October 18, 2024

Odia Express

Here, There and Everywhere

ସଲମାନ ଖାନ୍ ଧନୀ ହିସାବରେ ଅଛନ୍ତି ସମସ୍ତଙ୍କ ଠାରୁ ଆଗରେ , 100 କୋଟିର ବଙ୍ଗଳାରୁ ନେଇକରି ପ୍ରାଇଭେଟ୍ Jet ପର୍ଯ୍ୟନ୍ତ ଅଟନ୍ତି ମାଲିକ

ସଲମାନ ଖାନ୍ ଦୁନିଆଁର ସବୁଠାରୁ ଧନୀ ଅଭିନେତା ଭାବେ ଜଣାଯାଆନ୍ତି । ବହୁତ ବର୍ଷରୁ ସଲମାନ ଖାନ୍ ବଲିଉଡ୍ ହିଟ୍ ଫିଲ୍ମ ଦେଇଛନ୍ତି । ସଲମାନ ଖାନଙ୍କୁ ଫିଲ୍ମ କୁ ହିଟ୍ କରିବାରେ ଗ୍ୟାରେଣ୍ଟି ମାନାଯାଏ , ସଲମାନ୍ ଖାନ୍ ଗୋଟେ ଫିଲ୍ମ କରିବାକୁ ପ୍ରାୟ ୪୦ ରୁ ୫୦ କୋଟି ଟଙ୍କା ନିଅନ୍ତି, ଏହା ସହ ସେ ବହୁତ ବର୍ଷରୁ ସୁପରହିଟ୍ ଫିଲ୍ମ ଦେଉଛନ୍ତି, ଯାହାକୁ ନେଇକରି କମାଇ କରିବାର ମାମଲାରେ ତାଙ୍କୁ ବଲିଉଡ୍ ର ବାଦଶାହ ହୋଇଛନ୍ତି, ସଲମାନ ଖାନ୍ ଫିଲ୍ମଗୁଡିକରୁ ଓ ଆଡସ୍ ର ଜରିଆରେ ବର୍ଷକ ମଧ୍ୟରେ ୨୦୦ କୋଟି ଟଙ୍କା କମାଇଦିଅନ୍ତି, ସଲମାନ୍ ଖାନ୍ ନା କେବଳ ଅଭିନୟ ବରଂ ନିଜ ଫିଲ୍ମ କ୍ୟାରିୟର ପାଇଁ ବରଂ ନିଜ ପର୍ସନାଲ୍ ଲାଇଫ୍ ଓ ଲକଜୁରୀ ଲାଇଫ୍ ପାଇଁ ବହୁତ ଚର୍ଚ୍ଚିତ ରୁହନ୍ତି , ଚାଲନ୍ତୁ ଜାଣିବା କିପରି ବଞ୍ଚିଥାନ୍ତି ନିଜର ଆରାମଦାୟକ ଜୀବନ ।

ସଲମାନ ଖାନ୍ ନିଜ ଫିଟନେସ୍ କୁ ନେଇକରି ବହୁତ ସିରିୟସ୍ ରୁହନ୍ତି, ଏହି କାରଣରୁ ସେ ମୁମ୍ବାଇର ରାସ୍ତାରେ ସାଇକେଲ୍ ଚଲାଉଥିବାର ନଜର ଆସନ୍ତି, ସଲମାନ ଖାନଙ୍କୁ ସାଇକେଲିଙ୍ଗ୍ କରିବାର୍ ବହୁତ ସଉକ ଅଛି, ଆପଣଙ୍କୁ କହିଦେବୁ ଇ ସଲମାନ ଖାନ୍ ଙ୍କ ପାଖରେ ଜିଆଣ୍ଟ ପ୍ରୋପେଲ୍ ୨୦୧୪ ଏକ୍ସଟିସି୪ ସାଇକେଲ୍ ଅଛି, ଯାହାର ଦାମ୍ ୩୨ ଲକ୍ଷ ବୋଲି ଜଣାଯାଏ , ଏହା ଦୁନିଆଁର ସବୁଠାରୁ ଲକଜୁରୀ ସାଇକେଲ୍ ଭାବେ ଜଣାଯାଏ ।

