October 18, 2024

Odia Express

Here, There and Everywhere

ବଲିଉଡ୍ ରେ ଏହି ଲୋକପ୍ରିୟ ଯୋଡି ପ୍ରଥମ ସାକ୍ଷାତର ଷ୍ଟୋରୀ ଥିଲା ବହୁତ ମଜାଦାର୍, ଜାଣିଲେ ଆପଣଙ୍କ ଚେହେରାରେ ବି ଆସିଯିବ ସ୍ମାଇଲ,Gauri ଙ୍କ କାହାଣୀ ଥିଲା ଭିର୍ଣ୍ଣ

1 min read

ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ ଲୋକପ୍ରିୟ ଯୋଡି ଅଛନ୍ତି ଯାହାଙ୍କ କେମେଷ୍ଟ୍ରି ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ, ଓ ଏହି କପଲ୍ସଙ୍କ ଲଭ୍ ଷ୍ଟୋରୀ ଫ୍ୟାନ୍ସ ଙ୍କୁ ବହୁତ ଭଲ ଲାଗେ, ଆମର ବଲିଉଡ୍  ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ମହଜୁଦ୍ ଅଛନ୍ତି ଯାହାଙ୍କ ପ୍ରେମ କାହାଣି ବହୁତ ମଜାଦାର୍ ଅଛି, ସେଥିରେ ଅଧିକାଂଶ ଦେଖା କରିବାର କାହାଣୀ ମଜାଦାର୍ ଅଟେ, ଆସନ୍ତୁ ଜାଣିବା ସେହି ବଲିଉଡ୍ ର ଫେମସ୍ କଳାକାରଙ୍କ ବିଷୟରେ ।

୧) ଅକ୍ଷୟ କୁମାର- ଟ୍ୱିଙ୍କିଲ୍ ଖାନ୍ନା- ବଲିଉଡ୍ ରେ ଅଭିନେତା ଅକ୍ଷୟ କୁମାର ଓ ଟ୍ୱିଙ୍କିଲ୍ ଖାନ୍ନାଙ୍କ ଯୋଡି ସବୁଠାରୁ ରୋମାଣ୍ଟିକ୍ ଯୋଡି ଭାବେ ଜଣାଯାଏ, ସେମିତି ଅକ୍ଷୟ କୁମାର ଟ୍ୱିଙ୍କିଲ୍ ଖାନ୍ନାଙ୍କୁ ପ୍ରଥମ ସାକ୍ଷାତରେ ଦିୱାନା ହୋଇଯାଇଥିଲେ, ଏହି ସମୟରେ ଅକ୍ଷୟ କୁମାର ଟ୍ୱିଙ୍କିଲ୍ ଖାନ୍ନାଙ୍କ ଆଗରେ ବିବାହ କରିବାର ପ୍ରସ୍ତାବ ରଖିଦେଲେ, ଟ୍ୱିଙ୍କିଲ୍ ଖାନ୍ନା ଏହି ପ୍ରପୋଜାଲ୍ କୁ ରାଜି ହୋଇଯାଇଥିଲେ, ଆଜି ତାଙ୍କ ଯୋଡି ବଲିଉଡ୍ ରେ ସବୁଠାରୁ ସଫଳ ଯୋଡି ଭାବେ ନଜର ଆସେ ।

୨) ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ- ବଲିଉଡ୍ ର ଦେଶୀ ଗାର୍ଲ୍ସ ପ୍ରିୟଙ୍କା ଚୋପ୍ରା ନିକ ଜୋନ୍ସଙ୍କ ଯୋଡି ଆଜିର ସମୟରେ ସବୁଠାରୁ ପପୁଲାର୍ ଯୋଡି ଭାବେ ଜଣାଯାଏ , ଏହି ଦୁହେଁଙ୍କ ସାକ୍ଷାତ ଏକ କମନ୍ ଫ୍ରେଣ୍ତ ଜରିଆରେ ହୋଇଥିଲା, ଏହାପରେ ନିକ୍ ପ୍ରିୟଙ୍କା ଚୋପ୍ରାଙ୍କୁ ମେସେଜ୍ କରିଥିଲେ, ଓ ତାଙ୍କୁ ସେ ଦେଖାକରିବାକୁ ଚାହୁଁଥିଲେ, ନିକ୍ସ ଜୋନ୍ସ ଏହି ମେସେଜ୍ ରେ ପ୍ରିୟଙ୍କାଙ୍କୁ ଏହା କହିଲେ କି ଏହି ମେସେଜ୍ ମୋର ଟିମ୍ ପଢିପାରେ, ଆପଣ ମୋତେ ମେସେଜ୍ କଣ ପାଇଁ କରୁନାହାନ୍ତି, କହିଦେବୁ କି ଏହି କଥାବାର୍ତ୍ତା ସମୟରେ ଏହିଦୁହେଁଙ୍କ ସାକ୍ଷାତ ହୋଇଥିଲା< ଓ ଦୁହେଁ ପ୍ରେମକରି ବସିଲେ, ଓ ଆଜି ଦୁହେଁଙ୍କ ଯୋଡି ବଲିଉଡ୍ ର୍ ସବୁଠାରୁ ସଫଳ ଯୋଡି ଭାବେ ଜଣାଯାଏ ।

