October 18, 2024

Odia Express

Here, There and Everywhere

ଫିଲ୍ମ ଇଣ୍ତଷ୍ଟ୍ରିରେ ଏହି ଲୋକପ୍ରିୟ Artist ନିଜ ହାତରେ ବର୍ବାଦ କରିଦେଲେ ନିଜ ଭଲ କ୍ୟାରିୟର୍, ଦେଖନ୍ତୁ List

1 min read

ମନୋରଞ୍ଜନ ଦୁନିଆଁରେ ସଫଲତା ହାସିଲ୍ କରିବା ସମସ୍ତଙ୍କ ପକ୍ଷରେ ସଂମ୍ଭବପର ନୁହେଁ, ଯଦି ସଫଳତା ବି ମିଳିଯାଏ , ତେବେ ଏହି ସଫଳତା କୁ ରଖିବା ସବୁଠାରୁ କଠିନ କାମ ବୋଲି ଜଣାଯାଏ , ଏଥିପାଇଁ କୁହାଯାଏ କି ଷ୍ଟାର୍ ହେବ ସହଜ ଅଟେ କିନ୍ତୁ ଷ୍ଟାରଡମ୍ କୁ ରଖିବା ବହୁତ ମୁସକିଲ୍ ଅଟେ, ଆଜିର ଏହି ଲେଖରେ ଆମେ ବଲିଉଡ୍ ରେ ଏମିତି କଲାକାରଙ୍କ ବିଷୟରେ କହିବୁ ଯିଏ ନିଜ କ୍ୟାରିୟରରେ ସଫଳତା ଛୁଇଁଲେ କିନ୍ତୁ ନିଜ ଷ୍ଟାରଡମ୍ କୁ ସଂମ୍ଭାଳି ରଖିପାରିନଥିଲେ, ଏଥିରେ ବହୁତ କଲାକାର ଏମିତି ଅଛନ୍ତି ଯିଏକି ନିଜ ହାତରେ ନିଜ ଭଲ କ୍ୟାରିୟରକୁ ବର୍ବାଦ କରିଦେଲେ,  ଆଜି ଏହି କଳାକାର ଇଣ୍ତଷ୍ଟ୍ରିରୁ ଦୁରେଇ ଗୁମନାମୀରେ ଚଳୁଛନ୍ତି, ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ କଲାକାରମାନେ ସାମିଲ୍ ଅଛନ୍ତି ।

୧) ବିବେକ ଓବରାୟ- ବଲିଉଡ୍ ର ଅଭିନେତା ବିବେକ ଓବରାୟ ଏହି ଲିଷ୍ଟରେ ସାମିଲ୍ ଅଛନ୍ତି, ଓ ଯେବେ ବିବେକ ଓବରାୟ ବଲିଉଡ୍ ରେ ପାଦ ରଖିଥିଲେ, ତେବେ ତାଙ୍କ କ୍ୟାରିୟର୍ ଭଲ ଚାଲୁଥିଲା, ସେହି ସମୟରେ ବିବେକ ଓବରାୟ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମରେ ନେଇ ସଲମାନ୍ ଖାଁଙ୍କ ସହ ପଙ୍ଗା ନେଇଗଲେ, ସେହି ସମୟରେ ବିବେକ ଓବରାୟଙ୍କ କ୍ୟାରିୟର୍ ପୁରା ବର୍ବାଦ ହୋଇଗଲା, ଏହାପରେ ବିବେକ ନିଜ କ୍ୟାରିୟରକୁ ବଲିଉଡ୍ ରେ ଷ୍ଟେବଲ୍ ରଖିପାରିଲେ ନାହିଁ ।

୨) ଶକ୍ତି କାପୁର- ବଲିଉଡ୍ ର ଜଣାଶୁଣା ଅଭିନେତା ଶକ୍ତି କାପୁର ନିଜ କ୍ୟାରିୟରରେ କମେଡିଆନ୍ ଓ ଭିଲେନ୍ ଭୁମିକା ବହୁତଥର ନିଭଇଚନ୍ତି, ନିଜ ଜମାନାରେ ଶକ୍ତି କାପୁର ବଲିଉଡ୍ ର୍ ସବୁଠାରୁ ଲୋକପ୍ରିୟ ଅଭିନେତା ରୁପରେ ଜଣାଯାଉଥିଲେ, ୨୦୦୫ ରେ ଯେବେ ଏକ ଷ୍ଟିଙ୍ଗ୍ ଅପରେସନ୍ ହେଲା ତେବେ ତାଙ୍କୁ କାଷ୍ଟିଙ୍ଗ୍ କାଉଚ୍ ଅପରାଧରେ ଧରାପଡିଲେ, ଓ ଶକ୍ତି କାପୁରଙ୍କ ଫିଲ୍ମ କ୍ୟାରିୟର୍ ପୁରା ବର୍ବାଦ ହୋଇଗଲା, ଆଜି ସେ ଇଣ୍ତଷ୍ଟ୍ରିରୁ ଦୁରେଇ ଯାଇଛନ୍ତି ।