ସାଇକେଲ୍ ସହ ସଲମାନ ଖାନ୍ ଙ୍କୁ ବାଇକ୍ସ ବି ବହୁତ ସଉକ ଅଛି, ସଲମାନ ଖାନଙ୍କ ପାଖରେ ବହୁତ ସ୍ପୋର୍ଟସ୍ ବାଇକ୍ ଅଛି, ଯେଉଁଥିରେ ସୁଜୁକି ହାୟାଭୁସା ଯାହାର ଦାମ୍ ୧୫ ଲକ୍ଷ ଅଟେ, ୟାମାହା ଆର୍ ୱାନ୍ ଯାହାର୍ ଦାମ୍ ୧୫,୬ ଲକ୍ଷ ଅଟେ , ସୁଜୁକି ଇଣ୍ଟ୍ରୋଡୋର୍ ଏମ୍ ୧୮୦୦ ଅଛି ଯାହାର ଦାମ୍ ୧୬ ଲକ୍ଷ ଅଟେ, ଓ ସୁଜୁକି ଜିଏକ୍ସଆର୍ ୧୦୦୦ଜେଡ୍ ଯାହାକି ୧୬ ଲକ୍ଷ ଅଟେ, ସଲମାନ ଖାନଙ୍କ ପାଖରେ ବହୁତ ବାଇକ୍ସ ଅଛି ।

ସଲମାନ ଖାନଙ୍କୁ ଅଟୋମୋବାଇଲ୍ ବଡ ସଉକ ଅଛି, ଏହି କାରଣରୁ ଯାହା ତାଙ୍କ ପାଖରେ ବାଇକ୍ସ ସହ ବହୁତ ମହଙ୍ଗା ଓ ଲକଜୁରୀ ଗାଡି ବି ଅଛି, ସଲମାନ ଖାନଙ୍କ ପାଖରେ ପ୍ରାୟ ୯ ଲକଜୁରୀ ଗାଡିଗୁଡିକ ଅଛ୍, ଯାହାର ଦାମ୍ କୋଟିଏ ବୋଲି କୁହାଯାଉଛି, ଏହି ଗାଡିଗୁଡିକରେ ଏଡି ଆର୮ ଯାହାର ଦାମ୍ ୨,୩୧ କୋଟି ଟଙ୍କା, ରେଞ୍ଜ ରୋଭର୍ ୨,୦୬ କୋଟି ଟଙ୍କା ଅଟେ, ଟୋୟଟା ଲ୍ୟାଣ୍ତ କ୍ରୁଜର୍ ୧,୨୯ କୋଟି ଟଙ୍କା, ବିଏମଡବଲୁ ଏକ୍ସ ୬ ୧ କୋଟି ୧୫ ଲକ୍ଷ ଟଙ୍କା ଓ ଅଡି ଆର୭ ୧,୪ କୋଟି ଅଟେ, ଓ ଅଡି ଏ୮ଏଲ୍ ୧,୧୩ କୋଟି ଟଙ୍କା ସାମିଲ୍ ଅଛି ।

