October 18, 2024

Odia Express

Here, There and Everywhere

ଆଉଥରେ ମାଧୁରୀ ଦିକ୍ଷିତଙ୍କ ପୁଅ Aerin କଲେ ନିଜ ମା ବାପାଙ୍କ ହେଲେ ଗର୍ବ ଓ ଗୌରବ, ଖୁସିରେ ବାପା ଶ୍ରୀରାମ ନେନେ ଲେଖିଲେ ଏହି ଇମୋସନାଲ୍ ପୋଷ୍ଟ

ମାଧୁରୀ ଦିକ୍ଷିତଙ୍କୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ଏକ ଭଲ ଅଭିନେତ୍ରୀ ଓ ଭଲ ଡ୍ୟାନ୍ସର ଭାବେ ଜଣାଯାଏ, ସେ ନିଜ ବଢିଆ ଅଭିନୟ ବଳରେ ଓ ନିଜର ସୁନ୍ଦରତାର ଦମ୍ ରେ ଲକ୍ଷାଧିକ ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି, କହିଦେବୁ କି ମାଧୁରୀ ଦୀକ୍ଷିତ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତି, ସେ ଆସିବା ଦିନରୁ ନିଜ ଜୀବନକୁ ନେଇକରି ଫଟୋ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର୍ କରନ୍ତି, ଅଭିନେତ୍ରୀ ମାଧୁରୀ ଦିକ୍ଷିତ ନିଜ ସ୍ୱାମୀ ଶ୍ରୀରାମ ନେନେ ଓ ଦୁଇଟି ଛୁଆ ଏରିନ୍ ଓ ରେୟାନ୍ ଙ୍କୁ ବହୁତ ଭଲ ପାଆନ୍ତି

ସେ ବହୁତଥର ନିଜ ଫ୍ୟାମିଲି ସହ ଫଟୋଗୁଡିକ ସୋସିଆଲ୍ ମିଡିଆରେ ସେୟାର୍ କରନ୍ତି, ସେମିତି ଅନ୍ୟପଟେ ଡାକ୍ତର ନେନେ ବି ନିଜ ସ୍ତ୍ରୀଙ୍କ ପରି ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, କପଲଙ୍କ ବଡ ପୁଅ ଏରିନ୍ ସାଉଥ୍ କାଲିଫର୍ଣ୍ଣିଆ ୟୁନିଭରସିଟି ଜଏନ୍ କରିସାରିଛନ୍ତି, ଏହି ଖାସ୍ ମଉକାରେ କିଛି ଫଟୋ ଶ୍ରୀରାମ ନେନେ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । କହିଦେବୁ କି ମାଧୁରୀ ଦୀକ୍ଷିତ ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟରର ଶିଖରରେ ଥିଲାବେଳରୁ ଶ୍ରୀରାମ ନେନେଙ୍କୁ ବିବାହ କରିନେଇଥିଲେ, ଶ୍ରୀ ରାମ ନେନେ ସେହି ଦିନରୁ ଆମେରିକାରେ ରହୁଥିଲେ

ଯାହାର କାରଣରୁ ଅଭିନେତ୍ରୀ ବିବାହ ସରିଲାପରେ ଆମେରିକା ସିଫ୍ଟ୍ ହୋଇଗଲେ, ବିବାହର କିଛି ବର୍ଷ ପରେ ଭାରତ ଫେରିଆସିଲେ, ମାଧୁରୀ ଏବେ ନିଜ ପରିବାର ସହ ମୁମ୍ବାଇରେ ରହୁଛନ୍ତି । ଏବେ ଆପଣଙ୍କୁ ଦେଖାଇବୁ ଶ୍ରୀରାମ ନେନେଙ୍କ ଦ୍ୱାରା ସେୟାର୍ କରାଯାଇଥିବା ଫଟୋ ଗୁଡିକ । ଏବେ ଆପଣଙ୍କୁ ଦେଖାଉଛୁ ଶ୍ରୀରାମ ନେନେଙ୍କ ଦ୍ୱାରା ସେୟାର୍ କରାଯାଇଥିବା ଫଟୋଗୁଡିକ, ନେନେ ୦୭ ସେପ୍ଟେମ୍ବର ୨୦୨୧ କୁ ନିଜ ଇନଷ୍ଟାଗ୍ରାମରେ ନିଜ୍ ପରିବାର ସହ କିଛି ଫଟୋ ସେୟାର୍ କରିଥିଲେ, ଏହି ଫଟୋ ୟୁଏସ୍ ରେ ଏରିନ୍ ୟୁନିଭରସିଟି କ୍ୟାମ୍ପସ୍ ଭିତରର୍ ଅଟେ, ଶ୍ରୀରାମ ନେନେ ନିଜ ପୁଅର ସହ କ୍ୟାମେରାରେ ପୋଜ୍ ଦେଉଥିବାର ନଜର ଆସିଛନ୍ତି , ଦ୍ୱିତୀୟ ଫଟୋରେ ନିଜ ଫ୍ୟାମିଲିର ସହ ଦେଖାଯାଉଛି,

ଏହି ଫଟୋରେ ଶ୍ରୀରାମ ନେନେ ଲେଖିଛନ୍ତି କି ମୁଁ ଏରିନ୍ ର କଲେଜ୍ ଆରମ୍ଭ କରିବାପାଇଁ ବହୁତ ଉତ୍ସାହି ଅଛି, ମୁଁ ପ୍ରଥମେ ଏବେ ସବୁ ଶିକ୍ଷକଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି କି ଯିଏକି ବହୁତ ଭଲ ଶିକ୍ଷକ ଅଟନ୍ତି, ମୁଁ ତୁମର ବାପା ହୋଇକରି ଗର୍ବ ଅନୁଭବ କରୁଛି, ୨ ମାର୍ଚ୍ଚ ୨୦୨୧ ରେ ଶ୍ରୀ ରାମ ନେନେ ନିଜ ଆଧିକାରିକ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ନିଜ ଫ୍ୟାମିଲି ସହ ଏକ ଥ୍ରୋବ୍ୟାକ୍ ଅଣଦେଖା ଫଟୋ ସେୟାର୍ କରିଥିଲେ, ଏହି ଫଟୋରେ ମାଧୁରି ଦିକ୍ଷିତ ଶ୍ରୀରାମ ନେନେଙ୍କ ସହ ନଜର ଆସିଥିଲେ, ଓ ଏଥିରେ ଦୁଇଟି ପୁଅ ବି ଥିଲେ, ଯଦି ମାଧୁରୀଙ୍କ ୱାର୍କଫ୍ରଣ୍ତ କଥା କହିବା ତେବେ ମାଧୁରୀ ଦିକ୍ଷିତ ଫିଲ୍ମ କଳଙ୍କରେ ନଜର ଆସିଛନ୍ତି, ଏବେ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଅପକମିଙ୍ଗ୍ ୱେବସିରିଜ୍ ଅନାମିକା ରେ ନଜର୍ ଆସିବେ, ଯାହାଦ୍ୱାରା ସେ ଡିଜିଟାଲ୍ ସ୍ପେସ୍ ରେ ପ୍ରଥମଥର ପାଦ ରଖିବେ ।

Leave a Reply

Your email address will not be published. Required fields are marked *