October 18, 2024

Odia Express

Here, There and Everywhere

MSD ଧୋନୀ ବଲିଉଡ୍ ର ଏହି ୪ ଜଣ ଅଭିନେତ୍ରୀଙ୍କୁ କରିସାରିଛନ୍ତି ପ୍ରେମ,ଜାଣନ୍ତୁ କିଏ କିଏ ରହିସାରିଛନ୍ତି ତାଙ୍କର Girlfriend

1 min read

ଯଦି କିଏ ବି ଖେଳାଳୀ ଭାରତୀୟ ଟିମର ଜର୍ସି ପିନ୍ଧିନେଇଥାଏ ତେବେ ସେ ରାତାରାତି ଲୋକପ୍ରିୟ ହୋଇଯାଏ, ଓ ଭାରତୀୟ ଟିମ୍ ର ପୁର୍ବ ଅଧିନାୟକ ଏମଏସ୍ ଧୋନୀ ସେହି ଖେଳାଳିଙ୍କ ମଧ୍ୟରୁ ଗୋଟେ ଅଟନ୍ତି, ଯାହାଙ୍କୁ ଭାରତୀୟ ଟିମର ଜର୍ସି ମିଳିଥିଲା  ତେବେ ସେ ରାତାରାତି ଲୋକପ୍ରିୟତା ପାଇଗଲେ, ଏମଏସ୍ ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଆଇସିସି ଟିମ୍ ଟି ଟ୍ୱେଣ୍ଟିରେ ବିଶ୍ୱକପ୍ ଜିତିଲା, ସେମିତି ୨୦୧୧ ର ୱାନଡେ ବିଶ୍ୱକପରେ ବି ଭାରତ ଧୋନୀଙ୍କ ଅଧିନାୟକତ୍ୱରେ ଜିତିଥିଲା, ସେମିତି ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ  ଟିମ୍ ୨୦୧୩ ର ଚ୍ୟାମ୍ପିୟନ୍ ଟ୍ରଫି ଜିତିଥିଲେ । ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ୍ କ୍ୟାରିୟର ଭାରତୀୟ ଟିମ୍ ପାଇଁ ବହୁତ ଶାନଦାର୍ ରହିଥିଲା, ସେମିତି ଭାରତୀୟ ଟିମ୍ ପାଇଁ ଟେଷ୍ଟରେ ୯୦ ଟି ମ୍ୟାଚ୍, ୱାନଡେ ରେ ୩୧୨ ମ୍ୟାଚ୍ ଓ ଟି ଟ୍ୱେଣ୍ଟିରେ ୮୬ ମ୍ୟାଚ୍ ଖେଳିସାରିଛନ୍ତି, ଏମଏସ୍ ଧୋନୀ ୯୦ ଟି ଟେଷ୍ଟ ମ୍ୟାଚରୁ ୩୮,୦୯ ଓସତରୁ ୪୮୭୬ ରନ୍ କରିଥିଲେ, ସେମିତି ୩୨୧ ୱାନଡେ ରୁ ୫୧,୪୬ ଓସତରୁ ୧୦,୦୪୬ ରନ୍ କରିଥିଲେ, ସେମିତି ଟି ଟେଣ୍ଟି ଅନ୍ତରାଷ୍ଟ୍ରିୟ କ୍ରିକେଟରେ ଧୋନୀ ୩୭,୧୭ ଓସତରୁ ୧୪୮୭ ରନ୍ କରିଥିଲେ, ଟିମ୍ ଇଣ୍ତିଆର ପୁର୍ବ ଅଧିନାୟକ ଓ ଆଇପିଏଲ୍ ରେ ଚେନ୍ନାଇ ଟିମ୍ ର ଅଧିନାୟକତ୍ୱ ସଂମ୍ଭାଳିଥିବା ଷ୍ଟାର୍ ଖେଳାଳୀ ଏମଏସ୍ ଧୋନି ମଇଦାନରେ ସବୁବେଳେ ଧମାଲ୍ ମଚାଇଥାନ୍ତି, ଧୋନୀ କ୍ରିକେଟ୍ ସହ ନିଜ ଫ୍ୟାମିଲି ସହ ସ୍ପେଶାଲ୍ ଟାଇମ୍ ଅତିବାହିତ କରନ୍ତି, ଏବେ ସୋସିଆଲ୍ ମିଡିଆରେ ଧୋନୀ ନିଜ ୱାଇଫ୍ ଓ ଝିଅଙ୍କ ସହ ବହୁତ ସୁନ୍ଦର ଫଟୋ ଛାଡୁଛନ୍ତି, ଓ ନିଜ ଲଭ୍ ଲାଇଫ୍ ରେ ଭଲରେ ଅତିବାହିତ କରିଥାନ୍ତି, କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ଧୋନୀ ସାକ୍ଷୀଙ୍କ ପୁର୍ବରୁ ବଲିଉଡ୍ ର ୪ ଜଣ ଅଭିନେତ୍ରୀଙ୍କୁ ଡେଟ୍ କରିସାରିଛନ୍ତି ।