୩) ଫରଦିନ୍ ଖାନ୍- ବଲିଉଡ୍ ରେ ଜଣାଶୁଣା ଅଭିନେତା ଫିରୋଜ ଖାନ୍ ଙ୍କ ପୁଅ ଫାରାଦିନ୍ ଖାନ୍ ଫିଲ୍ମ ମେକିଙ୍ଗ୍ ରେ ନିଜ୍ କ୍ୟାରିୟର୍ କରିଥିଲେ, ଓ ସେହି ସମୟରେ ସେ ବହୁତ ଲୋକପ୍ରିୟ ବି ହୋଇଥିଲେ, କିନ୍ତୁ ଥରେ ଫାରାଦିନ୍ ଙ୍କୁ କୋକିନ୍ ଖାଉଥିବାର୍ ଆରୋପି ବୋଲି ଜଣାଗଲା, ଓ ତାଙ୍କୁ ନାଇକ୍ରୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏହି ଆରୋପରେ ଗିରଫକରିନେଲେ, ତାହାପରେ ତାଙ୍କ କ୍ୟାରିୟର୍ ପୁରା ବର୍ବାଦ ହୋଇଗଲା ।

୪) ସାଇନି ଆହୁଜା- ବଲିଉଡ୍ ଅଭିନେତା ସାଇନି ଆହୁଜା ଙ୍କ ନାଁ ଏହି ଲିଷ୍ଟରେ ଆସିଥାଏ, ସାଇନି ଆହୁଜା ବହୁତ ସଂଘର୍ଷ୍ ପରେ ବଲିଉଡ୍ ରେ ନିଜ ପାଦ ଥାପିଥିଲେ, କିନ୍ତୁ ସେ ୨୦୦୯ ରେ ସାଇନି ଆହୁଜାଙ୍କୁ ନିଜ ଚାକାରାଣୀ ଉପରେ ରେଫ୍ ଆରୋପ ଲାଗିଥିଲା, ଓ ଏହି କେସ୍ ପରେ ସାଇନି ଆହୁଜାଙ୍କୁ ୭ ବର୍ଷ ଜେଲ୍ ହୋଇଗଲା, ଏହାପରେ ସାଇନି ଆହୁଜା ଅଭିନୟର କ୍ୟାରିୟର୍ ପୁରା ବର୍ବାଦ ହୋଇଗଲା ।

୫)ଅମନ ବର୍ମା- ବଲିଉଡ୍ ଓ ଟିଭି ଇଣ୍ତଷ୍ଟ୍ରିର ଜଣାଶୁଣା କଳାକାର ଅମନ୍ ବର୍ମା ଏହି ଲିଷ୍ଟରେ ସାମିଲ୍ ହୋଇଛନ୍ତି, ଓ ଅମନ ବର୍ଷା ନିଜ ଦମଦାର୍ ଅଭିନୟରୁ ଲମ୍ବା ସମୟ ଯାଏଁ ଇଣ୍ତଷ୍ଟ୍ରିରେ ନିଜ ନାଁ କମାଇଥିଲେ, ୨୦୦୫ ରେ ଅମନ୍ ବର୍ମା କାଷ୍ଟିଙ୍ଗ୍ କାଉଚ୍ ଅପରାଧରେ ଦୋଷି ପାଇଥିଏ, ଏହି କେସ୍ କାରଣଉ ତାଙ୍କ୍ କ୍ୟାରିୟର୍ ଖରାପ ହୋଇଯାଇଥିଲା, ଏହାପରେ ଅମନ୍ ଇଣ୍ତଷ୍ଟ୍ରିରେ କିଛି ଖାସ୍ କମାଲ୍ କରିପାରିଲେ ନାହିଁ ।

୬) ମମତା କୁଲକର୍ଣ୍ଣୀ- ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ମମତା କୁଲକର୍ଣ୍ଣ ନିଜ ସୁନ୍ଦରତା ଓ ଭୁମିକାପାଇଁ ଜଣାଯାଆନ୍ତି, ଯେବେ ମମତା କୁଲକର୍ଣ୍ଣୀଙ୍କ ଫିଲ୍ମ କ୍ୟାରିୟର୍ ପିକ୍ ରେ ଥିଲା ତେବେ ସେ ନିଜ୍ ନାଁ ଅଣ୍ତରୱାର୍ଲଡ୍ ଙ୍କ ଯୋଡାଯାଊଥିବାର ଦେଖାଗଲା,  ଏହାପରେ ସେ ଅଭିନୟ ଜଗତରୁ ଦୁରେଇ ଗଲେ, କିଛି ଦିନ ପୁର୍ବରୁ ମମତାଙ୍କୁ ସାଧୁ ମାଙ୍କ ଭେଷରେ ଦେଖାଯାଈଥିଲା ।

୭) ମୋନିକା ବେଦୀ- ବଲିଉଡ୍ ଓ ଟିଭି ଇଣ୍ତଷ୍ଟ୍ରିରେ ଜଣାଶୁଣା ମୋନିକା ବେଦୀଙ୍କ ନାଁ ଏହି ଲିଷ୍ଟରେ ସମିଲ୍ ଅଛି, କହିଦେବୁ କି ମୋନିକା ବେଦୀଙ୍କ ନାଁ ଅଣ୍ତରୱାର୍ଲଡ୍ ଡନ୍ ଆବୁ ସାଲେମ୍ ଙ୍କ ସହ ପ୍ରେମରେ ପଡିବା କାରଣରୁ ବର୍ବାଦ ହୋଇଥିଲା, ତାଙ୍କ କ୍ୟାରିଅର୍ ଏବେ ପୁରା ଫ୍ଲପ୍ ହୋଇସାରିଛି ।

Leave a Reply

Your email address will not be published. Required fields are marked *