୩) ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁର୍ ଖାନ୍- ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁର୍ ଖାନ୍ ଙ୍କ ଯୋଡି ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଲୋକପ୍ରିୟ ଅଟେ, ସୈଫ୍ କରିନାଙ୍କୁ ତେବେ ଦେଖାକରିତିଲେ ଯେବେ କରିନା ଛୋଟ ଥିଲେ, ଓ ସେ ନିଜ ଭଉଣୀ କରିସ୍ମାଙ୍କ ସହ ଦେଖାକରିବାକୁ ସେଟ୍ ରେ ଆସୁଥିଲେ, ଓ ଏହାପରେ ଫିଲ୍ମ ଟଶନରେ ଏହି ଦୁହେଁଙ୍କ ପ୍ରେମ ହୋଇଗଲା, ଓ ଦୁହେଁ ବିବାହ କରିନେଲେ, ଆଜି ଦୁହେଁ କପଲ୍ ବାପା ମା ହୋଇସାରିଛନ୍ତି ।

୪) ସାହାରୁଖ୍ ଓ ଗୌରୀ- ବଲିଉଡ୍ ର ରୋମାଣ୍ଟିକ୍ କିଙ୍ଗ୍ କୁହାଯାଉଥିବା ସାହାରୁଖ୍ ଖାନ୍ ଓ ଗୌରୀ ଖାନ୍ ଙ୍କ ଯୋଡି ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଠାରୁ ଲୋକପ୍ରିୟ ଯୋଡି ଭାବେ ଜଣାଯାଏ , କଥା ହେବାଯଦି ଏହି କପଲଙ୍କ ଲଭ ଷ୍ଟୋରୀ ବିଷୟରେ ଯେବେ ସାହାରୁଖ୍ ଖାନ୍ ଙ୍କ ବୟସ ୧୮ ବର୍ଷ ଥିଲା ତେବେ ଏକ ପାର୍ଟିର ସମୟରେ ସାହାରୁଖ ଖାନ୍ ଔରୀଙ୍କୁ ଦେଖିଥିଲେ, ସେହି ସମୟରେ ଗୌରୀ ୧୪ ବର୍ଷୀୟ ଥିଲେ, ଓ ସାହାରୁଖ୍ ଦେଖୁ ଦେଖୁ ଭଲ ପାଇବସିଲେ, ଏହାପରେ ଦୁହେଁ ଧର୍ମରଅନ୍ତରକୁ ଭୁଲି ବିବାହ କରିନେଲେ, ଓ ଆଜି ବିବାହର୍ ୩୦ ବର୍ଷ୍ ପରେ ଦୁହେଁ ବହୁତ ପରସ୍ପର ସହ ଖୁସିରେ ଅଛନ୍ତି ।

୫) ରଣବୀର୍ କାପୁର ଓ ଆଲିଆ ଭଟ୍ଟ- ବଲିଉଡ୍ ଅଭିନେତା ରଣବୀର୍ କାପୁର ଓ ଆଲିଆ ଭଟ୍ଟ ଏହି ଦିନରେ ନିଜ ଲଭ୍ ଆଫେୟାର୍ କୁ ନେଇ ଅଧିକା ଚର୍ଚ୍ଚାରେ ଅଛନ୍ତି, ଏହି ଦୁହେଁଙ୍କ ପ୍ରଥମ ସାକ୍ଷାତ ଫିଲ୍ମ ବ୍ଲାକ୍ ସେଟ୍ ରେ ହୋଇଥିଲା, ସେହି ସମୟରେ ଆଲିଆ ଭଟ୍ଟଙ୍କ ବୟସ ୧୧ ବର୍ଷ ଥିଲା, ରଣବୀର ସେହି ସମୟରେ ସଞ୍ଜୟ ଲିଲା ବନସାଲିଙ୍କୁ ଆସିଷ୍ଟ କରୁଥିଲେ, ଓ ସେମିତି ଆଲିଆ ଭଟ୍ଟ ଙ୍କ ରଣବୀର୍ କାପୁରଙ୍କୁ ଛୁଆବେଳରୁ କ୍ରସ୍ ଥିଲା, ଓ ଖବରରୁ ଜଣାଯାଏ ଯେ ଦୁହେଁ ବହୁତ ଜଲଦି ବାହା ହୋଇପାରନ୍ତି ।

୬) ରଣବୀର ସିଂ ଓ ଦିପିକା ପାଦୁକୋଣ- ଦିପିକା ପାଦୁକୋଣ ଓ ରଣବୀର୍ ସିଂଙ୍କୁ ବଲିଉଡ୍ ର ପାୱାରଫୁଲ୍ କପଲ୍ କୁହାଯାଏ , ଏହି ଦୁହେଁଙ୍କ ଲଭ୍ ଷ୍ଟ୍ରୋରୀ ବହୁତ ମଜାଦାର୍ ଅଟେ, ନିଜର ଏକ ଇଣ୍ଟରଭ୍ୟୁରେ ଦିପିକା କହିଥିଲେ କି ରଣବୀରଙ୍କ୍ ସହ୍ ସାକ୍ଷାତ ତାଙ୍କୁ ୟଶରାଜ୍ ଷ୍ଟୁଡିଓ ରେ ହୋଇଥିଲା, ଓ ସେହି ସମୟରେ ରଣବୀର୍ ସିଂ ଦିପିକାଙ୍କୁ ପ୍ରଥମ ନଜରରେ ଭଲ ପାଇବସିଥିଲେ, ଏହାପରେ ଦୁହେଁ ଘନିଷ୍ଠତା ବଢାଇଲେ, ଓ ଏହି ପ୍ରେମ କାହାଣୀକୁ ବିବାହର ନାଁ ଦେଲେ, ଆଜି ଦୁହେଁ କପଲ୍ ଙ୍କ ଯୋଡି ବଲିଉଡ୍ ରେ ସଫଳ ଯୋଡି ଭାବେ ଜଣାଯାଏ ।

Leave a Reply

Your email address will not be published. Required fields are marked *