October 17, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ- ଝିଅ ମିନି ସ୍କର୍ଟ ପିନ୍ଧିକରି ଅଟୋରେ ବସିଲା ଯେପରି ଅଟୋରୁ ଓହ୍ଲାଇଲା Autowala – ମ୍ୟାଡାମ୍ ଶୁଣନ୍ତୁ ଝିଅ- କଣ ହେଲା ?

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷକ ଗୋଲୁକୁ- ପାଞ୍ଚରୁ ପାଞ୍ଚ ଫେଡିଲେ କେତେ ରହିବ ? ଗୋଲୁ- ଜଣାନାହିଁ ମ୍ୟାଡାମ୍, ଶିକ୍ଷକ-ଯଦି ତୋର ପାଖରେ ୫ ଟି ଭଟୁରା ଅଛି ଓ ସେହି ୫ଟି ଭଟୁରା ତୋ ଠାରୁ ମୁଁ ନେଇଯିବି ତେବେ କଣ ରହିବ ? ଗୋଲୁ- ଛୋଲା ରହିବ ମ୍ୟାଡାମ୍

୨) ସ୍ୱାମୀ ସ୍ତ୍ରୀକୁ କହିଲା- ତୁମେ ମୋର ଶକ୍ତି ଅଟ, ସ୍ତ୍ରୀକୁ ବହୁତ ଖରାପ ଲାଗିଲା, ସ୍ୱାମୀ ବୁଝିପାରିଲାନାହିଁ ଓ ପଚାରିଲା କଣ ହେଲା, ମୁଁ କିଛି ଭୁଲ୍ କହିଦେଲି କି ? ସ୍ତ୍ରୀ କହିଲା- ଏହାର୍ ମତଲବ ?  ଅଲଗା ମହିଳା ତୁମର ଦୁର୍ବଳତା ଅଟେ ?

୩) ସ୍ୱାମୀ ବାଇକ୍ ନେଇକରି ଘରୁ ବାହାରୁଥିଲା, ସ୍ତ୍ରୀ – ଏଇ ନିଜ ଛୁଞ୍ଚି, ସ୍ୱାମୀ-କଣପାଇଁ ? ସ୍ତ୍ରୀ- ଯଦି ଚେକିଙ୍ଗ୍ ଚାଲୁଥିବ ତେବେ ଛୁଞ୍ଚିରୁ ପଙ୍କଚର୍ କରିକି ପାଦରେ ଗାଡିକୁ ଗଡାଇକରି ଚାଲି ଆସିବ, ପଙ୍କଚର୍ ମାତ୍ର ୨୦ ଟଙ୍କାରେ ହେବ, ଓ ଚାଲାଣ କଟିବ ୩୦ ହଜାରର, ନାରି ଶକ୍ତି ଜିନ୍ଦାବାଦ୍ ।

୪) ସ୍ୱାମୀ- ଆଜି ତରକାରୀରେ ଲୂଣ ନାହିଁ, ସ୍ତ୍ରୀ- ସେ କଣ୍ ହେଇଛି କି ତରକାରୀ ଟିକିଏ ଲାଗିଯାଇଥିଲା, ସ୍ୱାମୀ- ତେବେ ତୁମେ ତରକାରୀରେ ଲୁଣ କଣପାଇଁ ପକାଇଲ ନାହିଁ ? ସ୍ତ୍ରୀ- ଆମେ ସଂସ୍କାରୀ ପରିବାରର ଲୋକ ଜଳିଯାଇଥିବା ଲୋକଙ୍କ ଉପରେ ଲୁଣ ପକାଉନା ।

୫) ଶିକ୍ଷକ- ଏହି ମୁହବରାର ବାକ୍ୟରେ କୁହ, ମୁହଁରେ ପାଣି ଆସିବା, ଛାତ୍ର- ଯେପରି ମୁଁ ନଳର ଟ୍ୟାପ୍ ଖୋଲିଲି ତେବେ ମୋର ମୁହଁରେ ପାଣି ଚାଲି ଆସିଲା। ଶିକ୍ଷକ- ପଳା ଏଠୁ ।

