙ୍କ ସାମ୍ନାରେ ଏକ ନୁଆ ପେଜ୍ ଖୋଲିକରି ଆସିବ , ଏଥିରେ ଆଧାରକାର୍ଡ ଦିଅନ୍ତୁ, ଓ କାପଚା କୋଡ୍ ଦେଇକରି ସେଣ୍ତ ଓଟିପିରେ କ୍ଲିକ୍ କରନ୍ତୁ, ଏବେ ଏଠାରେ Authentication type ଉପରେ all କୁ ସିଲେକ୍ଟ କରନ୍ତୁ, ତାହାପରେ କେବେ ଠାରୁ କେଉଁ ଡେଟ୍ ଦେଖିବେ କ୍ଲିକ୍ କରନ୍ତୁ, ଏଠାରେ ଆପଣ କେତେ ରେକର୍ଡ ଦେଖିବେ ସେଇଟା ସିଲେକ୍ଟ କରନ୍ତୁ, ଏବେ ଓଟିପି ପକାଇକରି ଭେରିଫାଇ ଓଟିପି କରନ୍ତୁ, ଆପଣଙ୍କ ସାମ୍ନାରେ ନୁଆ ଇଣ୍ଟରଫେସ୍ ଖୋଲିକରି ଆସିବ, ଓ ଆପଣ ନିଜ ଡିଟେଲ୍ସ ପତ୍ତା କରିପାରିବେ ।

Leave a Reply

Your email address will not be published. Required fields are marked *