୧) ଦିପିକା ପାଦୁକୋଣ- ବଲିଉଡ୍ ରେ ଅଭିନେତ୍ରୀ ଦିପିକା ପାଦୁକୋଣ ପ୍ରଥମ ଲିଷ୍ଟରେ ନାଁ ଅଛି, ଯାହା ଏମଏସ୍ ଧୋନୀ ଙ୍କ ସହ ବହୁତ ଚର୍ଚ୍ଚାରେ ରହିଛନ୍ତି, ଧୋନୀ ଓ ଦିପିକାଙ୍କ ନାଁ ବହୁତ ଦିନ୍ ଯାଏଁ ଚର୍ଚ୍ଚାରେ ରହିଥିଲା, ଓ ତାଙ୍କ ମଧ୍ୟରେ ରିଲେସନକୁ ନେଇକରି ବହୁତଥର ଖବର ବି ଆସିଛି, ଏହି କଥା ଅଟେ ୨୦୦୭ ରେ ଯେବେ ଧୋନୀ ଓ ଦିପିକାଙ୍କୁ ଆଫେୟାର୍ ଖବର୍ ଜୋର୍ ଧରିଥିଲା, ସମସ୍ତେ ତାଙ୍କ ରିଲେସନ ବିଷୟରେ ଜାଣିବାକୁ ଚାହୁଁଥିଲେ । ତେବେ ଏମିତି ଖବର ଆସିଲା କି ନିଜେ ଏମଏସ୍ ଧୋନୀ ଦିପିକାଙ୍କ ସହ୍ ନିଜ ରିଲେସନକୁ ପବ୍ଲିକାଲି ରାଜି ହୋଇଥିଲେ, କହିଲେ କି ସେ ତାଙ୍କର ଜବରା ଫ୍ୟାନ୍ ଅଟେ, ଧୋନୀ ଓ ଦିପିକାଙ୍କ ମଧ୍ୟରେ ରିଲେସନ ସମସ୍ତଙ୍କୁ ଜଣାଅଛି ଯାହା ବହୁତ ଚର୍ଚ୍ଚିତ ହୋଇଥିଲା, ଜଲଦି ହିଁ ଦୁହେଁ ବ୍ରେକଅଫ୍ ଖବର ଆସିବାପରେ ଦିପିକା ଏହାପରେ ନିଜ ଧ୍ୟାନ ବଲିଉଡ୍ ରେ ଲଗାଇଲେ, ଓ ଏବେ ବଲିଉଡ୍ ର ନମ୍ବର ୧ ଅଭିନେତ୍ରୀ ଭାବେ ଜଣାଯାଆନ୍ତି ।