୬) ପୁଅ- ରୋମାଣ୍ଟିକ୍ ଅନ୍ଦାଜରେ- ଜାନ୍ ଦେଖ, ମୁଁ ତୁମର ବାଳ ପାଇଁ କଣ ନେଇକରି ଆସିଛି, ଝିଅ- ବହୁତ ଭଲ, କଣ ଆଣିଛ? ପୁଅ- ଉକୁଣି ବାହାର କରିବାପାଇଁ ପାନିଆଁ, ତାପରେ ପୁଅର୍ ହେଲା ଜୋରଦାର୍ କୁଟାଇ ।

୭) ରୋଗୀ- ଡାକ୍ତର ସାହେବ, ଚେକ୍ ଅଫ୍ କରାଇବାର ଅଛି, ଡାକ୍ତର- କଣ ହୋଇଛି ? ରୋଗୀ- ଦୁଇ ଚାରିଦିନରୁ ଲିଭରରେ ପିଡା ହେଉଛି, ଡାକ୍ତର- ମଦ ପିଉଛ କି ? ରୋଗୀ – ହଁ କିନ୍ତୁ ଛୋଟ ପ୍ୟାଗ୍ ବନାଇଦିଅ, ଏବେ ମୁଡ୍ ନାହିଁ ମୋର ।

୮)ଭିଣେଇ ଓ ଶାଳୀ ବେଡ୍ ରେ ଶୋଇକରି କଥା ହେଉଥିଲେ, ଭିଣେଇ ନିଜ ଶାଳିକୁ ରୋମାଣ୍ଟିକ୍ ହୋଇ ପଚାରିଲା, ଭିଣେଇ- ମୁଁ ବହୁତ ବଡ ମୁର୍ଖ୍ ଥିଲି ଯିଏ ତୁମର ଭଉଣୀକୁ ବାହାହେଲି, ଶାଳୀ- ହଁ ଓ ଅନ୍ଧ ବି ଥିଲ ଯିଏ ପାଖରେ ଠିଆ ହୋଇଥିଲି ଦେଖାଗଲିନି ।

୯) ଶିକ୍ଷକ- ଦୁର୍ଭାଗ୍ୟ ଓ ଦୁର୍ଦଶା ରେ କଣ ଫରକ ଅଟେ ? ଛାତ୍ର- ସାର୍ ଯଦି ଏହି ସ୍କୁଲରେ ନିଆଁ ଲାଗିଯାଏ ତେବେ ସ୍କୁଲର ହାଲତ ଖରାପ ହୋଇଯିବ, ଏହାକୁ କହନ୍ତି ଦୁର୍ଦଶା, ଓ ଏତେ ନିଆଁ ଲାଗିବା ପରେ ବି ଆପଣ ଜୀବିତ ରହିଯିବେ ତେବେ ଆମର ଦୁର୍ଭାଗ୍ୟ, ଶିକ୍ଷକ –ବେହୋସ୍ ।

୧୦) ଏକ ଝିଅ ମିନିସ୍କର୍ଟ ପିନ୍ଧିକରି ଅଟୋରେ ବସିଲା, ଯେପରି ସେ ଅଟୋରୁ ଓହ୍ଲାଇଲା ଅଟୋ ବାଲା କହିଲା, ମ୍ୟାଡାମ୍ ଶୁଣନ୍ତୁ ଝିଅ- କଣ ହେଲା କୁହ ? ଅଟୋବାଲା- ମ୍ୟାଡାମ୍ ଆପଣଙ୍କ ଝିଅ- କଣ ମୋର୍ ? ମୋର ପୁର୍ବରୁ ଗୋଟେ ବୟଫ୍ରେଣ୍ତ ଅଛି ବୁଝିଲୁ ? ଅଟୋବାଲା- ମ୍ୟାଡାମ୍ ଆପଣଙ୍କର, ପର୍ସ ତଳେ ପଡିଯାଇଛି, ପ୍ରଥମେ ପୁରା କଥା ତ ଶୁଣିନିଅ ।

Leave a Reply

Your email address will not be published. Required fields are marked *