ସଲମାନ ଖାନ୍ କେତେ ଆଲିଶାନ ଜୀବନ ବଞ୍ଚନ୍ତି ଏହା କାହାକୁ ଅଛପା ନାହିଁ, ଜଣାଇଦେବୁ କି ସଲମାନ ଖାନ ନିଜ ୫୦ ତମ ବାର୍ଥ୍ ଡେ ର ମଉକାରେ ନିଜେ ଏକ ପ୍ରାଇଭେଟ୍ ୟାର୍ଟ ଗିଫ୍ଟ କରିଥିଲେ, ଯାହାର ଦାମ୍ ୩ କୋଟି ଟଙ୍କା ଅଟେ, ସଲମାନ ଖାନ୍ ଯେବେ ବି ଫ୍ରି ହୋଇଥାନ୍ତି ତେବେ ଏହି ୟାର୍ଡ ଯାଇକରି ନିଜ ସାଙ୍ଗଙ୍କ ସହ ବହୁତ ଥର ପାର୍ଟି କରିଥାନ୍ତି । ସେମିତି ଏବେ ସଲମାନ ଙ୍କ ଘର କଥା କହିଲେ ତେବେ ମୁମ୍ବାଇ ସବୁଠାରୁ ପର୍ଶ ଇଲାକାର ବାନ୍ଦ୍ରାରେ ତାଙ୍କର୍ ଘର ଅଛି, ଯାହାର ନାଁ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍ ଅଛି, ସେମିତି ନିଜ ପରିବାର ସହ ରହନ୍ତି

ଯାହାର ବର୍ତ୍ତମାନରେ ଦାମ ୨୦ କୋଟିରୁ ଅଧିକା ଅଛି, ସଲମାନ ଖାଙ୍କ ଲକଜୁରୀ ଫ୍ୟାମିଲି ଆପାର୍ଟମେଣ୍ଟ୍ ଅଛି ପ୍ରଥମ୍ ମହଲାରେ ତାଙ୍କ ମା ବାପା ଅଛନ୍ତି, ଯେବେ କି ଗ୍ରାଉଣ୍ତ ଫ୍ଲୋରରେ ସଲମାନ ଖାନ୍ ରହନ୍ତି, ଯେଉଁଥିରେ ଏକ ବେଡରୁମ୍ ଅଛି, ସଲମାନ୍ ଖାନ୍ ଙ୍କ ପାଖରେ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସହ ମୁମ୍ବାଇରେ ଲକଜୁରୀ ଆପାଏଟମେଣ୍ଟ କମ୍ପ୍ଲେକ୍ସ ୧୧ତମ ମହଲାରେ ଟ୍ରିପ୍ଲେକ୍ସ ଫ୍ଲାଟ ଅଛି, ଯାହାର ଦାମ୍ ୩୦ କୋଟି କୁହାଯାଏ, ଯାହା ସଲମାନ ଖାନ୍ ଦୁଇ ବର୍ଷ ପୁର୍ବରୁ କିଣିଥିଲେ, ଆପାର୍ଟମେଣ୍ଟ୍ ଭିତରେ କନଷ୍ଟ୍ରକ୍ସନ୍ କାମ ପୁରା ହୋଇଯିବାପରେ ସଲମାନ ଖାନ୍ ନିଜ ପରିବାର ସହ ସିଫ୍ଟ ହୋଇଯିବେ ।

ସଲମାନ୍ ଖାନ୍ ନା କେବଲ ଫିଲ୍ମରେ ଅଭିନୟ୍ କରନ୍ତି, ବରଂ ତାଙ୍କର ନିଜର ଏକ ପ୍ରଡକ୍ସନ୍ ହାଉସ୍ ଅଛି , ସେ ୨୦୧୫ ରେ ତାହା ଆରମ୍ଭ କରିଥିଲେ, ଏହି ପ୍ରଡକ୍ସନ୍ ହାଉସ୍ ରେ ପ୍ରଥମ ଫିଲ୍ମ ବଜରଙ୍ଗୀ ଭାଇଜାନ୍ ଥିଲା, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ୍ ଆସିଥିଲା, ସେମିତି ବର୍ତ୍ତମଆନ ତାଙ୍କର ବ୍ରାଣ୍ତ ଭ୍ୟାଲୁ ୧୦୦ କୋଟିରୁ ଅଧିକା ଅଛି ।

Leave a Reply

Your email address will not be published. Required fields are marked *