୨) ଲକ୍ଷ୍ମୀ ରାୟ- ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ଅଭିନେତ୍ରୀ ଲକ୍ଷ୍ମୀ ରାୟଙ୍କ ସହ୍ ଯୋଡାଯାଇଛି, ଲକ୍ଷ୍ମୀ ରାୟ ଦକ୍ଷିଣ ଭାରତୀୟ ସିନେମାରେ ଲୋକପ୍ରିୟ ଅଭିନେତ୍ରୀ ରହିଛନ୍ତି, ଲକ୍ଷ୍ମୀ ଓ ମହେନ୍ଦ୍ର ବି ଜଣେ ଅନ୍ୟଙ୍କ ପ୍ରେମରେ ପଡିଥିଲେ, ୨୦୦୯ ରେ ଏକ ସାକ୍ଷାତକାର ସମୟରେ ଲକ୍ଷ୍ମୀ ଧୋନୀଙ୍କ ସାଙ୍ଗରେ ନିଜ ସଂମ୍ପର୍କ ବିଷୟରେ ନିଜେ କହିଲେ, ଏହାପରେ ଦୁହେଁ ଙ୍କ ରାସ୍ତା ଅଲଗା ହୋଇଯାଇଥିଲା, ଲକ୍ଷ୍ମୀ ରାୟ ହିନ୍ଦୀ ସିନେମାରେ କାମ କରିସାରିଛନ୍ତି, ଓ ସେ ବଲିଉଡ୍ ରେ ପାଦ ଦେଇଥିଲେ ଫିଲ୍ମ ଜୁଲି ୨ ରୁ ।

୩) ଅସିନ୍- ମହେନ୍ଦ୍ର ସିଂଙ୍କ ନାଁ ସାଉଥ୍ ଓ ବଲିଉଡ୍ ଫିଲ୍ମ ଅଭିନେତ୍ରୀ ଅସିନ୍ ଙ୍କ ସହ ବି ଯୋଡାଯାଇଛି, ଅସିନ୍ ନିଜ ସଂମ୍ପର୍କକୁ ନେଇକରି ଚର୍ଚ୍ଚା ସେହି ସମୟରୁ ହେଲା ଯେବେ ଦୁହେଁ ଏକା ସାଙ୍ଗେ ଗୋଟେ ବ୍ରାଣ୍ତକୁ ପ୍ରମୋଟ୍ କରୁଥିବାର ନଜର ଆସିଥିଲେ, ଦୁହେଁଙ୍କ ସଂମ୍ପର୍କ କୁ ନେଇକରି ଅଧିକା କିଛି ସାମ୍ନାକୁ ଆସିନଥିଲା, ଓ ଦୁହେଁଙ୍କ ସଂମ୍ପର୍କ ଜଲଦି ହିଁ ଭାଙ୍ଗିଗଲା, ପରେ ମହେନ୍ଦ୍ର ସିଂ ଧୋନୀ ସାକ୍ଷୀ ଓ ଅସିନ୍ ରାହୁଲ୍ ଶର୍ମାଙ୍କୁ ବିବାହ କରିନେଲେ, ଅସିନ୍ ବଲିଉଡ୍ ରେ ଗଜନୀ ଓ ରେଡି ପରି ସଫଲ ଫିଲ୍ମରେ କାମ କରିଥିଲେ ।

୩) ପ୍ରୀତି ସିମୋନ୍- ପ୍ରୀତି ସିମୋନ୍ କପିଲ୍ ଶର୍ମା ଶୋରେ କାମ କରିସାରିଛନ୍ତି, ପ୍ରୀତି ବି କେବେ ଧୋନୀଙ୍କ ପ୍ରେମ କରୁଥିଲେ, ଓ ଦୁହେଁଙ୍କ ନାଁ ଏକା ସାଙ୍ଗେ ଯୋଡା ହେବାର ଦେଖାଯାଇଛି, କିନ୍ତୁ ଏହି ଖବର ଏକ ମିଥ୍ୟା ପ୍ରଚାର ହୋଇ ରହିଯାଈଥିଲା ।

Leave a Reply

Your email address will not be published. Required fields are marked *