October 18, 2024

Odia Express

Here, There and Everywhere

ଜୋକ୍ସ : Mohit ଡାକ୍ତରଙ୍କ ପାଖରେ ନିଜ ମେଡିକାଲ୍ Report ନେଇକରି ଗଲା, ଓ ପଚାରିଲା,ଡାକ୍ତର ସାହେବ ମୋତେ କଣ ରୋଗ ହୋଇଛି

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଦୁଇଟି ସାଙ୍ଗ ପରସ୍ପର କଥା ହେଉଥିଲେ, ସାନ୍ତା- କିଛି ଏମିତି ଜୋକ୍ସ ଶୁଣାଅ ଯାହା ଖାଲି ଗୋଟେ ଲାଇନ୍ ହୋଇଥିବ, ବାନ୍ତା- କେବଳ ଗୋଟେ ଲାଇନ୍ ରେ ଜୋକ୍, ସାନ୍ତା- ହଁ, ବାନ୍ତା- ଗୋଟେ ବୁଢିର ଛୋଟ ବୟସରେ ମରିଗଲା ।

୨) ସ୍ୱାମୀ ନିଜ ଚାକରାଣୀକୁ ଭଲ ପାଉଥିଲା, ସ୍ୱାମୀ- ତୁମେ ତ ମୋର ସ୍ତ୍ରୀ ଠାରୁ ଅଧିକା ସୁନ୍ଦର ଅଟ, ଚାକରାଣୀ- ମିଛ କୁହନି ମାଲିକ, ସ୍ୱାମୀ- ନା ସତ କହୁଛି, ଚାକରାଣୀ- ଭଲ ଡ୍ରାଇଭର୍ ତ କହୁଥିଲା କି ମାଲିକାଣୀ ଅଧିକା ସୁନ୍ଦରୀ ବୋଲି ସ୍ୱାମୀ ବେହୋସ୍ ।

୩) ପପୁ ଏକ ରେଷ୍ଟୂରାଣ୍ଟକୁ ଖାଇବାକୁ ଗଲା ମହିଳା ୱେଟର୍- ସାର୍ କଣ ନେବେ ? ପପୁ- ଆପଣଙ୍କ ନମ୍ବର, ତାପରେ କଣ ଖାଇବା ବି ମିଳିଲା ନି ଉପରୁ ପପୁର ହୋଇଗଲା ଜୋରଦାର୍ ମାଡ ।

୪) ବୟଫ୍ରେଣ୍ତ- ତୁମେ କାନ୍ଦୁଛ କଣ ପାଇଁ ? ଗାର୍ଲଫ୍ରେଣ୍ତ- ମୁଁ ନିଜ ଫୋନ୍ କୁ ଏରୋପ୍ଲେନ୍ ମୋଡ୍ ରେ ରଖିଛି କିନ୍ତୁ ସେ ଉଡୁନି କଣ ପାଇଁ ?

୫) ଡାକୁ- ଆମେ ଘର ଲୁଟିବାକୁ ଆସିଛୁ, କିନ୍ତୁ ବନ୍ଧୁକ ଘରେ ଭୁଲିଯାଇଛୁ, ବଣ୍ଟୁ- କିଛି କଥା ନୁହେଁ, ଆପଣମାନେ ଭଦ୍ରଲୋକ ଲାଗୁଛନ୍ତି, ଆଜି ଘର ଲୁଟିଦିଅ କାଲି ଆସିକରି ବନ୍ଧୁକ ଦେଖାଇଯିବ ।

୬) ଝିଅ- ବାଦଲ ଗର୍ଜନ କରେ ତୋର କଥା ମନେ ପଡେ, ଶ୍ରାବଣ ଆସିଲେ ତୋର କଥା ମନେ ପଡେ, ବର୍ଷାର ବୁନ୍ଦାରୁ ତୋର କଥା ମନେ ପଡେ, ପୁଅ- ଜଣାଅଛି ତୋର ଛତା ମୋର୍ ପାଖରେ ଅଛି ଫେରାଇଦେବି ଚିନ୍ତା କରେନି ।

୭) ସହରର ଝିଅର ବାହାଘର ଗାଁରେ ହୋଇଗଲା, ଝିଅର ଶାଶୁ ତାକୁ ମଇଁଷିକୁ ଚାରା ଦେବାକୁ କହିଲା, ମଇଁଷି ମୁହଁରୁ ଲାଳ ବାହାରୁଥିବାର ଦେଖି ଝିଅ ଫେରି ଆସିଲା ଶାଶୁ କହିଲେ –କଣ୍ ହେଲା ବୋହୁ, ଝିଅ କହିଲା- ମଇଁଷି ଏବେ କୋଲଗେଟ୍ କରୁଛି ମା

୮) ଶିକ୍ଷକ- ଡେଟ୍ ଓ ତାରିଖରେ କଣ ଅନ୍ତର୍ ଅଛି ? ରାମୁ- ସାର୍ ଡେଟ୍ ରେ ଗାର୍ଲଫ୍ରେଣ୍ତ ସହ ଯାଆନ୍ତି । ଓ ତାରିଖରେ ଓକିଲ ସହ , ରାମୁ କ୍ଲାସର ବାହାରେ ଠିଆ ହୋଇଛି ଦୁଇ ଘଣ୍ଟା କାଳ ।

୯) ସ୍ତ୍ରୀ ସ୍ୱାମୀକୁ କୁଆଡେ ଯାଉଛ ? ସ୍ୱାମୀ-ମରିବାକୁ ଯାଉଛି, ସ୍ତ୍ରୀ- ସାଥିରେ ବ୍ୟାଗ୍ ନେଇଯାଇଥାନ୍ତ୍ ନା, ସ୍ୱାମୀ- ତାହା କଣ ପାଇଁ ? ସ୍ତ୍ରୀ- ଯଦି ଇରାଦା ବଦଳିଯିବ ତେବେ ଆସୁଥିବା ସମୟରେ ଏକ କିଲୋ ପିଆଜ ନେଇକରି ଆସିଥାନ୍ତ ।

୧୦) ମୋହିତ୍ ଡାକ୍ତର ପାଖକୁ ନିଜ ମେଡିକାଲ୍ ରିପୋର୍ଟ ନେଇକରି ଗଲା- ମୋହିତ୍- ଡାକ୍ତର ସାର୍ ମୋତେ କଣ ରୋଗ ହୋଇଛି, ଡାକ୍ତର ରିପୋର୍ଟ ଦେଖିକି- ଝିଅଙ୍କର ପିଛା କରିବା ଛାଡିଦେ ନହେଲେ ଜଲଦି ହିଁ ମରିଯିବୁ, ମୋହିତ୍- ଝିଅଙ୍କର ପିଛା କଲେ କେମିତି ମରିଯିବ କାରଣ ସେଥିରୁ ଗୋଟେ ଝିଅ ମୋର ଅଟେ ।

Leave a Reply

Your email address will not be published. Required fields are marked *